ସମ୍ପାଦକୀୟ

ଏଇ ଭାରତରେ

ଅରୁଣାଚଳପ୍ରଦେଶର ଆଇଏଏସ୍‌ ଅଧିକାରୀ ଦେବାଂଶ ଯାଦବ ପ୍ରଶାସନିକ କାର୍ଯ୍ୟ ବ୍ୟସ୍ତତା ମଧ୍ୟରୁ ସମୟ ବାହାର କରି ଗରିବ ଛାତ୍ରଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କରୁଛନ୍ତି। ଛାଙ୍ଗଲାଙ୍ଗର ଡେପୁଟି କମିଶନର ଭାବେ ଦାୟିତ୍ୱ ତୁଲାଉଥିବା ଦେବାଂଶ ଲୋକମାନଙ୍କ ଅନୁଦାନରେ ଦ୍ୱାଦଶ ବୋର୍ଡ ପରୀକ୍ଷାରେ…

ମୁଣ୍ଡ ପିଟିବା

ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଆଧାରରେ କୌଣସି ଏକ ସ୍ଥାନର ପ୍ରଦୂଷଣକୁ ମପା ଯାଇଥାଏ। ଶୂନରୁ ୫୦ ଯାଏ ‘ଉତ୍ତମ’, ୫୧ରୁ ୧୦୦ ‘ସନ୍ତୋଷଜନକ’, ୧୦୧ରୁ ୨୦୦ ‘ମଧ୍ୟମ’, ୨୦୧ରୁ ୩୦୦ ‘ଖରାପ’ ୩୦୧ରୁ ୪୦୦ ‘ଅତ୍ୟନ୍ତ ଖରାପ’ ଏବଂ ୪୦୧ରୁ…

ରାଜା ସିନା ପୂଜା ପାଏ

ରଞ୍ଜନ କୁମାର ଦାସ ବହୁ କାଳ ତଳେ କବି ଯଦୁମଣି ପ୍ରସଙ୍ଗକ୍ରମେ କହିଥିଲେ ରାଜା ସିନା ପୂଜା ପାଏ ଆପଣା ଦେଶରେ, କବି ପୂଜା ପାଉଥାଏ ଦେଶ ବିଦେଶରେ। ସଂସ୍କୃତରେ ମଧ୍ୟ କଥିତ ଅଛି ସ୍ବଦେଶେ ପୂଜ୍ୟତେ ରାଜା ବିଦ୍ୱାନ ସର୍ବତ୍ର…

ଲକ୍ଷ୍ୟ ବଂଶବାଦ ନୁହେଁ

ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାର ୧୬ ନଭେମ୍ବରରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ୪ର୍ଥ ଥର ପାଇଁ କ୍ଷମତାକୁ ଫେରୁଥିବା ବେଳେ ୭ମ ଥର ସକାଶେ ଶପଥ ନେବେ। ୧୫ ନଭେମ୍ବରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ବୈଠକ…

ସମ୍ପ୍ରସାରିତ ଦାରିଦ୍ର୍ୟ

ଡ.ପ୍ରଫୁଲ୍ଲ କୁମାର ସାହୁ ସ୍ୱାଧୀନତା ପୂର୍ବରୁ କ୍ଷୁଧାମୁକ୍ତ ଭାରତବର୍ଷର ସ୍ବପ୍ନ ଦେଖିଥିଲେ ଗାନ୍ଧିଜୀ। ସ୍ବାଧୀନତା ପରେ ତାଙ୍କର ସ୍ବପ୍ନକୁ ସାକାର କରିବା ପାଇଁ କାର୍ଯ୍ୟକାରୀ ହେଲା ଯୋଜନା ପରେ ଯୋଜନା। ସଫଳତା ପରଖିବା ପାଇଁ ଭିନ୍ନ ଭିନ୍ନ ସମୟରେ ଗ୍ରହଣ କରାଗଲା…

ଗଣତନ୍ତ୍ର-ଗଣମତ ଗତିପଥରେ ଗଣମାଧ୍ୟମ

ଡ. ଗୌରାଙ୍ଗ ଚରଣ ରାଉତ ଭାରତର ଜନସଂଖ୍ୟା ଏବଂ ମତଦାତାଙ୍କ ସଂଖ୍ୟା ଆଧାରରେ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣମାନଙ୍କର, ଗଣମାନଙ୍କ ପାଇଁ ଏବଂ ଗଣ ଦ୍ୱାରା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଢାଞ୍ଚା ଯେଉଁ ଚାରିଟି ସ୍ତମ୍ଭକୁ ଭିତ୍ତିକରି ସୁବିନ୍ୟସ୍ତ…

ଏଇ ଭାରତରେ

ନିଜର ଦୁଃଖକଷ୍ଟ ଭୁଲି ଅସହାୟ ପିଲାଙ୍କ ମା’ ସାଜିଛନ୍ତି ଛତିଶଗଡ଼ର କିନ୍ନର ମନୀଷା। ୮ ଜଣ ଅସହାୟ ପିଲାଙ୍କର ଯତ୍ନ ନେଉଛନ୍ତି। ସେମାନଙ୍କୁ ପଢ଼ାଉଛନ୍ତି। ମନୀଷା ବିଭିନ୍ନ ଜାଗାରେ କାମ କରି ଯାହା ରୋଜଗାର କରୁଛନ୍ତି ସେଥିରେ ଏମାନଙ୍କର ସବୁ ଖର୍ଚ୍ଚ…

ଏଇ ଭାରତରେ

ଗୋଟିଏ ଗାଁରେ ୨୦୦ରୁ ଊର୍ଦ୍ଧ୍ୱ ଆମ୍ବଗଛରେ ୨୦୦ ପ୍ରକାରର ଆମ୍ବ ଫଳିିବା କେବେ ଭାବିପାରୁଛ କି? କେରଳ ରାଜ୍ୟ କନ୍ନୁର ଜିଲାର କନ୍ନାପୁରମ୍‌ ଗାଁରେ ଏହା ଦେଖିପାରିବେ। ଆମ୍ବ ସଂସ୍କୃତି ଏହି ଗାଁ ଏବେ ଲୋକପ୍ରିୟ ହେବାରେ ଲାଗିଛି। କନ୍ନାପୁରମର ଆମ୍ବପ୍ରିୟ…

ପୃଥିବୀ ମା’ର ଚିଠି

ଡ. ଅମରେନ୍ଦ୍ର ଦାସ   ମୋ ପିଲାମାନେ ମୋ ସାଙ୍ଗରେ ଘଡ଼ିଏ ବସିବ କି? ତୁମ ସହ ଦୁଇ ପଦ କଥା ହେବାର ଥିଲା। ବହୁତ ଦିନ ହେଲା ତୁମମାନଙ୍କ ସହ କଥା ହେବି ବୋଲି ଭାବିଲିଣି, ହେଲେ ତୁମମାନଙ୍କର କାର୍ଯ୍ୟବ୍ୟସ୍ତତା…

ବାଣ ବର୍ଜନ, କରୋନା ଓ ପରିବେଶ

କମଳାକାନ୍ତ ଜେନା   ୨୦୨୦ର ଦୀପାବଳିରେ ବାଣବର୍ଜନକୁ ସମସ୍ତେ ସ୍ବାଗତ କରିଛନ୍ତି। ଏହି ଅଭିଯାନରେ ସବୁଠାରୁ ଆଗରେ ଅଛନ୍ତି ଓଡ଼ିଶା, ରାଜସ୍ଥାନ, ସିକ୍କିମ, ଚଣ୍ଡିଗଡ, କର୍ନାଟକ, ହରିୟାଣା, ମହାରାଷ୍ଟ୍ର, ଦିଲ୍ଲୀ ପ୍ରଦୂଷଣ ବୋର୍ଡ ଓ କଲିକତାର ଉଚ୍ଚ ନ୍ୟାୟାଳୟ। ଓଡ଼ିଶା ସରକାର…

ବାବୁଙ୍କୁ ଖୋଜା ଚାଲିଛି

ବର୍ଷକରୁ ବେଶୀ ହେବ ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହୋଇସାରିଲାଣି। ହେଲେ ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ସେବା ଅଧିକାରୀମାନଙ୍କର ଘୋର ଅଭାବ ରହିଛିି। ଏହି ପରିସ୍ଥିତିକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚଏ) ଗମ୍ଭୀରତାର ସହ ନେଇ…

ଆଶା ଓ ଆକାଂକ୍ଷାର ବିଜୟ

ରବି ଶଙ୍କର ପ୍ରସାଦ ୧୫ବର୍ଷ ପରେ ମଧ୍ୟ ବିହାରର ମତଦାତାମାନେ ପୁଣି ଏନ୍‌ଡିଏ ସରକାର ଉପରେ ନିଜର ଆସ୍ଥା ବ୍ୟକ୍ତ କରିଛନ୍ତି। ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ନେଇ ଯେତେ ଯୁକ୍ତିତର୍କ ହେଲେ ମଧ୍ୟ ଗୋଟିଏ କଥା ସତ୍ୟ ଯେ, ଏନ୍‌ଡିଏ, ଏହାର ୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri