ସମ୍ପାଦକୀୟ

ଏଇ ଭାରତରେ

ଇଚ୍ଛାଶକ୍ତି ଆଗରେ ସବୁକିଛି ହାର୍‌ମାନେ ଯାହା ପ୍ରମାଣ କରିଛନ୍ତି ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଉତ୍ତରାଖଣ୍ଡର କବିତା ବିଷ୍ଟ୍‌। ୧୯ ବର୍ଷ ବୟସରେ ଏସିଡ୍‌ ଆକ୍ରମଣରେ ସେ ତାଙ୍କ ଦୃଷ୍ଟିଶକ୍ତି ହରାଇଥିତ୍ଲେ। ପରେ ସେ ସୁସ୍ଥ ହୋଇ ୮୨ ଜଣ ଦିବ୍ୟାଙ୍ଗ…

ସବୁ ବଦଳିଗଲା

ଏକ ମେଣ୍ଟ ସରକାର ତାଙ୍କର ନିଜସ୍ବ ତଥା ସ୍ବତନ୍ତ୍ର ସଞ୍ଚାଳନ ପଦ୍ଧତି ସୃଷ୍ଟି କରିଥାଆନ୍ତିି, ଯାହା ଅମଲାତନ୍ତ୍ରକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ମହାରାଷ୍ଟ୍ରରେ ଏବେ ତିନିଦଳୀୟ ମେଣ୍ଟ ସରକାରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ…

ମହାମାରୀରେ ଧନକୁବେର

ରୁଦ୍ର ପ୍ରସନ୍ନ ରଥ କରୋନା ମହାମାରୀ ଆମ ସମସ୍ତଙ୍କ ଉପରେ ଗତ ଗୋଟିଏ ବର୍ଷରେ କି ପ୍ରକାର ପ୍ରଭାବ ବିସ୍ତାର କରିଛି ତାହା କହିବାର ବା ଲେଖିବାର ଆବଶ୍ୟକତା ନାହିଁ। ଅନେକେ ନିଜେ ସଂକ୍ରମିତ ହୋଇଛନ୍ତି। ଆହୁରି ଅନେକ ନିଜର ପ୍ରିୟଜନଙ୍କୁ…

ବିଜୁ ଆଦର୍ଶ ଏକ ଆହ୍ବାନ

ଡ. ଚନ୍ଦ୍ରକଳା ନାୟକ କେବଳ ଭାରତର ମୁକ୍ତି ସଂଗ୍ରାମ କାହିଁକି, ଇଣ୍ଡୋନେସିଆ ରାଷ୍ଟ୍ର ପାଇଁ ବିଜୁବାବୁଙ୍କର ଅବଦାନ ବି ଅତୁଳନୀୟ। ସେଠାରେ ଏହାର ପ୍ରତି ବଦଳରେ ଇଣ୍ଡୋନେସିଆର ତତ୍‌କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣୋ ତାଙ୍କୁ ୫୦୦ କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ଦାନ…

ଏଇ ଭାରତରେ

ବିପର୍ଯ୍ୟୟକୁ ସାମ୍‌ନା କରି ପୁଣି ଅଣ୍ଟାସଳଖି ସ୍ବାବଲମ୍ବୀ ହେବାରେ ଆନ୍ଧ୍ରପ୍ରଦେଶର ପାଳଗୁଟାପଲ୍ଲି ଗାଁର ମହିଳାମାନେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ପରିବେଶ ଉପଯୋଗୀ କପଡ଼ା ବ୍ୟାଗ୍‌ ତିଆରି କରି ତାହାକୁ ବିଦେଶରେ ପହଞ୍ଚାଉଛନ୍ତି। ଚିତ୍ତୋର ଜିଲାର ମରୁଡ଼ି ପ୍ରପୀଡ଼ିତ ଗଁା ପାଳଗୁଟାପଲ୍ଲିରେ…

ନିର୍ବାଚନୀ ଚାଲ୍‌

ବିଗତ କିଛି ମାସ ହେବ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ଆମ ରାଜ୍ୟର ମାଲକାନଗିରିରେ…

ଗାଈଙ୍କ କୃତ୍ରିମ ଗର୍ଭାଧାନରେ ସମସ୍ୟା

ମାନେକା ଗାନ୍ଧୀ ଗୋରୁଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ଆର୍ଟିଫିସିଆଲ ଇନ୍‌ସିମିନେସନ(ଏଆଇ) ବା କୃତ୍ରିମ ଗର୍ଭାଧାନ ପ୍ରକ୍ରିୟା ଦେଶରେ ବହୁଳ ଭାବେ କାର୍ଯ୍ୟକାରୀ କରାଯାଉଛି। ୨୦୧୭ରେ କେନ୍ଦ୍ର ସରକାର ନ୍ୟାଶନାଲ ଡାଇରୀ ପ୍ଲାନରେ ସମସ୍ତ ଗର୍ଭଧାରଣ ଯୋଗ୍ୟ ପ୍ରାଣୀଙ୍କ ମଧ୍ୟରୁ ୩୫%ଙ୍କର…

ସଂଯମର ମାର୍ଗ

ଡା. ଗୋପାଳ ଚନ୍ଦ୍ର ଦାଶ ଯୋଗ ଦର୍ଶନର ରଚୟିତା ମହର୍ଷି ପତଞ୍ଜଳି। ମନ ଉପରେ ବିଜୟ ପାଇବା ହେଉଛି ଏହି ଦର୍ଶନର ଏକମାତ୍ର ଲକ୍ଷ୍ୟ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ମନକୁ ସଞ୍ଜତ କରି ନିଜକୁ ଦିବ୍ୟ ଚେତନାମୟ ପରମାତ୍ମାଙ୍କ ସହିତ…

ପୀଡ଼ିତାଙ୍କ ବିଡ଼ମ୍ବିତ ଭାଗ୍ୟ

ଡ. ବାସନ୍ତୀ ମହାନ୍ତି ଆମ ସାମାଜିକ ପୃଷ୍ଠଭୂମିରେ ନାରୀଟିଏ ଯଦି ପୀଡ଼ିତା ବିଶେଷତଃ ଯଦି ପୁରୁଷର ଅସୌଜନ୍ୟ ଆଚରଣର ଶିକାର ହୋଇଥାଏ ଅଦାଲତର ନ୍ୟାୟ ମିଳିଲେ ସୁଦ୍ଧା ସେ ସାମାଜିକ ନ୍ୟାୟ ପାଏ ନାହିଁ। ଅବିବାହିତା ହୋଇଥିଲେ ତା’ ବିବାହ ପାଇଁ…

ଏଇ ଭାରତରେ

ସେବା କରିବାର ନିଷ୍ଠା ସମ୍ମୁଖରେ ଅର୍ଥର ମୂଲ୍ୟ କିଛି ନୁହେଁ, ଯାହା ପ୍ରମାଣ କରିଛନ୍ତି ଶଶାଙ୍କ ମୋଧିଆ। ସେ ଆମେରିକାର ଇଣ୍ଟରନ୍ୟାଶନାଲ ହେଲ୍‌ଥକେୟାର କମ୍ପାନୀ ବକ୍ସର ଇଣ୍ଟରନ୍ୟାଶନାଲରେ ଚାକିରି କରିଥିଲେ। ଏହାକୁ ଛାଡ଼ି ସେ ଏବେ ଗ୍ରାମାଞ୍ଚଳରେ ରୋଗୀ ସେବାରେ ଲାଗିଛନ୍ତି।…

ଏଇ ଭାରତରେ

ଆସାମର ମାଜୁଲିରେ ରହନ୍ତି ମୋମି ପେଗୁ। ପାଣିରେ ବଢୁଥିତ୍ବା କ୍ଷତିକାରକ କଲିକତି ଦଳରୁ ସେ ଖତ ପ୍ରସ୍ତୁତ କରିବା ସହ ୩୨ ଜଣ ମହିଳାଙ୍କୁ ସ୍ବାବଲମ୍ବୀ କରିପାରିଛନ୍ତି। ତାଙ୍କ ଗାଁ ଓ ଆଖପାଖ ମହିଳାଙ୍କୁ ଏହି ଉପାୟ ସମ୍ପର୍କରେ ପ୍ରଶିକ୍ଷଣ ବି…

ସାଧୁତାର ମହତ୍ତ୍ୱ

ପ୍ରକାଶ ତ୍ରିପାଠୀ   ସାଧୁତା ଓ ସଚ୍ଚୋଟତା ବିନା କୌଣସି ମଣିଷ ଶ୍ରେଷ୍ଠ ହୋଇପାରିନାହାନ୍ତି। ଏହାର ଲକ୍ଷ ଲକ୍ଷ ଉଦାହରଣ ଆମ ସମ୍ମୁଖରେ ଅଛି। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମଣିଷଙ୍କ ଜୀବନୀରୁ ଏହା ସୁସ୍ପଷ୍ଟ। ବିଶିଷ୍ଟ ବିଦ୍ବାନ୍‌ ମାର୍ଟିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri