ସମ୍ପାଦକୀୟ

ଏଇ ଭାରତରେ

ଆସାମର ଗୋଟିଏ ଗଁାରେ ମୁସଲମାନ ସମ୍ପ୍ରଦାୟର ଲୋକେ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରି ଉଦାହରଣ ସୃଷ୍ଟି କରିଛନ୍ତି। ଏହି ରାଜ୍ୟର କାମରୂପ ଜିଲାର ମୁସଲମାନ ଅଧ୍ୟୁଷିତ ଖାନ୍ଦିକର ଗଁାରେ ୬୫ବର୍ଷ ବୟସ୍କ ରାଜକୁମାର ଗୌର ୨୫ ବର୍ଷରୁ...

ସମ୍ପାଦକୀୟ/ ପୋଲ ଦବିଲା

ନିକଟ ଅତୀତରେ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ସ୍ଲାବ ଖସିବା ଓ ଗାର୍ଡଓ୍ବାଲ୍‌ ଭାଙ୍ଗିପଡ଼ିବା ଯୋଗୁ ଦୁଇ ଜଣଙ୍କ ଜୀବନ ଯାଇଥିଲା। କିଛିଦିନ ପୂର୍ବରୁ ରସୁଲଗଡ଼ ଓଭରବ୍ରିଜ୍‌ରୁ ବଡ଼ କଂକ୍ରିଟ ଖଣ୍ଡ ଖସିଥିଲା। ସୌଭାଗ୍ୟକ୍ରମେ ପୋଲ ତଳେ ସେତେବେଳେ...

ଏ ଯୁଗର ନୂଆ ଯୁଦ୍ଧାସ୍ତ୍ର

ସହଦେବ ସାହୁ ଖବର ବା ଇନ୍‌ଫର୍ମେଶନକୁ ଯୁଦ୍ଧର ଅସ୍ତ୍ର ରୂପେ ବ୍ୟବହାର କରାଗଲାଣି ଏବଂ ଏମିତି ବ୍ୟବହାର ହେଲାଣି ଯେ ଲୋକଙ୍କ ମତ ବଦଳାଯାଇ ପାରୁଛି। ଆମେ ଜାଣିଥିଲୁ ଗ୍ରାହକର ମତ ବଦଳାଇବା ଏବଂ ନିଜ ସାମଗ୍ରୀ ପ୍ରତି ଆଗ୍ରହ...

କାଣୀ ବିରାଡ଼ି ଓ କୁଜି ଅସରପା

ମମତା ଶୁକ୍ଳା ବର୍ତ୍ତମାନ କଲେଜଗୁଡ଼ିକରେ ଆଡ୍‌ମିଶନ ଶେଷ ହୋଇ ପଢ଼ା ଆରମ୍ଭ ହୋଇଗଲାଣି। ଅସୁମାରି ସ୍ବପକୁ ନେଇ ନୂଆ ଦୁନିଆରେ ପାଦ ଥାପିବା ବେଳେ ବି ଅଜଣା ଭୟରେ ଆତଙ୍କିତ ପିଲାମାନଙ୍କ ମନ। ର଼୍ୟାଗିଂ ହିଁ ଏହି ଆତଙ୍କର ମୁଖ୍ୟ...

ମ୍ୟାଲେରିଆ ନିରାକରଣ

ସୁନୀତା ଶତପଥୀ ଭାରତ ମ୍ୟାଲେରିଆ ବିରୋଧରେ ଯୁଦ୍ଧ ଜିତି ଆସୁଛି, କିନ୍ତୁ ଯୁଦ୍ଧ ଶେଷ ହେବାର ନାଁ ଧରୁନି। ଅନେକ ରୋଗ ମଶା ଦ୍ୱାରା ସଂକ୍ରମିତ ହୋଇଥାଏ। କିନ୍ତୁ ସେଗୁଡ଼ିକ ମଧ୍ୟରେ ମ୍ୟାଲେରିଆ ସବୁଠାରୁ ବିପଜ୍ଜନକ। ଏହି ରୋଗର ନିରାକରଣ...

ଏଇ ଭାରତରେ

କର୍ନାଟକର ମହୀଶୂରରେ ରୁହନ୍ତି ଆୟୁବ ଅହମଦ। ଅଜଣା ମୃତଦେହକୁ ସଂସ୍କାର କରିବା ତାଙ୍କର ନିଶା। ଫୁଟ୍‌ପାଥରେ ରହୁଥିବା ଲୋକଙ୍କୁ ମଧ୍ୟ ସେ ସାହାଯ୍ୟ କରନ୍ତି। ମାତ୍ର ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଆୟୁବଙ୍କ ଏହି କାମ ପାଇଁ ଏବେ...

ଛଟେଇ ବିପଦ

ତଥାଗତ ସତପଥୀ ଏସିଆନ୍‌ ଟାଇଗର୍ସ ଭାବେ ପରିଚିତ ସିଙ୍ଗାପୁର, ହଂକଂ, ଦକ୍ଷିଣ କୋରିଆ, ତାଇଓ୍ବାନ, ଥାଇଲାଣ୍ଡ ଏବଂ ବିଶେଷକରି ମାଲେସିଆ ଭଳି ଦେଶରେ ୧୯୯୭ରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା। ଏହାଦ୍ୱାରା ସେହି ସମୟରେ ବିଶ୍ୱ ଅର୍ଥନୀତି ଘୋର ପ୍ରଭାବିତ ହୋଇଥିଲା।...

ବେୟାରଫୁଟ ଡାକ୍ତର

ଡା. ଦ୍ୱିଜେଶ କୁମାର ପଣ୍ଡା ଚାଇନାରେ କୃଷି ଶ୍ରମିକମାନଙ୍କୁ ସ୍ବାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ତାଲିମ ଦେଇ ଗ୍ରାମୀଣ ଲୋକମାନଙ୍କୁ ଚିକିତ୍ସା କରିବାର ଅନୁମତି ଦିଆଯାଉଥିଲା। ଏମାନେ ଜୋତା ଓ ମୋଜା ନ ପିନ୍ଧି ଖାଲି ପାଦରେ ଯିବା...

ଓଡ଼ିଶାରେ ପୂର୍ବସୂରୀ ସ୍ମରଣ

ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୂର୍ବସୂରୀ ସ୍ମରଣ ହେଉଛି ସଭ୍ୟତା ଓ ସଂସ୍କୃତିର ପରିମାପକ। କିନ୍ତୁ ଓଡ଼ିଶାରେ ବହୁ ଐତିହାସିକ ପ୍ରବାଦପୁରୁଷ ବିସ୍ମୃତ ହେବାକୁ ବସିଲେଣି। ଯେଉଁ କେତେ ଜଣଙ୍କର ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ପାଳନ ହେଉଛି ତାହା କେବଳ ଲୋକଦେଖାଣିଆ।...

ଏଇ ଭାରତରେ

ପରିବେଶ ପ୍ରଦୂଷଣ କମ୍‌ କରିବା ଓ ବୃକ୍ଷସଂଖ୍ୟା ବଢାଇବାକୁ ଯାଇ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଭିନ୍ନ ଏକ ଉପାୟ ଅବଲମ୍ବନ କରିଛନ୍ତି। ଏଥିପାଇଁ ପ୍ରଫେସରଙ୍କ ନିୟମ ହେଲା ଯେଉଁ ଛାତ୍ରୀଛାତ୍ର ବିଳମ୍ବରେ କ୍ଲାସକୁ ଆସିବେ ସେମାନଙ୍କୁ ଦଣ୍ଡ ସ୍ବରୂପ ବିଶ୍ୱବିଦ୍ୟାଳୟ...

ନିର୍ଣ୍ଣାୟକ ନେତୃତ୍ୱ

ଆକାର ପଟେଲ ଚଳିତ ସପ୍ତାହରେ ଏପରି କିଛି ଘଟଣା ଘଟିଛି, ଯାହା ଭାରତ ଅର୍ଥନୀତିରେ ଭଲ କରୁଛି ବୋଲି ଧାରଣା ରଖିଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ବାସ୍ତବରେ ପରିସ୍ଥିତି ଏବେ ସଂକଟଜନକ ସ୍ଥିତିରେ ପହଞ୍ଚିଲାଣି ଏବଂ ନୀତି ଆୟୋଗ ଅଧ୍ୟକ୍ଷ...

ଅଖୁସି ଭାରତ

ପ୍ରକାଶ ତ୍ରିପାଠୀ ଭାଇ କେମିତି ଅଛନ୍ତି? ସବୁ ଭଲ ତ? ଚିହ୍ନା ପରିଚୟ ଭିତରେ କାହାକୁ ଏମିତି ପଚାରନ୍ତୁ। ଉତ୍ତର ଆସିବ-ହଁ ଭାଇ, ସେମିତି ସୁଖେଦୁଃଖେ ବଞ୍ଚିଛି। ମୁହଁ ନେଫେଡି ଏମିତି ଉତ୍ତର ଦେବେ ଯେ ସତେଯେମିତି ଦୁନିଆଯାକର ସବୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri