ମନୋରଞ୍ଜନ

ଜଣେ ଗର୍ଭବତୀ ମହିଳା ପାଇଁ ଏହା ସବୁଠାରୁ ରୋମାଞ୍ଚକ ଖେଳ: କାହିଁକି ଏପରି କହିଲେ ଅନୁଷ୍କା

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବିଆର)ର ବିଜୟକୁ ନେଇ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଖୁସି ଅଛନ୍ତି। ଏହି ସଫଳତା ଯୋଗୁ ଖୁସିରେ ଅନୁଷ୍ମାଙ୍କ ପାଦ ଆଉ ତଳେ ଲାଗୁ ନାହିଁ। ସେ…

ମନୋରଞ୍ଜନ ଜଗତରେ ପାଦ ଦେବାକୁ ଯାଉଛନ୍ତି ଏହି କ୍ରିକେଟର

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ ମନୋରଞ୍ଜନ ଜଗତରେ ପାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଏବେ ସେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ତେବେ ମାହି ଅଭିନେତା…

ବିହାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ସୁଶାନ୍ତଙ୍କ ବାପା କେକେ ସିଂ

ପାଟଣା,୩୦।୯-ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତରେ ବିଳମ୍ବ ହେବାରୁ ସୁଶାନ୍ତଙ୍କ ବାପା କେକେ ସିଂ ବୁଧବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି। ନୀତିଶଙ୍କ ପାଟଣାସ୍ଥିତ ବାସଭବନରେ ତାଙ୍କ ପରିବାର ଲୋକ ସୁଶାନ୍ତ ମୃତ୍ୟୁ ମାମଲା ତଦନ୍ତ ବାବଦରେ…

ଟିଭିର ରାମ-ସୀତା କରୋନା ପଜିଟିଭ

ଟିଭିର ରାମ-ସୀତା ଅର୍ଥାତ୍‌ ଗୁରମୀତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ କରୋନା ପଜିଟିଭ ଜଣାପଡ଼ିଛନ୍ତି। ଏ ନେଇ ଗୁରମିତ କିଛି ସମୟ ପୂର୍ବରୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଲେଖି ଜଣାଇଛନ୍ତି। ସେ ଲେଖିଛନ୍ତି, ମୋ ସ୍ତ୍ରୀ ଦେବିନା ଏବଂ ମୋର କରୋନା ପଜିଟିଭ…

ସୋନୁ ସୁଦ୍‌ଙ୍କୁ ମିଳିଲା ଏହି ସମ୍ମାନଜନକ ପୁରସ୍କାର

ବଲିଉଡରେ ଖଳନାୟକ ଭାବରେ ବିଖ୍ୟାତ ସୋନୁ ସୁଦ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଅପେକ୍ଷା ସାମାଜିକ କାର୍ଯ୍ୟ ପାଇଁ ଆଜିକାଲି ଅଧିକ ଚର୍ଚ୍ଚାରେ ରହୁଛନ୍ତି। ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ପଠାଇବା ଏବଂ ପରେ ବହୁ ଶ୍ରମିକଙ୍କ ଲାଗି ନିଯୁକ୍ତି ବ୍ୟବସ୍ଥା କରାଇଥିଲେ।…

ମୁମ୍ବାଇରୁ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି ଭାଇଜାନ୍‌, ଜାଣନ୍ତୁ କାହିଁକି

ଭାଇଜାନ୍ ଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ରାଧେ ଇୟୋର ମୋଷ୍ଟ ୱାଣ୍ଟେଡ ଭାଇ’ର ଶୁଟିଂ କାର୍ଯ୍ୟ ଅକ୍ଟୋବର ୨ ରୁ ଆରମ୍ଭ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର ଅବଶିଷ୍ଟ ଶୁଟିଂ ପାଇଁ ସଲମାନ ମୁମ୍ବାଇରୁ ବାହାରକୁ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ…

ଶାହରୁଖଙ୍କ ଝିଅକୁ କଳା କହିବାରୁ, ଦେଲେ ଏମିତି ଜବାବ

ଦେଶ ତଥା ବିଶ୍ୱରେ ରଙ୍ଗଭେଦ ଏକ ବଡ ପ୍ରସଙ୍ଗ। ବିଶେଷକରି ଏହାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି। ଏବେ ଫିଲ୍ମ ତାରକାମାନେ ମଧ୍ୟ ଏହା ଉପରେ ଖୋଲାଖୋଲି ଭାବେ ମନ୍ତବ୍ୟ ହେଉଛନ୍ତି। ଅଭିନେତା ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ…

ଅଙ୍ଗ ଦାନ କରିବେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରାୟତଃ ପ୍ରଶଂସକଙ୍କ ଯୋଡି ହୋଇ ରହିଥାନ୍ତି। ଅନେକ ସମୟ ନିଜ ଫଟୋ ଶେୟାର କରି ନିଜ ପିତାଙ୍କ ପଂକ୍ତି ଲେଖନ୍ତି। ଏବେ ସେ ଏକ ବଡ ନିଷ୍ପତ୍ତି ନେଇ…

ପ୍ରେମରେ ଅସଫଳ ରହିବାରୁ ଏମିତି ନିଷ୍ପତ୍ତି ନେଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ପ୍ରଖ୍ୟାତ ଅଭିନେତ୍ରୀ ଆଶା ପାରେଖ ଅକ୍ଟୋବର ୨, ୧୯୪୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଶା ହିନ୍ଦୀ ସିନେମାର ଏକ ବଡ ନାମ। ସମୟ ଥିଲା ଯେତେବେଳେ ବର୍ଶକ ଆଶା ପାରେଖଙ୍କ ପାଇଁ ପାଗଳ ଥିଲେ। ଆଶା ପାରେଖ ୧୯୫୯ରୁ ୧୯୭୩ ପର୍ଯ୍ୟନ୍ତ…

ଅଭିନୟ କଲେ ଛାଡି ଚାଲିଯିବାକୁ ଧମକ ଦେଇଥିଲେ ଏହି ସଫଳ ଗାୟକଙ୍କ ସ୍ତ୍ରୀ

ବଲିଉଡ୍‌ର ସଫଳ ଗାୟକଙ୍କ ମଧ୍ୟରେ ଅନ୍ୟତମ ଶାନ୍ତନୁ ମୁଖାର୍ଜା ଅର୍ଥାତ୍‌ ଶାନ୍‌। ୩୦ ସେପ୍ଟେମ୍ବର ୧୯୭୨ରେ ମଧ୍ୟପ୍ରଦେଶର ଖଣ୍ଡଓ୍ବାଠାରୁ ଜନ୍ମ ଗ୍ରହଣ କରିଥିବା ଶାନ୍‌ଙ୍କର ଆଜି ହେଉଛି ଜନ୍ମଦିନ। ମାତ୍ର ୧୩ ବର୍ଷ ବୟସରୁ ବାପାଙ୍କୁ ହରାଇଥିବା ଶାନ୍‌ ଜଣେ ଗାୟକ…

‘କେବିସି’ର ଟିଆର୍‌ପି କମିବାରୁ ଅମିତାଭଙ୍କୁ କ୍ଷମା ମାଗିଥିଲେ ଶାହାରୁଖ୍‌: ଜାଣନ୍ତୁ କାହିଁକି

ଛୋଟ ପରଦାର ଲୋକପ୍ରିୟ ଶୋ’ ‘କୌନ୍‌ ବନେଗା କରୋଡପତି’(କେବିସି) ସିଜିନ୍‌ ୧୨ ଗତ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ହୋଷ୍ଟ କରୁଥିବା ଏହି ଶୋ’ ଏଥର ନୂଆ ରୂପରେ ଦର୍ଶକଙ୍କ ସମ୍ମୁଖକୁ ଆସିଛି। ଶୋ’ରେ ଅନେକ ଛୋଟ…

ସୁଶାନ୍ତଙ୍କ ପରେ ମୁମ୍ବାଇରେ ଆଉ ଜଣେ ବିହାର ଅଭିନେତାଙ୍କ ପରଲୋକ

ମୁମ୍ବାଇ, ୨୯।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବିହାରର ଆଉ ଜଣେ ଉଦୀୟମାନ କଳାକାରଙ୍କ ବିୟୋଗ ସାମ୍ନାକୁ ଆସିଛି। ଯୁବ ଅଭିନେତା ତଥା ଆଲବମ୍‌ କଳାକାର ଅକ୍ଷତ ଉତ୍କର୍ଷ ଚୌଧୁରୀଙ୍କ ମୃତ ଦେହ ମୁମ୍ବାଇର ଅନ୍ଧେରୀରୁ ଉଦ୍ଧାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri