ଏଇ ଭାରତରେ

ଚାକିରି ପରେ କିଏ କେମିତି ବିଶ୍ରାମ ନେବା ପାଇଁ ଚାହଁୁଥିବାବେଳେ ଗୁଜରାଟର ୭୧ ବର୍ଷୀୟା ମାଟ୍ରୋନ ଜେମିନିବେନ୍‌ ଜୋଷୀ ଏବେ ଅବସର ସମୟକୁ କୋଭିଡ୍‌ ରୋଗୀଙ୍କ ସେବାରେ ଉପଯୋଗ କରୁଛନ୍ତି। ଜୋଷୀ ଗୁଜରାଟର ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରି ୨୦୦୯ରେ ଅବସର ନେଇଛନ୍ତି। ସେବେଠାରୁ କେବେ କେମିତି ଚିକିତ୍ସା ସେବା ପାଇଁ ସମୟ ଦେଇ ଆସୁଥିଲେ। କିନ୍ତୁ କୋଭିଡ-୧୯ ମହାମାରୀ ଦେଖାଦେବା ପରେ ଦେଶରରେ ପ୍ରଶିକ୍ଷିତ ସ୍ବାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତା ବଢିଗଲା। ଏହି ସଙ୍କଟ ସମୟରେ ସେ ସେବା ଯୋଗାଇ ଦେବାର ସଙ୍କଳ୍ପ ନେଇ ଜିଡୁସ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ସେ କୌଣସି ପାରିଶ୍ରମିକ ନେଉନାହାନ୍ତି। ବୟସର ଅପରାହ୍ନରେ ଏବେ ବି ସେ ଦିନକୁ ୧୨ ଘଣ୍ଟା କାମ କରୁଛନ୍ତି। ଏହି ସମୟରେ ସେ ରୋଗୀଙ୍କ ମନୋବଳ ବଢ଼ାଇବା ସହ ଅକ୍ସିଜେନ୍‌ ଓ ମେଡିସିନ ଦେଉଛନ୍ତି। କୋଭିଡ ପରୀକ୍ଷା ଲାଗି ନମୁନା ମଧ୍ୟ ସଂଗ୍ରହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେତେକ ଲୋକ ଧୂମପାନ, ଡ୍ରଗ୍‌ସ, ମଦ, ଗୁଟ୍‌ଖା ଆଦିର ବ୍ୟବହାର କରିଥାନ୍ତି। ବିଶେଷକରି ଯୁବପିଢ଼ି ଏହାଦ୍ୱାରା ଅଧିକ କବଳିତ ହେଉଛନ୍ତି। ମାତ୍ର ରାଜସ୍ଥାନରେ ଏମିତି ଏକ...

ଇଚ୍ଛା ଅପୂର୍ଣ୍ଣ ରହିଲେ ରହୁ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ବଲିଉଡ୍‌ର ଉଦୀୟମାନ ତାରକା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ମରଣର କାରଣ ରହସ୍ୟାବୃତ। କେହି କେହି କହନ୍ତି ଯେ, ଏହା ପଛରେ...

ଛତା ଯୁଆଡ଼େ, ବର୍ଷା ସିଆଡ଼େ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଫେବୃୟାରୀ ୧ରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ୪ର୍ଥ ବଜେଟ। ପୂର୍ବଥର...

ଅବଧାରିତ ଅପରାହ୍ନ

ବିମଳ ପ୍ରସନ୍ନ ଦାସ ୧୯୧୪ ମସିହା ମାର୍ଚ୍ଚ ୨୯ ତାରିଖ ପ୍ରାୟ ତିନିଟା ତିରିଶ ମିନିଟ – ଏକ ଅବଧାରିତ ଅପରାହ୍ନ, ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ପ୍ରଥମେ...

ଆଦିବାସୀଙ୍କ ଧର୍ମ

ଅନିଲ କୁମାର ବିଶ୍ୱାଳ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ସାରା ଦେଶରେ ଯେଉଁ ରାଜ୍ୟଗୁଡ଼ିକରେ ଆଦିବାସୀବର୍ଗର ଭାଇ ଭଉଣୀମାନଙ୍କର ସଂଖ୍ୟା ଅଧିକ...

ଶୁଦ୍ଧତାର ସାମର୍ଥ୍ୟ

ଉପେନ୍ଦ୍ର ବିଶ୍ୱାଳ ମାତୃଜାତିର ଶୁଦ୍ଧତା, ପଣତର ପବିତ୍ରତା ପାଖରେ ସ୍ବୟଂ ସ୍ରଷ୍ଟା ମଧ୍ୟ ହାର ମାନିଥାନ୍ତି। କାରଣ ଜଣେ ସଦାଚାରୀ ନାରୀର ପ୍ରାର୍ଥନା ପରାର୍ଦ୍ଧେ ପୁରୁଷଙ୍କ...

ଶାନ୍ତି ଲୋଡ଼ା

ଇଂ. ରୌଶନ ଖାନ୍‌   ବିଶ୍ୱବନ୍ଦିତ ରସୁଲ୍‌ ହଜରତ ମହମ୍ମଦଙ୍କ ଦ୍ୱାରା ଶରିୟତ ବା ଧର୍ମବିଧାନ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇଥିବାରୁ ତାଙ୍କୁ ‘ଖାତମନ୍‌ ନବିୟିନ୍‌’ ବା...

ଶିକ୍ଷା ବ୍ୟବସାୟ

ବିଚିତ୍ର ବିଶ୍ୱାଳ ଜନସାଧାରଣଙ୍କ ପାଇଁ ଉଚ୍ଚମାନର ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇବା ଜନକଲ୍ୟାଣକାରୀ ସରକାରଙ୍କ ମୁଖ୍ୟ ଦାୟିତ୍ୱ। କିନ୍ତୁ ଆମ ଦେଶର ସରକାର ଧୀରେ ଧୀରେ...

Advertisement
Archives

Model This Week