ସତକୁ ଡର
ପରାଧୀନ ଭାରତରେ ବିଦେଶୀ ଶାସକମାନେ ସବୁବେଳେ ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟାକୁ କମାଇ କରି ଦର୍ଶାଇବାକୁ ପସନ୍ଦ କରୁଥିଲେ। ତାହାର କାରଣ ଥିଲା, ପରାଧୀନ ନାଗରିକ ଅଧିକ ମୃତ୍ୟୁସଂଖ୍ୟା ଶୁଣିଲେ ସେମାନଙ୍କ ମନରେ ହିଂସାଭାବ ଜାଗ୍ରତ ହେବ। ତଥାପି ନଅଙ୍କ ଦୁର୍ଭିକ୍ଷ ଏବଂ…
ବିକଶିତ ଓଡ଼ିଶାର ମାର୍ଗ
ଡ. ଅମରେନ୍ଦ୍ର ଦାସ ୨୦୩୬ରେ ଓଡ଼ିଶାକୁ ଶହେ ବର୍ଷ ପୂରିବ। ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ବା ମଧ୍ୟବିତ୍ତ ରାଜ୍ୟରେ ପରିଣତ କରିବାକୁ ହେଲେ ଆମକୁ ସେଥିପାଇଁ ଉପାୟ ଚିନ୍ତା କରିବାକୁ ପଡ଼ିିବ। ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟର ସ୍ବାଧୀନତା ପରବର୍ତ୍ତୀ…
କରୋନା ଓ ଶିଶୁ ସ୍ବାସ୍ଥ୍ୟ
ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ଆପଣଙ୍କ ପିଲାଟି ତୀବ୍ର ଜ୍ୱରକୁ ସାମ୍ନାକରି ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଛି କି, ହାଲ୍କା କାଶ, ଥକ୍କା ପଣ ଓ ପେଟ ଯନ୍ତ୍ରଣା ସହ ବାନ୍ତି ଲାଗୁଛି କି? କେବଳ ସେତିକି ନୁହେଁ, ତା’ ଚର୍ମ ପୋଡ଼ାଜଳା…
ଏଇ ଭାରତରେ
ବର୍ଜ୍ୟର ପୁନଃ ଉପଯୋଗ କରି କୃଷି ସମସ୍ୟା ଦୂର କରିବାରେ ରାଜସ୍ଥାନର ନାରାୟଣ ଗୁଜ୍ଜର ଓ ପୁରନ ସିଂଙ୍କ ପ୍ରୟାସ ନିଶ୍ଚିତ ନିଆରା। ବୋରଜ ଗାଁର ଏହି ଦୁଇ ଯୁବକ ପରିବା ଓ ଫଳ ଚୋପାରୁ ଜୈବ ଅବଶୋଷଣକାରୀ ପଲିମର ପ୍ରସ୍ତୁତ…
ଖ୍ୟାତିରେ କ୍ଷତି
ଆକାର ପଟେଲ ବିଶ୍ୱ ତା’ ବିଶ୍ୱଗୁରୁ (ଭାରତ)ର କରୋନା କୁପରିଚାଳନାକୁ ନେଇ ଚିନ୍ତିତ। ଏହା ବିଶ୍ୱରେ ଏବେ ଏକ ଚର୍ଚ୍ଚିତ କାହାଣୀ ପାଲଟିଛି। ଆମେରିକାର ଇନ୍ଷ୍ଟିଚ୍ୟୁଟ ଫର୍ ହେଲ୍ଥ ମେଟ୍ରିକ୍ସ ଆଣ୍ଡ୍ ଏଭାଲ୍ୟୁଏଶନ ଆକଳନ କରିଛି ଯେ, ସେପ୍ଟେମ୍ବର ସୁଦ୍ଧା ଅର୍ଥାତ…
ମେୟରରୁ ମୁଖ୍ୟମନ୍ତ୍ରୀ
ପିତା ଏମ. କରୁଣାନିଧିଙ୍କ ଫାଉଣ୍ଟେନ୍ ପେନ୍ରେ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ କେତେକ ଫାଇଲ୍ରେ ଦସ୍ତଖତ କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ୭ ମେ’ରେ ନୂଆ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ…
ପଡ଼ି ମଣ୍ଡୁକ କ୍ରୂର ଅହି କବଳେ
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ କେଉଁ ପୁରୁଣା କାଳର ପୁରାଣର କଥା ୟେ, ଅଥଚ କେତେ ସତେଜ ଏହାର ସମ୍ବେଦ୍ୟ ସତ୍ୟତା! ମହାଭାରତର ଯକ୍ଷ ଯୁଧିଷ୍ଠିରଙ୍କ ପ୍ରଶ୍ନୋତ୍ତର କାହାଣୀରେ ନିଜ ତୃଷାର୍ତ୍ତ ଭାଇମାନଙ୍କୁ ମୂର୍ଚ୍ଛିତ ହୋଇଥିବାର ଦେଖି ଅସ୍ଥିର ହୋଇ…
ଏଇ ଭାରତରେ
କଥାରେ ଅଛି ଯାହାକୁ ରଖିବେ ଅନନ୍ତ କେ କରି ପାରେ ବଳବନ୍ତ। ଠିକ୍ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଲଚ୍ଛାରୀ ଗାଁରେ। ମାତ୍ର ୪ ବର୍ଷର ବାଳକଟିଏ ୯୦ ଫୁଟ ଏକ ବୋରୱେଲ ଭିତରୁ ସୁରକ୍ଷିତଭାବେ ଉଦ୍ଧାର ହେବା…
ହସିବା ମନା
ଦ୍ୱିତୀ ଚନ୍ଦ୍ର ସାହୁ ଘେରାଏ ପାର୍କର ଚାରିପାଖ ବୁଲି ଆସିବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ବସେ। ବସି ଟିକିଏ ଥକା ମାରିବା ପରେ ଆରମ୍ଭ କରେ ସୂକ୍ଷ୍ମ ବ୍ୟାୟାମ। ଟିଭି ପରଦାରୁ ଦେଖି ଜାଣିଥିବା କିଛି ଯୋଗାଭ୍ୟାସ କଲା ପରେ ଘରକୁ…
ଲିଙ୍ଗଗତ ପକ୍ଷପାତିତା କାହିଁକି
ଇଂ. ଶକ୍ତି ପ୍ରସାଦ ଦାସ ପ୍ରତିଭାବାନ୍ ମହିଳା ଓକିଲମାନଙ୍କୁ ବିଚାରପତି ପଦ ପାଇଁ ଅଣଦେଖା କରାଯାଉଛି ବୋଲି ‘ସୁପ୍ରିମକୋର୍ଟ ମହିଳା ଆଇନଜୀବୀ ସଙ୍ଘ’ର ଏକ ଆବେଦନ ଉପରେ ଗତ ମାର୍ଚ୍ଚ ୧୫ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଲେ ଯେ, ପାରିବାରିକ…
ଅକଳରେ ଅଧିକାରୀ
କରୋନା ମହାମାରୀରେ ପ୍ରଶାସନ ଅତି ନିନ୍ଦିତ ହେଉଥିବାବେଳେ ତ୍ରିପୁରାର ଜଣେ ଜିଲା ମାଜିଷ୍ଟ୍ରେଟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅତି ଉତ୍ସାହୀ ହୋଇ ରାଜ୍ୟ ରାଜଧାନୀ ଅଗରତାଲାରେ ଏକ ବିବାହ ଉତ୍ସବରେ ନାଇଟ୍ କର୍ଫ୍ୟୁ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରି ସେ…
ଏଇ ଭାରତରେ
ବିହାରର ୨୦ ବର୍ଷୀୟା ଇଞ୍ଜିନିୟର ସୃଷ୍ଟି ପାଣ୍ଡେ ସୌରଚାଳିତ କୋଭିଡ୍ ସୁବିଧା ଲୋକମାନଙ୍କୁ ଯୋଗାଇବାରେ ଲାଗିଛନ୍ତି। ସୃଷ୍ଟିଙ୍କ ଘର ଉତ୍ତରପ୍ରଦେଶରେ। ସେ ଦୁଇଟି କୋଭିଡ୍ ସେଣ୍ଟର ପାଟ୍ନା ଏବଂ ଜଳନ୍ଧର ସହର ଉପକଣ୍ଠରେ ନିର୍ମାଣ କରିଛନ୍ତି। ସେ ଏହି ସେଣ୍ଟରରେ ସୋଲାର…
Archives


