ଶେଷରେ ମୁହଁ ଖୋଲିଲେ ସୈଫ୍: ଝିଅ ସାରାଙ୍କ ବିଷୟରେ କହିଲେ ଏମିତି
ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରୁ ବଲିଉଡ୍ରେ ଡ୍ରଗ୍ସ କାରବାର ନେଇ ଖବର ସାମ୍ନାକୁ ଆସିଲା। ଏହା ପରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ବଲିଉଡ୍ର ଅନେକ କଳାକାରଙ୍କ ନାଁ ମଧ୍ୟ ଜଣାପଡ଼ିଲା। ସେମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ,ସାରା ଅଲ୍ଲୀ…
ବିବାହର ୨୩ ଦିନ ପୂର୍ବରୁ ବ୍ୟାଚଲର ପାର୍ଟି କଲେ ଅଭିନେତ୍ରୀ କାଜଲ: ଭଉଣୀ ଶେୟାର କଲେ ଫଟୋ
ବଲିଉଡ୍ ତଥା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିସାରିଥିବା ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଅକ୍ଟୋବର ୩୦ରେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏବେ ତାଙ୍କ ବିବାହକୁ ଆଉ ମାତ୍ର ୨୩ ଦିନ ବାକି ରହିଲା। ଏହାରି ମଧ୍ୟରେ ତାଙ୍କର…
ମା’ ହେବା ପରେ ସପ୍ନାଙ୍କୁ ଏମିତି କମେଣ୍ଟ କଲେ ଲୋକେ: ଜବାବ୍ ଦେଲେ ସ୍ବାମୀ
ନିଜର ନୃତ୍ୟ ଏବଂ ଗୀତ ଦ୍ୱାରା ସମଗ୍ର ବିଶ୍ୱରେ ପରିଚିତ ସପ୍ନା ଚୌଧୁରୀ ମାତୃତ୍ୱ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାମୀ ଭୀର ସାହୁ ଏହି ଖୁସି ଖବରକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…
ନେହା କକ୍କରଙ୍କ ବିବାହ ଖବର ଶୁଣି ଏମିତି ପ୍ରତିକ୍ରିୟା ଦେଲେ ପୂର୍ବତନ ପ୍ରେମିକ
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ବିବାହ କରିବେ। କୁହାଯାଉଛି, ନେହା ରୋହନପ୍ରୀତ ସିଂଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଶୁଣି ନେହାଙ୍କ ପୂର୍ବତନ ପ୍ରେମିକ ହିମାଂଶ କୋହଲି ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଯଦି…
ଚଳିତବର୍ଷ ସର୍ବାଧିକ ଆୟ କରିଥିବା ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ, ରୋଜଗାର ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ
ଚଳିତବର୍ଷ ଫୋର୍ବସ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ସର୍ବାଧିକ ଆୟ କରିଥିବା ଅଭିନେତ୍ରୀ ଭାବେ ସୋଫିଆ ଭର୍ଗାରା ସର୍ବାଗ୍ରେ ଅଛନ୍ତି। ଫୋର୍ବସ ଅନୁଯାୟୀ ସୋଫିଆ ଚଳିତବର୍ଷ ୩୧୫ କୋଟି ରୋଜଗାର କରିଛନ୍ତି। ସେ ପ୍ରଥମ ଥର ପାଇଁ ଏହି ତାଲିକାରେ…
ଐଶ୍ୱର୍ଯ୍ୟାଙ୍କୁ ବିବାହ ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଥିଲେ ଅଭିଷେକ
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନେତା ପୁଅ ଅଭିଷେକ ବଚ୍ଚନ। ମାତ୍ର ଅଭିଷେକ ବାପାଙ୍କ ପରି ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେତେଟା ସଫଳତା ପାଇ ପାରିଲେ ନାହିଁ। ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ କୁ ଅଭିନୟ ଜଗତରେ କ୍ୟାରିୟ ଆରମ୍ଭ କରିଥିବା ଅଭିଷେକ…
ଦିବଂଗତ ସ୍ବାମୀଙ୍କ ପ୍ରତିମୂର୍ତ୍ତୀ ନିକଟରେ ସାଦ ଖାଇଲେ ମେଘନା
କନ୍ନଡ ଚଳଚ୍ଚିତ୍ର ଅଭିନେତା ଚିରଞ୍ଜୀବୀ ସରଜାଙ୍କର ଚଳିତ ବର୍ଷ ଜୁନ ୭ରେ ମୃତ୍ୟୁ ଘଟିଥିଲା। ସେତେବେଳେ ତାଙ୍କ ସ୍ତ୍ରୀ ମେଘନା ରାଜ ତିନି ମାସର ଗର୍ଭବତୀ ଥିଲେ। ମେଘନାଙ୍କ ପାଇଁ ଏହି ସମୟ ବେଶ୍ କଷ୍ଟକର ହୋଇପଡିଛି ସତ କିନ୍ତୁ ସାହସର…
ରିୟାଙ୍କୁ ମିଳିଲା ଜାମିନ୍
ଡ୍ରଗ୍ସ କନେକ୍ସନ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶେଷରେ ବମ୍ବେ ହାଇକୋର୍ଟରୁ ସର୍ତ୍ତ ଅନୁଯାୟୀ ଜାମିନ ମିଳିଛି। ରିୟାଙ୍କ ଭାଇ ଶୋଭିକ ଏବଂ ଡ୍ରଗ୍ସ ବିକ୍ରେତା ବସିତ ପାରିହରଙ୍କୁ ଜାମିନ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁଶାନ୍ତଙ୍କ ଷ୍ଟାଫ ମ୍ୟାନେଜର…
ମା’ ହେଲେ ସପ୍ନା ଚୌଧୁରୀ
ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ବିଗ ବସ ୧୧ର ପ୍ରତିଯୋଗୀ ସପନା ଚୌଧୁରୀ ମାତୃତ୍ୱ ଲାଭ କରିଛନ୍ତି। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାମୀ ଭୀର ସାହୁ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସପନା ତାଙ୍କ…
କରୋନା ଆକ୍ରାନ୍ତ ହେଲେ ଆଉ ଜଣେ ବଲିଉଡ୍ ଅଭିନେତା
ନୂଆଦିଲ୍ଲୀ, ୬।୧୦: ବଲିଉଡ୍ ଅଭିନେତା ହର୍ଷବର୍ଦ୍ଧନେ ରାଣେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ହୋମ୍ ଆଇସୋଲେଶନରେ ରହିଛନ୍ତି। ୩୬ ବର୍ଷୀୟ ହର୍ଷବର୍ଦ୍ଧନେ ନିଜେ ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, ‘ଯେତେବେଳେ ଜ୍ୱର ଓ ପେଟ…
ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଭାଇ ଅନିଲଙ୍କ ପରଲୋକ
ମୁମ୍ବାଇ, ୬।୧୦: ବଲିଉଡ୍ ସୁପର୍ଷ୍ଟାର୍ ଅଜୟ ଦେବଗନଙ୍କ ଭାଇ ଅନିଲ ଦେବଗନଙ୍କ ଦେହାନ୍ତ ହୋଇଛି। ନିଜେ ଅଜୟ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ କେଉଁ କାରଣରୁ ଅନିଲଙ୍କ ପରଲୋକ ଘଟିଲା ସେ ସମ୍ବନ୍ଧରେ କିଛି ସୂଚନା ଏ ପର୍ଯ୍ୟନ୍ତ…
ଜିତିଲେ ତମନ୍ନା
ମୁମ୍ବାଇ: କରୋନା ସଂକ୍ରମଣ ଏବେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ୨ ଦିନ ତଳେ ବଲିଉଡ୍ ନାୟିକା ତମନ୍ନା ଭାଟିଆ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଥିଲା । ଏହାପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା…
Archives


