ଏଇ ଭାରତରେ
ମୁମ୍ବାଇକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରିବା ପାଇଁ ୫ ଜଣ ସାଙ୍ଗଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ସେମାନେ ଘରେ ବ୍ୟହୃତ ବିଭିନ୍ନ ଉପତ୍ାଦର ପ୍ରାୟ ୧୦,୦୦୦ ବୋତଲ ରିଫିଲିଂ କରିବାରେ ସକ୍ଷମ ହୋଇଛନ୍ତି। ଏହାଦ୍ୱାରା ଘର ତଥା ରିଫିଲେବଲ ଷ୍ଟୋରଗୁଡ଼ିକର…
ଏଇ ଭାରତରେ
କଲାନ୍ଦର ସମ୍ପ୍ରଦାୟଙ୍କ ଭାଲୁ ନାଚ ପରମ୍ପରା ଦୂର କରିବା ସହ ଭାଲୁଙ୍କୁ ଯନ୍ତ୍ରଣାରୁ ମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଦିଲ୍ଲୀର ଗୀତା ଶେଷମାନି। କେବଳ ଏତିକି ନୁହେଁ ବିହାର, ଓଡ଼ିଶା, କର୍ନାଟକ, ହରିୟାଣା ଓ ରାଜସ୍ଥାନର ପ୍ରାୟ ୬୦ଟି ଗାଁରେ…
ଆସ ରାସ୍ତାରୋକୋ କରିବା
ଡ. ଚିନ୍ତାମଣି ପଣ୍ଡା ସକାଳୁ ଉଠି ଦେଖିବାବେଳକୁ ପଞ୍ଝାଏ ତଥାକଥିତ ଅତି ସଚେତନ ନାଗରିକ ମୁଖ୍ୟ ରାସ୍ତାଟିକୁ ଅବରୋଧ କରି ସର୍ବସାଧାରଣଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ ଠପ୍ କରିଦେଇଛନ୍ତି। ଘଟଣା କ’ଣ ବୁଝୁବୁଝୁ ଜଣାପଡ଼ିଲା ଯେ, ବର୍ଷା ଠିକ୍ ଭାବରେ ନ…
ଭୀମା କୋରେଗାଁଓ: ପ୍ରମାଣ ଉପରେ ପ୍ରଶ୍ନ
ଶ୍ରୀଗିରିଶ ଜଲିହାଲ ଆମେରିକାର ଏକ ଡିଜିଟାଲ ଫୋରେନସିକ୍ କମ୍ପାନୀ ତା’ ରିପୋର୍ଟରେ ପ୍ରକାଶ କରିଛି ଯେ, ଜଣେ ହ୍ୟାକର ସମାଜସେବୀ ରୋନା ଓ୍ବିଲ୍ସନଙ୍କ କମ୍ପ୍ୟୁଟରରେ ଅପରାଧର ପ୍ରମାଣ ସିଦ୍ଧ କରିବା ପାଇଁ ୨୨ଟି ଫାଇଲ ସେଟ୍ କରିଥିଲେ। ଜାନୁୟାରୀ ୨୦୧୮ରେ…
ସୂକ୍ଷ୍ମ ତଫାତ୍
କରୋନା ଭୂତାଣୁର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢ଼ୁଥିବାରୁ ତାହାକୁ ନିୟନ୍ତ୍ରଣ କରିବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ ଉଦ୍ୟମ ଆରମ୍ଭ ହୋଇଛି। କେଉଁଠି ଲକ୍ଡାଉନ କରାଯାଉଥିବା ବେଳେ ଅନ୍ୟ କେଉଁଠି ସପ୍ତାହାନ୍ତ ଶଟ୍ଡାଉନ କରାଯାଉଛି। ଛତିଶଗଡ଼, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ…
ଏଇ ଭାରତରେ
ପିଲାଦିନ ଭଲରେ କଟିଗଲା ମିନାଲ ସିଂଘଭୀଙ୍କର। ତାଙ୍କୁ ଯେତେବେଳେ ବୟସ ୨୮ ସେତେବେଳେ ତାଙ୍କ ଜୀବନରେ ସବୁ କିଛି ଓଲଟପାଲଟ ହୋଇଗଲା। ସେ ଦୃଷ୍ଟିଶକ୍ତି ହରାଇ ବସିଲେ। ତା’ପରେ ଆରମ୍ଭ କଲେ ରେଡିଓ ଉଡ଼ାନ। ଏହି ଅନ୍ଲାଇନ ରେଡିଓର ଏବେ ୪୫,୦୦୦…
ଚପଲ ଚର୍ଚ୍ଚା
ଡ. କୁଳାଙ୍ଗାର ଚପଲ ସହିତ ତାଆର ସମ୍ପର୍କ ବେଶ୍ ନିବିଡ଼। ମାନେ ଏମିତିରେ ତ ସମସ୍ତଙ୍କ ପାଦରେ ଲାଗୁଥିବାରୁ ଏହା ନିବିଡ଼ ହେବା ସ୍ବାଭାବିକ। ତେବେ ଚପଲ ସହିତ ତାଆର ସମ୍ପକର୍ର୍ ନିଆରା। ପିଲାଦିନେ ଚପଲ ପିନ୍ଧିବାର ଅଭ୍ୟାସ ନ ଥିବାରୁ…
ଚାଲ ସାଇକେଲ ଚଢ଼ିବା
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ପରିବେଶ ଓ ସ୍ବାସ୍ଥ୍ୟ ଉପରେ ସାଇକେଲ ଚଢ଼ାର ଅନୁକୂଳ ପ୍ରଭାବ ବିଚାରକୁ ନେଇ କିଛି ମାସ ତଳେ ଜନସାଧାରଣଙ୍କୁ ସେଥି ପ୍ରତି ଆକୃଷ୍ଟ କରିବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଏବଂ ଭୁବନେଶ୍ୱର ନଗର…
ଗୋଟିଏ ବର୍ଷ ବ୍ୟର୍ଥ
କରୋନା ଭୂତାଣୁ ଯୋଗୁ ସଂକ୍ରମଣ ବ୍ୟାପକ ହେଉଥିବାରୁ ନୂଆଦିଲ୍ଲୀରେ ୧୯ ଏପ୍ରିଲରେ ୬ ଦିନ ପାଇଁ ଲକ୍ଡାଉନ ବା ତାଲାବନ୍ଦ ଘୋଷଣା କରାଯାଇଛି। ସେଠାରେ ୩ ଜଣଙ୍କର କରୋନା ପରୀକ୍ଷା କରାଗଲେ ସେଥିରୁ ଏକତୃତୀୟାଂଶଙ୍କଠାରେ ପଜିଟିଭ୍ ବାହାରୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍…
‘ଘୋ’ରେ ମାତିଛୁ
ଭାରତରେ ଗତ ୩ ଦିନ ହେବ ଦୈନିକ କରୋନା ସଂକ୍ରମଣ ୨ ଲକ୍ଷ ଅତିକ୍ରମ କରିଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଡେରିରେ ଏହି ସଂକ୍ରମଣ ସ୍ତରକୁ ଉପଲବ୍ଧି କରିଥିବା କୁହାଯାଉଛି। କାରଣ ୧୭ ଏପ୍ରିଲରେ ହରିଦ୍ୱାରରେ ମହା କୁମ୍ଭମେଳା ବନ୍ଦ…
ପୋଷାକ ଏବଂ ବିବାଦ
ରୁଦ୍ର ପ୍ରସନ୍ନ ରଥ ସାଧାରଣତଃ ପୋଷାକ ଏବଂ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିବାକୁ ଭଲ ପାଉଥିବା ମହିଳାମାନେ ଏବେ ପୋଷାକକୁ ନେଇ ଭିନ୍ନ ଏକ କାରଣ ପାଇଁ ବିବାଦରେ। କଥା କ’ଣ କି ନିକଟରେ ଉତ୍ତରାଖଣ୍ଡର ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବା…
ବିଶ୍ୱନିନ୍ଦୁକଙ୍କ ସମ୍ପର୍କରେ
ଚିତ୍ର ଚରିତ୍ର / ଅଧ୍ୟାପକ ନିରଞ୍ଜନ ପାଢ଼ୀ ଆମ ଶାସ୍ତ୍ରକାରମାନେ ମଣିଷ ଭିତରେ ଥିବା ରିପୁ ସମୂହକୁ କାମ, କ୍ରୋଧ, ହିଂସା, ଲୋଭ ଆଦି ଷଡ଼ରିପୁରେ ସୀମିତ କରି ରଖିଥିଲା ବେଳେ ଅନ୍ୟ ଯେଉଁ ପ୍ରମୁଖ ରିପୁଟିକୁ ତାହା ଭିତରେ ସ୍ଥାନିତ…
Archives


