ନୀତି ସିଇଓଙ୍କ ଛାଟ
ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍ ରେଳ ଷ୍ଟେଶନଗୁଡ଼ିକର ଆଧୁନିକୀକରଣରେ ମନ୍ଥରତାକୁ ନେଇ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଅମିତାଭ କାନ୍ତ କଟୁ ସମାଲୋଚନା କରିବା ପରେ ରେଳ ମନ୍ତ୍ରଣାଳୟ କାର୍ଯ୍ୟରେ ତତ୍ପରତା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ବି…
ମୋ ସରକାର : ଚଳେଇ ପାରିଲେ ଭଲ
ବିପିନ ବିହାରୀ ମିଶ୍ର ବର୍ତ୍ତମାନ ‘ମୋ ସରକାର’ କାର୍ଯ୍ୟକ୍ରମରେ ସରକାରୀ କଳ ବ୍ୟସ୍ତ। ଏହାର ଉଦ୍ଦେଶ୍ୟ ଭଲ। ଏଥିରେ ରାଜନୀତିର କାରସାଦି ଅଛି ବୋଲି କହିଲେ ଅନ୍ୟାୟ ହେବ। ଯଦି ସରକାରୀ କଳକୁ କୁହାଗଲା ଆହୁରି ସକ୍ରିୟ ହୁଅ, ସର୍ବସାଧାରଣଙ୍କୁ ଉପଯୁକ୍ତ…
ସଙ୍କୋଚନରୁ ପ୍ରସାରଣ
ଡ. ଶରତ ଚନ୍ଦ୍ର ରଥ ବସ୍ତୁଠାରୁ ବାସ୍ତବତା ବଡ଼। କାରଣ ବସ୍ତୁର ମୂଲ୍ୟ ଅଛି, ବାସ୍ତବତାର ମୂଲ୍ୟବୋଧ ଅଛି। ଧନଠାରୁ ମନ ବଡ଼। କାରଣ ଧନର ମୂଲ୍ୟ ଅଛି, ମନର ମୂଲ୍ୟବୋଧ ଅଛି। କାମଠାରୁ ପ୍ରେମ ବଡ଼। କାରଣ କାମରେ ନେବାର…
ଏଇ ଭାରତରେ
କରଓ୍ବାଚୌଥରେ ପ୍ରତ୍ୟେକ ମହିଳା ତାଙ୍କ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରୁଥିବାବେଳେ ମଥୁରାର ଏକ ଗାଁରେ ମହିଳାମାନେ କରଓ୍ବାଚୌଥ ଦିନ ସ୍ବାମୀଙ୍କ ପାଇଁ ବ୍ରତ ରଖନ୍ତିନି। ଏହା ପଛରେ କୌଣସି ବୈଜ୍ଞାନିକ ତର୍କ ନାହିଁ, କିନ୍ତୁ ସେଠାକାର ଲୋକକଥାକୁ ବିଶ୍ୱାସ କରି…
ଆଜିର ଅର୍ଥନୀତି/ ଫିକା ସୁନା ବଜାର
ସୁନାର ମାତ୍ରାଧିକ ମୂଲ୍ୟବୃଦ୍ଧି ଆସନ୍ତା ଦୀପାବଳି ଅବସରରେ ଲୋକଙ୍କ ସୁନାକିଣା ମାନସିକତା ଉପରେ ଖୁବ୍ ପ୍ରତିକୂଳ ପ୍ରଭାବ ପକାଇବ। ଗହଣା ଦୋକାନୀମାନେ ବିକ୍ରିବଟାର ସମ୍ଭାବ୍ୟ ମାନ୍ଦା ପରିସ୍ଥିତି ପାଇଁ ଚିନ୍ତାରେ ଅଛନ୍ତି। ବର୍ତ୍ତମାନ ବଜାରରେ ସୁନାର ମୂଲ୍ୟ ୧୦ ଗ୍ରାମ୍ ପିଛା…
ଜୀବନ ଜିଇବାର କଳା
ପ୍ରକାଶ ତ୍ରିପାଠୀ ନାମ ଅସଲମ୍ ମଲ୍ଲିକ। ବୟସ ତିରିଶ ପାଖାପାଖି। ଘର କୋଲକାତା (ପଶ୍ଚିମବଙ୍ଗ)। ପେସା କାର୍ପେଣ୍ଟିଙ୍ଗ ଅର୍ଥାତ୍ ଇଣ୍ଟେରିୟର ଡିଜାଇନିଂ। ଅସଲମ୍ ସହ ମୋ ସମ୍ପର୍କ ମାତ୍ର ପନ୍ଦର ଦିନର। ଗତ ମାସରେ ଘରର କିଛି ଇଣ୍ଟେରିୟର କାମ ହେଉଥିଲା…
ବାତ୍ୟାପ୍ରବଣ ମାସ ଅକ୍ଟୋବର
ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ଆମ ଦେଶର ପୂର୍ବ ଓ ପଶ୍ଚିମ ଉପକୂଳରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେଉଥିଲା ବେଳେ ପୂର୍ବ ଉପକୂଳରେ ଅଧିକ ବାତ୍ୟା ସୃଷ୍ଟି ହୁଏ। ଦେଶର ପୂର୍ବ ଉପକୂଳରେ ୧୨ଟି ଜିଲା ବାତ୍ୟାପ୍ରବଣ ହୋଇଥିଲା ବେଳେ ସେଥିରେ ଅଛି…
ଏଇ ଭାରତରେ
ହିନ୍ଦୁଧର୍ମରେ ବୈଦିକ ରୀତିନୀତିରେ ଅଗ୍ନିକୁ ସାକ୍ଷୀ ରଖି ବାହାଘର କରାଯାଉଥିବାବେଳେ ରାଜସ୍ଥାନରେ ସମ୍ବିଧାନକୁ ସାକ୍ଷୀ ରଖି ବାହା ହୋଇଛନ୍ତି ବର-କନ୍ୟା। ଏମିତି ନିଆରା ବାହାଘର ଖର୍ଚ୍ଚ କମ୍ କରିବା ସହ ଲୋକଙ୍କ ପାଖରେ ଏକ ସାମାଜିକ ବାର୍ତ୍ତା ପହଞ୍ଚାଇଛି। ଉକ୍ତ ବାହାଘର…
କବକ ସଂକ୍ରମଣ
ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କବକ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ କ୍ୟାଣ୍ଡିଡା ଏରିସ୍ ପ୍ରଥମେ ୨୦୦୯ରେ ଜାପାନରେ ଦେଖାଯାଇଥିଲା। ଏହାପରେ ଏବେ ସାରା ବିଶ୍ୱରେ ଏହା ବ୍ୟାପିଲାଣିି। ମୁଖ୍ୟତଃ ହସ୍ପିଟାଲ୍ଗୁଡିକରେ ଏହାର ପ୍ରଭାବ ବେଶି ପରିଲକ୍ଷିତ ହେଉଛି। ଏହା ଏକ ପ୍ରକାର…
ବିଶେଷଜ୍ଞ ଆମଦାନି
ଡ. ସୁବାସ ଚନ୍ଦ୍ର ପାତ୍ର କିଛି ବର୍ଷ ତଳେ ସଚିବାଳୟସ୍ଥ (ଏବର ଲୋକସେବା ଭବନ) ସାଧାରଣ ପ୍ରଶାସନ ବିଭାଗକୁ କୌଣସି ଏକ କାମରେ ଯାଇଥିଲି। ବିଭାଗକୁ ପ୍ରବେଶ ଅଳିନ୍ଦର କାନ୍ଥରେ କଳା ଲାମିନେଟ୍ ଉପରେ ପିତ୍ତଳ ଅକ୍ଷରରେ ଲେଖାଥିଲା, ‘ଚୁପ୍! ମହାଜ୍ଞାନୀ…
ଉଠରେ ପୁତ ଉଠ
ଶକୁନ୍ତଳା ପଣ୍ଡା ସମୟ ତା’ର ଚକ୍ରରେ ଘୂରି ଘୂରି ଛଅଟି ଋତୁ ଦିଏ ପୃଥିବୀକୁ। ସମସ୍ତେ ଜାଣିଛନ୍ତି ଛଅ ଋତୁରୁ ଆମେ ତିନୋଟି ଉପଭୋଗ କରୁଛେ, ଯଥା-ଗ୍ରୀଷ୍ମ, ବର୍ଷା ଓ ଶୀତ। ଶରତ, ହେମନ୍ତ ଓ ବସନ୍ତ ଯାହା ପାଠ୍ୟକ୍ରମରେ ପଢ଼ା…
ଏଇ ଭାରତରେ
ହ୍ବିଲ୍ ଚେୟାରର ସାହାରା ନେଇଥିବା ଜଣେ ମହିଳା ହଜାର ହଜାର ଦିବ୍ୟାଙ୍ଗଙ୍କୁ ନିଜ ଗୋଡ଼ରେ ଠିଆ କରାଉଥିବା ଭଳି ପ୍ରେରଣାଦାୟକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରରେ। ମହିଳାଙ୍କ ନାମ ନସୀମା ମହମ୍ମଦ ଅସୀନ ହୁଜୁର୍କ। ବୟସ ୬୯। କୋହ୍ଲାପୁର ସହର ନିବାସୀ…
Archives


