ଏଇ ଭାରତରେ

ବହୁ ପ୍ରକାର ଇଲେକ୍ଟ୍ରିକ ବାଇକ୍‌ କଥା ଶୁଣିଛନ୍ତି, କିନ୍ତୁ ହାଇଦ୍ରାବାଦର ହର୍ଷବର୍ଦ୍ଧନ କାବୁମାଲାଙ୍କ ଦ୍ୱାରା ନିର୍ମିତ ଲାଇଟଓ୍ବେଟ ଇଲେକ୍ଟ୍ରିକ୍‌ ବାଇକ ସମ୍ପୂର୍ଣ୍ଣ ଭିନ୍ନ। ‘ୟୁଟନ ଏନର୍ଜିଆ’ ଷ୍ଟାର୍ଟ ଅପ ମାଧ୍ୟମରେ ସେ ଏହି ଇ-ବାଇକ ନିର୍ମାଣ କରିଛନ୍ତି। ଏହାର ନାମ ରଖିଛନ୍ତି ‘ଫର୍ଟିଫାଇଭ’। ଏହାର ଦାମ ୩୦ ହଜାର ଟଙ୍କା। ଥରେ ଚାର୍ଜ କଲେ ୬୫ କିମି ଯାଉଛି ଓ ଚାର୍ଜ ପାଇଁ ୬ ଟଙ୍କା ଖର୍ଚ୍ଚ ହେଉଛି। ଅଫିସ କିମ୍ବା ଅନ୍ୟ କୌଣସି ସ୍ଥାନରେ ଏହାକୁ ୭୫ ମିନିଟ୍‌ରେ ପୂରା ଚାର୍ଜ କରାଯାଇପାରିବ। ହାଇକାର୍ବନ ଷ୍ଟିଲରେ ନିର୍ମିତ ଏହି ଇ-ବାଇକର ଓଜନ ୬.୮ କେଜି। କିନ୍ତୁ ୧୨୦ କେଜି ଓଜନ ବୋହି ଏହା ଚାଲି ପାରୁଛି। ଏହାର ସ୍ପିଡ୍‌ ରହିଛି ଘଣ୍ଟାକୁ ୧୭ କିମି। ଏହାକୁ ଚଳାଇବା ପାଇଁ ଲାଇସେନ୍ସ ଦରକାର ପଡୁନି। ଯେଉଁମାନେ ପ୍ରତିଦିନ କମ୍‌ ଦୂର ଯା’ଆସ କରୁଛନ୍ତି ସେମାନଙ୍କ ପାଇଁ ଏହି ବାଇକ୍‌ ବେଶ୍‌ ଉପଯୋଗୀ ବୋଲି କହନ୍ତି ହର୍ଷବର୍ଦ୍ଧନ। କାର୍ବନ ଷ୍ଟିଲରେ ନିର୍ମିତ ଫର୍ଟିଫାଇଭ ଇ-ବାଇକ ପାଇଁ ହର୍ଷବର୍ଦ୍ଧନ ଏବେ ୫୦ ୟୁନିଟ୍‌ ଅର୍ଡର ପାଇସାରିଲେଣି। ଏପ୍ରିଲ ୨୦୨୧ ଶେଷ ସୁଦ୍ଧା ଏହାକୁ ଗ୍ରାହକମାନଙ୍କୁ ଯୋଗାଇଦେବାର ଯୋଜନା କରିଛନ୍ତି ‘ୟୁଟନ ଏନର୍ଜିଆ’ର ସିଇଓ ହର୍ଷବର୍ଦ୍ଧନ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୋତା ବଶୀକରଣ ମନ୍ତ୍ର

ମାଧବ ଚନ୍ଦ୍ର ସ୍ବାଇଁ ନିକଟରେ ବ୍ୟଙ୍ଗ କବି ହୁଙ୍କାପିଟାଙ୍କର ବ୍ୟଙ୍ଗ କବିତା ପୁସ୍ତକ ‘ଅବଲୋକରା’ ସାହିତ୍ୟ ଭବନରେ ଉନ୍ମୋଚନ ହୋଇଯାଇଛି। ଆଗକୁ କବି ଶୁଣ୍ଠା ଦାସଙ୍କର...

ପ୍ରବାସୀଙ୍କୁ କରୋନା: ସାମାନ୍ୟ ସ୍ଥିତିକୁ ଫେରିବାର ସୁଯୋଗ

ବିମଳ ପାଣ୍ଡିଆ ମୁଁ ଯୋଉ ହିସାବ ଦେବି ସେଥିରୁ କିଛି ଠୋସ୍‌ ରୂପରେଖଟିଏ ବାରିବା ହୁଏତ ଅନେକଙ୍କୁ ଅଡୁଆ ଲାଗିପାରେ, କିନ୍ତୁ ମୋତେ ଏଇଥିରୁ କିଛି...

ଅନେକରେ ଏକ

ପାଞ୍ଚଶହ ବର୍ଷ ପୂର୍ବେ ମୋଗଲମାନେ ଉତ୍ତର ଭାରତରେ ଶାସନ କରୁଥିବା ସମୟରେ ସାରା ଭାରତରେ ଶୀଘ୍ର ଭକ୍ତି କାବ୍ୟର ବ୍ୟାପକ ଜାଗରଣ ସୃଷ୍ଟି ହୋଇଥିତ୍ଲା। ଭାରତର...

ମହାକାଶ ହାବେଳି

ପୃଥିବୀରେ ଅଳିଆ ଆବର୍ଜନା ଏତେ ମାତ୍ରାରେ ବଢ଼ିଗଲାଣି ଯେ, ତାହାକୁ ସହ୍ୟ କରିବା କ୍ଷମତା ଏହି ଗ୍ରହର କମି ଆସୁଛି ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ...

ରାସ୍ତାର ଦୁଇ ପାଖ

ପ୍ରକାଶ ତ୍ରିପାଠୀ ରାଜଧାନୀର ଏକ ଓସାରିଆ ରାସ୍ତା। ରାସ୍ତାର ଗୋଟିଏ କଡେ ଧାଡ଼ିହୋଇ ଲମ୍ବିଛି ଭିନ୍ନ ଭିନ୍ନ ଡିଜାଇନର ଆଧୁନିକ କୋଠା। ସମ୍ଭ୍ରାନ୍ତ, ଆଭିଜାତ୍ୟ ଓ...

ମାନବବାଦୀ ଅର୍ଥନୀତିଜ୍ଞ

ଭାରତବର୍ଷରେ ଅନେକ ମାତାପିତା ସେମାନଙ୍କ ଈପ୍ସିତ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇ ନ ଥିଲେ ତାହାକୁ ପିଲାଙ୍କ ଜରିଆରେ ଦେଖିବାକୁ ଚେଷ୍ଟା କରିଥାଆନ୍ତି। ଅନେକ...

ଦୁର୍ଦ୍ଦିନର ଜୟଗାନ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ଦୁଃସମୟର ଆୟୁଷ ବେଶ୍‌ ଲମ୍ବା ଜଣାପଡ଼େ, ଯେତେବେଳେ ସୁସମୟ ବିଜୁଳି ଝଟକିଲା ଭଳି ଆସେ ଓ ନିମିଷକେ ପୁଣି...

ଦୁଇଟି ନାରୀସ୍ବର

ଡ. ବାସନ୍ତୀ ମହାନ୍ତି ଆବହମାନ କାଳରୁ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଭିନ୍ନ ଭିନ୍ନ ରୂପରେଖ ଆମର ଶ୍ରୁତି ଗୋଚର ଓ ଦୃଷ୍ଟି ଗୋଚର ହୋଇ...

Advertisement
Archives

Model This Week