ସମ୍ପାଦକୀୟ

କ୍ଷେତ୍ରାଧିକାର ଚିନ୍ତା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାରରେ କେବଳ ଆଇଏଏସ୍‌ ଅଫିସରମାନେ ଯେ ସେମାନଙ୍କ କ୍ଷେତ୍ରାଧିକାର ସଂକୀର୍ଣ୍ଣ ହେଉଥିବାର ଅନୁଭବ କରୁଛନ୍ତି ତାହା ନୁହେଁ। ଆଇପିଏସ୍‌ ଅଫିସରମାନେ ମଧ୍ୟ ସେପରି ଅନୁଭବ କରୁଛନ୍ତି। ନିକଟରେ ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ଉପଦେଷ୍ଟା ଆର୍‌.କେ.…

କନ୍ଦାଉଛି ପିଆଜ

ଅନିଲ କୁମାର ବିଶ୍ୱାଳ ଲଙ୍ଗଳ କଥା ବୁଝୁଛି ଖେତ, ଖେତ କଥା ବୁଝେ ଚଷା, ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା। ଆଉ ଯେତେବେଳେ ପଖାଳର କଥା ଆସେ ସେତେବେଳେ ପିଆଜ ପଖାଳ ସହିତ ଆପେ ଯୋଡ଼ିହୋଇଯାଏ। ଏବେ…

ମା’ଙ୍କ ଧରାବତରଣ

ଡ. କିଶୋର ମହାନ୍ତି ମା’ ପ୍ରକୃତରେ କିଏ? କ’ଣ ତାଙ୍କର ସ୍ବରୂପ? ସେ ହେଉଛନ୍ତି ଜଗଜ୍ଜନନୀ ମା’ ଯୋଗମାୟା, ବିଶ୍ୱେଶ୍ୱରୀ, ଜଗନ୍ମାତା ମା’ ଦୁର୍ଗା। ମାତୃ୍‌ରୂପରେ ସେ ଆବିର୍ଭୂତା ହୋଇଥାନ୍ତି ଏ ବିଶାଳ ଧରାରେ ଶାରଦୀୟ ପ୍ରକୃତି ଓ ନୈସର୍ଗିକ ସୌନ୍ଦର୍ଯ୍ୟର…

ଏଇ ଭାରତରେ

ଭାରତରେ ଗାନ୍ଧୀ ବିଚାରଧାରାରେ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ସମ୍ବଳରେ ଗାନ୍ଧୀବାଦର ବାର୍ତ୍ତା ଦେଇଚାଲିଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବିହାରର ଶଶିଭୂଷଣ ସିଂ। ସେ ବିହାରର ସୀତାମଢି ମେଜରଗଞ୍ଜ ବ୍ଲକର ଟୁମରିକଲା ଗାଁରେ ରହନ୍ତି। ଭାରତ ସରକାରଙ୍କ ସ୍ବଚ୍ଛତା…

ଆଜିର ଅର୍ଥନୀତି/ ଆହୁରି ସଂସ୍କାର ଲୋଡ଼ା

ସମ୍ପ୍ରତି ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାକୁ କିପରି ମୁକାବିଲା କରାଯିବ, ସେ ନେଇ ସରକାର କିଛି ବାଟ ପାଉ ନ ଥିବା ମନେହେଉଛି। ଏହା ବିଭିନ୍ନ ବର୍ଗର ଲୋକଙ୍କ ଭାବନାକୁ ସୁହାଇଲା ଭଳି ଯାହା କିଛି ବିକ୍ଷିପ୍ତ ପଦକ୍ଷେପ ନେଇଛନ୍ତି, ତାହା ଏଯାଏ…

ଫେରୁଛି ପୁରୁଣା ଦିନ

ଉପେନ୍ଦ୍ର ବିଶ୍ୱାଳ ସକାଳ ସ୍ନାନ ସାରି ସାଧୁ ଜଣକ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟାଞ୍ଜଳି ଦେଉଥାନ୍ତି ନଦୀର ଅଣ୍ଟାଏ ପାଣିରେ। ଛଞ୍ଚାଣର ପଞ୍ଝାରୁ ଆକାଶରୁ ଅକସ୍ମାତ୍‌ ଖସିଆସି ଆଞ୍ଜୁଳାରେ ପଡ଼ିଲା ମୂଷିକଟି। ଈଶ୍ୱରଙ୍କ ଇଚ୍ଛା ଭାବି ଅତୀବ ଆଗ୍ରହରେ ତାକୁ ଆଶ୍ରମକୁ ନେଇ ଆସିଲେ…

ବନାଗ୍ନି ଓ ଓଡ଼ିଶା

ଅକ୍ଷୟ କୁମାର ସାହୁ ନିକଟରେ ଆମେରିକାର ନ୍ୟୁୟର୍କ ସହରରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ କାର୍ଯ୍ୟକ୍ରମ ଶୀର୍ଷ ବୈଠକ ବା ୟୁନାଇଟେଡ୍‌ ନେଶନ୍‌ସ କ୍ଲାଇମେଟ୍‌ ଆକ୍ସନ ସମିଟ୍‌ରେ ବିଶ୍ୱରେ ତାପମାତ୍ରା ବୃଦ୍ଧି ଓ ତଜ୍ଜନିତ ପରିବେଶ ଅସନ୍ତୁଳନ ନେଇ ଘୋର ଉଦ୍‌ବେଗ ପ୍ରକାଶ…

ଏଇ ଭାରତରେ

ଦେଶର ଅନେକ ଅଞ୍ଚଳ ବର୍ଷାରେ ତ୍ରାହି ତ୍ରାହି ଡାକୁଛି, ହେଲେ ବିଦର୍ଭରେ ବର୍ଷା ପାଇଁ ଲୋକମାନେ ଆପଣାଉଛନ୍ତି ଅଜବ ପରମ୍ପରା। ମହାରାଷ୍ଟର ଏହି ଅଞ୍ଚଳରେ ଥିବା ଚନ୍ଦ୍ରପୁର ଓ ଗାଡଛିରୋଲି ଜିଲାରେ ରହୁଥିବା କୁନ୍‌ବିସ୍‌ ବା କ୍ଷୁଦ୍ରଚାଷୀ ବର୍ଗର ଲୋକମାନେ ବର୍ଷା…

ଉଦ୍ଭିଦର ଇନ୍ଦ୍ରିୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେ ଦିନେ ନିଶ୍ଚୟ ଜାଣିବାକୁ ପାଇବା ଯେଉଁ ଗଛଗୁଡ଼ିକୁ ଆମେ ମାରିଦେଉଛୁ, ଯେଉଁ ଘାସକୁ ଆମେ ବଗିଚାରୁ ଉପାଡ଼ି ପକାଉଛୁ, ଯେଉଁ ଉଦ୍ଭିଦକୁ ଆମେ କାଟିପକାଉଛୁ ଏବଂ ଯେଉଁ ଫୁଲଗୁଡ଼ିକୁ ଆମେ ଆଣି ଫୁଲଦାନୀରେ ସଜାଉଛୁ-…

ସୀମାରେଖା ଆରପାରେ

ଡ. ସୁବାସ ଚନ୍ଦ୍ର ପାତ୍ର ସରକାରୀ ଚାକିରି ହେଉ ଅବା ଘରୋଇ, ସାମାଜିକ ଜୀବନ ହେଉ ଅବା ବ୍ୟକ୍ତିଗତ, କାର୍ଯ୍ୟଧାରାକୁ ଶୃଙ୍ଖଳିତ ତଥା ସୁସଂହତ କରିବା ପାଇଁ କିଛି ନୀତି, କିଛି ସୀମାରେଖା ନିର୍ଦ୍ଧାରଣ କରାଯାଇଥାଏ। ଆପାତ ଦୃଷ୍ଟିରୁ ବ୍ୟବସ୍ଥାଟି ଠିକ୍‌…

ପୁନଶ୍ଚ ଗାନ୍ଧିଜୀ

ହରିହର ଶତପଥୀ ଆଜିକାଲି ପୂର୍ବାପେକ୍ଷା ଗାନ୍ଧିଜୀଙ୍କ ଚର୍ଚ୍ଚା ବେଶି ହେଉଥିବା ସମସ୍ତେ ଜାଣନ୍ତି। ଚଳିତବର୍ଷ କେନ୍ଦ୍ର ସରକାରଙ୍କ ଗାନ୍ଧୀ କିଡ୍‌ସ ଓ ରାଜସ୍ଥାନ ସରକାରଙ୍କ ଗାନ୍ଧୀ ବିଭାଗ ଖୋଲିବା ପ୍ରସ୍ତାବ ପରେ ଏହା ଆହୁରି ଜୋର ଧରିଛି। ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ…

ଏଇ ଭାରତରେ

ପରିବେଶ ସଚେତନତାର ଝଲକ ଦେଖିବାକୁ ମିଳିଛି ଇନ୍ଦୋରସ୍ଥିତ ସେଣ୍ଟ୍‌ ରାଫାୟଲ୍ସ ହାୟର ସେକେଣ୍ଡାରୀ ସ୍କୁଲ୍‌ରେ। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସ୍କୁଲ୍‌ର ଛାତ୍ରୀମାନେ ‘ପ୍ଲାଷ୍ଟିକ୍‌ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଛନ୍ତି ଏକ ନିଆରା ଉପାୟରେ। ଇନ୍ଦୋରକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri