ଏଇ ଭାରତରେ

ରାଜନୀତିରେ ମହିଳାମାନଙ୍କର ଭାଗୀଦାରି ବଢ଼ାଇବା ଏବଂ ହିଂସା ବିରୋଧରେ ଲଢ଼େଇ କରିବାକୁ ୧୬୦୦ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିପାରିଛନ୍ତି ପଶ୍ଚିମବଙ୍ଗର ୪୫ ବର୍ଷୀୟା ଅନିନ୍ଦିତା ମଜୁମଦାର। ୨୦୧୬ରେ ଅନିନ୍ଦିତା ଇକ୍ୱିଡାଇଭର୍‌ସିଟି ଫାଉଣ୍ଡେଶନ ଗଠନ କରି ତା’ ମାଧ୍ୟମରେ ପୁରୁଲିଆ, ବୀରଭୂମ ଏବଂ ସୁନ୍ଦରବନ ଅଞ୍ଚଳରେ ଏହି ଅଭିଯାନ ଚଳାଇଛନ୍ତି। ତାଙ୍କ ଉଦ୍ୟମରେ ବୀରଭୂମରେ ୯ ଜଣ ଓ ୨୪ ପ୍ରଗଣାରେ ୩ ଜଣ ମହିଳା ନିର୍ବାଚିତ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି। ଅନିନ୍ଦିତାଙ୍କ ଜନ୍ମ କୋଲକାତାରେ। ସେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ୨୦ ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ଘରୋଇ ଓ ସାମାଜିକ ହିଂସାକୁ କିିଭଳି ରୋକାଯାଇପାରିବ ସେ ସମ୍ପର୍କରେ ମହିଳାମାନଙ୍କୁ ବି ପ୍ରଶିକ୍ଷଣ ଦେଉଛନ୍ତି। ଲିଙ୍ଗଗତ ପ୍ରଭେଦ ହ୍ରାସ କରିବା ଦିଗରେ ବି ଲୋକମାନଙ୍କୁ ସଚେତନ କରୁଛନ୍ତି ଅନିନ୍ଦିତା। ବାଲ୍ୟ ବିବାହ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ପଶ୍ଚିମବଙ୍ଗରେ ଏହାକୁ ହ୍ରାସ କରିବାକୁ ପ୍ରୟାସ କରୁଛନ୍ତିି। ମହିଳାମାନଙ୍କ ଦ୍ୱାରା ସେ ନ୍ୟୁଟ୍ରିଶନ ଗାର୍ଡେନ ପ୍ରତିଷ୍ଠା କରି ପିଲାମାନଙ୍କ ପାଇଁ ଜୈବିକ ପରିବା ଉପତ୍ାଦନ କରୁଛନ୍ତି। ଏହା ବ୍ୟତୀତ ୩୦ ଜଣ ଭିନ୍ନକ୍ଷମ ପିଲାଙ୍କୁ ନୂଆ ଜୀବନ ଦେବାଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକ ତ୍ରୁଟିପୂର୍ଣ୍ଣ ଅନ୍ବେଷଣ

ଜାଚରୀ କାରାବେଲ୍‌ ନିକଟରେ ଆମେରିକାର ପୋଡ୍‌କାଷ୍ଟର ଜୋଏ ରୋଗନ ଶୀର୍ଷକରେ ପ୍ରକାଶ କରିଛନ୍ତି ଯେ,ସମ୍ପ୍ରତି ଆମେରିକାର ସାଂସ୍କୃତିକ ପଥ ଯାହା ରହିଛି ତାହା ଗୋରା ଲୋକଙ୍କୁ...

ଏଇ ଭାରତରେ

୧୨ ବର୍ଷ ବୟସରେ ବାହା ହୋଇ ନିଜସ୍ବ ଉଦ୍ୟମରେ ଶିକ୍ଷାଲାଭ କରିବା ସହ ମହିଳାମାନଙ୍କୁ ନେଇ ଗ୍ରାମାଞ୍ଚଳ ନ୍ୟୁଜ୍‌ ନେଟ୍‌ଓ୍ବର୍କ ଚଳାଇବା କିଛି କମ୍‌ କଥା...

ଜଳବାୟୁ ପରିବର୍ତ୍ତନ ଓ କୃଷି ବିବିଧତା

ଚିନ୍ମୟ ରଞ୍ଜନ କୁମାର ଜଳବାୟୁ ପରିବର୍ତ୍ତନ ବିଶ୍ୱବ୍ୟାପୀ ଏକ ବଡ଼ ଚିନ୍ତାର କାରଣ। ଏହାର ପ୍ରଭାବରେ ବିଶ୍ୱତାପମାନରେ ଅତ୍ୟଧିକ ବୃଦ୍ଧି, ମରୁଡି, ବନ୍ୟା, ବାତ୍ୟା, ଅତିବୃଷ୍ଟି,...

ଧର୍ମୀୟ ସ୍ବାଧୀନତା କ୍ଷୁଣ୍ଣ

ଆକାର ପଟେଲ ‘ଲୋକମାନଙ୍କର ଧର୍ମ ଚୟନ କରିବା ପାଇଁ ସ୍ବାଧୀନତା ରହିଛି : ସୁପ୍ରିମକୋର୍ଟ’- ଗତକାଲି ପ୍ରକାଶିତ ଏହି ଶୀର୍ଷକ ଖବରଟି ଏକ ଜନସ୍ବାର୍ଥ ମାମଲା...

ଭାରତୀୟ ଗଣତନ୍ତ୍ରର ଡିଜିଟାଲ ରୂପାନ୍ତର

ଅମର ପଟ୍ଟନାୟକ ମହାମାରୀ ଦ୍ୱିତୀୟ ଲହରରେ ମଧ୍ୟ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ କୋଭିଡ୍‌-ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଥିଲା। ଏ ନେଇ...

କଳାହୀରାରେ ସୁଯୋଗ

ସାରଦା ପ୍ରସାଦ କର କଳାହୀରା ଭାବରେ ଜଣାଶୁଣା କୋଇଲା ଭୂତଳର ଏକ ମୂଲ୍ୟବାନ୍‌ ସମ୍ପତ୍ତି। ଏହାର ଉତ୍ତୋଳନ, ବିପଣନ ଓ ଶକ୍ତିକ୍ଷେତ୍ରରେ ପ୍ରୟୋଗାମତ୍କ ବିଦ୍ୟା ଏବେ...

ନୂଆ ଆଇଏମ୍‌ଏଫ୍‌ ମୁଖ୍ୟ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ବିଶ୍ୱ ମୁଦ୍ରା ସହଯୋଗ, ଆର୍ଥିକ ସ୍ଥିରତା, ବିଶ୍ୱ ବାଣିଜ୍ୟକୁ ସୁଗମ, ନିଯୁକ୍ତିର ପ୍ରସାର ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଦାରିଦ୍ର୍ୟ...

ଶିକ୍ଷାଯନ୍ତ୍ରୀଙ୍କ ନିୟନ୍ତ୍ରଣରେ ଶିକ୍ଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ ମଣିଷ ହେଉଛି ପଶୁର ବିବର୍ତ୍ତିତ ରୂପ। ଏହି ବିବର୍ତ୍ତନ ପ୍ରକ୍ରିୟାରେ ତା’ର ଚେତନାର ମଧ୍ୟ ବିକାଶ ଘଟିଛି। ଏହି ଚେତନାର ବିକାଶରେ...

Advertisement
Archives

Model This Week