ବିକାଶର ସଂଜ୍ଞା ନୁହେଁ ଘରୋଇକରଣ
ଡ. ଷ୍ଟାଲିନ ମିଶ୍ର ଗତ କିଛିବର୍ଷ ହେଲା ‘ବିକାଶ’ ଶବ୍ଦର ବହୁଳ ପ୍ରୟୋଗ ଓ ପ୍ରଚାର ଆପଣମାନେ ଲକ୍ଷ୍ୟ କରୁଥିବେ। ରାଜନୈତିକ ଘୋଷଣା ହେଉ ଅବା ନିର୍ବାଚନ ପ୍ରଚାର, ସରକାରୀ ଯୋଜନା ହେଉ କିମ୍ବା ରାଷ୍ଟ୍ରାୟତ୍ତ ସମ୍ପତ୍ତିଗୁଡିକର ଘରୋଇକରଣ ସବୁଥିରେ ଏହି…
ପୋଲାଖିଆ
ଦ୍ୱିତୀ ଚନ୍ଦ୍ର ସାହୁ ଆଦିବାସୀ ନିଜ ଡଙ୍ଗର ଜମିରେ ଉତ୍ପାଦନ କରୁଥିବା ଜିନିଷକୁ ବିକିବ କେଉଁଠି ? ବଜାର ନ ଥିଲା ସେତେବେଳେ। ସର୍ବଶେଷ ଆଶା ଦେଉଥିଲା ଗାଁର କୁମୁଟି କି ଶୁଣ୍ଢି ସାଉକାର। ଅବଶ୍ୟ ସାଉକାରମାନଙ୍କ ହିସାବ କେବେ ସରୁ…
ଏଇ ଭାରତରେ
ଅଭାବ ଅନଟନର ସମୟକୁ ଏବେ ବି ଭୁଲି ପାରିନାହାନ୍ତି ଆଇଏଏସ୍ ଅଫିସର ରମେଶ ଘୋଲାପ। ମହାରାଷ୍ଟ୍ର ସୋଲାପୁର ଜିଲାର ମହାଗାଁରେ କଟିଥିଲା ତାଙ୍କ ପିଲାଦିନ। ବାପାଙ୍କୁ କମ୍ ବୟସରେ ହରାଇବା ପରେ ସେ ଓ ତାଙ୍କ ଭାଇମାନେ ମା’ଙ୍କ ସହ ଚୁଡ଼ି…
ଏଫ୍ସିଆର୍ଏ କାହା ସ୍ବାର୍ଥରେ
ଆକାର ପଟେଲ ଦି ଫରେନ୍ କଣ୍ଟ୍ରିବ୍ୟୁଶନ (ରେଗୁଲେଶନ) ଆକ୍ଟ ବା ବିଦେଶ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫ୍ସିଆର୍ଏ) ଏକ ଅଜବ ପ୍ରକାରର ପୁରୁଣା ଆଇନ। ଭାରତର ନିର୍ବାଚନ ପ୍ରକ୍ରିୟା ଏବଂ ଗଣତନ୍ତ୍ର ଉପରେ ବାହାରର ହସ୍ତକ୍ଷେପକୁ ଦୂର କରିବା ଲାଗି ୧୯୭୬ରେ…
ବିଶ୍ୱବିଦ୍ୟାଳୟର ସ୍ବାୟତ୍ତତା ଏବଂ ଅଧ୍ୟାଦେଶ
ଡ. ପ୍ରୀତିଶ କୁମାର ସାହୁ ଯୁକ୍ତରାଷ୍ଟ୍ର ଶିକ୍ଷକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ, ୨୦୦୯) ମୁତାବକ ବିଶ୍ୱବିଦ୍ୟାଳୟ ତିନୋଟି ମୌଳିକ ଉଦ୍ଦେଶ୍ୟ ଉପରେ ଆଧାରିତ ଅଧ୍ୟାପନା, ଗବେଷଣା ଓ ସମାଜ ସେବା ଯାହା କି ଏକ ସ୍ବୟଂକ୍ରିୟ ଏବଂ ସ୍ବାଧୀନ…
କେମିତି ବଢ଼ିବ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି
ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ କରୋନାର ଭୟାବହତା ସମୟରେ ସ୍ବାସ୍ଥ୍ୟଗତ କ୍ଷେତ୍ରରେ ବିଶେଷକରି ଶିଶୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଉଦ୍ବେଗ ପ୍ରକାଶ ପାଉଛି। ପିଲାଙ୍କ ରୋଗପ୍ରତିରୋଧକ ସାମର୍ଥ୍ୟ ନେଇ ମାତାପିତାମାନେ ଏକ ପ୍ରକାର ଆତଙ୍କିତ ମଧ୍ୟ ହୋଇପଡ଼ୁଛନ୍ତି। ଶିଶୁମାନେ ଖୁସିରେ ରହିଲେ ସେମାନଙ୍କ ରୋଗପ୍ରତିରୋଧକ…
ଏଇ ଭାରତରେ
ପରିବେଶ ସ୍ବଚ୍ଛ ରହିଲେ ସଭିଙ୍କୁ ଉପକାର, ଏହା ଭଲ ଭାବେ ବୁଝିଛନ୍ତି ମହାରାଷ୍ଟ୍ରର ରାନମାଲା ଗାଁର ପୋପାଟ ସିନ୍ଦେ। ସେ ଶିକ୍ଷକ ଥିଲେ ଓ ସେଥିରୁ ସ୍ବେଚ୍ଛାକୃତ ଅବସର ନେଇ ଗଛ ଲଗାଇବା କାମରେ ଲାଗିଛନ୍ତି। ସମସ୍ତ ଗ୍ରାମବାସୀଙ୍କୁ ଏହି ଅଭିଯାନରେ…
ଏଇ ଭାରତରେ
କର୍ନାଟକର ୪୧ ବର୍ଷୀୟ ମଞ୍ଜୁନାଥ ନିଙ୍ଗାପ୍ପା ପୂଜାରୀ ଯାହା କରୁଛନ୍ତି ତାହା ଦେଖିବାର ବିଷୟ। ସେ ଏକସାଙ୍ଗରେ ତିନୋଟି କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇବା ସହ ଲୋକଙ୍କ ସେବାରେ ଖର୍ଚ୍ଚ କରିଥାନ୍ତି। ମଞ୍ଜୁନାଥ ରହନ୍ତି ବେଙ୍ଗାଲୁରୁରେ…
କର୍ମକ୍ଷେତ୍ରରେ ମହିଳାଙ୍କୁ ସୁରକ୍ଷା
ଘାସିରାମ ପଣ୍ଡା ଅଗଷ୍ଟ ୧୨ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଗୁଞ୍ଜନ ସାକ୍ସେନା’ ଅନେକ ବିତର୍କ ସୃଷ୍ଟି କରିଛି। ୧୯୯୬ରେ ଗୁଞ୍ଜନ ଭାରତୀୟ ବାୟୁ ସେନାରେ ପାଇଲଟ ଭାବେ ଯୋଗ ଦେଇଥିଲେ। କାରଗିଲ ଯୁଦ୍ଧରେ ସେ ଏକମାତ୍ର ମହିଳା ଥିଲେ। ସିନେମାରେ…
ଭାରତୀୟ ଅର୍ଥନୀତି କାହିଁକି ପ୍ରଭାବିତ
ଡ. ସନ୍ତୋଷ କୁମାର ମହାପାତ୍ର ଅନେକ ସମୟରେ ଅଧିକାଂଶ ଲୋକ ବଡ଼ ପଦପଦବୀରେ ଥିବା ଲୋକଙ୍କ କଥାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ସେମାନେ ମଧ୍ୟ ଜ୍ଞାନକୁ ପଦବୀ ସହିତ ଯୋଡ଼ିଥାନ୍ତି। କିନ୍ତୁ ବାସ୍ତବ କଥା ହେଉଛି, ଯେଉଁମାନେ ଉଚ୍ଚ ପଦପଦବୀରେ ଥା’ନ୍ତି,…
ଗୋଟିଏ ପଦବୀରେ ପୁରୁଣା ନୂଆ
ଅନେକ ସମୟରେ ଅବସର ପରେ ବରିଷ୍ଠ ଅମଲାତନ୍ତ୍ରୀମାନଙ୍କୁ ସରକାର ପୁଣି ନିଯୁକ୍ତି ଦେଇଥାନ୍ତି। କିନ୍ତୁ ଏବେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଦୁଇ ବର୍ଷ ପୂର୍ବେ ଯେଉଁ ବାବୁ ଜଣକ ସଚିବ ପଦରୁ ଅବସର ନେଇଥିଲେ ଏବେ ସେହି ପଦରେ…
ହସ୍ପିଟାଲକୁ ଡରିଲେ କ’ଣ କରୋନା ଯିବ
ସହଦେବ ସାହୁ ମହିନ୍ଦ୍ରା ବୋଲେରୋ ୬ ନମ୍ବର ହସ୍ପିଟାଲ୍ ସାମ୍ନାରେ ଅଟକିଗଲା, ଧଁ ସଁ ହେଉଥିବା ଗୋବିନ୍ଦ ଭଣ୍ଡାରିକୁ ଦୁଆର ମୁହଁରେ ଭୂଇଁରେ ଥୋଇ ଦେଲା। କେଇ ଦିନ କାଳ ହେଲା ସେ ସଂକ୍ରମଣ ଆଶଙ୍କା କରୁଥିଲା, ହସ୍ପିଟାଲ୍କୁ ଆସିବାକୁ ଚାହୁଁ…
Archives


