ଏଇ ଭାରତରେ
ପ୍ରଗତି ଏକ ସ୍ବପ୍ନ ଯାହା କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଅନୁଭବ କରିହୁଏ, ହାସଲ ମଧ୍ୟ କରାଯାଇପାରେ। ଜଣେ ପ୍ରକୃତ ସଂସ୍କାରକ ନିକଟରେ ଏଭଳି ସ୍ବଭାବର କେବେ ବି ଅଭାବ ରହେ ନାହିଁ। ଯାହା ଦେଖିବାକୁ ମିଳିଛି ଜ୍ୟୋତି…
ଭୋଗିବାକୁ ପଡ଼ିବ
ଆକାର ପଟେଲ ୨୦୧୪ର ଠିକ୍ ପୂର୍ବରୁ ଭାରତର ଲବ୍ଧପ୍ରତିଷ୍ଠ ଦୁଇଜଣ ଅର୍ଥନୀତିଜ୍ଞଙ୍କ ମଧ୍ୟରେ ସାଧାରଣରେ ଏକ ବିତର୍କିତ ବିବାଦ ଦେଖିତ୍ବାକୁ ମିଳିଥିଲା। ସେମାନେ ବିଦ୍ୱାନ ଥିବା ହେତୁ ସେମାନଙ୍କ ଭାଷାରେ ପ୍ରାୟତଃ ଶିଷ୍ଟତା ରହିଥିଲା, କିନ୍ତୁ ମତଭେଦ ସାମାନ୍ୟ ନ ଥିଲା।…
ଜିନୋମ୍ର ନୂଆ ଜନନୀ
ଜିନୋମିକ୍ସର ଏଲନ୍ ମସ୍କ ଭାବେ ପରିଚିତ ଜେନିଫର ଡୁଡ୍ନାଙ୍କ ବିଷୟରେ ଭାରତରେ ଖୁବ୍ କମ୍ ଲୋକ ଜାଣିଥିବେ। ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ସ୍ପେସ୍ଏକ୍ସର ପ୍ରତିଷ୍ଠାତା ଏଲନ୍ ମସ୍କଙ୍କ ଭଳି ଜିନୋମ୍ ଏଡିଟିଂରେ ନୂତନ ପଦ୍ଧତି ଆବିଷ୍କାର କରି…
ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ମନ୍ଦିର
ଅନିଲ କୁମାର ବିଶ୍ୱାଳ ଦେଶରେ ଏବେ ଗୋଟିଏ ବିତର୍କ ଧୀରେଧୀରେ ଦାନା ବାନ୍ଧୁଛି। ବିଶେଷଭାବରେ ଦକ୍ଷିଣ ଭାରତର ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶରେ ଏବେ ଦାବି ହେବାରେ ଲାଗିଲାଣି ଯେ ସରକାରଙ୍କ ନିୟନ୍ତ୍ରଣରୁ ମନ୍ଦିରକୁ ମୁକ୍ତ କରାଯାଉ। ଯଦି ମସ୍ଜିଦ, ଚର୍ଚ୍ଚ, ଗୁରୁଦ୍ୱାର…
ଏଇ ଭାରତରେ
କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ମାସ୍କ ଏକ ପ୍ରମୁଖ ଅସ୍ତ୍ର ଭାବେ କାମ କରୁଛି। ଏଥିତ୍ପାଇଁ ବିଭିନ୍ନ ପ୍ରକାର ମାସ୍କ ତିଆରି କରାଯାଉଛି। ହେଲେ କର୍ନାଟକର ସାମାଜିକ କର୍ମୀ ନୀତିନ ଭାସ୍ଙ୍କ ସିଡ୍ ମାସ୍କ ସମ୍ପୂର୍ଣ୍ଣ ନିଆରା। ମାଙ୍ଗାଲୋରରେ ସେ…
ଏଇ ଭାରତରେ
ଏଚ୍ଆଇଭି ସଂକ୍ରମିତ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ମିଜୋରାମର ଭନ୍ଲାର୍ଲୁଟି କୋଲ୍ନେ। ସେ ଏବେ ସୁଦ୍ଧା ୧୦,୦୦୦ ଏଚ୍ଆଇଭି ସଂକ୍ରମିତଙ୍କୁ ସଶକ୍ତ କରିପାରିଛନ୍ତି। ମିଜୋରାମର ଆଜିଓ୍ବାଲାରେ କୋଲ୍ନେଙ୍କ ପିଲାଦିନ କଟିଥିତ୍ଲା। ମାତାପିତାଙ୍କ ବିଚ୍ଛେଦ ପରେ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇ…
ଆମେ ମଣିଷ କମ୍, ଯନ୍ତ୍ର ବେଶି
ମୀରା ବେଉରା ପୃଥିବୀର ଜନସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଯୁଆଡ଼େ ଚାହିଁବ ସିଆଡ଼େ ମଣିଷ। ଏହି ପୃଥିବୀ ପୃଷ୍ଠରେ ବାସ କରୁଥିବା ପ୍ରାଣୀଙ୍କ ମଧ୍ୟରୁ ମନୁଷ୍ୟ ହେଉଛି ସବୁଠାରୁ ଦୁର୍ଲଭ ପ୍ରାଣୀ। ମଣିଷ ହୋଇ ଜନ୍ମଲାଭ କରିବା ପାଇଁ ତାକୁ…
ଉଦାସ ଭାରତ
ପ୍ରକାଶ ତ୍ରିପାଠୀ ଭାରତ ଉଦାସ। ଭାରତୀୟମାନେ ଖୁସିରେ ରହୁନାହାନ୍ତି। ବେଦ, ଉପନିଷଦ, ଶାସ୍ତ୍ର ଆଦିର ଗନ୍ତାଘର କୁହାଯାଉଥିବା ଭାରତରେ ମଣିଷ ସୁଖ, ଶାନ୍ତି ଓ ଖୁସିରେ ରହିବା ପାଇଁ ଅନେକ ପରାମର୍ଶ ଓ ମାର୍ଗ ରହିଥିବା ବେଳେ ଭାରତୀୟମାନେ କିନ୍ତୁ ଖୁସିରେ…
କଡ଼ା ପଦକ୍ଷେପ
ପାଖାପାଖିରେ ଅବସର ନେବାକୁ ଥିବା ଅଧିକାରୀମାନଙ୍କୁ ପଦୋନ୍ନତି, ବଦଳି ଏବଂ ଟେଣ୍ଡର ଆଦି ସମ୍ବନ୍ଧିତ କୌଣସି ନୂଆ ଅର୍ଡର ନ ଦେବା ପାଇଁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଅର୍ଡର ଦେବା ପୂର୍ବରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ବିଜୟ…
ଏଇ ଭାରତରେ
ପେସାରେ ଶିକ୍ଷକ, କିନ୍ତୁ ରୋଷେଇ ଘର ବର୍ଜ୍ୟରୁ ଖତ ପ୍ର୍ରସ୍ତୁତ କରି ସେଥିରେ ଘର ଅଗଣାରେ ଏକ ବଗିଚା କରିଛନ୍ତି ଏସ. ସତ୍ୟନାରାୟଣନ୍। ଚେନ୍ନାଇର ଆନ୍ନା ଜେମ୍ ସାଇନ୍ସ ପାର୍କ ସ୍କୁଲରେ ସେ ଫ୍ରେଞ୍ଚ ଶିକ୍ଷକ ଭାବେ କାର୍ଯ୍ୟରତ। ସ୍କୁଲ ଛୁଟି…
ପାଠ୍ୟକ୍ରମ ସଜାଡ଼ିବା
ଡ. ମନୋରଞ୍ଜନ ପ୍ରଧାନ ପ୍ରାଚୀନ ଜ୍ଞାନ ସହ ଆଧୁନିକ ବିଜ୍ଞାନ, ଦର୍ଶନ ସହ ପ୍ରଯୁକ୍ତିବିଦ୍ୟା ଓ ସ୍ବାବଲମ୍ବନଶୀଳତା ସହ ଆତ୍ମଜ୍ଞାନ ପ୍ରାପ୍ତିର ସମସ୍ତ ଶୈକ୍ଷିକ ବ୍ୟବସ୍ଥା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନେକ ନୀତି ନିର୍ଦ୍ଧାରଣ କରିଛି। ମାତୃଭାଷା ସହ ଅନ୍ୟ…
ସବୁଜ ଉପଭୋକ୍ତା ଟିକସ
ମାର୍କ କ୍ଲିଫେ କରୋନାଜନିତ ପରିସ୍ଥିତିରୁ ମୁକୁଳିବା ପାଇଁ ସରକାର ଅନେକ ସୁନ୍ଦର ଓ ସବୁଜ ତଥା ସର୍ବଗ୍ରାହୀ ରାସ୍ତା ଖୋଜୁଛନ୍ତି। ଏଥିପାଇଁ ଆରମ୍ଭ କରିଛନ୍ତି ‘ବିଲ୍ଡ ବ୍ୟାକ୍ ବେଟର’ ସ୍ଲୋଗାନ୍। ପରିବେଶ ଓ ପ୍ରକୃତିଗତ ବିଭିନ୍ନ ଚ୍ୟାଲେଞ୍ଜର ମୁକାବିଲା ତଥା ଉପେକ୍ଷିତ…
Archives


