ସମ୍ପାଦକୀୟ

ଟିପୁଙ୍କ ବାଘ ପାକିସ୍ତାନୀଙ୍କୁ ଭୟ

ସାରଦା ପ୍ରସାଦ କର ଅର୍ଦ୍ଧଚେତନ ମନର ଅବସ୍ଥାରେ ସ୍ବପ୍ନ ଦେଖିବା ଏକ ନିୟମିତ ପ୍ରକିୟା, କିନ୍ତୁ ଅବସାଦଗ୍ରସ୍ତ ମଣିଷ ପାଇଁ ସ୍ବପ୍ନ ଅଯଥା ଭୟସଞ୍ଚାର କରେ। ଅୟସରେ ରହି ନିୟମିତ ଭାବେ ସ୍ବପ୍ନ ଦେଖିବା ବା ସ୍ବପ୍ନରାଜ୍ୟରେ ଉଡ଼ିବୁଲିବା ଲୋକକୁ ଇଂଲିଶରେ…

ଭଲ ଖବର

ରଞ୍ଜନ କୁମାର ଦାସ ଫିରିଙ୍ଗୀ ଅର୍ଥନୀତିଜ୍ଞ ଥୋମାସ୍‌ ଗ୍ରେସାମ୍‌ ଆଜକୁ ଚାରିଶହ ବର୍ଷ ତଳେ କହିଥିଲେ ଯେ, ଯେତେବେଳେ ବଜାରକୁ ଖରାପ ଶକ୍ତିମାନେ ପ୍ରବେଶ କରନ୍ତି ଭଲ ଶକ୍ତିମାନେ କ୍ରମେକ୍ରମେ ନିଷ୍ପ୍ରଭ ହୋଇଯାଆନ୍ତି। ସେତେବେଳର ସୀମିତ ଅର୍ଥନୈତିକ ବଜାରକୁ ଲକ୍ଷ୍ୟ କରି…

ଏଇ ଭାରତରେ

ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ବି କିଛି ଲୋକ ହାର୍‌ ମାନନ୍ତି ନାହିଁ। ଏମିତି ଏକ ଉଦାହରଣ ହେଉଛନ୍ତି ବିହାର ପାଟନାର ରଗ୍‌ବି ଷ୍ଟାର ରାହୁଲ କୁମାର। ବିହାର ପାଇଁ ଅନେକ ଗୌରବ ଆଣିଥିବା ରଗ୍‌ବି ଷ୍ଟାର୍‌ ରାହୁଲ ଲକ୍‌ଡାଉନ୍‌ ପାଇଁ…

ପୁଅ ନାଁ ଗୋପାଳିଆ

୭୪ତମ ସ୍ବାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦ୍ଦେଶ୍ୟରେ ସମ୍ବୋଧନ କଲା ବେଳେ ବିଭିନ୍ନ ପ୍ରସଙ୍ଗ ଉପରେ ଅବତାରଣା କରିଛନ୍ତି। ସେଥିମଧ୍ୟରେ କିଛି ନୂଆ ପ୍ରସ୍ତାବ ରଖିଥିବା ବେଳେ ତାଙ୍କ ଚିରାଚରିତ ଶୈଳୀରେ ପଡ଼ୋଶୀ ଦେଶଙ୍କ…

ମନ୍ତ୍ରୀଙ୍କ ପାଖଲୋକ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ବହୁ ବର୍ଷ ଧରି ମାଲକାନଗିରିରେ ଚାକିରି କରି ଆସୁଥିବା ଓ ତଜ୍ଜନିତ ଦୁଃଖ ଏବଂ ଅସହାୟତାକୁ ଟେଲିଫୋନ୍‌ରେ ତା’ ସହ ବାଣ୍ଟିଥିବା ଏ ଲେଖକର ଜଣେ ପୂର୍ବତନ ଛାତ୍ରକୁ ଏଇ କରୋନା କାଳରେ ଅଚାନକ…

ଭାରତର ଚଲାପଥରେ ବ୍ରିଟେନ

ଈପ୍ସିତା ମହାନ୍ତି ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ଭାରତ ସରକାର ଯୋଗ ଓ ବ୍ୟାୟାମକୁ ପ୍ରୋତ୍ସାହନ ଦେବା ସହ ସ୍ବଚ୍ଛ ଭାରତ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପୁଣି ବିଗତ ଦିନରେ ଆମ ଦେଶ ଭାରତ ନିଜ ନାଗରିକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା…

ଏଇ ଭାରତରେ

ଭାରତରେ ଏବେ ବାୟୋମେଡିକାଲ ଓ୍ବେଷ୍ଟ ବା ବର୍ଜ୍ୟ ଠୁଳ ହେବାରେ ଲାଗିଛି। ଏହିକୁ ପୁନଃ ଉପଯୋଗ କରି ଇଟା ତିଆରି କରୁଛନ୍ତି ଗୁଜରାଟର ବିନିଶ ଦେଶାଇ। ତାଙ୍କୁ ‘ରିସାଇକ୍ଲେ ମ୍ୟାନ୍‌’ ମଧ୍ୟ କୁହାଯାଉଛି। ସେ ମେଡିକାଲ, ସ୍କୁଲ, ସେଲୁନ, ବସ୍‌ଷ୍ଟାଣ୍ଡ୍‌ ଏବଂ…

ଏଇ ଭାରତରେ

ଶିକ୍ଷା ମଣିଷକୁ ମାନ୍ୟତା ଦିଏ ଓ ବ୍ୟକ୍ତିତ୍ୱ ନିର୍ମାଣ କରିବାରେ ସାହାଯ୍ୟ କରେ। ଏଥିପାଇଁ ବହୁ ବ୍ୟକ୍ତି ଶିକ୍ଷା ଉପରେ ଗୁରୁତ୍ୱ ଦିଅନ୍ତି ଓ ଅସହାୟ ପିଲାମାନଙ୍କୁ ଶିକ୍ଷାର ଧାରାରେ ଆଣିବା ଲାଗି ସାରା ଜୀବନ ସମର୍ପିତ ରହିଥାନ୍ତି। କେବଳ ଜଣେ…

ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଆଦିବାସୀ

ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ   ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଆଦିବାସୀମାନଙ୍କର ଏକ ଗୌରବମୟ ଭୂମିକା ରହିଛି। ଇଂରେଜ ଶାସନ ବିରୋଧରେ ଆଦିବାସୀମାନଙ୍କର ପ୍ରଥମ ସଂଗ୍ରାମ ଦେଖାଦେଇଥିଲା ଗଞ୍ଜାମର ଘୁମୁସର ଅଞ୍ଚଳରେ। ଇଂରେଜ କର୍ତ୍ତୃପକ୍ଷ ଘୁମୁସର ରାଜ୍ୟ ଉପରେ ମାତ୍ରାଧିକ କର…

ଅତିମାନସ: ପ୍ରତିଶ୍ରୁତି ନୁହେଁ ସତ୍ୟ

ଇଂ. ସୁବାସ ଚନ୍ଦ୍ର କର   ‘ମାନସ ହିଁ ମାନବ’ ପରି ‘ଅତିମାନସ ହିଁ ଅତିମାନବ’- ଶ୍ରୀଅରବିନ୍ଦଙ୍କର ଏହି ଶାଶ୍ୱତ ଉକ୍ତି ମାଧ୍ୟମରେ ଆମେ ଅନୁସନ୍ଧାନ କରିବା ଅତିମାନସ ଜଗତକୁ ଆମ ପ୍ରବେଶର ମାର୍ଗ। ଯାବତୀୟ ମାନସିକ ଯୋଜନା ଓ ତା’ର…

ବାବୁଙ୍କୁ ବାସିନ୍ଦା ଅଧିକାର

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୧୦ ମାସ ପରେ ସ୍ଥାନୀୟ ପ୍ରଶାସନ ଡୋମିସାଇଲ ସାର୍ଟିଫିକେଟ(ମୂଳ ବାସିନ୍ଦା ପ୍ରମାଣପତ୍ର) ଦେବା ଆରମ୍ଭ କରିଛି। ନୂଆ ନିୟମାନୁସାରେ ସ୍ଥାନୀୟ ଲୋକ ହୋଇ ନ ଥିଲେ ମଧ୍ୟ ଏହି ପ୍ରମାଣପତ୍ର ପାଇପାରିବେ। ବିହାରର ବରିଷ୍ଠ…

କଟକଣା ଶେଷ କର

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ଗତ ସପ୍ତାହରେ ଏହାର ଆର୍ଥିକ ସମୀକ୍ଷା ବୈଠକରେ ଉପଭୋକ୍ତାମାନଙ୍କ ପାଇଁ ସେମାନଙ୍କର ଏବକାର ଋଣର ପରିଶୋଧ ଉପରେ ପୂର୍ବରୁ ଘୋଷଣା କରିଥିବା ୬ ମାସିଆ ମୋରାଟୋରିୟମକୁ ନ ବଢାଇବା ପାଇଁ ନିଷ୍ପତ୍ତି ନେଇଛିି। ସେମାନେ ପୂର୍ବରୁ ଅଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri