ସମ୍ପାଦକୀୟ

ଏଇ ଭାରତରେ

ଭାରତରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଭୟଙ୍କର ପରିସ୍ଥିତି ନ ଉପୁଜିବା ଲାଗି ଲକ୍‌ଡାଉନ୍‌କୁ ବି କଡ଼ାକଡି ଭାବେ ପାଳନ କରାଯାଉଛି। କିନ୍ତୁ ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା କରୋନାକୁ ମୁକାବିଲା କରିବା ଲାଗି କେତେ ପ୍ରସ୍ତୁତ ତାହାକୁ ନେଇ ସଭିଙ୍କ ମନରେ…

ଅସମାନତାର ପାଚେରି

ନାରାୟଣ ପଣ୍ଡା ବିଶ୍ୱ ଜନସଂଖ୍ୟାରେ ଦ୍ୱିତୀୟ ଓ ଆୟତନରେ ସପ୍ତମରେ ଥିବା ଆମ ଦେଶ ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ସମାଜବାଦୀ ରାଷ୍ଟ୍ର। ଏଠାରେ କତିପୟ ଧନଶାଳୀଗୋଷ୍ଠୀ ଯେମିତି ବିଳାସରେ ରହନ୍ତି ତତୋଽଧିକ କୋଟିଗୁଣରେ ଦରିଦ୍ରବର୍ଗ ନୈରାଶ୍ୟ ଓ ଦାରିଦ୍ର୍ୟ ମଧ୍ୟରେ ବାସ…

ଆମ ସୁରକ୍ଷା ଆମ ହାତରେ

  ପ୍ରଫେସର ଶରତ ଚନ୍ଦ୍ର ରଥ ବ୍ୟବହାରିକ ଜଗତରେ ଦୁଇଟି ଜୀବନ ଅଛି। ଗୋଟିଏ ହେଉଛି ବ୍ୟକ୍ତି ଜୀବନ ଏବଂ ଅନ୍ୟଟି ହେଉଛି ସମଷ୍ଟି ଜୀବନ। ଉଭୟ ଜୀବନର ମହତ୍ତ୍ୱ ଓ ସ୍ବତନ୍ତ୍ରତା ରହିଛି। ଉଭୟ ଜୀନର ସ୍ବତନ୍ତ୍ର ଶକ୍ତି ଓ…

କାହା ସ୍ବାର୍ଥରେ ସରକାର

କେନ୍ଦ୍ର ସରକାର ଲୋକପ୍ରିୟ ସ୍ମଲ୍‌ ସେଭିଙ୍ଗ ସ୍କିମ୍‌ ବା ସ୍ବଳ୍ପ ସଞ୍ଚୟ ଯୋଜନା ଉପରେ ସୁଧ ହାର ହ୍ରାସ କରିଛନ୍ତି। ଦେଶର ମୋଟ୍‌ ଜନସଂଖ୍ୟାର ପାଖାପାଖି ଅଧା ମୁଖ୍ୟତଃ ଗାଁରେ ରହୁଥିବା ଗରିବ ଏବଂ ସହରରେ ବାସ କରୁଥିବା ବରିଷ୍ଠ ନାଗରିକଙ୍କ…

ପ୍ରକୃତି ହସୁଛି

ପ୍ରକୃତି ହସୁଛି। ହସିବାର ଗୂଢ଼ ତାତ୍ପର୍ଯ୍ୟ ମଧ୍ୟ ରହିଛି, କାରଣ ଯେତେବେଳେ ସେ କହୁଥିଲା ଓ କାନ୍ଦୁଥିଲା ଯେ ମୋ ଉପରେ ଆଉ ଦାଉ ସାଧ ନାହିଁ। ମାତ୍ର ଏହି ନରରୂପୀ ରାକ୍ଷସ ମଣିଷ ଜାତି ତା’ ଉପରେ ନାହିଁ ନ…

ବାରି ବରକୋଳି

ଝିଅ ଅଳି କରି କହିଲା, ବାପା ବରକୋଳି ଆଣିବ। କଲିକତି କୋଳି ନୁହଁ, ଦେଶୀ କୋଳି। ବଜାରରେ ଆଖି ବୁଲେଇଲି। ସବୁଠି ଦେଖିଲି ବଡ ବଡ କୋଳି। ଶାକରକନ୍ଦା, ପିଜୁଳି, କମଳା, ସେଓଗୁଡ଼ିକ ଭିତରେ ତା’ର ଉପସ୍ଥିତି ଦେଖିଲି। ଠେଲା ଦୋକାନୀ…

ଏଇ ଭାରତରେ

ଭାରତରେ ଲକ୍‌ଡାଉନ ନିୟମ ଭଙ୍ଗ କରିବା ଅଭିଯୋଗରେ ଲୋକମାନଙ୍କୁ ପୋଲିସ ଦଣ୍ଡ ଦେବା ଦୃଶ୍ୟ ସୋସିିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। କିନ୍ତୁ ଦିଲ୍ଲୀର ଜଣେ ପୋଲିସ ଅଫିସର୍‌ ଅବହେଳିତ ଲୋକମାନଙ୍କ ଯନତ୍ ନେବାରେ ଲାଗିଛନ୍ତି। ଡିଫେନ୍ସ କଲୋନୀରେ ଥିବା ପୋଲିସ…

ଗୋରୁଙ୍କ ମାରାତ୍ମକ ଯକ୍ଷ୍ମା

ପରିବେଶ ପରିଚିନ୍ତା/ମାନେକା ଗାନ୍ଧୀ ଆମେ ଗୋଟିଏ ରୋଗକୁ ପ୍ରାଣଘାତକ ମନେକରି ଭୟଭୀତ ହେଉ କିନ୍ତୁ ଏମିତି ଅନେକ ରୋଗ ଯାହାକୁ ଭୟ କରିବା ଉଚିତ ତାହାକୁ ଅଣଦେଖାକରୁ। ଏଭଳି ଏକ ରୋଗ ହେଉଛି ବୋଭାଇନ ଟ୍ୟୁବରକ୍ୟୁଲୋସିସ୍‌ ବା ଗୋରୁଙ୍କ ଯକ୍ଷ୍ମାରୋଗ(ବିଟିବି)। ବିଟିବି…

ଆୟୋଜକଙ୍କ ଭାଗ୍ୟ

ରୁଦ୍ର ପ୍ରସନ୍ନ ରଥ ଆମ ଆଖପାଖର ସମାଜରେ ପ୍ରତିଦିନ ଅନେକ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଏଥିରୁ କିଛି ବଡ଼ ବଡ଼ ଷ୍ଟାର ହୋଟେଲ୍‌ରେ ଅନୁଷ୍ଠିତ ହୁଏ ତ ଆଉ କିଛି ସହରର କେଉଁ ଗୋଟିଏ ସଭାଘରେ, ତ ଆଉ କିଛି…

ତିନି ତୁଣ୍ଡରେ ଛେଳି କୁକୁର

ଅଲେଖ ଚନ୍ଦ୍ର ମିଶ୍ର ଜଣେ ଲୋକ ତା’ର ବନ୍ଧୁ ଘରୁ ଛେଳିଟିଏ ଆଣୁଥିଲା। ତାକୁ ଚଲେଇ ଚଲେଇ ନେଲେ ଡେରି ହେବ ବୋଲି କାନ୍ଧରେ ଲଦି ଚାଲିଥାଏ। ବାଟରେ ତିନି ଜଣ ଧୂର୍ତ୍ତ ତାକୁ ଦେଖିଲେ। ସେମାନେ ତିନି ବନ୍ଧୁ ଥିଲେ…

ଏଇ ଭାରତରେ

କରୋନା ମୁକାବିଲା କରିବା ଲାଗି ଭାରତରେ ଲକ୍‌ଡାଉନ ସମୟରେ ଲୋକେ ଗ୍ରସେରୀ ଦୋକାନ ଆଗରେ ଲମ୍ବାଧାଡି ଲଗାଉଥିବାବେଳେ ଅରୁଣାଚଳପ୍ରଦେଶର ଏକ ଦୁର୍ଗମ ଜିଲାରେ ସ୍ବେଚ୍ଛାସେବୀମାନେ ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛନ୍ତି। ସେମାନେ ‘ମି ବୁଡି’ ନାମକ ଏକ ଆପ୍‌ ମାଧ୍ୟମରେ…

ବାମନ ଅର୍ଥନୀତି

ଗତ ବର୍ଷ ପ୍ରାରମ୍ଭରେ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥାର ଆଭାସ ମିଳିଥିଲା। ଏହାକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଅନେକ ନିଷ୍ପତ୍ତି ନେଇଥିଲେ। ହେଲେ ସେଥିରେ ସକାରାତ୍ମକ ଉନ୍ନତି ଦେଖାଦେଇ ନ ଥିଲା। ଏବେ କରୋନା ଭୂତାଣୁର ପ୍ରଭାବରେ ଦେଶବ୍ୟାପୀ ହୋଇଥିବା ଲକ୍‌ଡାଉନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri