କଫକାରକ ଖାଦ୍ୟ
ମାନେକା ଗାନ୍ଧୀ କରୋନା ମହାମାରୀର ଅନେକ ପ୍ରଭାବ ଏବେ ପରିଦୃଶ୍ୟ। ସେଥିମଧ୍ୟରୁ ଗୋଟିଏ ହେଉଛି, ଏହା ତୁମକୁ ଫୁସ୍ଫୁସ୍ ଓ ଶ୍ୱାସକ୍ରିୟା ଉପରେ ଚିନ୍ତା କରିବାକୁ ବାଧ୍ୟ କରିଛି। ତୁମେ ସହଜରେ ଶ୍ୱାସପ୍ରଶ୍ୱାସ ନେଇପାରୁଛ ତ? ଏଥିପାଇଁ ଫୁସ୍ଫୁସ୍କୁ ସୁରକ୍ଷିତ ରଖିବା…
କରୋନା ଓ ଅସ୍ପୃଶ୍ୟ ମଣିଷ
ଗଣେଶ୍ୱର ନାୟକ ଭାରତରେ ଇଂରେଜମାନଙ୍କୁ ତଡ଼ିବା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ବିଶାଳ ଆନ୍ଦୋଳନ ଚଳାଇଥିଲେ, ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ ବି ଏହି ଆନ୍ଦୋଳନର ଏକ ଅଂଶ ଥିଲା। ସେ ସମସ୍ତଙ୍କୁ ବୁଝାଇବାକୁ ଲାଗିଥିଲେ, ସବୁ ମଣିଷ ହରିଙ୍କ ସନ୍ତାନ, ସଭିଏ…
ପ୍ରକୃତିକୁ ଭଲ ପାଅ
ବ୍ରଜକିଶୋର ଦାଶ ମାନବ ପ୍ରକୃତିର ସନ୍ତାନ। ପ୍ରକୃତିର କୋଳରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ହୁଏ ଲାଳିତ ପାଳିତ। ସଞ୍ଜ ସକାଳେ ଆକାଶର ବିଭିନ୍ନ ଦୃଶ୍ୟ ତାକୁ ବିମୋହିତ କରେ। ନଦୀ, ସମୁଦ୍ରକୂଳର ନିର୍ଜନତା, ଝାଉଁବଣ, ଦିଗନ୍ତ ବିସ୍ତାରୀ ପୁଳାପୁଳା ସବୁଜିମା ତାକୁ…
ଏଇ ଭାରତରେ
ଜଣେ କି ଦୁଇ ଜଣ ନୁହନ୍ତି, ଏକାଥରକେ ୩୦୦ ବରିଷ୍ଠ ନାଗରିକଙ୍କର ସେ ପୁଅ। ଏହି ପୁଅ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି କୋଲକାତା ବାରାନଗର ନିବାସୀ ଦେବ କୁମାର ମଲ୍ଲିିକ। ନିରାଶ୍ରୟ ବରିଷ୍ଠ ନାଗରିକମାନଙ୍କ ପାଇଁ ସେ…
ନେପାଳ ଗଲା
ଏବର କେନ୍ଦ୍ର ସରକାର ସର୍ବଦା କହିଆସୁଛନ୍ତି, ଭାରତ ବିଶ୍ୱର ବିଭିନ୍ନ ଦେଶ ସହ ଉତ୍ତମ ସମ୍ପର୍କ ରଖିଚାଲିଛି। ଆମେରିକା ଓ ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଭାରତର ନେତୃତ୍ୱକୁ ସମ୍ମାନ ଦେଉଥିବା ବିଷୟ ବିଭିନ୍ନ ମଞ୍ଚରେ ବାରମ୍ବାର କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଭାରତକୁ ଆମେରିକା…
ବିଜ୍ଞାନ ହିଁ ଭରସା
ଭାଲଚନ୍ଦ୍ର ଷଡ଼ଙ୍ଗୀ ନୋଭେଲ କରୋନା ଭୂତାଣୁର ଆବିର୍ଭାବ ଆଜି ମାନବ ସଭ୍ୟତାର ଅସ୍ତିତ୍ୱ ପ୍ରତି ଏକରକମ ଆହ୍ବାନ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ମଣିଷ ଦେହକୁ ସଂକ୍ରମିତ ହୋଇଥିବା ଏହି ଭୂତାଣୁ ଏବେ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର…
କରୋନାକୁ ଭେଟିବା ପରେ…
ଶ୍ରୀ ସନ୍ନ୍ୟାସୀ ପାହାନ୍ତି ପାଇବାକୁ ବୋଧେ କିଛି ସମୟ ବାକି ଥାଏ। ସମ୍ମୁଖରେ ହଠାତ୍ ଆବିର୍ଭୂତ ହୋଇଗଲା କିମ୍ଭୂତକିମାକାର କଦର୍ଯ୍ୟ ଜନ୍ତୁଟିଏ। କଳା ମଚମଚ ବିକଟାଳ ଚେହେରା। ଜନ୍ତୁଟି ଧୀରେ ଧୀରେ ମୋ ଆଡକୁ ମାଡ଼ି ଆସୁଥିବା ବେଳେ ଭୟରେ ମୁଣ୍ଡ…
ଏଇ ଭାରତରେ
ଜଣେ ମହିଳା ୩୦୦ ପ୍ରାଣୀଙ୍କୁ ନେଇ ଗଠିତ ପରିବାରକୁ ସମ୍ଭାଳିବା କଥା କେବେ ଶୁଣିଛନ୍ତି କି। ଏମିତି ଜଣେ ମହିଳା ରହିଛନ୍ତି ମୁମ୍ବାଇରେ। ତାଙ୍କ ନାମ ଫିଜା ଶାହା। ତାଙ୍କୁ ବର୍ତ୍ତମାନ ବୟସ ୫୪। ୨୦ ବର୍ଷ ପୂର୍ବେ ସେ ତାଙ୍କ…
ଏମିତି ରହିଲେ
ଦେଖିବାକୁ ଗଲେ ଭରତରେ ପ୍ରାୟ ଅଧିକାଂଶ ଜାଗାରେ ଡାକ୍ତରଖାନା ଖାଲିପଡ଼ିଛି। ବାରମ୍ବାର ମୋବାଇଲ୍ ଫୋନ୍ରେ ଏସ୍ଏମ୍ଏସ୍ ପଠାଇ ଜନସାଧାରଣଙ୍କୁ ଜଣାଇବା ପାଇଁ ବ୍ୟାକୁଳ ହେଉଛନ୍ତି ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଯେ, ସବୁକିଛି ସାଧାରଣ ଭାବେ କାର୍ଯ୍ୟ କରୁଛି ଓ ରୋଗୀ ଚାହିଁଲେ…
ଓଡ଼ିଶାରେ ଅନ୍ଲାଇନ ଶିକ୍ଷା
ଡ. ସୁବାସ ଚନ୍ଦ୍ର ପାତ୍ର ଓଡି଼ଶାରେ ପ୍ରସ୍ତାବିତ ଅନ୍ଲାଇନ ଶିକ୍ଷା ଏକ ଉଦ୍ୟମ ନୁହେଁ ବରଂ ଶିକ୍ଷା ପାଇଁ ଏକ କ୍ଷମା ପ୍ରାର୍ଥନା। କରୋନାରୂପକ ବାଧ୍ୟବାଧକତାରେ ପଡ଼ି ଓଡ଼ିଶା ସରକାର ଏବେ ଅନ୍ଲାଇନ୍ ଶିକ୍ଷାକୁ ଆପଣେଇବା ପାଇଁ ଏକ ବିଶେଷଜ୍ଞ…
ଅର୍ଥନୈତିକ ଅଭିବୃଦ୍ଧି ଓ ବେରୋଜଗାରୀ
ଅଧ୍ୟାପକ ପ୍ରିତିଶ କୁମାର ସାହୁ ବିଶ୍ୱ ଅର୍ଥନୀତି ଏକ ଅଭୂତପୂର୍ବ ସଙ୍କଟ ମଧ୍ୟରେ ଗତି କରୁଛି। କରୋନାର ପ୍ରାଦୁର୍ଭାବ ଯେତିକି ମାତ୍ରାରେ ବଢ଼ୁଛି, ବିଶ୍ୱ ଅର୍ଥନୈତିକ ଗତିବିଧି ତାହାଠାରୁ ଅଧିକ ମାତ୍ରାରେ ଧିମି ହେବା ସହିତ ବେରୋଜଗାରୀ ଦିନକୁ ଦିନ ବଢ଼ି…
ଏଇ ଭାରତରେ
ଆମମାନଙ୍କ ମଧ୍ୟରୁ ଅନେକେ ଭାବନ୍ତି ଯେ ରକ୍ତ ସମ୍ପର୍କୀୟମାନେ ହିଁ ଆମ ପରିବାର। କିନ୍ତୁ ପରିବାରର ଏହି ସଂଜ୍ଞା ବାହାରେ ବି ଏକ ପରିବାର ଗଢିଛନ୍ତି ଚେନ୍ନାଇର ସୋଲୋମୋନୋ ରାଜ୍। ତାଙ୍କ ସ୍ତ୍ରୀ ଓ ଦୁଇଟି ପିଲାଙ୍କୁ ନେଇ ପରିବାର ଥିଲେ…
Archives


