ସମ୍ପାଦକୀୟ

ଭିତରକନିକା ବଞ୍ଚାଅ

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀସାରା ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଏହା ସମସ୍ତେ ଉପଲବ୍ଧି କଲେଣି। ତଥାପି ମଣିଷ ଚେତୁନାହିଁ। ଜୈବ ବିବିଧତା ବିଗିଡ଼ିଗଲେ ପ୍ରାକୃତିକ ଅସନ୍ତୁଳନତା ଦେଖାଦେବ। ସେଥିଲାଗି ବୈଜ୍ଞାନିକ ଓ ବିଶେଷଜ୍ଞମାନେ ମତ ଦେଉଛନ୍ତି…

ରାଜନୀତି ପ୍ରୟୋଗଶାଳା ନ ହେଉ

ପ୍ରକାଶ ତ୍ରିପାଠୀ ଉତ୍ତରପ୍ରଦେଶର କୁଲଦୀପ ସିଂ ସିଙ୍ଗାର ହୁଅନ୍ତୁ ଅବା ଓଡିଶାର ଅନୁପ ସାଏ। ଗତ କିଛିଦିନ ଧରି ଗଣମାଧ୍ୟମରେ ଏହି ଦୁଇ ରାଜନେତାଙ୍କ ସମ୍ପର୍କରେ ଯେଉଁସବୁ ଅପରାଧଭିତ୍ତିକ ଖବର ପ୍ରକାଶ ପାଉଛି ସେଗୁଡିକୁ ତର୍ଜମା କଲେ ବର୍ତ୍ତମାନର ରାଜନୀତିର ସ୍ଥିତି…

ସବୁଜ ଅର୍ଥନୀତିର ପଥପ୍ରଦର୍ଶକ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ପ୍ରଖ୍ୟାତ ଭାରତୀୟ ପରିବେଶ ଅର୍ଥଶାସ୍ତ୍ରୀ ତଥା ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ର ଗୁଡ୍‌ଓ୍ବିଲ ଆମ୍ବାସାଡର ପବନ ସୁଖଦେବ ୨୦୨୦ର ଟାଇଲର୍‌ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇପାରିଛନ୍ତି। ଗ୍ରୀନ୍‌ ଇକୋନୋମୀ ବା ସବୁଜ ଅର୍ଥନୀତି କ୍ଷେତ୍ରରେ ଅଭୂତପୂର୍ବ…

ଏଇ ଭାରତରେ

କର୍ନାଟକର ଏକ ମଦ୍ରାସାରେ ଅନୁଷ୍ଠିତ ହିନ୍ଦୁ ଓ ମୁସଲମାନଙ୍କ ସାମୂହିକ ବିବାହ ସାମ୍ପ୍ରଦାୟିକ ସଦ୍‌ଭାବ ବାର୍ତ୍ତା ଦେଇଛି। ଏହି ବିବାହରେ ୭୫ଟି ମୁସଲମାନ ଯୋଡି ଓ ୨୫ ଯୋଡି ହିନ୍ଦୁ ବିବାହ କରିଛନ୍ତି। ବେଲଗାଭି ଜିଲା ମୁଖ୍ୟାଳୟଠାରୁ ୫୦ କିଲୋମିଟର ଦୂର…

ରହିବନି ‘କଲେକ୍ଟର’ ପଦ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଇତିହାସରୁ ଜଣାପଡ଼େ, ଅଷ୍ଟାଦଶ ଶତାବ୍ଦୀରେ ଓ୍ବାରେନ୍‌ ହେଷ୍ଟିଙ୍ଗ୍ସ ରାଜସ୍ବ ଆଦାୟ କରିବା ପାଇଁ କଲେକ୍ଟରମାନଙ୍କୁ ନିଯୁକ୍ତ କରିବା ପରଠାରୁ ‘କଲେକ୍ଟର’ ପଦ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ରାଜ୍ୟର କ୍ଷମତାକୁ ସୂଚିତ କରିଆସୁଥିଲା। ସ୍ବାଧୀନତା ପରେ ଜିଲା…

କୃଷି ବଜେଟରେ ନବଉନ୍ମେଷ କାହିଁ

ନଟବର ଖୁଣ୍ଟିଆ ଫେବୃୟାରୀ ୧୮ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ରାଜ୍ୟ ବିଧାନସଭାରେ ବାର୍ଷିକ ବଜେଟ ଉପସ୍ଥାପନ କରିଛନ୍ତି। ଗତ ୨୦୧୩-୧୪ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ସାଧାରଣ ବଜେଟ ସହ ଏକ ସ୍ବତନ୍ତ୍ର କୃଷି ବଜେଟ ଉପସ୍ଥାପନ…

ମୋ ଗାଁର ବାଟ ଓ ସାର୍‌ଙ୍କ ଛାଟ

ମନ-ମାନଚିତ୍ର/ଡ. ନରହରି ବେହେରା ସମୟର ଆହ୍ବାନରେ ଆଜି ଅଧିକାଂଶ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତମାନେ ଗାଁ ଛାଡ଼ି ଦୂରଦୂରାନ୍ତ ସହରରେ ବାସ କରୁଛନ୍ତି। ବୃତ୍ତି ଚାପରେ ମୁଁ ବି ଗାଁ ଛାଡ଼ି ବାହାରେ ବାସ କରୁଛି। ଗାଁର ପୂଜାପାର୍ବଣ କି ଘରର ବିବାହ…

ଏଇ ଭାରତରେ

ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ସଫଳତା ମିଳିଥାଏ। ଏମିତି ଏକ ସଫଳତା ପାଇଛନ୍ତି ବିହାରର ମହିଳାମାନେ। ସେମାନେ ନିଜସ୍ବ ଉଦ୍ୟମରେ ଖୋଲିଛନ୍ତି ‘ଅପନା ବ୍ୟାଙ୍କ’। ମୁଜାଫରପୁର ଜିଲା ସୁରାହରି ବ୍ଲକ୍‌ ଖଦି ଭଣ୍ଡାର ନିକଟରେ ୨୦୧୭ରୁ ଏହି ବ୍ୟାଙ୍କ ସଫଳତାର ସହ…

ଆଜିର ଅର୍ଥନୀତି/କେବଳ ଟୋକନିଜ୍‌ମ

ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉପସ୍ଥାପିତ ୨୦୨୦-୨୧ର ବଜେଟ କେବଳ ଟୋକନିଜ୍‌ମ ଭଳି ମନେହେଉଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାବି କରିଥିଲେ ଯେ, ଚଳିତବର୍ଷର ରାଜ୍ୟ ବଜେଟ କେତେକ ଦୃଷ୍ଟିରୁ ଦେଶରେ ଓ ଆଉ କେତେକ ଦୃଷ୍ଟିରୁ ରାଜ୍ୟରେ ପ୍ରଥମ। ତେବେ କାଗଜବିହୀନ…

ଭାଷାର ସୀମାନ୍ତ ନାହିଁ

ଲୋକନାଥ ପଣ୍ଡା ସା ରା ବିଶ୍ୱରେ ପ୍ରତିବର୍ଷ ଫେବୃୟାରୀ ୨୧ ତାରିଖରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଆସୁଛି। ଏହାର ମୂଳ ଉଦ୍ଦେଶ୍ୟ ବିଶ୍ୱରେ ଭାଷା ଏବଂ ସଂସ୍କୃତିକୁ ନେଇ ଯେଉଁ ବିବିଧତା ରହିଛି, ତାହାର ସଂରକ୍ଷଣ ଓ ସମୃଦ୍ଧି। ୟୁନେସ୍କୋ…

ଚେତନାର ଅମୃତ ଦିଗନ୍ତ

ବିମଳ ପ୍ରସନ୍ନ ଦାସ ୧୮୭୮ ଫେବୃୟାରୀ ୨୧ ତାରିଖ- ବିଶ୍ୱଜନନୀ ଶ୍ରୀମା’ଙ୍କର ପବିତ୍ର ଜନ୍ମତିଥି। କାଳବକ୍ଷରେ ଇତିମଧ୍ୟରେ ୧୪୨ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ଏ ବର୍ଷ ଆମେ ତାଙ୍କର ୧୪୩ତମ ପବିତ୍ର ଜୟନ୍ତୀ ପାଳନ କରୁଛୁ। ମହାଯୋଗୀ ଶ୍ରୀଅରବିନ୍ଦ ଦିବ୍ୟ ଜନନୀଙ୍କର…

ଏଇ ଭାରତରେ

ଉତ୍ତର କର୍ନାଟକର ଗଡଗ ଜିଲାସ୍ଥିତ ଏକ ଲିଙ୍ଗାୟତ ମଠ ଧାର୍ମିକ ବନ୍ଧନରୁ ମୁକ୍ତ ହୋଇ ସାମାଜିକ ସୌହାର୍ଦ୍ଦ୍ୟକୁ ଶ୍ରେଷ୍ଠ ସ୍ଥାନ ଦେଇଛି। ଏହି ମଠ ତା’ ପରମ୍ପରାକୁ ଭାଙ୍ଗି ଜଣେ ମୁସଲମାନ ଯୁବକ ଦିଓ୍ବାନା ଶରିଫ୍‌ ରହମାନସାବ ମୁଲ୍ଲାଙ୍କୁ ମଠର ପୂଜାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri