ସମ୍ପାଦକୀୟ

ଏଇ ଭାରତରେ

କଶ୍ମୀରର ମୁସଲମାନ ଝିଅ ଇଫରା ଓ ହରିୟାଣାର ହିନ୍ଦୁ ମହିଳା ଗୀତା ପରସ୍ପର ପରିବାରର ସଦସ୍ୟଙ୍କୁ କିଡ୍‌ନୀ ଦାନ କରି ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ଦେଇଛନ୍ତି। ପୁଲ୍‌ଓ୍ବାମା ନିବାସୀ ଜୁବେଦା ବାନୋଙ୍କ ଭଳି ହରିୟାଣା ପଞ୍ଚକୁଲାର ଯମୁନାନଗରରେ ବାସ କରୁଥିବା ଅଜୟ…

ପ୍ରାଣୀଙ୍କ ନକଲପ୍ରିୟତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରାଣୀମାନେ ଆକାର, ପ୍ରକାର ଓ ରଙ୍ଗ ପରିବର୍ତ୍ତନ କରି ଅନ୍ୟକୁ ଅନୁକରଣ ବା ନକଲ କରିବାରେ ଧୁରନ୍ଧର। ଆମେ ଯଦି ଚାଇନା ବା ଆଫ୍ରିକୀୟ ଦେଶକୁ ଯାଇ ସେ ଦେଶର ଲୋକଙ୍କ ପରି ହେବାକୁ ଚେଷ୍ଟା…

କୁଶଳୀ ମହିଳା ସମୃଦ୍ଧ ରାଷ୍ଟ୍ରର ପରିଚାୟକ

ଡ. ମହେନ୍ଦ୍ରନାଥ ପାଣ୍ଡେୟ ମାର୍ଚ୍ଚ ୮ ହେଉଛି ଏକ ବିଶେଷ ଦିନ। ପ୍ରତିବର୍ଷ ଏହି ଦିନରେ ହିଁ ମହିଳାଙ୍କ ପ୍ରତି ଆଦର ଓ ସମ୍ମାନ ବ୍ୟକ୍ତ କରିବା ଲାଗି ‘ଅନ୍ତର୍ଜାତୀୟ ମହିଳା ଦିବସ’ ପାଳନ କରାଯାଇଥାଏ। ସମ୍ପ୍ରତି ଆମ ଦେଶର ମହିଳାମାନେ…

ବୁଲାକୁକୁରଙ୍କ ସ୍ମାର୍ଟ ସହର

ପ୍ରଭାତ କୁମାର ଦାସ ବନେଶ୍ୱର ସ୍ମାର୍ଟ ସହର ହେଲା ପରେ ବୁଲାକୁକୁରଙ୍କ ସଂଖ୍ୟା ଆଶାତୀତ ଭାବରେ ବଢିଛି। ସରକାର ଏ ସହରକୁ ମଳମୁକ୍ତ ସହର ବୋଲି ଘୋଷଣା କଲେଣି। ବାହାରେ ଖୋଲାଜାଗାରେ କେହି ମଳତ୍ୟାଗ କଲେ ମୋଟା ଅଙ୍କର ଜରିମାନା ଆଦାୟ…

ଏଇ ଭାରତରେ

ଶିକ୍ଷା ପ୍ରତି ଝିଅମାନଙ୍କର ଆଗ୍ରହ ବଢ଼ାଇବା ଲାଗି ଗୁଜରାଟର ଏକ ପଞ୍ଚାୟତ ଆପଣାଇଛି ଏକ ଅଜବ ଉପାୟ। ଏଠାରେ ନିର୍ମାଣ କରାଯାଉଥିବା ରାସ୍ତାଗୁଡିକର ନାମକରଣ ପଞ୍ଚାୟତର ମେଧାବୀ ଝିଅମାନଙ୍କ ନାମରେ ନାମିତ କରାଯାଇ ସେମାନଙ୍କୁ ସମ୍ମାନ ଦିଆଯାଉଛି। ଏମିତି ଘଟଣା ଦେଖିବାକୁ…

କରୋନାର ନାଗରିକତ୍ୱ

କରୋନା ଭୂତାଣୁ ଅଦ୍ୟାବଧି ୩,୦୦୦ ଲୋକଙ୍କ ପ୍ରାଣ ନେଇ ସାରିଥିବା ବେଳେ ବିଶ୍ୱବ୍ୟାପୀ ୯୦,୦୦୦ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ଭୂତାଣୁ ୭୨ ଦେଶକୁ ବ୍ୟାପିଗଲାଣି। ଭାରତର ଦିଲ୍ଲୀ ଓ ତେଲଙ୍ଗାନାରେ ୨ଟି ସଦ୍ୟ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ…

ଜନହିତ ଓ ବିଜ୍ଞାନ

ଇଂ. ମାୟାଧର ସ୍ବାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରରେ ୭୪ ବର୍ଷର ଜଣେ ମହିଳା ଟେଷ୍ଟ ଟ୍ୟୁବ୍‌ ପଦ୍ଧତିରେ ଦୁଇଟି ଯମଜ ଶିଶୁ ଜନ୍ମ ଦେଲେ। ବୃଦ୍ଧ ଦମ୍ପତିଙ୍କ ବିବାହ ୫୦ ବର୍ଷରୁ ଅଧିକ ବର୍ଷ ତଳେ ହୋଇଥିଲେ…

ମଝିମଝିଆ ବୁଡ଼ି ମରନ୍ତି

ରମେଶ ଚନ୍ଦ୍ର ସାମଲ ଲୋକ କଥାଟିଏ ଅଛି- ବଡ଼ ପୁଅ ବାପର, ସାନ ପୁଅ ମା’ର, ମଝିଆ ପୁଅ ବାହାର, ଅର୍ଥାତ୍‌ ମଝିଆ ପୁଅକୁ କେହି ଆଦରି ନିଅନ୍ତିନି। ମା’ବାପା ଅକର୍ମଣ୍ୟ ହୋଇଗଲେ ବଡ଼ ପୁଅ ପରିବାରର ଭରଣପୋଷଣ ଦାୟିତ୍ୱ ନିଏ।…

ଏଇ ଭାରତରେ

ସାମ୍ପ୍ରତିକ ସମୟରେ ଡିଜିଟାଲ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି ଝାଡଖଣ୍ଡର ଜଣେ ଯୁବକ ଗ୍ରାମାଞ୍ଚଳ ପିଲାମାନଙ୍କୁ ସୌରଚାଳିତ ଭ୍ରାମ୍ୟମାଣ କମ୍ପ୍ୟୁଟର କ୍ଲାସ୍‌ ମାଧ୍ୟମରେ ଶିକ୍ଷା ଦେଉଛନ୍ତି। ସାନ୍‌ଓ୍ବିଲ ଶ୍ରୀବାସ୍ତବ ‘ଏଡିମ୍‌ପ୍ୟାକ୍ଟ’ ସଂଗଠନ ମାଧ୍ୟମରେ ବିଭିନ୍ନ ରାଜ୍ୟରେ ଦୁର୍ଗମ ଗ୍ରାମାଞ୍ଚଳର ହଜାର ହଜାର…

ମହମ୍ମଦ ଅନିଶ

ଓଡ଼ିଶାର ମାଓବାଦୀପ୍ରବଣ ମାଲକାନଗିରି ଜିଲାରେ ମହମ୍ମଦ ଅନିଶ ନାମକ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନ କାର୍ଯ୍ୟରତ ଅଛନ୍ତି। ଜୀବନକୁ ପାଣି ଛଡ଼ାଇ ଓଡ଼ିଶାବାସୀଙ୍କୁ ଶାନ୍ତିରେ ଶୋଇବାର ସୁଯୋଗ ଦେଉଥିବା ଅନେକ ଯବାନଙ୍କ ମଧ୍ୟରୁ ଅନିଶ ଅନ୍ୟତମ। ଦିଲ୍ଲୀର ବାସିନ୍ଦା ଅନିଶ…

ବିଦ୍ୟୁତ୍‌ ସଂସ୍କାର: ପ୍ରଗତି ନା ପ୍ରତାରଣା

କୈଳାସ ରାୟ ବକେୟା ଆଦାୟ ପାଇଁ ବିଦ୍ୟୁତ୍‌ କାଟ୍‌ର ଚେତାବନୀ ଏବଂ ବିଦ୍ୟୁତ୍‌ ସେବାରେ ସମ୍ପୃକ୍ତ କମ୍ପାନୀମାନଙ୍କ ଶୁଳ୍କବୃଦ୍ଧି ଆବେଦନରୁ ହିଁ ଏଭଳି ଏକ ପ୍ରସଙ୍ଗ ଓ ପ୍ରଶ୍ନର ଅବତାରଣା। ସେସୁ ସମେତ ଚାରୋଟିଯାକ ବଣ୍ଟନକାରୀ କମ୍ପାନୀ ବାକି ଟଙ୍କା ଆଦାୟ…

କବି ହେବା ନୋହିଲା

ବୈକୁଣ୍ଠନାଥ ମିଶ୍ର କାହିଁକି କେଜାଣି କବିତା ଲେଖିବା ପାଇଁ ମନରେ ପ୍ରବଳ ଉତ୍କଣ୍ଠା ଜାଗ୍ରତ ହେଲା। ଉଚ୍ଚବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ବିଦ୍ୟାଳୟର ବାର୍ଷିକ ପତ୍ରିକାରେ ମୋର ଏକ କବିତା ପ୍ରକାଶ ପାଇଥିଲା। ମହାବିଦ୍ୟାଳୟରେ ମଧ୍ୟ ଅନୁରୂପ ଭାବେ ଗୋଟିଏ/ଦୁଇଟି କବିତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri