‘ଘୋ’ରେ ମାତିଛୁ
ଭାରତରେ ଗତ ୩ ଦିନ ହେବ ଦୈନିକ କରୋନା ସଂକ୍ରମଣ ୨ ଲକ୍ଷ ଅତିକ୍ରମ କରିଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଡେରିରେ ଏହି ସଂକ୍ରମଣ ସ୍ତରକୁ ଉପଲବ୍ଧି କରିଥିବା କୁହାଯାଉଛି। କାରଣ ୧୭ ଏପ୍ରିଲରେ ହରିଦ୍ୱାରରେ ମହା କୁମ୍ଭମେଳା ବନ୍ଦ…
ପୋଷାକ ଏବଂ ବିବାଦ
ରୁଦ୍ର ପ୍ରସନ୍ନ ରଥ ସାଧାରଣତଃ ପୋଷାକ ଏବଂ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିବାକୁ ଭଲ ପାଉଥିବା ମହିଳାମାନେ ଏବେ ପୋଷାକକୁ ନେଇ ଭିନ୍ନ ଏକ କାରଣ ପାଇଁ ବିବାଦରେ। କଥା କ’ଣ କି ନିକଟରେ ଉତ୍ତରାଖଣ୍ଡର ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବା…
ବିଶ୍ୱନିନ୍ଦୁକଙ୍କ ସମ୍ପର୍କରେ
ଚିତ୍ର ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ ଆମ ଶାସ୍ତ୍ରକାରମାନେ ମଣିଷ ଭିତରେ ଥିବା ରିପୁ ସମୂହକୁ କାମ, କ୍ରୋଧ, ହିଂସା, ଲୋଭ ଆଦି ଷଡ଼ରିପୁରେ ସୀମିତ କରି ରଖିଥିଲା ବେଳେ ଅନ୍ୟ ଯେଉଁ ପ୍ରମୁଖ ରିପୁଟିକୁ ତାହା ଭିତରେ ସ୍ଥାନିତ…
ଏଇ ଭାରତରେ
ବହୁ ପ୍ରକାର ଇଲେକ୍ଟ୍ରିକ ବାଇକ୍ କଥା ଶୁଣିଛନ୍ତି, କିନ୍ତୁ ହାଇଦ୍ରାବାଦର ହର୍ଷବର୍ଦ୍ଧନ କାବୁମାଲାଙ୍କ ଦ୍ୱାରା ନିର୍ମିତ ଲାଇଟଓ୍ବେଟ ଇଲେକ୍ଟ୍ରିକ୍ ବାଇକ ସମ୍ପୂର୍ଣ୍ଣ ଭିନ୍ନ। ‘ୟୁଟନ ଏନର୍ଜିଆ’ ଷ୍ଟାର୍ଟ ଅପ ମାଧ୍ୟମରେ ସେ ଏହି ଇ-ବାଇକ ନିର୍ମାଣ କରିଛନ୍ତି। ଏହାର ନାମ ରଖିଛନ୍ତି…
ବିଶ୍ୱ ଦୃଷ୍ଟିରେ ଭାରତ
ଆକାର ପଟେଲ କେଉଁ ପ୍ରକାର ଭାରତରେ ଏବକାର ପିଢି ବଢୁଛନ୍ତି ଏବଂ ସେମାନେ ଆଗକୁ କେମିତି ଓ କାହା ମାଧ୍ୟମରେ ବଞ୍ଚିବେ? ମୋ ବୟସ ୫୦ ଟପିଗଲାଣି ଓ ସୁସ୍ଥ ଅଛି। ମୋ ଭାଗ୍ୟ ବି ଟାଣ ଓ ମୁଁ ଆଉ…
ସଂରକ୍ଷଣ ଓ ସଂରକ୍ଷିତ ବର୍ଗ
ଅନିଲ କୁମାର ମଲ୍ଲିକ ସଂରକ୍ଷଣ ଦେଶକୁ ବର୍ବାଦ କରିଦେଉଛି। ସଂରକ୍ଷଣ ବ୍ୟବସ୍ଥା ଯୋଗ୍ୟତାଧାରୀ ଛାତ୍ରୀଛାତ୍ରଙ୍କ ପ୍ରତି ଅନ୍ୟାୟ କରୁଛି। ସଂରକ୍ଷଣ ଦ୍ବାରା ଅଯୋଗ୍ୟ ବ୍ୟକ୍ତିମାନେ ସରକାରୀ ପଦପଦବୀ ମାଡ଼ି ବସୁଛନ୍ତି – ଏପରି ଅନେକ ସମ୍ବିଧାନବିରୋଧୀ ମନ୍ତବ୍ୟ ଆମ ଦେଶରେ ନିତିଦିନ…
ନିର୍ବାଚନ ନିୟନ୍ତ୍ରକ
ରାଜ୍ୟ ବିଧାନସଭା, ପାର୍ଲାମେଣ୍ଟ ଏବଂ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପରିଚାଳନା କରିବା ସକାଶେ ସମ୍ବିଧାନର ୩୨୪ ଧାରାରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ କ୍ଷମତା ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାଆନ୍ତି। କେବଳ…
ଏଇ ଭାରତରେ
ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ ବାଧା ଟଳିଯାଏ, ବ୍ୟକ୍ତି ନିଜ ଲକ୍ଷ୍ୟରେ ପହଞ୍ଚିଯାଏ; ଯାହା ଘଟିଛି ଅଙ୍କିତା ଶାହାଙ୍କ ଜୀବନରେ। ଅହମଦାବାଦର ଅଙ୍କିତା ଜଣେ ଭିନ୍ନକ୍ଷମ। ତେବେ ସବୁ ସମସ୍ୟାକୁ ସାମ୍ନା କରି ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଉଛନ୍ତି। ସେ ଅହମଦାବାଦର…
ଦୁଃଖ ଦେବିନାହିଁ
ଡ. ବାସୁଦେବ ମିଶ୍ର ଜୀବନରେ କେବେ କାହାରିକୁ କିଛି ଦୁଃଖ ଦେବିନାହିଁ କିମ୍ବା କାହାରି ଦୁଃଖର କାରଣ ହେବିନାହିଁ ବୋଲି ଯେତେ ଚିନ୍ତାକଲେ ମଧ୍ୟ ତାହା ବାସ୍ତବରେ ସମ୍ଭବ ହୋଇପାରେ ନାହିଁ । ଭାବି ଦେଖିଲେ ଜାଣିହୁଏ, ଭୂମିଷ୍ଠ ହେବାଠାରୁ ଆଜି…
ଓଡ଼ିଆ ସ୍ବାଭିମାନର ପ୍ରତୀକ
ଡ. ପ୍ରଫୁଲ୍ଲ କୁମାର ସାହୁ ବେଳେ ବେଳେ ମହାକାଳକୁ ଚକିତ କରି ଏମିତି ଜଣେ ଜଣେ ଯୋଗଜନ୍ମା ପୁରୁଷ ଜନ୍ମ ନିଅନ୍ତି, ଯିଏ ନିଜର ଅସାଧାରଣ ବ୍ୟକ୍ତିତ୍ୱ ବଳରେ ଇତିହାସ ସୃଷ୍ଟି କରନ୍ତି, ଇତିହାସକୁ ବଦଳାଇ ଦିଅନ୍ତି ଏବଂ ଇତିହାସ ନିର୍ମାଣ…
ଏଇ ଭାରତରେ
୧୨ ହଜାର ଫୁଟରୁ ଅଧିତ୍କ ଉଚ୍ଚରେ ଥିବା ଏକ ହ୍ରଦର ପୁନରୁଦ୍ଧାର କରିବା ସହ ପ୍ରତିଦିନ ଏହାକୁ ସଫା କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି ସିକିମ୍ର ସଜ୍ଞା ଲାମ୍ବା। ଟୁରିଷ୍ଟମାନଙ୍କୁ ଗାଇଡ୍ କରିବା ସହ ସେ ଏହି କାର୍ଯ୍ୟ କରିଥାନ୍ତି। ସଜ୍ଞାଙ୍କ…
ପ୍ରଶାସନିକ ସଂସ୍କାର
ଗତ ବର୍ଷ ସେପ୍ଟେମ୍ବରରେ ମୋଦି ସରକାର ଅମଲାତନ୍ତ୍ରରେ ସଂସ୍କାର ଆଣିବା ପାଇଁ ସବୁଠୁ ମହତ୍ତ୍ୱାକାଂକ୍ଷୀ ପ୍ରୟାସ କରିଥିଲେ। ଏହି ଅବସରରେ ସରକାର ନ୍ୟାଶନାଲ କାପାସିଟି ବିଲ୍ଡିଂ ପ୍ରୋଗ୍ରାମ ବା ‘ଜାତୀୟ କ୍ଷମତା ବିକାଶ କାର୍ଯ୍ୟକ୍ରମ’କୁ ଆଗକୁ ବଢ଼ାଇଥିଲେ। ଶେଷରେ ଏହି ଯୋଜନାରେ…
Archives


