ସମ୍ପାଦକୀୟ/ ଖାତିର ନା ବେଖାତିର
ଗୁଜରାଟରେ ୨୦୦୨ ମସିହା ଦଙ୍ଗାରେ ଗଣବଳାତ୍କାରର ଶିକାର ହୋଇଥିବା ବିଲ୍କିସ୍ ବାନୋଙ୍କୁ ୨ ସପ୍ତାହ ମଧ୍ୟରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଚାକିରି ଓ ଘର ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ୩୦ ସେପ୍ଟେମ୍ବର ୨୦୧୯ରେ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହିଭଳି…
ଗାନ୍ଧିଜୀଙ୍କ ଦୃଷ୍ଟିରେ ସ୍ବଚ୍ଛତା
ଜଗଦାନନ୍ଦ ଜେନା ୨୦୧୯ ଅକ୍ଟୋବର ୨ ତାରିଖରେ ଆମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରିବାକୁ ଯାଉଛୁ। ଆମ ଜାତିକୁ କର୍ତ୍ତବ୍ୟପରାୟଣ, ସତ୍ୟନିଷ୍ଠ ଓ ସଂସ୍କାରୀ କରିବାକୁ ସେ ଅହରହ ସଂଗ୍ରାମ କରିଥିଲେ। ପରିଷ୍କାର ପରିଚ୍ଛନ୍ନତା ଉପରେ…
ଅଭିଭାବକଙ୍କ ଦାୟିତ୍ୱ
ଡ. ଚିନ୍ତାମଣି ପଣ୍ଡା ନିଜର ଦୋଷତ୍ରୁଟିକୁ ଆଖିବୁଜି ଦେଇ ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ବୋଧହୁଏ ଏବେକାର ତଥାକଥିତ ସଭ୍ୟସମାଜର ଏକ ସହଜାତ ପ୍ରବୃତ୍ତି। ସେହି ନ୍ୟାୟରେ ଆମେ ସର୍ବଦା ଗୋଟିଏ ବିଦ୍ୟାର୍ଥୀର ଅକୃତକାର୍ଯ୍ୟତା ପାଇଁ ସେ ଅଧ୍ୟୟନ କରୁଥିବା ଶିକ୍ଷାନୁଷ୍ଠାନ…
ଏଇ ଭାରତରେ
ଭାରତର ବିଭିନ୍ନ ଅଞ୍ଚଳରେ ହାତୀ-ମଣିଷ ଲଢେଇ ଚାଲିଥିବାବେଳେ ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ହାତୀ ଓ ସିଂହ ମୂର୍ତ୍ତି ପୂଜା କରିବା ଘଟଣା ସାମନାକୁ ଆସିଛି ଛତିଶଗଡ଼ରେ। ରାଜ୍ୟର ମହାମସୁନ୍ଦ ଜିଲାର ଗାଁ ଗାଁରେ ଧନଜୀବନ ରକ୍ଷାକରିବା ଲାଗି ହାତୀମିତ୍ର…
ସମ୍ପାଦକୀୟ/ପ୍ଲାଷ୍ଟିକ୍ ଯୁଗ
ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ନକାରାତ୍ମକ ପ୍ରଭାବ ଅନୁଭୂତ ହେଲାଣି। ଏହାର ସଦ୍ୟ ପ୍ରମାଣ ସେପ୍ଟେମ୍ବରରେ ଦେଖିବାକୁ ମିଳିଛି। ଉକ୍ତ ମାସରେ ଭାରତରେ ଯେତେ ପରିମାଣର ବର୍ଷା ହୋଇଯାଇଛି, ତାହା ୧୦୨ ବର୍ଷର ବର୍ଷାଠାରୁ ଅଧିକ…
ଆଜିର ନାରୀ ପ୍ରତିଭା
ବୈକୁଣ୍ଠନାଥ ମିଶ୍ର ନାରୀ ଆଉ ଅସୂର୍ଯ୍ୟଂପଶ୍ୟା, ଦୁର୍ବଳା ଓ ପରମୁଖାପେକ୍ଷୀ ହୋଇ ରହିନାହିଁ। ସମୟ ନାରୀ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟିକରି ତାକୁ ସମାଜର ମହାସ୍ରୋତରେ ଅଗ୍ରଗଣ୍ୟା କରିବାରେ ସହାୟକ ହୋଇଛି। ଦିନ ଥିଲା ସେ ଏକ ମୂକ ଗୋମାତା…
ଆଚାରରେ ଫୁଟୁ ଗାନ୍ଧୀ ବିଚାର
ମୋହନ ଭାଗବତ ସନାତନ କାଳରୁ ପ୍ରଚଳିତ ଭାରତର ଇତିହାସ ଗାଥାର ଏକ ପର୍ବ ଭାରତର ଆଧୁନିକ ଇତିହାସ ତଥା ସ୍ବାଧୀନ ଭାରତର ଉତ୍ଥାନର କାହାଣୀ। ସେଥିରେ ଯେଉଁ ମହାପୁରୁଷମାନଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି, ତନ୍ମଧ୍ୟରେ ପ୍ରାତଃସ୍ମରଣୀୟ ମହାତ୍ମାଗାନ୍ଧୀଙ୍କ ନାମ…
ଏଇ ଭାରତରେ
ଦେଶର ବିଭିନ୍ନ ସ୍ଥାନରେ ନବରାତ୍ର ପାଳନ କରାଯାଉଛି, ହେଲେ ଗୁଜରାଟର ସୁରତରେ ଏଥର ଏହା ଭିନ୍ନ ଢଙ୍ଗରେ ପାଳିତ ହୋଇଛି। ଏଠାରେ ଆୟୋଜିତ ଗରବା ନୃତ୍ୟରେ ଭକ୍ତି ସହ କର୍ତ୍ତବ୍ୟବୋଧ ତଥା ସଚେତନତାର ବାର୍ତ୍ତା ଯୋଡାଯାଇଛିି। ସୁରତର ଏକ ମଲ୍ରେ ଆୟୋଜିତ…
ଓଲଟା ସଂରକ୍ଷଣ
ବ୍ରିଟେନଭିତ୍ତିକ ଟାଇମ୍ସ ହାୟର ଏଜୁକେଶନ (ଟିଏଚ୍ଇ) ପକ୍ଷରୁ ନିକଟରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍ ପ୍ରକାଶ ପାଇଛି। ଏଥିରେ ୩୦୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର କୌଣସି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇପାରି ନାହିଁ। ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତ କିଭଳି ସ୍ତରରେ ରହିଛି ଏଥିରୁ…
ମୃତ୍ୟୁଶଯ୍ୟାରେ ସତ୍ୟ ଉପଲବ୍ଧି
ଡ. ଛାୟାକାନ୍ତ ଷଡ଼ଙ୍ଗୀ ଯୌବନ, ଧନସମ୍ପଦ, ପ୍ରଭୁତ୍ୱ ଓ ଅବିବେକିତା ଏକକ ଭାବରେ ମଧ୍ୟ ଅନର୍ଥ ଘଟାନ୍ତି। ଯେତେବେଳେ ଏହି ଚାରୋଟି ଏକତ୍ର ମିଶିଯାନ୍ତି ପରିଣାମ ଆହୁରି ଭୟାବହ ହେବା ସ୍ବାଭାବିକ- ଯୌବନଂ ଧନସମ୍ପତ୍ତିଃ ପ୍ରଭୁତ୍ୱମବିବେକିତା। ଏକୈକମପ୍ୟନର୍ଥାୟ କିମୁ ଯତ୍ର ଚତୁଷ୍ଟୟମ୍।ା…
ଚାଷୀଙ୍କୁ ଟଙ୍କା ନୁହେଁ, ଚାଷକୁ ଜଳ
ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ଗଣତନ୍ତ୍ର ଶାସନର ଆଭିମୁଖ୍ୟ ହେଲା ଜନକଲ୍ୟାଣ। ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି, ସେମାନଙ୍କ ଧନଜୀବନ ରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟସେବା ଆଦି ବ୍ୟକ୍ତିଗତ ଉଦ୍ୟମରେ କରିହେବନି। ସେଥିପାଇଁ ଯୋଜନା କରି ରାଜକୋଷରୁ ଅର୍ଥ ବ୍ୟୟ କରି ସରକାର ସେସବୁ…
ଏଇ ଭାରତରେ
ଭାରତରେ ଧାର୍ମିକ ପରମ୍ପରାରେ ଏବେ ବି ଯନ୍ତ୍ରଣାଦାୟକ ବିଧି ଜମିରହିଛି। ଏମିତିକି ଆଧୁନିକତାର ସ୍ରୋତରେ ସାମିଲ ହୋଇଥିବା ରାଜପରିବାରରେ ମଧ୍ୟ ଏଭଳି କିଛି ବିଧି ଉପରେ ବିଶ୍ୱାସ ରହିଥିବା ଦେଖିବାକୁ ମିଳିଛି ଛତିଶଗଡ଼ରେ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବସ୍ତର ରାଜପରିବାର…
Archives


