କରୋନା ଆକ୍ରାନ୍ତ ହେଲେ ଆଉ ଜଣେ ବଲିଉଡ୍‌ ଅଭିନେତା

ନୂଆଦିଲ୍ଲୀ, ୬।୧୦: ବଲିଉଡ୍‌ ଅଭିନେତା ହର୍ଷବର୍ଦ୍ଧନେ ରାଣେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସେ ହୋମ୍‌ ଆଇସୋଲେଶନରେ ରହିଛନ୍ତି। ୩୬ ବର୍ଷୀୟ ହର୍ଷବର୍ଦ୍ଧନେ ନିଜେ ଟୁଇଟ୍‌ ଯୋଗେ ଏହି ସୂଚନା ଦେଇଛନ୍ତି। ହର୍ଷବର୍ଦ୍ଧନ କହିଛନ୍ତି, ‘ଯେତେବେଳେ ଜ୍ୱର ଓ ପେଟ ଦରଜ ହେଲା ଡାକ୍ତରଙ୍କ ପରାମର୍ଶ ପାଇଁ ହସ୍ପିଟାଲ ଯାଇଥିଲି। ସେଠାରେ ଡାକ୍ତର କହିଥିଲେ, ଏହା ସାଧାରଣ ଭାଇରାଲ ଲକ୍ଷଣ ହୋଇପାରେ। କାରଣ ମୋର ଫୁସଫୁସ ସମ୍ପୂର୍ଣ୍ଣ ଭଲ ଥିଲା ଏବଂ ଅନ୍ୟ କୌଣସି ଲକ୍ଷ୍ୟଣ ଦେଖାଯାଇ ନ ଥିଲା। ଆରୋଗ୍ୟ ସେତୁ ଆପ୍‌ ଅନୁଯାୟୀ ମୁଁ ବର୍ତ୍ତମାନ କୋଭିଡ୍‌-୧୯ ସଂକ୍ରମିତ ହୋଇଛି। ତେଣୁ ବର୍ତ୍ତମାନ ୧୦ ଦିନ ମୁଁ ଅଲଗା ରହିବି।’ ଏଥିସହିତ ରାଣେ କହିଛନ୍ତି, ଏକ ଭଲ ଖବର ଓ ଉତ୍ତମ ସ୍ବାସ୍ଥ୍ୟ ସହିତ ମୁଁ ସମସ୍ତଙ୍କୁ ଭେଟିବି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାରେ ପହଞ୍ଚିଲା ଆଉ ୨୦ହଜାର ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌

ଭୁବନେଶ୍ୱର,୮।୭(ବ୍ୟୁରୋ)-ଓଡ଼ିଶାରେ ଆଉ ୨୦ହଜାର ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ ବୁଧବାର ଆସି ପହଞ୍ଚତ୍ଛି। ଏହାକୁ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆର୍‌ଏମ୍‌ଆର୍‌ସି)ରେ ରଖାଯାଇଛି। ସେଠାରୁ ରାଜ୍ୟର ସମସ୍ତ ଜିଲା...

ନିୟମ ଉଲ୍ଲଂଘନକାରୀଙ୍କୁ ‘ମୁଁ ସମାଜର ଶତ୍ରୁ’ ଲେଖି ପୋଷ୍ଟର ଧରାଇଲା ପୋଲିସ

ଡେରାଡୁନ,୨୪।୩: ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତ ‘ଜନତା କର୍ଫ୍ୟୁ’ ଘୋଷଣା କରିଥିବା ବେଳେ ଏହାକୁ ଅଧିକାଂଶ ଲୋକ ଅବମାନନା...

ଜହ୍ନରେ ଜାଗା କିଣିଥିବା ପ୍ରଥମ ଅଭିନେତା ଥିଲେ ସୁଶାନ୍ତ !

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କେବଳ ଯେ ବଲିଉଡ୍‌ ତାହା ନୁହେଁ ପୁରା ଦେଶ ଚକିତ ହୋଇଯାଇଛି। ଘଟଣାକୁ ଅନେକ ଦିନ...

‘୨୫ ଦିନରେ ଶୁଟିଂ ସରିଥିଲା’

ସାମୁଦ୍ରିକ ଜାହାଜର କ୍ୟାପଟେନ୍‌ ଓ ଭାରତ ସରକାରଙ୍କ ବାଣିଜ୍ୟ ବିଭାଗର ଡେପୁଟି ଆଡ୍‌ଭାଇଜର ସହ ଇଣ୍ଟରନ୍ୟାଶନାଲ ମାରିଟାଇମ୍‌ ଅର୍ଗାନାଇଜେଶନ୍‌(ଆଇଏମ୍‌ଓ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର...

ସଂକ୍ରମିତଙ୍କ ହେବ ଜିନୋମ୍‌ ସିକ୍ୱେନ୍ସିଂ

ନୂଆଦିଲ୍ଲୀ, ୩୦।୧୨: ଡିସେମ୍ବର ୯ରୁ ୨୨ ମଧ୍ୟରେ ଭାରତ ଫେରିଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ, ଯେଉଁମାନଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି ସେମାନଙ୍କର ଜିନୋମ୍‌ ସିକ୍ୱେନ୍ସିଂ...

ଅମିତାଭ ବଚ୍ଚନଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ରାତାରାତି ଷ୍ଟାର ପାଲଟିଲେ ଏହି ଯୁବତୀ

ନିକଟରେ ଅମିତାଭ ବଚ୍ଚନ ଏକ ଯୁବତୀଙ୍କ ଭିଡିଓ ନିଜ ଟୁଇଟରରେ ଶେୟାର କରିଥିଲେ ଟୁଇଟ କରି ଯୁବତୀଙ୍କୁ ପ୍ରଶଂସା କରି କହିଥିଲେ ଯେ ସେ ଜଣେ...

ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବେ ମାନୁଷୀ ଛିଲ୍ଲର

୨୦୧୭ରେ ବିଶ୍ୱସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ ଛିଲ୍ଲର ଖୁବ୍‌ଶୀଘ୍ର ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ୟଶରାଜ ପ୍ରଡକ୍ସନରେ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଆଗାମୀ ଫିଲ୍ମ ‘ପୃଥୀରାଜ...

୫ ହଜାର ପୋଲିସ କର୍ମଚାରୀଙ୍କ ସ୍ବାବ୍‌ ଟେଷ୍ଟ

ଭୁବନେଶ୍ୱର,୯।୫ (ବ୍ୟୁରୋ): ମୁମ୍ବାଇରେ ୨୫୦ ପୋଲିସ କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଖବର ଆସିବା ପରେ କମିଶନରେଟ ପୋଲିସରେ ଛନକା ପଶିଛି। ତେଣୁ କମିଶନରେଟ...

Play 250+ Trending Games
Archives

Model This Week

Why Dharitri