ଏଇ ଭାରତରେ

ଶିକାରୀଙ୍କ କବଳରୁ ବନ୍ୟଜନ୍ତୁଙ୍କୁ ବଞ୍ଚାଇବାରେ ଲାଗିଛନ୍ତି ପଶ୍ଚିମବଙ୍ଗର ମେଘନା ବାନାର୍ଜୀ। ସେ ୨୦୧୭ରୁ ହ୍ୟୁମାନ ଆଣ୍ଡ୍‌ ଏନ୍‌ଭାଇରୋନ୍‌ମେଣ୍ଟ ଆଲିଆନ୍ସ ଲିଗ(ଏଚ୍‌ଇଏଏଲ୍‌)ଏନଜିଓ ଗଠନ କରି ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି କାର୍ଯ୍ୟ କରୁଛନ୍ତି। ପେସାରେ ମେଘନା ଜଣେ ଆଇନଜୀବୀ। ତାଙ୍କ ସଂଗଠନରେ ୬୦ ଜଣ ସ୍ବେଚ୍ଛାସେବୀ ରହିଛନ୍ତି। ଶିକାରୀଙ୍କ କବଳରୁ ଏମାନେ ୨୫୦ ପ୍ରାଣୀ ଓ ୧୬୦ ପକ୍ଷୀଙ୍କୁ ଉଦ୍ଧାର କରିସାରିଲେଣି। ୧୫ ଜଣ ଶିକାରୀଙ୍କୁ ଗିରଫ କରାଇବାରେ ସକ୍ଷମ ହୋଇଛନ୍ତି। ପଶିମବଙ୍ଗର ବିଭିନ୍ନ ଜିଲାରେ ମେ’ରୁ ଜୁନ୍‌ ମଧ୍ୟରେ ହଣ୍ଟିଂ ଫେଷ୍ଟିଭାଲ୍‌ରେ ପ୍ରାୟ ୫,୦୦୦ ପ୍ରାଣୀଙ୍କୁ ହତ୍ୟା କରାଯାଏ। ନିରୀହ ଜୀବଙ୍କ ଜୀବନ ବଞ୍ଚାଇବାକୁ ସେ ଶିକାର ବନ୍ଦ କରିବା ଲାଗି ଲୋକମାନଙ୍କୁ ସଚେତନ କରୁଛନ୍ତି। ସ୍କୁଲ ଓ କଲେଜଗୁଡିକରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଛାତୀଛାତ୍ରମାନଙ୍କୁ ବି ଅବଗତ କରୁଛନ୍ତି। କେବଳ ଝାରଗ୍ରାମ ନୁହେଁ ପୁରୁଲିଆ, ପଶ୍ଚିମ ମେଦିନାପୁର, ବାଙ୍କୁଡା ଓ ମୁର୍ଶିଦାବାଦ ଜିଲାରେ ପଶୁପକ୍ଷୀ ଶିକାର ରୋକିବା ଲାଗି ସେ ଅଭିଯାନ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଓ କନ୍ୟାଙ୍କ କୋହ

ଡ. ବାସନ୍ତୀ ମହାନ୍ତି କନ୍ୟାମାନଙ୍କର ପୈତୃକ ସମ୍ପତ୍ତିରେ ଅଧିକାର ସମ୍ପର୍କରେ ବହୁ ବିତର୍କ ପରେ ଏବେ ୨୦୨୦ ମସିହା ଅଗଷ୍ଟ ମାସରେ ମାନ୍ୟବର ସୁପ୍ରିମ୍‌କୋର୍ଟ ଯେଉଁ...

ବାୟୁସେନାର ମଙ୍ଗୁଆଳ

ଭବିଷ୍ୟତର ନିରାପତ୍ତା ଆହ୍ବାନକୁ ଦୃଷ୍ଟିରେ ରଖି ଭାରତ ତା’ର ସାମରିକ ଶକ୍ତି ସୁଦୃଢ଼ ଲକ୍ଷ୍ୟରେ ସ୍ଥଳ, ବାୟୁ ଓ ନୌବାହିନୀ ମଧ୍ୟରେ ସମ୍ମିଶ୍ରଣ କରିବା ଦିଗରେ...

ଏଇ ଭାରତରେ

ଜୀବିକା ପାଇଁ ଭାରତରେ ବହୁ ମହିଳା ଅଟୋରିକ୍ସା ଚଳାଉଛନ୍ତି କିନ୍ତୁ ମଣିପୁରର ଲାଇବି ଓଇନାମ୍‌ ଏମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ। ମଣିପୁରର ପ୍ରଥମ ମହିଳା ଅଟୋଚାଳକ...

ଏଇ ଭାରତରେ

ଏବେ ଅନେକ ପରିବାରରେ ବୃଦ୍ଧବ୍ୟକ୍ତିମାନେ ସମସ୍ୟାରେ ରହୁଛନ୍ତି। କେହି ସନ୍ତାନସନ୍ତତିଙ୍କଠାରୁ ଦୂରେଇ ରହୁଛନ୍ତି ତ ଆଉ କେହି ଘରୁ ବାହାରିଯାଇ ବୃଦ୍ଧାଶ୍ରମରେ ଜୀବନ ବିତାଉଛନ୍ତି। ବାର୍ଦ୍ଧକ୍ୟରେ...

ଭାରତ କେତେ ପ୍ରସ୍ତୁତ

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁର ଗୁଣବତ୍ତା ଅତି ନିମ୍ନ ସ୍ତରକୁ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚଳିତ ଥର ଲା ନିନା ପ୍ରଭାବ...

ବିପଦ ବଢ଼େଇବ ଖୋଲା ବଜାର

ବିଚିତ୍ର ବିଶ୍ୱାଳ ବିବାଦୀୟ କୃଷି ଆଇନ ତିନୋଟିକୁ ନେଇ ସାରା ଦେଶ ଏବେ ଦୁଇ ଭାଗ ହୋଇଯାଇଛି। ସରକାର ଓ ତାଙ୍କ ସମର୍ଥକମାନେ କହୁଛନ୍ତି, ଚାଷୀର...

ଏଇ ଭାରତରେ

ମେହନତି ମଣିଷ ପାଇଁ ସବୁ କିଛି ସମ୍ଭବ। ଏହିପରି ଜଣେ ମଣିଷ ହେଉଛନ୍ତି ପଟିଆଲା ଜିଲାର ଭାଦସୋଁ-୨ର ବ୍ଲକ୍‌ ଶିକ୍ଷା ଅଧିକାରୀ ବଲକାର କୌର। ନିଷ୍ଠାପର...

ଏଇ ଭାରତରେ

ମହାମାରୀ କରୋନା ସମୟରେ ସୁରକ୍ଷିତ ରହିବା ଲାଗି ଆମେ ଘରେ ରହୁଥିତ୍ବାବେଳେ ପୁଡୁଚେରୀର ମଣିକନ୍ଦନ କିନ୍ତୁ ଦିନରାତି କୋଭିଡ୍‌ ସଂକ୍ରମିତଙ୍କ ସେବାରେ ଲାଗିଛନ୍ତି। ସେ ରୁହନ୍ତି...

Advertisement
Archives

Model This Week