ସମ୍ପାଦକୀୟ

ପୁରୁଷ ଓ ରୋଷେଇ

ରୁଦ୍ର ପ୍ରସନ୍ନ ରଥ କିଛିଦିନ ତଳେ ଟ୍ବିନ୍‌ ସିଟି କମିଶନରେଟ ପୋଲିସ୍‌ର ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ରୋଷେଇ କରିବାକୁ ନେଇ ଗୋଟିଏ ଛୋଟିଆ ମନ୍ତବ୍ୟ ଦେଇଥିଲେ। କମିଶନରେଟ ପୋଲିସ୍‌ର ୧୨ଶ ପ୍ରତିଷ୍ଠା ଦିବସରେ ସେ ଯୋଗଦେଇ କହିଥିଲେ ଯେ ଯଦି…

ଏଇ ଭାରତରେ

ଲିଙ୍ଗଗତ ପ୍ରଭେଦ ଦୂର କରି ମହିଳାମାନଙ୍କୁ ବିକାଶରେ ଭାଗୀଦାରି କରିବା ଲାଗି ପ୍ରୟାସ ହେଉଛି ସତ କିନ୍ତୁ ଧାର୍ମିକ କ୍ଷେତ୍ରରେ ସେମାନଙ୍କ ପାଇଁ ଲାଗୁ ହେଉଛି ବାଛବିଚାର। ଅନେକ କ୍ଷେତ୍ରରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମହିଳାମାନଙ୍କୁ ମନ୍ଦିର ପ୍ରବେଶ ପାଇଁ ମନା…

କାହିଁକି ଦେଖେଇ ହେଉଛେ

କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଚାଇନାରେ ସରକାରୀ ତଥ୍ୟ ଅନୁଯାୟୀ ଅଦ୍ୟାବଧି ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିସାରିଥିବା ବେଳେ ପାଖାପାଖି ୪୦,୦୦୦ ଆକ୍ରାନ୍ତ ହୋଇଛନ୍ତି। ବିଭିନ୍ନ ଦେଶକୁ ଏହା ବ୍ୟାପିବାରେ ଲାଗିଛି। ଚାଇନାର ଏଭଳି ପରିସ୍ଥିତିରେ ଭାରତ ସହଯୋଗର ହାତ…

ଜିଡିପିରେ କରୋନା ଭାଇରସ୍‌

ସହଦେବ ସାହୁ ଉହାନ୍‌ ନାମକ ପ୍ରଦେଶ କରୋନା ଭାଇରସ୍‌-୨୦୧୯ (2019-nCoV)ର ଉପତ୍ତ୍ତିସ୍ଥଳ ହୋଇଥିବାରୁ ଚାଇନା ସେ ପ୍ରଦେଶଟିକୁ ପୂରାପୂରି ଘେରବନ୍ଦୀ କରିରଖିଛି, ଅନ୍ୟ ଅଞ୍ଚଳ ସହ ଏହାର ସମ୍ପର୍କ ତୁଟାଇ ଦେଇଛି। ଚାଇନାରେ ଏହା ବ୍ୟାପୁଥିବାରୁ ଚାଇନା ବି ପୃଥିବୀର ଅନ୍ୟ…

ହିଡ଼ର ମାଟି ହିଡ଼େ ନଦିଥିଲେ

ଡା. ବାସୁଦେବ ପ୍ରଧାନ ବୃତ୍ତି ପାଇଁ ଗାଁଠାରୁ ଦୂରରେ ରହୁଛି। ଭାଇ ଫୋନ୍‌ କରି କହିଲା କାଲି ଗାଁକୁ ଆସ। ଜମି ମାପ ହେବ। ଉପର ଜମିବାଲା କହୁଛି କୁଆଡେ ତା’ ଜମି ଆମ ବିଲକୁ ରହିଛି। ରାତିରେ ଭଲ ନିଦ…

ଆଗ ମୋବାଇଲ

ଦ୍ୱିତୀ ଚନ୍ଦ୍ର ସାହୁ ଅନେକ ଦିନ ପରେ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲୁ। ବନ୍ଧୁ ପତ୍ନୀ ନିଜର ଏକ ବର୍ଷର ଛୁଆକୁ ଖେଳାଉଥିଲେ ମୋବାଇଲ ସାଥିରେ। ଅନ୍‌ଲାଇନରେ କାର୍ଟୁନ ଦେଖୁଥିଲା କଅଁଳ ବୟସର ଛୁଆ। ହଠାତ୍‌ କଲ୍‌ ଆସିଗଲା। କଥା ହେବାକୁ…

ଏଇ ଭାରତରେ

କୃଷିଋଣ ଯନ୍ତାରେ ପଡ଼ି ସର୍ବସ୍ବ ହରାଇବା ପରେ ପୁଣି ନିଜସ୍ବ ଉଦ୍ୟମରେ ସବୁକିଛି ଫେରି ପାଇ କୃଷିରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଗୁଜରାଟର ଜଣେ ଚାଷୀ। ସେ କୃଷିରେ କୌଣସି ଶିକ୍ଷା ଲାଭ କରିନାହାନ୍ତି ସତ, କିନ୍ତୁ ଅନ୍ୟମାନଙ୍କୁ କୃଷିି…

ଇଚ୍ଛା ଥିଲେ ଏଡ଼ାଇ ହେବ

ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତା’ର ନିର୍ଦ୍ଦିଷ୍ଟ ଉଚ୍ଚତାଠାରୁ କମ୍‌ରେ ଓହଳି ରହିବା ଏକ ଚିରାଚରିତ ଘଟଣା। ୨୦୧୮ ଅକ୍ଟୋବର ୨୭ରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗ ଗ୍ରାମ ନିକଟରେ ବିଦ୍ୟୁତ୍‌ ଆଘାତରେ ଏକାଥରକେ ୭ ହାତୀଙ୍କ ମୃତ୍ୟୁ ଘଟିବା…

ଭାଷାବଗିଚାକୁ ଗାଉଁଲି ଚାରା

ପଦ୍ମନାଭ ସାହୁ ଜାତିର ଜୀବନ ଭାଷା। ଭାଷାର ରୂପ ଭିତରେ ଜାଜ୍ୱଲ୍ୟମାନ ଗୋଟିଏ ଜାତିର ପରିଚୟ। ଭାଷାର ସମୃଦ୍ଧିରେ ଦେଶ ଓ ସମାଜର ବିକାଶ ସାଧିତ ହୋଇଥାଏ। ଓଡ଼ିଆ ଭାଷା ଓଡ଼ିଶାର ଗୌରବ ଗରିମାର ଗାଥା ଗାନ କରେ। ଭାରତବର୍ଷର ପ୍ରାଚୀନତମ…

ମନ ଫେରୁଛି ବହିକୁ

ଉପେନ୍ଦ୍ର ବିଶ୍ୱାଳ ଦୈନିକ ‘ଧରିତ୍ରୀ’ର ଲେଖିକା ଓ ଲେଖକମାନଙ୍କର ଥିଲା ବନ୍ଧୁମିଳନ କାର୍ଯ୍ୟକ୍ରମ। ସମ୍ମାନନୀୟ ସମ୍ପାଦକ ସଭିଙ୍କ ସାମ୍ନାରେ ସୁନ୍ଦର କଥାଟିଏ ରଖିଥିଲେ ସେଦିନ। କେମିତି ବଢ଼ାଯାଇ ପାରିବ ପଠନ ପ୍ରୀତି ଓ ପାଠକଙ୍କ ସଂଖ୍ୟା- ଏହିପରି ଏକ ଆତ୍ମିକ ଆବେଦନ…

ଏଇ ଭାରତରେ

ସମାଜରେ ଦିବ୍ୟାଙ୍ଗଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଲାଗି କାର୍ଯ୍ୟ କରାଯାଉଛି ସତ, କିନ୍ତୁ ସେମାନଙ୍କୁ ବିବାହବନ୍ଧନରେ ବାନ୍ଧି ସ୍ବାବଲମ୍ବୀ କରୁଥିବା ବ୍ୟକ୍ତି ବା ସଂସ୍ଥା ଖୁବ୍‌ କମ୍‌ ଦେଖିବାକୁ ମିଳେ। ଏଭଳି ଏକ ସଂସ୍ଥା ରହିଛି ରାଜସ୍ଥାନର ଉଦୟପୁରରେ। ନାଁ…

ନ୍ୟାୟ ମିଳୁଛି କି

ଆକାର ପଟେଲ ଶାହିନବାଗ ପ୍ରତିବାଦସ୍ଥଳକୁ ଅଣାଯିବା ପରେ ଜଣେ ଶିଶୁର ମୃତ୍ୟୁ ହେବା ଘଟଣାର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ନିଜ ତରଫରୁ ଇଚ୍ଛା ପ୍ରକାଶ କରିଛନ୍ତି। ପ୍ରତିବାଦ ଯୋଗୁ ଗାଡ଼ି ଚଳାଚଳ ଅବରୁଦ୍ଧ ହେବା ଘଟଣାର ମଧ୍ୟ ଅଲଗା ଭାବେ ଫେବୃୟାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri