ସମ୍ପାଦକୀୟ

ପରିବା ଆତଙ୍କ

ପରିବା ଦର ଏବେ ଆକାଶଛୁଆଁ। ଏହା ଏତେ ଅଧିକ ହୋଇଛି ଯେ ଏକ ମଧ୍ୟବିତ୍ତ ପରିବାରର ଗ୍ରାହକ ତା’ର ଦୈନିକ ପରିବା ଆବଶ୍ୟକତାକୁ କମାଇବାକୁ ବାଧ୍ୟ ହୋଇଛି। ପରିବା କିଣିବାକୁ ଅଧିକାଂଶ ଲୋକ ବଜାରକୁ ଯିବାକୁ ଚାହଁୁନାହାନ୍ତି। କୋଭିଡ୍‌-୧୯ ଲକ୍‌ଡାଉନ ଯୋଗୁ…

ମାଂସାହାର ଓ ପୁରୁଷତ୍ୱ

ମାନେକା ଗାନ୍ଧୀ ମୁଁ ଆର୍ମି କ୍ୟାଣ୍ଟନମେଣ୍ଟରେ ରହୁଥିଲି ଓ ସେଇଠି ବଢ଼ିଛି। ସେତେବେଳେ ଦୈନିକ ଆମ ଡାଇନିଂ ଟେବୁଲରେ ମାଂସ ରହୁଥିଲା। ସୈନିକମାନେ ‘ରିୟଲ’ ମେନ୍‌ ବା ଅସଲି ପୁରୁଷ ହୋଇଥିବାରୁ ସେମାନେ ଏହାକୁ ଖାଉଥିଲେ ବୋଲି ସ୍ବୀକାର କରାଯାଉଥିଲା। ମୋ…

ଏଇ ଭାରତରେ

ଜଣେ ଶିକ୍ଷକ ଦାୟିତ୍ୱ ତୁଲାଇବା ସହ ଚାଷରୁ ପାଖାପାଖି ୨୦ ଲକ୍ଷ ଟଙ୍କା ରୋଜଗାର କରିବା ଘଟଣା ସାମ୍‌ନାକୁ ଆସିଛି ଉତ୍ତରପ୍ରଦେଶରେ। ବାରବାଙ୍କି ଜିଲା ଦୌଲତପୁର ପ୍ରାଥମିକ ସ୍କୁଲର ଶିକ୍ଷକ ଅମରେନ୍ଦ୍ର ପ୍ରତାପ ସିଂଙ୍କ ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ…

ଚାଷୀ ଯେଉଁ ତିମିରେକୁ ସେଇ ତିମିରେ

ହରିହର ତ୍ରିପାଠୀ ଦେଶରେ କୃଷକକୁ ସବୁଠାରୁ ସ୍ବାଭିମାନୀ ବୋଲି କୁହାଯାଏ। ସେ ସ୍ବାଧୀନ, ସେ କାହା ଉପରେ ନିର୍ଭର କରେ ନାହିଁ। ମୁଣ୍ଡଝାଳ ତୁଣ୍ଡରେ ମାରି ନିଜର ଜମିରେ ସୁନାର ଫସଲ ଫଳାଏ। ଏମିତି ଅନେକଗୁଡିଏ ପ୍ରଶଂସାରେ ସମସ୍ତେ ପୋତିପକାନ୍ତି କୃଷକକୁ।…

ଏଇ ଭାରତରେ

ନିଷ୍ଠାପର ତଥା ନିରବଚ୍ଛିନ୍ନ ପ୍ରୟାସରେ ସମାଜର ବିକାଶ ସମ୍ଭବ, ଯାହା କରିଛନ୍ତି ମହାରାଷ୍ଟ୍ରର ଚଇତରାମ ପାଓ୍ବାର। ସେ ଗୋଟିଏ ଗାଁକୁ ସମ୍ପୂର୍ଣ୍ଣ ‘ସୋଲାର ଗାଁ’ କରିପାରିଛନ୍ତିିି। ଏଥିପାଇଁ ଚଇତରାମଙ୍କୁ ଲାଗିଯାଇଛି ୧୫ ବର୍ଷ। ଢୁଲେ ସହରଠାରୁ ୧୦୦ କି.ମି. ଦୂରରେ ଅବସ୍ଥିତ…

କାହିଁକି କହିବି ମୁଁ ଶତାବ୍ଦୀର ଶ୍ରେଷ୍ଠ

ମୀରା ବେଉରା   ଥରେ ଜଣେ ବେପାରୀ ବେପାର କରିବା ପାଇଁ ଜେରୁଜେଲମ୍‌ରୁ ଜେରିକୋକୁ ଯାଉଥିଲା। ଦୁର୍ଭାଗ୍ୟବଶତଃ ସେ ଚୋର ଖଣ୍ଟଙ୍କ ହାବୁଡ଼ରେ ପଡ଼ିଗଲା। ସେମାନେ ତାକୁ ମରଣାନ୍ତକ ଆକ୍ରମଣ କରି ସବୁଧନ ଛଡ଼ାଇନେଇ ଦରମଲା ଅବସ୍ଥାରେ ଛାଡ଼ି ଚାଲିଗଲେ। ସେଇବାଟ…

ଅର୍ଥନୈତିକ ଭାରସାମ୍ୟରେ ଋଣ ଓ ସୁଧ

ଡ. ସତ୍ୟନାରାୟଣ ମିଶ୍ର   ଅର୍ଥନୀତି, ଜନତା, ରାଜନୀତି, ନିର୍ବାଚନ ଓ ଗଣତନ୍ତ୍ର ହେଉଛି ସ୍ବାଧୀନତା ପରବର୍ତ୍ତୀ ସମୟର ଏକ ଏକ ବୃହତ୍‌ ସ୍ତମ୍ଭ। କିଛି ପାଇବାର ଆଶା ହେଉଛି ପ୍ରତ୍ୟେକ ମଣିଷର ଏକ ପ୍ରବୃତ୍ତି। ଭାରତର ସ୍ବାଧୀନତା ପରେ ସ୍ବାଧୀନତା…

ବାଣୀ ଶୁଣିଲୁ

ଅକ୍ଟୋବର ୨୦ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ପାର୍ବଣ ଆସୁଥିବାରୁ ଲୋକମାନଙ୍କୁ କୋଭିଡ୍‌-୧୯ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଗତ ୭ ମାସ ମଧ୍ୟରେ ସପ୍ତମ ଥର ପାଇଁ ଟେଲିଭିଜନ ଜରିଆରେ…

କ୍ୱାଡ୍‌

ପୂର୍ବ ଲଦାଖଠାରେ ଭାରତ ଓ ଚାଇନା ଗତ ମେ’ରୁ ସାମ୍ନାସାମ୍ନି ହୋଇ ଚାଲିଛନ୍ତି। ଭାରତର ୨୦ ଯବାନଙ୍କ ପ୍ରାଣ ଯାଇଥିବା ବେଳେ ଚାଇନା ଅଦ୍ୟାବଧି ତା’ ସୈନ୍ୟଙ୍କ ମୃତ୍ୟୁ ସଂଖ୍ୟା ପ୍ରକାଶ କରିନାହିଁ। ଇତିମଧ୍ୟରେ ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ପ୍ରାୟ…

ଶିଶୁ ଓ ସାଇବର ଅପରାଧ

ଘାସିରାମ ପଣ୍ଡା ଇଣ୍ଟରନେଟ ବ୍ୟବହାର ବର୍ତ୍ତମାନର ଏକ ଆବଶ୍ୟକତା ହୋଇଗଲାଣି। ସବୁ ବର୍ଗର ଲୋକେ ଭିନ୍ନ ଭିନ୍ନ କାରଣ ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ପିଲାମାନେ ମଧ୍ୟ ଏଥିରୁ ବାଦ୍‌ ଯାଇ ନାହାନ୍ତିି। ଅନ୍‌ଲାଇନରେ ପାଠ ପଢିବା ସମେତ ଖେଳିବା, ବନ୍ଧୁମାନଙ୍କ…

କମ୍ପାନୀ ଅଧିନିୟମ ୨୦୨୦ର ଆବଶ୍ୟକତା

ଡ. ପ୍ରୀତିଶ କୁମାର ସାହୁ ସ୍ୱାଧୀନତା ପରେ ଭାରତରେ ପ୍ରଥମ କମ୍ପାନୀ ଅଧିନିୟମ (କମ୍ପାନୀ ଆକ୍ଟ) ସଂସଦ ଦ୍ୱାରା ୧୯୫୬ ମସିହାରେ ପାରିତ କରାଯାଇଥିଲା, ଯାହାକି ମୁଖ୍ୟତଃ ଭାଭା କମିଟିର ସୁପାରିସ ଉପରେ ଆଧାରିତ । ଏହି ଅଧିନିୟମ ଦ୍ୱାରା ବିଶେଷ…

ଏଇ ଭାରତରେ

ଗୋଟିଏ ପଟେ ଦାୟିତ୍ୱ ଅନ୍ୟ ପଟେ କୋଚିଂ କ୍ଲାସ,ଚିକିତ୍ସା ଓ ଜୈବିକ କୃଷି ପ୍ରଶିକ୍ଷଣ ବ୍ୟବସ୍ଥା କରୁଛନ୍ତି ୨୦୧୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡ. ପ୍ରୀତିପଲ୍‌ କୌର ବାତ୍ରା। ହରିୟାଣା ଯମୁନା ନଗର ବାସିନ୍ଦା ଡେଣ୍ଟିଷ୍ଟ ଡ.କୌର ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri