ଏଇ ଭାରତରେ

ବ୍ରେଷ୍ଟଫିଡିଂ ବା ସ୍ତନ୍ୟପାନକୁ ନେଇ ରହିଥିବା ସାମାଜିକ ଓ ଧାର୍ମିକ କଟକଣା ବିରୋଧରେ ଲଢ଼େଇ କରୁଛନ୍ତି କେରଳର ଡ. ଏମ୍‌.ଐଶ୍ୱର୍ଯ୍ୟା। ସେ କୋଏମ୍ବାଟୁର ପାରେଣ୍ଟି ନେଟ୍‌ଓ୍ବର୍କ (ସିପିଏନ୍‌) ମାଧ୍ୟମରେ ସ୍ତନ୍ୟପାନ କରାଇବାର ପଦ୍ଧତି, ଶିଶୁ ଜନ୍ମ ପରେ ମା’ର ମାନସିକ ବିଷାଦ ଦୂର କରିବା ଏବଂ ବ୍ରେଷ୍ଟ ମିଲ୍କ ବ୍ୟାଙ୍କ ସମ୍ପର୍କରେ ସଚେତନ କରୁଛନ୍ତି। ବ୍ରେଷ୍ଟଫିଡିଂକୁ ନେଇ ରହିଥିତ୍ବା କିଛି ଠିକ୍‌ ଓ ଭୁଲ୍‌ ଧାରଣାରୁ ଆଗକୁ ବଢ଼ି ଅଧିକ ବ୍ରେଷ୍ଟମିଲ୍କ ଦାନ କରିବାକୁ ମା’ମାନଙ୍କୁ ଉତ୍ସାହିତ କରୁଛନ୍ତି ଐଶ୍ୱର୍ଯ୍ୟା। ଅସହାୟ ଶିଶୁମାନଙ୍କୁ ଏହା ଯୋଗାଇ ଦେବା ଲକ୍ଷ୍ୟରେ ସେ ଏହି ଅଭିଯାନ ଚଳାଇଛନ୍ତି। ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇ ତାଙ୍କ ଶିଶୁ କନ୍ୟା ସହ ରହୁଛନ୍ତି। ତାଙ୍କ ଅଭିଯାନର ନାମ ରଖିତ୍ଛନ୍ତି ‘ୟୁରିଥୁଲି’। ଏହା ମାଧ୍ୟମରେ ଗତ ୪-୫ ବର୍ଷ ମଧ୍ୟରେ ୩୦୦ ମା’ଙ୍କୁ ବଳକା କ୍ଷୀର ଦାନ କରିବାକୁ ଉତ୍ସାହିତ କରିପାରିଛନ୍ତି। ଏହି କ୍ଷୀରକୁ କୋଏମ୍ବାଟୁର ମେଡିକାଲ କଲେଜ ହସ୍ପିଟାଲ ଏବଂ ଅନ୍ୟ ମିଲ୍କ ବ୍ୟାଙ୍କକୁ ଦାନ ମଧ୍ୟ କରୁଛନ୍ତିି। କୋଭିଡ୍‌ ମହାମାରୀରେ ମା’ମାନଙ୍କର ମୃତ୍ୟୁ ଘଟୁଥିବାରୁ ଏବେ ଏହି କ୍ଷୀର ବେଶ୍‌ ଉପଯୋଗୀ ହୋଇପାରୁଛି। କୋଏମ୍ବାଟୁର ପାରେଣ୍ଟି ନେଟ୍‌ଓ୍ବର୍କ ଏବେ ୧୦,୦୦୦ ସଦସ୍ୟ ଫେସ୍‌ବୁକରେ ଯୋଡ଼ି ହୋଇଛନ୍ତି। ଜଣେ ମା’ ୧୦୦ରୁ ୩୦୦ ମିଲି ଲିଟର କ୍ଷୀର ଦାନ କରିପାରିବେ ଓ ଏହା ୧୦ ଜଣ ଶିଶୁଙ୍କୁ ଦିଆଯାଇପାରିବ ବୋଲିି କହନ୍ତି ଐଶ୍ୱର୍ଯ୍ୟା। ଏହି କ୍ଷୀରକୁ ଭଲ ଭାବେ ପରୀକ୍ଷା କରାଯାଇ ଶିଶୁମାନଙ୍କୁ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନୁଷ୍ୟକୃତ ଆଲୋକ ପ୍ରଦୂଷଣ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ପିଲା କାନ୍ଦିଲେ ତାକୁ ତୁନେଇବାକୁ ହେଉ ଅଥବା ସେ ନ ଶୋଇ ମା’କୁ ହଇରାଣ କରିବା ବିଷୟରେ ହେଉ, ମା’ମାନେ ଏହି...

ଏଇ ଭାରତରେ

ନୂଆବସ୍ତ୍ର ପିନ୍ଧି, ମିଠେଇ ଖାଇ ବାଣ ଫୁଟାଇ ଦୀପାବଳି ପାଳନ କରାଯିବାର ପରମ୍ପରା ରହିଛି। କିନ୍ତୁ ଏଥର ଗ୍ରୀନ୍‌ ଦୀପାବଳି ପାଳନ କରିବାର ସୁଯୋଗ ଦେଇଛି...

ସ୍ବଚ୍ଛ ପରିବେଶ ହିଁ ସ୍ବଚ୍ଛ ମାନବ ସମ୍ବଳ

ଡ. ଲକ୍ଷ୍ମଣ ସାହୁ ଦେଶରେ ପ୍ରଦୂଷଣକୁ ରୋକିବା ପାଇଁ କୌଣସି ନିୟମର ଅଭାବ ନାହିଁ, କିନ୍ତୁ ଏକ ଅଂଶଗ୍ରହଣକାରୀ ଆଭିମୁଖ୍ୟ ଏବଂ ପ୍ରାକୃତିକ ପରିବେଶ ସହିତ...

ନଳ ଭିତରେ ଜଳ ଯୋଜନା

ତତ୍ତ୍ୱ ଓ ତର୍କ/ ବିମଳ ପାଣ୍ଡିଆ କେହି କେହି ଅବଶ୍ୟ ଦୂର ସ୍ଥାନରୁ ବୋହି ପାଣି ଆଣିବାକୁ ମହିଳାଙ୍କ ସାମାଜିକ ଭାବବିନିମୟର ଏକ ମାଧ୍ୟମ ଭାବରେ...

ଏଇ ଭାରତରେ

ଜଣେ ବ୍ୟକ୍ତି ୪୩୦ରୁ ଅଧିକ ପ୍ରକାର କଦଳୀ ଚାଷ କରୁଥିବା ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କେରଳର ଏହି ଚାଷୀଙ୍କ ନାମ ବିନୋଦ ସହଦେବନ...

ବେଦଭାଷ୍ୟ ଓ ଶ୍ରୀଅରବିନ୍ଦ

ଜନ୍ମେଜୟ ଦ୍ୱିବେଦୀ ପୃଥିବୀପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଜନ୍ମର ତାତ୍ପର୍ଯ୍ୟ ସମ୍ପର୍କରେ ଶ୍ରୀମାଙ୍କର ବକ୍ତବ୍ୟ ଯଥେଷ୍ଟ ପରିମାଣରେ ତାଙ୍କୁ ନେଇ ଅନେକ ଭୁଲ ବୁଝାମଣା ଦୂର କରିବା ସଙ୍ଗେ...

ଆଦିବାସୀ ଅର୍ଥନୀତି ଏବଂ ଆର୍ଥିକ ସାକ୍ଷରତା

ଡ. ଅଜୟ କୁମାର ନନ୍ଦ   ପ୍ରକୃତିର ଘଞ୍ଚବନାନୀ, ପାହାଡ଼, ପର୍ବତ ଓ ଅନେକ ପ୍ରାଚୀନ ଭୂଖଣ୍ଡରେ ମାନବସମାଜର ଉତ୍ପତ୍ତି। ବିବର୍ତ୍ତନ କ୍ରମେ ଏ ମାଟିରେ...

ତେଲ ବ୍ୟସ୍ତ କରୁଛି

ଭାରତର କେତେକ ପ୍ରାନ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଶତକ ଛୁଇଁଥିବା ବେଳେ ଓଡ଼ିଶା ସେହି ଦିଗରେ ମୁହଁାଇଛି। ଏହି ସମୟରେ ଏଲ୍‌ପିଜି ମୂଲ୍ୟ ୫୦...

Advertisement


Archives

Model This Week