ସମ୍ପାଦକୀୟ

ଏଇ ଭାରତରେ

କିଶୋର ବୟସରେ ସ୍ବପ୍ନକୁ ସାକାର କରିବାରେ ଅରଣ୍ୟୋ ରାୟ ଏକ ଦୃଷ୍ଟାନ୍ତ। ତାଙ୍କ ଦ୍ୱାରା ପ୍ରସ୍ତୁତ କୀଟନାଶକ କୃଷି ଓ କୃଷକଙ୍କୁୁ ବେଶ୍‌ ଲାଭ ପହଞ୍ଚାଇଛି। ଅରଣ୍ୟୋଙ୍କ ବୟସ ୧୬ ଓ ସେ ହାଇସ୍କୁଲରେ ପଢୁଛନ୍ତି। ରହୁଛନ୍ତି କୋଲକାତା ନିକଟସ୍ଥ ବରସାତ…

ବଦଳିଛି ସମାଜର ଚିତ୍ର ଆଉ ମଣିଷ ଚରିତ୍ର

ଇବ୍ରାର ଖାଁ ସମାଜର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବାକୁ ହେଲେ ଆମକୁ ସହରୀ ସଭ୍ୟତାଠାରୁ ଦୃଷ୍ଟି ଫେରାଇ ଗ୍ରାମ୍ୟ ଜୀବନକୁ ଅନୁଶୀଳନ କରିବାକୁ ପଡ଼ିବ। କାରଣ ଦେଶର ସିଂହଭାଗ ଲୋକ ଆଜି ବି ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ଗ୍ରାମାଞ୍ଚଳର ଜୀବନ ଯେତେ…

ବିଶ୍ୱ ଶ୍ରମିକ ଦିବସ ଓ ଭାରତର ଶ୍ରମିକ ଶ୍ରେଣୀ

ଭାଲଚନ୍ଦ୍ର ଷଡ଼ଙ୍ଗୀ ଆଠ ଘଣ୍ଟା କାମ, ଆଠ ଘଣ୍ଟା ବିଶ୍ରାମ ଓ ଆଠ ଘଣ୍ଟା ମନୋରଞ୍ଜନ“ ଦାବିରେ ଆଜିକୁ ୧୩୪ ବର୍ଷ ତଳେ ଆମେରିକାର ଚିକାଗୋ ସହରର ‘ହେ ମାର୍କେଟ’ ଛକରେ ହୋଇଥିବା ଆନ୍ଦୋଳନ ବିଶ୍ୱର ଶ୍ରମିକ ଶ୍ରେଣୀର ଇତିହାସରେ ଏକ…

ଚିନ୍ତା ବଢ଼ିଯାଇଛି

ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ(ସିଭିସି) ବିଭିନ୍ନ ମାମଲାରେ ହେଉଥିବା ଅମଲାତାନ୍ତ୍ରିକ ଅବହେଳାକୁ ନେଇ ଚିନ୍ତିତ ହେବା ସହ ଏହା ବିରୋଧରେ ପଦକ୍ଷେପ ନେଇଛି। ବିଚାର ନ ହୋଇ ପଡ଼ିରହିଥିବା ମାମଲାଗୁଡ଼ିକର ସମାଧାନ କରିବା ଲାଗି ଏହା ଅଣ୍ଟା ଭିଡ଼ିଛି । ଦୁର୍ନୀତି ବିରୋଧୀ…

ଏଇ ଭାରତରେ

ପେସାରେ ଜଣେ ମେକାନିକାଲ ଇଞ୍ଜିନିୟର ହୋଇ ଡ. ସଲିମ୍‌ ଚାନ୍ନିଓ୍ବାଲା କୃଷକମାନଙ୍କ ଉନ୍ନତି ଲାଗିି ଆଗକୁ ଆସିଛନ୍ତି। ସେ ସୁରଟର ସର୍ଦ୍ଦାର ବଲ୍ଲଭଭାଇ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ୨୦୧୯ରେ ଅବସର ନେବା ପରେ ଏକ…

ଜିଭ କାମୁଡ଼ିବା

ଡ. ସୁବାସ ଚନ୍ଦ୍ର ପାତ୍ର ଜିଭ ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଦୈନନ୍ଦିନ କଥୋପକଥନରେ ଜିଭ ଶବ୍ଦର ମଧ୍ୟ ବ୍ୟାପକ ବ୍ୟବହାର ପରିଲକ୍ଷିତ ହୁଏ। କେତେ ରୂଢ଼ି, ସଂଳାପ, ବାକ୍‌ଚାତୁରି ଏହି ଜିଭ ଶବ୍ଦକୁ ନେଇ ସମୃଦ୍ଧ। ଅବଶ୍ୟ ଜିଭ…

ବିକାଶ ଆକଳନର ନୂଆ ମାନଦଣ୍ଡ

ମ୍ୟାକ୍ସଓ୍ବେଲ ଗୋମେରା ବିଶ୍ୱର ପ୍ରାୟ ୧୫ କୋଟିରୁ ଊର୍ଦ୍ଧ୍ୱ ଲୋକ କରୋନା ମହାମାରୀରେ ପୀଡ଼ିତ। ଏହି ସଂଖ୍ୟା କାନାଡା, ଫ୍ରାନ୍ସ ଓ ଇଂଲଣ୍ଡର ମୋଟ ଜନସଂଖ୍ୟା ସହ ପାଖାପାଖି ସମାନ। ଗତ ବର୍ଷେ ହେଲାଣି ଉକ୍ତ ମହାମାରୀ ସମସ୍ତଙ୍କୁ ଦାରିଦ୍ର୍ୟ ଭିତରକୁ…

ଅମୃତ ସମାନ ଅମ୍ଳଜାନ

ବୈଷ୍ଣବ ମେହେର ମାନବ ସମାଜକୁ ଭୟ ଓ ଆତଙ୍କ ଭିତରେ ରଖିଥିବା କରୋନାର ଦ୍ୱିତୀୟ ଲହର ଦିନକୁଦିନ ସାଂଘାତିକ ରୂପ ନେବାରେ ଲାଗିଛି l ବିଶେଷଜ୍ଞଙ୍କ ଆକଳନ ଅନୁସାରେ ମେ’ ମାସ ଶେଷ କିମ୍ବା ଜୁନ୍‌ ପ୍ରଥମାର୍ଦ୍ଧରେ ସଂକ୍ରମଣର ଲହର ଶୀର୍ଷ…

ଟିକା ବ୍ୟବସାୟ

ଭାରତରେ କରୋନାର ଦ୍ୱିତୀୟ ଲହରକୁ ନେଇ ପ୍ରଥମେ କଲିକତା ହାଇକୋର୍ଟ ନିର୍ବାଚନ କମିଶନ(ଇସି)ଙ୍କୁ ସମାଲୋଚନା କଲେ। ତା’ପରେ ମାଡ୍ରାସ୍‌ ହାଇକୋର୍ଟ ଇସିଙ୍କୁ ହତ୍ୟାକାରୀ ଆଖ୍ୟା ଦେଲେ। ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦ୍ରା ଭଙ୍ଗ ହେଲା। କରୋନା ପରିଚାଳନା ଅବ୍ୟବସ୍ଥାକୁ ନେଇ…

ପ୍ରାଣୀ ଚମଡ଼ାର ବିକଳ୍ପ

ମାନେକା ଗାନ୍ଧୀ ପ୍ରାଣୀ ମାଂସ ଖାଇବା ଓ ପ୍ରାଣିଜ ଉପତ୍ାଦ ପିନ୍ଧିବାରେ ମୁଁ ଏକ ପରିବର୍ତ୍ତନ ଦେଖିବାକୁ ଯାଉଛି। ବିଶ୍ୱର ବୃହତ୍‌ କଂସେଇଖାନା କମ୍ପାନୀ ଏବଂ ନିବେଶକମାନେ ଲାବରେଟୋରିରେ ରିୟଲ ମିଟ୍‌ ବା ଅସଲି ମାଂସ (ଏହାକୁ ମଧ୍ୟ କ୍ଲନ୍‌ ମିଟ୍‌…

କରୋନା ଆଣିଛି ନିଦ୍ରା ବିଶୃଙ୍ଖଳା

ଡା.ସମ୍ରାଟ କର ରାଜ୍ୟର ସମସ୍ତ ସହରାଞ୍ଚଳରେ ପୂର୍ବଭାବେ ସପ୍ତାହାନ୍ତ ଶନିବାର ଓ ରବିବାର ଲକ୍‌ଡାଉନ ଆରମ୍ଭ ହୋଇଛି। ଯଦିଓ ଏହା ପୂର୍ବରୁ ବିଶେଷକରି ଦ୍ୱୈତନଗରୀରେ ରାତି ନଅରୁ ପରଦିନ ସକାଳ ପାଞ୍ଚ ପର୍ଯ୍ୟନ୍ତ କର୍ଫ୍ୟୁ ରହୁଛି। ବାସ୍ତବ କଥା ହେଉଛି, ଦେଶବ୍ୟାପୀ…

ବିଭୀଷିକାର ବ୍ୟବଚ୍ଛେଦ

ଉପେନ୍ଦ୍ର ବିଶ୍ୱାଳ ସବୁଠି ଆତଙ୍କର ଆସ୍ତରଣ, ବିଭୀଷିକାର ବିତ୍ପାତ। ଏକ ଅନିଶ୍ଚିତ ଭବିଷ୍ୟତର ଆଶଙ୍କା ଦଂଶନ କରୁଛି ସଭିଙ୍କୁ। ଠିକ୍‌ ବର୍ଷକ ତଳେ, ତାଲାବନ୍ଦର ତାଡନାରେ କି ହନ୍ତସନ୍ତ ହେଉ ନ ଥିଲା ଏ ଜୀବନ! ତଥାପି ଆମର ଚେତା ଆସିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri