ସମ୍ପାଦକୀୟ

ଏଇ ଭାରତରେ

ନବଜାତ ଶିଶୁଙ୍କୁ ସୁସ୍ଥ ହେବା ପାଇଁ ଚେଙ୍କ ଦେବା ଭଳି ଅନ୍ଧବିଶ୍ୱାସ ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଥିବାବେଳେ ଉତ୍ତରପ୍ରଦେଶରେ ଦେଖିବାକୁ ମିଳେ ଆଉ ଏକ ଯନ୍ତ୍ରଣାଦାୟକ ପରମ୍ପରା। ଏଠାରେ ନବଜାତ ଶିଶୁଙ୍କୁ ଫୁଟନ୍ତା କ୍ଷୀରରେ ସ୍ନାନ କରାଯାଏ। ବାରାଣସୀ ଓ ମିରଜାପୁର…

ବାବୁଙ୍କ ବିଦ୍ରୋହ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଗୋଟିଏ ମାସ ଭିତରେ ତିନିଜଣ ଆଇଏଏସ୍‌ ଅଫିସର ଇସ୍ତଫା ଦେବା ଘଟଣା ସରକାରୀ ମହଲରେ ଏକ ପ୍ରକାର ଗୋପନ ଭୟର ବାତାବରଣ ସୃଷ୍ଟି କରିଛି। ତାହାକୁ ନେଇ ମୋଦି ସରକାର ଚିନ୍ତାରେ ଅଛନ୍ତି। ଏଜିଏମ୍‌ୟୁଟି କ୍ୟାଡର…

ନୈରାଶ୍ୟରେ ସରେନାହିଁ ବାର୍ଦ୍ଧକ୍ୟ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଏକ ସହରର ଘଟଣା। ସେଠାରେ ଜଗଦୀଶ ନାମକ ଜଣେ ପଚାଶ ବର୍ଷ ବୟସ୍କ ବ୍ୟକ୍ତି ରହୁଥାନ୍ତି। ସେ ଉଚ୍ଚଶିକ୍ଷିତ। ରସାୟନ ଶାସ୍ତ୍ରରେ ଏମ୍‌ଏସ୍‌ସି ଡିଗ୍ରୀପ୍ରାପ୍ତ। କୌଣସି ଏକ କଲେଜର ପରୀକ୍ଷାଗାରରେ ଦୀର୍ଘ ପଚିଶବର୍ଷ ଧରି ଡେମୋନଷ୍ଟ୍ରେଟର ଚାକିରି…

ମରିଯାଉଥିବା ନଦୀ

ରୁଦ୍ର ପ୍ରସନ୍ନ ରଥ କାହିଁ କେଉଁ ଅନାଦି କାଳରେ ନଦୀକୂଳରେ ରୂପ ନେଇଥିଲା ମଣିଷ ସଭ୍ୟତା। ବାରଆଡେ ବୁଲୁଥିବା ମଣିଷ ନଦୀକୁ ହିଁ ସାଥିକରି ନେଇଥିଲା ନିଜେ ବଞ୍ଚିବା ଓ ବଢ଼ିବା ପାଇଁ। ଆଉ ସେବେଠୁ ନଦୀ ଯେ ମଣିଷ ସଭ୍ୟତାର…

ଏଇ ଭାରତରେ

ଗୁଜରାଟର ପାଳନପୁର ତହସିଲ ଅନ୍ତର୍ଗତ ବାଘଣା ଗାଁର ଲୋକଙ୍କ ସହ ଯୋଡିହୋଇ ରହିଛି ଏକ ଅଜବ ପରମ୍ପରା। ଆଷାଢ ଚତୁର୍ଦ୍ଦଶୀରୁ ଦଶହରା ଯାଏ ଓଟଗାଡି, ବଳଦଗାଡି, ରଥ, ଦୁଇଚକିଆ ଓ ଚାରିଚକିଆ ଯାନ ଏହି ଗାଁ ଭିତରକୁ ଯିବା ମନା। ଅନ୍ୟ…

ଅସୁରକ୍ଷିତ ସରକାରୀ ବିଦ୍ୟାଳୟ

ପୀତାମ୍ବର ରାଉତ ନିଆଳି ବ୍ଲକ୍‌ ବିନିସପୁର ପଞ୍ଚାୟତର ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟର ଲୋମହର୍ଷଣକାରୀ ଘଟଣା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କାର୍ଯ୍ୟରତ ଶିକ୍ଷୟିତ୍ରୀ ଶୁଚିସ୍ମିତା ମୁଦୁଲିଙ୍କୁ ଜଣେ ଦୁର୍ବୃତ୍ତ କ୍ଲାସରୁମ୍‌ରେ ପଶି ସବୁ କୋମଳମତି ଛାତ୍ରୀଛାତ୍ରଙ୍କ ସମ୍ମୁଖରେ ଦିନ ୧୧ଟା…

ଆଜିର ଅର୍ଥନୀତି/ ଗଳାବାଟ ବନ୍ଦ

ବିଭିନ୍ନ ଆର୍ଥିକ ସଂସ୍ଥାର ଉପଭୋକ୍ତାମାନଙ୍କର ଋଣ ସମ୍ବନ୍ଧୀୟ ସୂଚନା ଅନିୟନ୍ତ୍ରିତ ଭାବରେ ପ୍ରଘଟ ନ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ସମସ୍ତ ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀ (ଏନ୍‌ବିଏଫ୍‌ସି)ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏକ ରିପୋର୍ଟ ଅନୁସାରେ ଦୀର୍ଘକାଳ…

ଲକ୍ଷ୍ୟଚ୍ୟୁତ ବିତର୍କ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ବିଦ୍ୟା ବିବାଦାୟ ଅର୍ଥାତ୍‌ ବିବାଦ ନିମନ୍ତେ ବିଦ୍ୟା ଉଦ୍ଦିଷ୍ଟ। ଏଠାରେ ବିବାଦ ବିତର୍କ ଅର୍ଥରେ ବ୍ୟବହୃତ ହୋଇଛି। ବିଦ୍ୱାନମାନେ ଏକତ୍ର ହେଲେ ନିଜ ନିଜ ଜ୍ଞାନର ପରାକାଷ୍ଠା ପ୍ରତିପାଦନ କରିବା ପାଇଁ ତର୍କରେ ପ୍ରବୃତ୍ତ ହୁଅନ୍ତି। ଅନେକ…

ଏଇ ଭାରତରେ

ଭାରତର ଅନେକ ସ୍ଥାନରେ ପରମ୍ପରା ଓ ଲିଙ୍ଗଗତ ଅସମାନତାର ବେଡ଼ିରେ ବାନ୍ଧିହୋଇ ମହିଳାମାନେ ଅଣନିଃଶ୍ୱାସୀ ହୋଇପଡୁଥିବା ବେଳେ ବାରାଣସୀର ଏକ ଗାଁରେ ମହିଳାମାନେ ଯେପରି ସଂସ୍କାରୀ ମନୋଭାବ ପ୍ରଦର୍ଶନ କରିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ। ଅନ୍ଧବିଶ୍ୱାସକୁ ପଛକୁ ପକାଇଦେଇ ବରିୟାସନପୁର ଗାଁର…

ମଣିଷଠୁ ଭିନ୍ନ ନୁହେଁ ପ୍ରାଣୀ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ମଣିଷ କ’ଣ ଏକମାତ୍ର ପ୍ରାଣୀ ଯିଏ ଭୋଟ ଦିଏ, ମଦ୍ୟପାନ କରେ, ପରକୀୟା ପ୍ରୀତିରେ ନିମଗ୍ନ ହୁଏ ବା ଅନ୍ୟମାନଙ୍କ କଥାବାର୍ତ୍ତାକୁ ଲୁଚିଲୁଚି କାନ ଡେରି ଶୁଣେ? ଅନ୍ୟ ପ୍ରାଣୀମାନେ ବି ସେମତି କରନ୍ତି। ତେଣୁ…

ଗୋଟିଏ ଟଙ୍କା

ଡ. ସୁବାସ ଚନ୍ଦ୍ର ପାତ୍ର ଆଜି ଯଦି ଜଣେ ଯୁବକ ବା କିଶୋରକୁ ପଚରାଯାଏ ଗୋଟିଏ ଟଙ୍କା ସମାନ କେତେ? ସେ ହୁଏତ ତାଜୁବ ହେବ, ବିରକ୍ତ ହେବ ଏ ପ୍ରକାର ନିରର୍ଥକ ପ୍ରଶ୍ନ ଉତ୍ଥାପନ ପାଇଁ। ସେ ହୁଏତ କହିବ…

କେତେଦିନକୁ ମନ ବାନ୍ଧିଛୁ ଆଣ୍ଟ

ଡ. ତ୍ରିନାଥ ପଟ୍ଟନାୟକ ଜ୍ଞାନ, ଗରିମା ଓ ଚରିତ୍ରରୁ ତେଜସ୍ବିତା ପ୍ରକାଶ ପାଇଥାଏ। ତା’ ପାଇଁ କେହି ଶରୀରକୁ ସଜାଇ ଅହଂପୂର୍ଣ୍ଣ ବାର୍ତ୍ତା ବାଣ୍ଟି ତେଜସ୍ବୀ ହୋଇଯାଏ ନାହିଁ। କାର୍ଯ୍ୟସିଦ୍ଧି ଇଚ୍ଛା କରୁଥିବା ମନସ୍ବୀ ପୁରୁଷ କେତେବେଳେ ଭୂମି ଉପରେ ଶୟନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri