ସମ୍ପାଦକୀୟ

ସଂଖ୍ୟା ବାଉଳା

ଗୋଟିଏ ଟ୍ରିଲିୟନ ବା ଏକ ଲକ୍ଷ କୋଟି ଟଙ୍କା କହିଲା ବେଳକୁ ମୁଣ୍ଡ ବୁଲେଇ ଯାଉଛି। ୨୦ ଲକ୍ଷ କୋଟିରେ ୧୨ଟି ନା ୧୩ଟି ଶୂନ ବୁଝିବାର ଯେଉଁ ମୌଳିକ ସମସ୍ୟା ହେଉଛି, ସେଥିରୁ ସାଧାରଣ ଅଣ-ଅର୍ଥନୈତିକ ବ୍ୟକ୍ତି ସଂଖ୍ୟା ବାଉଳା…

ବିଜ୍ଞାନ ଲଢୁଛି

ଡ. ପ୍ରଫୁଲ୍ଲ କୁମାର ସାହୁ ବିଜ୍ଞାନ ବଳରେ ମଣିଷ ଆଜି ଉପଭୋଗ କରୁଛି ଅକଳ୍ପନୀୟ ସୁବିଧା। ମାତ୍ର ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ସବୁ ଦୋଷ ଲଦୁଛି ବିଜ୍ଞାନ ଉପରେ। ୧୯୯୯ ମହାବାତ୍ୟା ହେଉ କି ଫାଇଲିନ୍‌ ବା ଫନୀ ହେଉ, ତା’ର…

ଏକ ନୂଆ ସକାଳର ପ୍ରତୀକ୍ଷାରେ

ଉପେନ୍ଦ୍ର ବିଶ୍ୱାଳ ବିଶ୍ୱ ବରେଣ୍ୟ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ କହିଥିଲେ ‘ବ୍ରହ୍ମାଣ୍ଡ ଯେମିତି ଅନନ୍ତ, ମଣିଷର ନିର୍ବୋଧତା ବି ସେମିତି ଅନନ୍ତ।’ ମଣିଷର ଏହି ନିର୍ବୋଧପଣିଆ ହିଁ ତା’ ଦୁଃଖ ଓ ଦୁର୍ଦ୍ଦିନର କାରଣ। ନିର୍ବୋଧତା ହିଁ ମଣିଷର ପତନର ପଥକୁ ପ୍ରଶସ୍ତ…

ଏଇ ଭାରତରେ

କୋଭିଡ୍‌ -୧୯ ସଂକ୍ରମଣରେ ପ୍ରବାସୀ ଶ୍ରମିକମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ମୁଖ୍ୟତଃ ସୁରଟରେ ବିଭିନ୍ନ ରାଜ୍ୟର ହଜାର ହଜାର ଶ୍ରମିକ ଭୋକ ଉପାସରେ ରହିବା ସବୁଠୁ ଦୁଖଦାୟକ ଘଟଣା। ସେମାନଙ୍କ ମଧ୍ୟରୁ ଅନେକେ ଏବେ ନିଜ ରାଜ୍ୟକୁ ଫେରିବାରେ ଲାଗିଛନ୍ତି।…

ଲଢ଼େଇ ସହଜ ନୁହେଁ

ସରକାର ଓ ଲୋକମାନେ ଏକାଠି କାର୍ଯ୍ୟ କରିବା ଦ୍ୱାରା ହିଁ କେବଳ ମହାମାରୀକୁ ଆୟତ୍ତ କରାଯାଇପାରିବ। ସାରାବିଶ୍ୱରେ ଆମେ ସମସ୍ତେ ଏହି କଥାକୁ ଭଲ ଭାବେ ବୁଝିଛେ । ସେଥିପାଇଁ ମହାମାରୀ ସଂକ୍ରମଣକୁ ରୋକିବା ଲାଗି ନୀତି ନିୟମକୁ ଆମେ ପାଳନ…

ସଦାଚାରୀଙ୍କ ବିପକ୍ଷରେ

ଅଧ୍ୟାପକ ନିରଞ୍ଜନ ପାଢ଼ୀ ସଦାଚାରୀ ସାଧୁ ପୁରୁଷମାନେ ସାଂପ୍ରତିକ ସମାଜରେ ଏକ ବିରଳ ସଂପ୍ରଦାୟ। ଯେନ ତେନ ପ୍ରକାରେଣ ଯାବତୀୟ ମିଥ୍ୟାଚାରକୁ ଆପଣେଇ ନେଇ ଦ୍ରୁତ ଗତିରେ ଦୌଡ଼ି ଚାଲିଥିବା ଲୋକଙ୍କ ଭିଡ଼ ଭିତରେ ଏମାନେ କାଁ ଭାଁ ଆତଯାତ ହେଉଥାନ୍ତି…

ଅଣରାଜନୈତିକ ପ୍ରଧାନମନ୍ତ୍ରୀ

ଜିତେନ୍ଦ୍ର କୁମାର ନାୟକ ‘ସଙ୍କଟର ସରକାର ନ ହୋଇ ସମସ୍ୟାର ସମାଧାନ ବାଟ ବାହାର କରିବା ଭଳି ହେବ ତାଙ୍କ ସରକାର’। କଦାପି ଇରାକ୍‌ ଭୂଖଣ୍ଡକୁ ଅନ୍ୟ ରାଷ୍ଟ୍ରଗୁଡ଼ିକର ଯୁଦ୍ଧକ୍ଷେତ୍ର କରିବାକୁ ଦିଆଯିବ ନାହିଁ।’ ନିକଟରେ ଇରାକ୍‌ର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ…

ଏଇ ଭାରତରେ

ଆସାମର ତିନି ଜଣ ସାଙ୍ଗ ବର୍ଜ୍ୟବସ୍ତୁରୁ ଇଟା ତିଆରି କରୁଛନ୍ତି। ସେମାନେ ‘ଜେରୁଣ୍ଡ ବ୍ରିକ୍ସ ଷ୍ଟାର୍ଟଅପ’‌ ମାଧ୍ୟମରେ ଏହାକୁ ପ୍ରସ୍ତୁତ କରୁଛନ୍ତି, ଯାହା ସମ୍ପୂର୍ଣ୍ଣ ପରିବେଶ ଉପଯୋଗୀ। ୨୫ ବର୍ଷୀୟ ରୁପମ୍‌ ଚୌଧୁରୀଙ୍କ ସହ ମୌସମ ତାଲୁକଦାର ଏବଂ ଡ୍ୟାଭିଡ ପ୍ରତିମ୍‌…

ଦୁର୍ଦ୍ଦିନରେ ଲାଗିଛି ଝଗଡ଼ା

  ପଞ୍ଜାବର ମୁଖ୍ୟ ଶାସନ ସଚିବ କରଣ ଅବତାର ସିଂ ଏକ ବିବାଦରେ ପଡିଯାଇଛନ୍ତି।ଏହାର ରାଜନୈତିକ ପ୍ରତିକ୍ରିୟା ଥିବା ଭଳି ମନେହେଉଛି। ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ତାଙ୍କ ସହଯୋଗୀ ଏବଂ ପ୍ରଶାସକଙ୍କ ମଧ୍ୟରେ ଲାଗିଥିବା ଏହି ବିବାଦକୁ କମାଇବା ପାଇଁ…

କୋଭିଡ୍‌-୧୯ରୁ ଶିକ୍ଷା

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ଆଖିକୁ ଦିଶୁ ନ ଥିବା କ୍ଷୁଦ୍ରାପି କ୍ଷୁଦ୍ର ଭୂତାଣୁଟିଏ। ହେଲେ ତା’ର ପ୍ରକୋପ ପୁଣି ଏତେ ଯେ, ଗ୍ରହ-ଗ୍ରହାନ୍ତର ଜୟ କରିସାରିଥିବା ଏବଂ ସମଗ୍ର ବିଶ୍ୱକୁ ନିମିଷକ ମଧ୍ୟରେ ଧ୍ୱଂସ କରିଦେବାର ଅହମିକା ପୋଷଣ କରୁଥିବା…

ପୁଣି ମଦ

ପ୍ରକାଶ ତ୍ରିପାଠୀ କୋଭିଡ୍‌-୧୯ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିଲାବେଳେ କେତେକ ସର୍ତ୍ତରେ ମଦଦୋକାନ ଖୋଲିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡଲାଇନ୍‌ ଜାରି କରିଥିଲେ। କିଛି ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ଯେଉଁ ଦୃଶ୍ୟ ନଜରକୁ ଆସିଲା ସେଥିରୁ ଅନ୍ତତଃ…

ଏଇ ଭାରତରେ

କୋଲକାତାର ମୈତ୍ରୀ ବାନାର୍ଜୀ ଚାକିରି ଛାଡ଼ି ଅବହେଳିତ ପିଲାମାନଙ୍କ ସେବାରେ ଲାଗିଛନ୍ତି। ରେଳଷ୍ଟେଶନରେ ରହୁଥିବା ଅବହେଳିତ ପିଲାମାନଙ୍କ ମୁହଁରେ ହସ ଫୁଟାଉଛନ୍ତି। ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ଦକ୍ଷିଣେଶ୍ୱରର ମୈତ୍ରୀ ବିବାହ କରିଥିଲେ। ସେଠାରୁ କୋଲକାତା ଆସି ଚାକିରି କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri