ଶ୍ରେଷ୍ଠତା ଲକ୍ଷ୍ୟରେ ଭାରତ
ଡ. ଚିତ୍ତରଂଜନ ମିଶ୍ର ଗ୍ଲୋବାଲ କମ୍ପାନୀମାନେ ସେମାନଙ୍କର ଉଦ୍ୟମ ବଳବତ୍ତର କରି ‘ଚାଇନା ପ୍ଲସ୍ ୱାନ୍’ ଷ୍ଟ୍ରାଟେଜିକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଲମ୍ଫ ପ୍ରଦାନ କରିଛନ୍ତି। କୋଭିଡ-୧୯ ଜନିତ ବ୍ୟାଘାତ ଏବଂ ଆମେରିକା-ଚାଇନା ବାଣିଜି୍ୟକ ଉଦ୍ବେଗ ମଧ୍ୟରେ ସେମାନେ ସେମାନଙ୍କର…
ଅନ୍ତରୁ ନୂଆ ମାର୍ଗ
କଂଗ୍ରେସ ୨୮ ଡିସେମ୍ବରରେ ତା’ର ୧୩୬ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ନୂଆଦିଲ୍ଲୀସ୍ଥିତ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ମୁଖ୍ୟାଳୟରେ ବରିଷ୍ଠ ନେତା ଏ.କେ. ଆଣ୍ଟୋନି ଦଳୀୟ ପତାକାକୁ ଉତ୍ତୋଳନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁତ୍ର…
ଆଦିବାସୀ ଜୀବନଶୈଳୀରେ କୃଷ
ସାରଦା ପ୍ରସାଦ କର ଓଡିଶା ରେ କୃଷିଜୀବୀ ଆଦିବାସୀ କହିଲେ ଡଙ୍ଗରିଆ କନ୍ଧ ଜନଜାତିଙ୍କୁ ବୁଝାଏ। ପାହାଡ଼ ପାଦଦେଶର ଗଡ଼ାଣିଆ ଅଞ୍ଚଳରେ ସେମାନେ ଧାନ, ଡାଲି ଜାତୀୟ ଶସ୍ୟ ଓ ପନିପରିବା ଇତ୍ୟାଦି ଚାଷ କରନ୍ତି। ସେମାନେ ସାଧାରଣତଃ ଜୈବିକ ସାର…
ଏଇ ଭାରତରେ
ବୟସ ୨୨, କିନ୍ତୁ ବତାସ ପୀଡିତ ଲୋକମାନଙ୍କ ପୁନଃ ଥଇଥାନ ଲାଗି ନିଜକୁ ସମର୍ପଣ କରିଛନ୍ତି କୋଲକାତାର ଆୟୁଷ ସାରଦା। ସେ ନିଜସ୍ବ ଉଦ୍ୟମରେ ସୁନ୍ଦରବନରେ ଥିବା ଗାଁଗୁଡ଼ିକରେ ଲୋକମାନଙ୍କୁ ସଶକ୍ତ କରିବାରେ ଲାଗିଛନ୍ତି। ଏବେ ସୁଦ୍ଧା ୫୦ଟି ପରିବାରକୁ ସେମାନଙ୍କ…
ବଦ୍ ଦୃଷ୍ଟାନ୍ତ
ଭାରତ ସରକାରଙ୍କ ଦ୍ୱାରା ନାଗରିକ ସଂଶୋଧନ ଆଇନ (ସିଏଏ) ୧୧ ଡିସେମ୍ବର ୨୦୧୯ରେ ଆସିବା ପରେ ଏହାକୁ ଦେଶବ୍ୟାପୀ ବିରୋଧ କରାଯାଇଥିଲା। ଏହାର ଉଗ୍ର ରୂପ ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଏଥିରେ ହଜାର ହଜାର ଲୋକ ଗିରଫ ହୋଇଥିବା ବେଳେ ଦଙ୍ଗା…
ଓଡ଼ିଆ ଅସ୍ମିତାର ପ୍ରଶ୍ନ
ଅମାତ୍ୟ କୁମାର ପ୍ରଧାନ ଡିସେମ୍ବର ତୃତୀୟ ସପ୍ତାହରେ ଓଡ଼ିଆ ଅସ୍ମିତାର ବିଭିନ୍ନ ବିଷୟ ଉପରେ ଯେଉଁସବୁ ପ୍ରସଙ୍ଗ ଉତ୍ଥାପନ କରାଯାଇଛି ତାହା ଯେ କୌଣସି ସଚେତନ ଓଡ଼ିଶାବାସୀଙ୍କ ମନକୁ ଆନ୍ଦୋଳିତ କରିବ। ଉଠାଯାଇଥିବା ପ୍ରଶ୍ନର ଅନ୍ତରାଳରେ ଥିବା ମୂଳ ତତ୍ତ୍ୱର ଅନୁଶୀଳନ…
ନିଷିଦ୍ଧ ନିଶାଦ୍ରବ୍ୟର ବ୍ୟବସାୟ
ଡା. ଉମେଶ ଚନ୍ଦ୍ର ପାତ୍ର ଜାତିସଂଘରେ ଗଞ୍ଜେଇ ଓ ଭାଙ୍ଗକୁ ଔଷଧର ମାନ୍ୟତା ପ୍ରସଙ୍ଗକୁ ନେଇ ସମଗ୍ର ପୃଥିବୀରେ ଏକ ପ୍ରକାର ବଡ଼ ଚର୍ଚ୍ଚା ଜୋର ଧରିଛି। କାରଣ ଏଯାବତ୍ ଏ ଦୁଇଟି ଜିନିଷ ନାର୍କୋଟିକ ଆଇନ ପରିଧି ଭିତରେ ଆସୁଥିଲା।…
ଏଇ ଭାରତରେ
ଜୀବନରେ ଘରପରିବାରକୁ ପଛ କରି ଅସହାୟ ପିଲାମାନଙ୍କୁ ଶିକ୍ଷାଦାନ କରିବାକୁ ବାହାରି ଆସନ୍ତି ଅହମ୍ମଦାବାଦର ଏକ ଦମ୍ପତି। ଦୀପକ ଏବଂ ମଞ୍ଜୀର ଚାକିରି କରିଥିଲେ। ଅବସର ନେବା ପରେ ନିଜ ପରିବାର ସହ ଅସହାୟ ପିଲାମାନଙ୍କୁ ଯୋଡ଼ି ଦେଇଛନ୍ତି। ସେମାନେ କରୋନା…
ଠିକ୍ ବାଟ ଧରନ୍ତୁ
ଆକାର ପଟେଲ କୃଷକମାନଙ୍କ ଆୟ ଦୁଇଗୁଣ କରିବାକୁ ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହୁଛନ୍ତି, କିନ୍ତୁ ସରକାର ଏହା କରନ୍ତୁ ତାହା ସେ ଚାହୁଁନାହାନ୍ତି। ମୋଦିଙ୍କ ବିଶ୍ୱାସ ଯେ, ସେ ଆଣିଥିବା କୃଷି ଆଇନଗୁଡ଼ିକ କୃଷକମାନଙ୍କ ପାଇର୍ଁ କୃଷି ବଜାରକୁ ବ୍ୟାପକ କରିବାରେ…
କଲେଜପଢ଼ୁଆ ମେୟର
ଜଣେ ୨୧ ବର୍ଷ ବୟସରେ ମେୟର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସିବା ବିଷୟ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କଲେଜପଢ଼ୁଆ ଝିଅ ଆର୍ଯ୍ୟା ରାଜେନ୍ଦ୍ରନ୍ଙ୍କ ନାମ କେରଳ ରାଜଧାନୀ ଥିରୁଭାନନ୍ଥପୁରମ୍ର ମେୟର ଭାବେ ଗଣମାଧ୍ୟମରେ ଖବର ପ୍ରକାଶ…
ଟାଇମ୍ ବ୍ୟାଙ୍କ
ଡ. ମୌସୁମୀ ପରିଡ଼ା ‘ଟାଇମ୍ ବ୍ୟାଙ୍କ୍’ ଯୋଜନାରେ ସମୟକୁ ଜମା ରଖି ଆବଶ୍ୟକବେଳେ ସେହି ନିର୍ଦ୍ଦିଷ୍ଟ ସମୟକୁ ନିଜ ପାଇଁ ବିନିଯୋଗ କରାଯାଇପାରେ। ଏହି ଯୋଜନା ସୁଇଜରଲାଣ୍ଡରେ ସର୍ବପ୍ରଥମେ କାର୍ଯ୍ୟକାରୀ ହୋଇ ଆଦୃତିଲାଭ କରିପାରିଥିଲା। ଉକ୍ତ ଯୋଜନାଟି ବୟସ୍କ ବା ବୃଦ୍ଧମାନଙ୍କ…
ଏଇ ଭାରତରେ
କେବଳ ଦକ୍ଷତା ନୁହେଁ , ନିଷ୍ଠା ବଳରେ ସବୁକିଛି ସମ୍ଭବ ବୋଲି ପ୍ରମାଣ କରିଛନ୍ତି ଝାଡ଼ଖଣ୍ଡର ଆଇଏଫ୍ଏସ୍ ଅଧିକାରୀ ବିକାଶ ଉଜ୍ଜାଓ୍ବାଲ। ସେ ୪ ବର୍ଷରେ ୩ ଲକ୍ଷରୁ ଊଦ୍ଧ୍ୱର୍ର୍ ଗଛ ଲଗାଇ ୫୦୦୦ ହେକ୍ଟର ଜମିରେ ଜଙ୍ଗଲ ଠିଆ କରିପାରିଛନ୍ତି।…
Archives


