ଜିତିଲେ ତମନ୍ନା

ମୁମ୍ବାଇ: କରୋନା ସଂକ୍ରମଣ ଏବେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ୨ ଦିନ ତଳେ ବଲିଉଡ୍ ନାୟିକା ତମନ୍ନା ଭାଟିଆ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଥିଲା । ଏହାପରେ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ନିକଟରେ ସେ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଲେଖିଛନ୍ତି, ସେ ଏବେ କରେନାକୁ ହରାଇ ଦେଇଛନ୍ତି । ତାଙ୍କର କରୋନା ରିପୋର୍ଟ ନେନେଟିଭ ଆସିଛି ଓ ଏବେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି । ସେ ତାଙ୍କ ପୋଷ୍ଟରେ ଆହୁରି ମଧ୍ୟ ଲେଖିଛନ୍ତି ମୁଁ ଓ ମୋର ସମ୍ପୂର୍ଣ୍ଣ ଟିମ୍ କରୋନାକୁ ନେଇ ବେଶ୍ ସତର୍କ ଥିଲୁ । ଏହାପରେ ବି ଏହା ଠିକ୍ ହୋଇ ପାରୁନାହିଁ । ସେ କହିଛନ୍ତି ମୋତେ ଯେତେବେଳେ ମାଇଲ୍ଡ ଜ୍ୱର ରହିଲା ସେତେବେଳେ ମୁଁ କରୋନା ଟେଷ୍ଟ କଲି ଓ ମୋର ରିପୋର୍ଟ ପଜିଟିଭ ଆସିଲା । ଚିକିତ୍ସା ପରେ ସେ ଏବେ ସୁସ୍ଥ ଥିବା ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତୈମୁରଙ୍କୁ ଟକ୍କର ଦେଉଛନ୍ତି ଅସଦ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ପିଲାଟି ଦିନରୁ ଷ୍ଟାରଡମ୍‌ରେ ରହିଆସିଛନ୍ତି। କୌଣସି ନା କୌଣସି କାରଣକୁ ନେଇ...

ସ୍ବର୍ଣ୍ଣ ମନ୍ଦିର ଦର୍ଶନ କଲେ ଆମିର

ଅମୃତସର,୩୦।୧୧: ବଲିଉଡ୍‌ ଅଭିନେତା ଆମିର ଖାଁ ଶନିବାର ପଞ୍ଜାବର ଅମୃତସରଠାରେ ଥିବା ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିଛନ୍ତି। ସେ ତାଙ୍କର ଅପ୍‌ କମିଙ୍ଗ ଫିଲ୍ମ ‘ଲାଲ...

ନୂଆବର୍ଷ ସେଲିବ୍ରେଟ କରିବାକୁ ଗୋଆରେ ପହଞ୍ଚିଲେ ମଲାଇକା

ମୁମ୍ବାଇ: ଆଉ କିଛି ସମୟ ପରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରାଯିବ। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ସାଧାରଣ ଲୋକଙ୍କଠାରୁ...

ଦିନ ଗଣୁଛନ୍ତି ତାପସୀ

ତାପସୀ ପାନ୍ନୁ ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି। ସେପଟେ ଦିନ ଯେତିକି ପାଖେଇ ଆସୁଛି ତାଙ୍କର ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ହେଲେ...

‘ମେରେ ସାଇଁ’ର ଶୁଟିଂ ସେଟ୍‌ରେ ପହଞ୍ଚିଲା କରୋନା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଫିଲ୍ମଠାରୁ ଆରମ୍ଭକରି ଧାରାବାହିକର ପର୍ଯ୍ୟନ୍ତ ସବୁ ଶୁଟିଂ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ...

ଅଦିତିଙ୍କ ଡିଜିଟାଲ ଡେବ୍ୟୁ

ମୁମ୍ବାଇ: ଏକତା କପୁରଙ୍କ ୱେବ ସିରିଜ ‘ୟେ ଯାଦୁ ହେ ଜିନ କା’ ଫେମ ଟେଲିଭିଜନ ଆକ୍ଟ୍ରେସ୍ ଅଦିତି ଶର୍ମା ଖୁବ୍‌ଶୀଘ୍ର ଡିଜଟାଲ ଡେବ୍ୟୁ କରିବାକୁ...

ଦଶହରାରେ କର୍ମଚାରୀଙ୍କୁ କାର୍‌ ଉପହାର ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ କେବଳ ଅଭିନୟ ପାଇଁ ନୁହେଁ, ବରଂ ତାଙ୍କ ଉଦାରତା ପାଇଁ ମଧ୍ୟ ଜଣାଶୁଣା। ସେ ଦଶହରା ଉପଲକ୍ଷେ ତାଙ୍କ...

ପ୍ରେମରେ ପଡ଼ିଲେ କାଜଲ: ଶୀଘ୍ର କରିବାକୁ ଯାଉଛନ୍ତି ବିବାହ

ସିଂଘମ ଷ୍ଟାର ଅଜୟ ଦେବଗନଙ୍କ ହିରୋଇନ୍‌ କାଜଲ ଅଗ୍ରଓ୍ବାଲ ଏବେ ପ୍ରେମରେ ପଡ଼ିଛନ୍ତି। ଖୁବ୍‌ଶୀଘ୍ର ସେ ବିବାହ ମଧ୍ୟ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି। ଏଥିପାଇଁ...

Seven Jackpot
Advertisement


Archives

Model This Week

Why Dharitri