ଜିଦ୍ ଛାଡ଼
ଦେଶର ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ ଡିଜେଲ ମୂଲ୍ୟ ପେଟ୍ରୋଲଠାରୁ ଅଧିକ ହୋଇଛି। ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା- ଏହା ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଗତ କିଛି ଦିନ ଭିତରେ ପେଟ୍ରୋଲ ମୂଲ୍ୟ ଊଣାଅଧିକେ ସ୍ଥିର ରହିଥିଲେ…
ଉଚ୍ଚଶିକ୍ଷାରେ ବିଭ୍ରାଟ
ଡ. ସୁବାସ ଚନ୍ଦ୍ର ପାତ୍ର ଗୋଟିଏ ବିଭାଗକୁ ବର୍ଷ ବର୍ଷ ଧରି ଅବହେଳା କଲେ ସଂକଟ ସମୟରେ ସେ ବିଭାଗକୁ କି ପ୍ରକାର ଲୋକହସା ହେବାକୁ ପଡ଼େ ତା’ର ଜ୍ୱଳନ୍ତ ଉଦାହରଣ ହେଲା ଉଚ୍ଚଶିକ୍ଷା ବିଭାଗ। ପାଖାପାଖି ୧୦ବର୍ଷ ହେଲା ଓଡ଼ିଶାର…
ମହାମାରୀରେ ମାନସିକ ସ୍ବାସ୍ଥ୍ୟ
ଡା. ସତ୍ୟକାମ ମହାପାତ୍ର କରୋନା ଭାଇରସ ଡିଜିଜ ବା କୋଭିଡ୍-୧୯ ମହାମାରୀ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାର ମୁକାବିଲା କରିବା ଲାଗି ଲାଗୁ କରାଯାଉଥିବା ଲକ୍ଡାଉନ ଓ ଶଟ୍ଡାଉନ ଯୋଗୁ ଆମ ମାନସିକ ସ୍ବାସ୍ଥ୍ୟ ବା ମାନସିକ…
ଏଇ ଭାରତରେ
ପରିଣତ ବୟସ ଅଟକାଇ ପାରିନି ଅରୂପ ସେନଗୁପ୍ତାଙ୍କୁ। ସେ କୋଲକାତାରେ ଦେହଜୀବୀ ଓ ସେମାନଙ୍କ ପିଲାମାନଙ୍କୁ ଥଇଥାନ କରିବାରେ ଲାଗିଛନ୍ତି। ୭୦ ବର୍ଷ ବୟସରେ ଅସୁସ୍ଥତା ସତ୍ତ୍ୱେ ସେ ‘ନତୂନ ଜୀବନ’ ବା ‘ନୂଆ ଜୀବନ’ ଏନ୍ଜିଓ ମାଧ୍ୟମରେ ଏହି ସେବା…
ପାରାଙ୍କୁ ଘୃଣା କାହିଁକି
ମାନେକା ଗାନ୍ଧୀ ମାସକ ପୂର୍ବେ ମୁଁ ମୁମ୍ବାଇର ଲୋକଙ୍କଠାରୁ ଏକ ଦୁଃଖଦ କଲ୍ ପାଇଥିଲି ଯେ, ପୌର କମିଶନର ହଠାତ୍ ଖରଠାରେ ରାସ୍ତାକଡ଼ରେ ପାରାମାନଙ୍କୁ ଖାଇବାକୁ ଦେବା ପାଇଁ ନିର୍ମିତ ୨୦ ବର୍ଷର ପୁରୁଣା ଫିଡିଂ ପ୍ଲାଟ୍ଫର୍ମ (କବୁତରଖାନା)କୁ ବନ୍ଦ କରିଦେଇଛନ୍ତି।…
ଖୁସି ହେବା ନା ଦୁଃଖ କରିବା
ଡ. ସନ୍ତୋଷ କୁମାର ମହାପାତ୍ର କରୋନାଜନିତ ଦୁର୍ଦ୍ଦିନରେ କେତୋଟି ଘଟଣା ଘଟିଯାଇଛି। ସେ ସବୁକୁ ନେଇ ଖୁସି ହେବା ନା ଦୁଃଖ କରିବା? ସମ୍ପ୍ରତି ରାଜସ୍ଥାନରେ ଘଟିଥିବା ରାଜନୈତିକ ଘଟଣା ତଥା ବିଭିନ୍ନ ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ବିଭିନ୍ନ…
ଏଇ ଭାରତରେ
ଯଦି ଭାବୁଛନ୍ତି ମୁକ୍ତା କେବଳ ସାମୁଦ୍ରିକ ଶାମୁକାରୁ ମିଳେ ତେବେ ତାହା ଭୁଲ ବୋଲି ପ୍ରମାଣ କରିପାରିଛନ୍ତି କେରଳର କେ.ଜେ. ମାଥାଚାନ। ସେ ତାଙ୍କ ଅଗଣାରେ କୁଣ୍ଡଗୁଡ଼ିକରେ ମଧୁର ଜଳ ଶାମୁକାରୁ ମୁକ୍ତା ପାଇପାରୁଛନ୍ତି ଓ ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର…
ବିରୋଧୀଙ୍କୁ ମାରିଦେବା ନୁହେଁ
ଭାରତୀୟ ଆଇନ ବ୍ୟବସ୍ଥାରେ ନିମ୍ନ ଅଦାଲତକୁ ତାଗିଦ୍ କରିବା ଘଟଣା କ୍ୱଚିତ ଶୁଣିବାକୁ ମିଳିଥାଏ। ସାଧାରଣତଃ ତଳ ସ୍ତରରୁ ବା ଟ୍ରାଏଲ୍ କୋର୍ଟରୁ ଯାହା ଉପରକୁ ଯାଇଥାଏ, ତାହାକୁ ମାଜିଷ୍ଟ୍ରେଟ୍ଙ୍କଠାରୁ ଜଜ୍ ପର୍ଯ୍ୟନ୍ତ ଗୋଟିଏ ମଣିଷ ଭାବେ କଥା କହିଥାଏ। ଏହା…
ପାଠ୍ୟକ୍ରମରେ ପରିବର୍ତ୍ତନର ନିହିତାର୍ଥ
ଭାଲଚନ୍ଦ୍ର ଷଡ଼ଙ୍ଗୀ କରୋନା ମହାମାରୀଜନିତ ସଙ୍କଟ ଯୋଗୁ ଆମ ଦେଶରେ ଚଳିତ ଶିକ୍ଷାବର୍ଷରେ ଛାତ୍ରୀଛାତ୍ରଙ୍କ ସ୍ବାଭାବିକ ପାଠପଢ଼ା ଏଯାଏ ଆରମ୍ଭ ହୋଇପାରି ନାହିଁ। ଏଭଳି ଅନିଶ୍ଚିତତାକୁ ଦେଖି କେହି କେହି ଚଳିତ ବର୍ଷର ସମଗ୍ର ଶିକ୍ଷାବର୍ଷକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ମତ…
ଉପବାସର ପରିଭାଷା
ଡ. ଛାୟାକାନ୍ତ ଷଡ଼ଙ୍ଗୀ ମୂଳ ପ୍ରସଙ୍ଗ ସହ ସମ୍ପର୍କିତ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ଦ୍ୱାରା ପରିବେଷିତ ଏକ କାହାଣୀରୁ ପ୍ରବନ୍ଧଟିକୁ ଆରମ୍ଭ କରୁଛି। କଳାହାଣ୍ଡିଆ ମେଘ ଉଠାଇଥାଏ। ଗୋଟିଏ ନଦୀ କୂଳରେ ଅପେକ୍ଷା କରିଥାନ୍ତି କିଛି ବ୍ରତଚାରୀ। ସେମାନେ ଦିନସାରା…
ଏଇ ଭାରତରେ
ମାଟି କିମ୍ବା ସିମେଣ୍ଟ ଇଟା ନୁହେଁ ଏଥର ସ୍ବପ୍ନର ଘର ନିର୍ମାଣ କରିବେ ଏକ ସ୍ବତନ୍ତ୍ର ଇଟାରେ। ଏହା ପୁଣି ତିଆରି ହୋଇଛି ଶତପ୍ରତିଶତ ବର୍ଜ୍ୟବସ୍ତୁରେ। ଇଟାର ଦାମ୍ ରଖାଯାଇଛି ୧୦ ଟଙ୍କା। ଏହା ମାଟି ଓ ସିମେଣ୍ଟ ଇଟାଠାରୁ ଅଢେଇ…
କେରଳ ସୁନା
ନଗଦ ଅର୍ଥ ପରେ ସବୁଠାରୁ ଅଧିକ ଲିକ୍ୟୁଡିଟି ବା ସହଜରେ ଅର୍ଥ ଭଳି କାମ ଦେଉଥିବା ହଳଦିଆ ଧାତୁ ହେଲା ସୁନା। ବିଶେଷକରି ବିମୁଦ୍ରୀକରଣ ପରେ ଓ ଭାରତୀୟ ଟଙ୍କାର ଅବମୂଲ୍ୟାୟନ ସର୍ବଦା ଘଟୁଥିବାରୁ ଏହି ଧାତୁର ଚାହିଦା ବୃଦ୍ଧି ପାଉଛି।…
Archives


