ସମ୍ପାଦକୀୟ

ଲକ୍‌ଡାଉନ୍‌ ଓ ଆଦିବାସୀ ସମାଜ

ବିଚିତ୍ର ବିଶ୍ୱାଳ କରୋନା ଭୂତାଣୁ ଯୋଗୁ ଦୀର୍ଘ ଦୁଇମାସ ଧରି ଜାରି ରହିଥିବା ଲକ୍‌ଡାଉନ୍‌ରେ ସାରା ଦେଶ ସନ୍ତୁଳି ହୋଇଗଲାଣି। ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ। ଛୋଟ ବେପାରୀ, ଉଠା ଦୋକାନୀ, ଗାଡ଼ି ଚାଳକ, ଛୋଟ ଛୋଟ…

ବାତ୍ୟା ବିପର୍ଯ୍ୟୟର ମୁକାବିଲା

ଅଂଶୁମାନ ଦାଶ ବାତ୍ୟା, ସାମୁଦ୍ରିକ ଝଡ଼, ଟର୍ନାଡୋ ବା ସାଇକ୍ଲୋନ୍‌ ରୂପରେ ମଣିଷ ଦେଖି ଆସିଛି ପ୍ରକୃତିର ଧ୍ୱଂସର ରଚନା। ଶାନ୍ତ, ନିର୍ବାକ୍‌ ପ୍ରକୃତିର ସମୟ ସମୟରେ ଏ କମ୍ପନ ଏ ବିଚିତ୍ରତା ମଣିଷ ମନରେ ଯୁଗଯୁଗରୁ ଅସଂଖ୍ୟ ପ୍ରଶ୍ନ ଉତ୍ପନ୍ନ…

ଏଇ ଭାରତରେ

ଅକ୍ଷୟ କୋଠାଓ୍ବାଲେ ପେସାରେ ଅଟୋ ଚାଳକ। ହେଲେ ଲକ୍‌ଡାଉନରେ ଦୈନିକ ୩୫୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ୩୦ ବର୍ଷୀୟ ଅକ୍ଷୟ ତାଙ୍କ ବାହାଘର ଲାଗି ସଞ୍ଚିତ ଅର୍ଥକୁ ଏଥିରେ ବ୍ୟୟ କରୁଛନ୍ତି। ସେ ଅଟୋରେ ବରିଷ୍ଠ ନାଗରିକ ଓ ଗର୍ଭବତୀମାନଙ୍କୁ…

କୁକୁଡ଼ା ବି ଖୁସିରେ ଗାଆନ୍ତି

ମାନେକା ଗାନ୍ଧୀ ସମ୍ପୂର୍ଣ୍ଣ ଲକ୍‌ଡାଉନରେ ପ୍ରାୟ ଦୁଇମାସ ହେବ ମୁଁ ପୂରା ଏକୁଟିଆ ରହିଥିଲି। ଏହି ସମୟରେ କୁଆଟିଏ ଥିଲା ମୋର ବନ୍ଧୁ। ଏହି ବନ୍ଧୁତ୍ୱର ରହସ୍ୟ ହେଉଛି ଠିକ୍‌ ସମୟ ଓ ନରିନ୍ତର ପ୍ରୟାସ। ଦିନରେ ପ୍ରାଣୀମାନଙ୍କ ସମସ୍ୟା ସମାଧାନ…

ଆତ୍ମନିର୍ଭର ଭରତ

ଡ. କୁଳାଙ୍ଗାର ପ୍ରଥମରୁ କହିରଖୁଛୁ କି ଏହି ରଚନାର ଶୀର୍ଷକଟିକୁ ଯଦି ଆପଣ ଭୁଲ୍‌ରେ ଆତ୍ମନିର୍ଭର ଭାରତ ବୋଲି ପଢିଛନ୍ତି, ତେବେ ଆମର ଆଦୌ ଦୋଷ ନାହିଁ। କିନ୍ତୁ ଆପଣ ତୁରନ୍ତ ଆତ୍ମନିର୍ଭର ହୋଇଯାଇ ଆମକୁ ଗାଳି ଦେବେନି କି, ବଦ୍‌ମାସ…

ଚାଷୀ କଥା ଶୀଘ୍ର ବୁଝ

ଇଂ. ବିଦ୍ୟାଧର ପଣ୍ଡା ବଗଲା ବଗୁଲୀ ଦୁଇ ପ୍ରାଣୀ। ବଗଲା ଘର ବରଗଡ଼। ବଗୁଲୀ ବାପଘର ପଦ୍ମପୁର। ବାହାଘରକୁ କୋଡ଼ିଏ ବର୍ଷ ହେଲାଣି। ଦି’ ଚାରିବର୍ଷରେ ଥରେ ଚାଷକାମରେ ଧୋକା ଖାଆନ୍ତି। ଏ ବର୍ଷ ଧାନକେଣ୍ଡା ଭଲ ଧରିଥିଲା, କିନ୍ତୁ ଅମଳ…

ଏଇ ଭାରତରେ

ବହୁ ସମୟରେ ଅନ୍ୟମାନଙ୍କ ଦୁଃଖ ଜଣେ ବ୍ୟକ୍ତିର ହୃଦୟରେ ପରିବର୍ତ୍ତନର ସ୍ବର ଉଠାଏ, ତାକୁ ଦୁଃଖୀମାନଙ୍କ ସେବା କରିବା ଲାଗି ଶକ୍ତି ଯୋଗାଏ, ଯାହା ଘଟିଛି କେରଳର ଏନିଙ୍କ କ୍ଷେତ୍ରରେ। କୋଟ୍ଟାୟାମ୍‌ନିବାସୀ ଏନି ଏବେ ଅନାଥ ଓ ନିର୍ଯାତିତ ମହିଳାମାନଙ୍କ ସାହାରା…

କରୋନାଠୁ ପଙ୍ଗପାଳ

ଭାରତ ଏବେ ସବୁଆଡ଼ୁ ବିପଦରେ ପଡ଼ିଛି। ବାତ୍ୟା, ବନ୍ୟା, ଭୂମିକମ୍ପ, ଦୁର୍ଭିକ୍ଷ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିଆସୁଥିବା ଏହି ଦେଶ ପାଇଁ କରୋନା ଭୂତାଣୁ ବିଷମ ପରିସ୍ଥିତି ସୃଷ୍ଟି କରିଛି। କୋଭିଡ୍‌-୧୯ ଯୋଗୁ କରାଯାଇଥିବା ଲକ୍‌ଡାଉନ୍‌ ଫଳରେ ଦୁଇ ମାସରୁ ଅଧିକ…

ଗୁଜବ ପ୍ରତି ସାବଧାନ

ବୈକୁଣ୍ଠନାଥ ମିଶ୍ର ଏହା ଏକ ସାଧାରଣ ଅନୁଭୂତି ଯେ ଅନେକ ଭିତ୍ତିହୀନ ଅପପ୍ରଚାର ହଠାତ୍‌ ଜନମାନସରେ ଜାଗ୍ରତ ହୋଇ ତଡିତ୍‌ ବେଗରେ ସମାଜରେ ଖେଳିଯାଇ ସମ୍ପୂର୍ଣ୍ଣ ସମାଜକୁ କବଳିତ କରେ। ଘଟଣାର ସତ୍ୟତା ପରୀକ୍ଷା ନ କରି ଅବିଳମ୍ବେ ଜନ ସମୁଦାୟ…

ଅଭିନବ ପରିକଳ୍ପନା ପରିବର୍ତ୍ତନର ଆହ୍ବାନ

ମଙ୍ଗୁଳି ଚରଣ ନିଶଙ୍କ ବନ୍ୟ ପରିବେଶରେ ମଣିଷ ଆସ୍ଥାନ ବନାଇ ଗୋଷ୍ଠୀଗତ ଜୀବନ ଶୈଳୀ ଆରମ୍ଭ କରି କ୍ରମେ ନିଜର ପରିବେଷ୍ଟନିକୁ ସୁସଂଯତ ଓ ଆବଶ୍ୟକ ମୁତାବକ ପ୍ରସ୍ତୁତ କରାଇ ଅଧୁନା ଅତ୍ୟାଧୁନିକ, ଯନ୍ତ୍ରବତ ଓ ଆବଶ୍ୟକତାଠାରୁ ବହୁଗୁଣିତ ପରିବେଶ ସଜାଡି…

ଏଇ ଭାରତରେ

ଶିଶୁସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବାରେ ଜଗଦୀପ ଗମ୍ଭୀରଙ୍କ ପ୍ରୟାସ ବେଶ୍‌ ପ୍ରେରଣାଦାୟକ। ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସରୁ ଶିକ୍ଷା ଶେଷ କରି ସେ ଚାକିରି କରିଥିଲେ। କିନ୍ତୁ ପରେ ଚାକିରି ଛାଡିି ‘କର୍ମା ହେଲ୍‌ଥକେୟାର’ ସଂସ୍ଥା ଗଠନ କରି ତା’ମାଧ୍ୟମରେ ଦୁର୍ଗମ…

ନୂଆ ଶୀତଳଯୁଦ୍ଧ

ଦକ୍ଷିଣ ଚାଇନା ସାଗର ବା ସାଉଥ୍‌ ଚାଇନା ସି’ ହେଉଛି ପ୍ରଶାନ୍ତ ମହାସାଗରର ଏକ ଅଂଶ। ବିଶ୍ୱର ଏକ ତୃତୀୟାଂଶ ଜାହାଜ ଏହି ବାଟ ଦେଇ ଯିବାଆସିବା କରିଥାଏ। ଫଳରେ ପ୍ରତ୍ୟେକ ବର୍ଷ ୩ ଟ୍ରିଲିୟନ ଆମେରିକୀୟ ଡଲାରର ବାଣିଜି୍ୟକ କାରବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri