ସମ୍ପାଦକୀୟ

ସାହିତ୍ୟ ଓ କରୋନା

ସୁଧାକର ଦାସ ଏବେ ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ ଖୋଲିଲେ ମାଳମାଳ ଆତ୍ମଘୋଷିତ କବି ଓ ଲେଖକ ଆଉ ତାଙ୍କ ସୃଷ୍ଟି ଓ କୃତି ଆଖି ଚମକେଇ ଦିଏ। ଆଜିକାଲି ତ, ଦିବସର ଅଭାବ ନହିଁ। ମାତୃ ଦିବସ, ବନ୍ଧୁ…

ଏଇ ଭାରତରେ

ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମରେ ରାସ୍ତା, ପାର୍କ, ପ୍ରକଳ୍ପ କିମ୍ବା ଭବନର ନାମକରଣ ହେବା ଏକ ସାଧାରଣ କଥା, କିନ୍ତୁ ଜଣେ ଆଇଏଏସ୍‌ ଅଧିକାରୀଙ୍କ ନାମରେ ଏକ ଗାଁ ନାଁ ରଖାଯିବା କେବେ ଶୁଣିଛନ୍ତି କି? ଏମିତି ଏକ ଘଟଣା ସାମ୍‌ନାକୁ ଆସିଛି…

ଡିଜିଟାଲ ପ୍ରଚାର

କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଗତ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଭାରତ ସମେତ ବିଶ୍ୱବ୍ୟାପୀ ସାଧାରଣ ଚଳପ୍ରଚଳ ଅଚଳ ହୋଇପଡ଼ିଛି। ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଲୋକଙ୍କ ଭିତରେ ଶାରୀରିକ ଦୂରତା ବଢ଼ିଚାଲିଛି। ଫଳରେ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର…

ମହାମାରୀ ଆଣିଲା କୃଷି ବିପଣନ ସଂସ୍କାର

ଶକ୍ତି ପ୍ରସାଦ ଦାସ ବିଶ୍ୱ ଅର୍ଥନୀତିକୁ ପଙ୍ଗୁ କରି ପକାଇଥିବା କୋଭିଡ୍‌-୧୯ ମହାମାରୀ ଭାରତର ସୁପ୍ତ ରାଜନୈତିକ ଇଚ୍ଛାଶକ୍ତିକୁ ଜାଗ୍ରତ କରିଛି। ମହାମାରୀର ସଙ୍କଟକୁ ସୁଯୋଗରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ ଦେଇ ବହୁ ପ୍ରତୀକ୍ଷିତ କୃଷି ବିପଣନ…

ତୁଠପଥର

ସୌମ୍ୟା ପରିଡ଼ା ବୁଝିଲୁ ମିନୁ, ତୁ କି ଭାଗ୍ୟ କରିଥିଲୁ ଯେ ଆମ ଘରକୁ ବାହାହେଇ ଆସିଲୁ। ଦେଖୁନୁ ଏ ବଡ଼ଗାଡ଼ି, ବଡ଼ଘର, ସୁଖସୁବିଧା ତତେ କ’ଣ ଆଉ କୋଉଠି ମିଳିଥାଆନ୍ତା! ଏଠି ତତେ କିଛି କରିବାକୁ ପଡ଼ୁନି। ତୋ ଅଫିସ୍‌…

ଏଇ ଭାରତରେ

ମୁମ୍ବାଇରେ ଯଦି ଲୋକମାନେ ଅଧିକ ପାଣି ପାଉଛନ୍ତି ତେବେ ମହାରାଷ୍ଟ୍ରର କୃଷକମାନେ କାହିଁକି ପାଣି ପାଇବାରୁ ବଞ୍ଚିତ ହେବେ? ଏଭଳି ଏକ ପ୍ରଶ୍ନ ଉଙ୍କି ମାରିଥିଲା ସିଭିଲ ଇଞ୍ଜିନିୟର ଉଲ୍ଲାସ ପରାଞ୍ଜପେଙ୍କ ମନରେ। ପରେ କୃଷକମାନଙ୍କ ଜଳ ସମସ୍ୟା ଦୂର କରିବା…

ବର୍ଜନ ଗର୍ଜନ

କରୋନା ଭାଇରସ୍‌ ବ୍ୟାପିବା ଯୋଗୁ ଭାରତୀୟ ଅର୍ଥନୀତି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଏହା ପୂର୍ବରୁ ଦେଶର ଅର୍ଥନୈତିକ ବ୍ୟବସ୍ଥା ଭାଙ୍ଗିପଡ଼ିିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଫାଇଦା ପାଇଁ ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଭଳି କଠୋର ଆର୍ଥିକ ଅସ୍ତ୍ର…

କରୋନା ମୁକାବିଲାରେ ଆଶାକର୍ମୀଙ୍କ ଅନନ୍ୟ ଭୂମିକା

ସୁଶ୍ରୀ ପ୍ରୀତି ସୁଦାନ (ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ) / ଡକ୍ଟର ରଜନୀ ବେଦ (କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଜାତୀୟ ସ୍ବାସ୍ଥ୍ୟ ପ୍ରଣାଳୀ ସମ୍ବଳ କେନ୍ଦ୍ର) ପନ୍ଦରବର୍ଷ ପୂର୍ବେ, ୨୦୦୫ରେ ଭାରତର ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ‘ଆଶା’ କାର୍ଯ୍ୟକ୍ରମର ପ୍ରବର୍ତ୍ତନ କରାଯାଇଥିଲା।…

କଇଁଛ କାଢ଼ିଛି ବେକ

ଦ୍ୱିତୀ ଚନ୍ଦ୍ର ସାହୁ ବଲ ପରି ତାକୁ ଫିଙ୍ଗୁଥିଲେ ଉପରକୁ। ଖସି ଆସିଲାବେଳକୁ ଧରୁଥିଲେ ଶୂନ୍ୟରେ। ଖୁବ ମଜା ନେଉଥିଲେ ସେମାନେ। ତିନି ନାତି ଭିତରୁ ଜଣେ ତା’ ପାଳି ବେଳକୁ ଠିକ ଭାବେ ଧରି ପାରିଲା ନାହିଁ। ସିଧା ଯାଇ…

ଏଇ ଭାରତରେ

ଗାଁର ନାଁ ବାଡ଼ମେର। ରାଜସ୍ଥାନର ଏହି ଗାଁଟି ଯାହା କରୁଛି ତାହା ଆଉ କେହି କରୁନାହାନ୍ତି। ପ୍ରଚଣ୍ଡ ତାତିରୁ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ଲାଗି ଗାଁଲୋକେ ଲାଗିପଡିଛନ୍ତି। ସେମାନେ ଟଙ୍କା ଆଦାୟ କରି ତେଲଟିଣ କିଣି ସେଥିରେ ପକ୍ଷୀମାନଙ୍କ ଗାଧୋଇବା ଓ…

ଚାଇନାର ଚାଲ୍‌

ଲଦାଖ ସୀମାରେ ଥିବା ସମସ୍ୟା ସମ୍ପର୍କରେ ଜୁନ୍‌ ୬ରେ ଭାରତ ଓ ଚାଇନା ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଉଭୟ ଦେଶର ଲ୍ୟୁଟ୍‌ନାଣ୍ଟ ଜେନେରାଲଙ୍କ ଏଥିରେ ଭାଗ ନେଇଛନ୍ତି। ଲ୍ୟୁଟ୍‌ନାଣ୍ଟ ଜେନେରାଲ ହେଉଛନ୍ତି ତିନି ତାରକା ବିଶିଷ୍ଟ ଜେନେରାଲ୍‌, ଚାରି…

ଦେଶପ୍ରେମୀ ମଦ୍ୟପଙ୍କ କଥା

ଚିତ୍ର ଚରିତ୍ର/ଅଧ୍ୟାପକ ନିରଞ୍ଜନ ପାଢ଼ୀ ମହାମାରୀ କରୋନା ଭାରତକୁ କବଳିତ କରିନେଲା ପରେ ପ୍ରତିଦିନ କିଛି କିଛି ଭାରତୀୟ ସଂସାରକୁ ପିଠିକରି ଆମ ଗହଣରୁ ବିଦାୟ ନେଇ ଚାଲିଛନ୍ତି। ଆମେ ଯେଉଁମାନେ ରହିଯାଉଛନ୍ତି; ସେମାନେ ମୃତ୍ୟୁଠୁ ମୁକ୍ତି ପାଇଛନ୍ତି ବୋଲି ଖୁସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri