ସମ୍ପାଦକୀୟ

ନିରାପଦ ମାତୃତ୍ୱ: ଆଜିର ଆହ୍ବାନ

ଡା. କାନ୍ତୀ ନାୟକ ନିରାପଦ ମାତୃତ୍ୱ କହିଲେ ଉଭୟ ମାଆ ଓ ଶିଶୁର ସୁରକ୍ଷାକୁ ବୁଝାଏ। ଗର୍ଭଧାରଣ ଓ ପ୍ରସବ ବାବଦରେ ଉପଯୁକ୍ତ ଜ୍ଞାନ ହାସଲ ଏବଂ ଠିକ୍‌ ପଦକ୍ଷେପ ଦ୍ୱାରା ନିରାପଦ ମାତୃତ୍ୱ ଲାଭ ସମ୍ଭବ। ଏହାଦ୍ୱାରା ମାଆ ଓ…

ଏଇ ଭାରତରେ

ରାଜନୀତିରେ ମହିଳାମାନଙ୍କର ଭାଗୀଦାରି ବଢ଼ାଇବା ଏବଂ ହିଂସା ବିରୋଧରେ ଲଢ଼େଇ କରିବାକୁ ୧୬୦୦ ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିପାରିଛନ୍ତି ପଶ୍ଚିମବଙ୍ଗର ୪୫ ବର୍ଷୀୟା ଅନିନ୍ଦିତା ମଜୁମଦାର। ୨୦୧୬ରେ ଅନିନ୍ଦିତା ଇକ୍ୱିଡାଇଭର୍‌ସିଟି ଫାଉଣ୍ଡେଶନ ଗଠନ କରି ତା’ ମାଧ୍ୟମରେ ପୁରୁଲିଆ, ବୀରଭୂମ ଏବଂ…

ଏଇ ଭାରତରେ

ସୀମା ରଥେଶ ଜଣେ ଶିକ୍ଷୟିତ୍ରୀ । ନିଜର ଦାୟିତ୍ୱ ନିର୍ବାହ କରିବା ସହ ସେ ୫ ଟନ୍‌ ତରଭୁଜ ଉପତ୍ାଦନ କରିବା କିଛି କମ୍‌ କଥା ନୁହେଁ। କେରଳର କସାରଗଡ଼ ଜିଲାର କୁମ୍ବଲାସ୍ଥିତ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସେ ଗଣିତ ପଢ଼ାନ୍ତି।…

ଶବର ଠିକଣା ହଜିଛି

ଅକ୍ଷୟ କୁମାର ମିଶ୍ର ମନେପଡୁଛି ଏକ ଲୋକପ୍ରିୟ ଓଡ଼ିଆ ଭଜନର ପ୍ରଥମ ପଦ ‘ସ୍ବର୍ଗଦ୍ୱାର ମୋର ଶେଷ ଠିକଣା।’ ମଣିଷ ମରିଗଲେ ତାକୁ ଶବ କହନ୍ତି। ଘରେ ବାହାରେ ଡାକ୍ତରଖାନାରେ ଯେଉଁଠି ବି ମଣିଷ ମରୁ ନା କାହିଁକି ତା’ର ସତ୍କାର…

ଜଳବାୟୁ ନ୍ୟାୟ ଓ ସବୁଜ ପ୍ରତିବଦ୍ଧତା

ଡ. ଚିତ୍ତରଞ୍ଜନ ମିଶ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜଳବାୟୁ ପରିବର୍ତ୍ତନକୁ ସର୍ବୋଚ୍ଚ ଗ୍ଲୋବାଲ ଏଜେଣ୍ଡା ଭାବେ ବିଶ୍ୱ ପୃଷ୍ଠଭୂମିରେ ଉପସ୍ଥାପନ କରିପାରିଛନ୍ତି। ଏହା ମଧ୍ୟ ଟ୍ରାନ୍ସ-ଆଟଲାଣ୍ଟିକ୍‌ ସମ୍ପର୍କର ପୁନଃ ପ୍ରତିଷ୍ଠା କ୍ଷେତ୍ରରେ ଏକ ଅମୋଘ ଅସ୍ତ୍ର ଭାବେ ସାବ୍ୟସ୍ତ ହୋଇଛି।…

କେତେ ଠିକ୍‌

କୋଭିଡ୍‌-୧୯ ମହାମାରୀ ବିରୋଧୀ ଲଢ଼େଇରେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ମାନଙ୍କୁ ସାହସ ଦେବା ତଥା ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଅନ୍‌ଲାଇନ ବୈଠକ କରିଥିଲେ। ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ଙ୍କ ସହ ଅନ୍ୟ ଅଧିକାରୀମାନଙ୍କୁ ଏଥିରେ ସାମିଲ କରାଯାଇଥିଲା। ଯେଉଁ ଅଧିକାରୀମାନେ ବୈଠକରେ…

ଏଇ ଭାରତରେ

ଗୋଟିଏ ସମୟରେ ପରିବାରର ଦୁଇ ସଦସ୍ୟଙ୍କ ସମେତ ଅନ୍ୟ ତିନିଜଣ ସମ୍ପର୍କୀୟଙ୍କର କ୍ୟାନ୍‌ସରରେ ମୃତ୍ୟୁ ହେବା ପରେ ଗୁଣବୀର ସିଂ ଜୈବିକ କୃଷି ଅଭିଯାନ ଆରମ୍ଭ କରିଛନ୍ତି। ଏମାନଙ୍କ ମୃତ୍ୟୁର କାରଣ ବିଷାକ୍ତ ଖାଦ୍ୟ ଯୋଗୁ ହେବା ସ୍ପଷ୍ଟ ହେବା ପରେ…

ବିଫଳ କରୋନା ମୁକାବିଲା

ବିଚିତ୍ର ବିଶ୍ୱାଳ କରୋନାର ଦ୍ୱିତୀୟ ଲହର ସାରା ଦେଶରେ ତାଣ୍ଡବ ରଚୁଛି। ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ମୃତ୍ୟୁସଂଖ୍ୟା ଅଧିକ ବଢ଼ୁଛି। ଅନେକ…

ସ୍ଥାନୀୟ ଗଣମାଧ୍ୟମର ସୁରକ୍ଷା ଲୋଡ଼ା

ମାଇକେଲ ମିର୍‌ନୀ ୨୦୨୧ରେ ବିଶ୍ୱ କୋଭିଡ୍‌-୧୯ ମହାମାରୀରୁ ମୁକୁଳିବା ଆରମ୍ଭ କରିବ। ଏଥିପାଇଁ ଅଭୂତପୂର୍ବ ବୈଜ୍ଞାନିକ ସହଯୋଗ ଓ ବୈଶ୍ୱିକ ଟିକାକରଣକୁ ସବୁ ଶ୍ରେୟ ଦିଆଯିବ। ବିଶ୍ୱ ଅର୍ଥବ୍ୟବସ୍ଥା ସଙ୍କଟରୁ ବାହାରି ଆସିବ। ଲୋକମାନେ ସେମାନଙ୍କ ସ୍ଥିତିକୁ ଫେରିବାକୁ ଅଗ୍ରସର ହେବେ।…

ଋତୁସ୍ରାବ ଓ ବାଲ୍ୟ ବିବାହ

ଘାସିରାମ ପଣ୍ଡା ଋତୁସ୍ରାବକୁ ନେଇ ସାଧାରଣରେ ବିଶେଷ ଆଲୋଚନା ହୁଏ ନାହିଁ। ପରମ୍ପରା ଓ ଧାର୍ମିକ ଧାରଣା ଦ୍ୱାରା ନିୟନ୍ତ୍ରିତ ହେବା କାରଣରୁ ଋତୁସ୍ରାବକୁ ନେଇ ଅନେକ ଭ୍ରମଧାରଣା ରହିଛି। ମହିଳାମାନଙ୍କୁ ଏହାର ପ୍ରତିକୂଳ ପ୍ରଭାବ ସହିବାକୁ ପଡୁଥିଲେ ବି ଲଜ୍ଜା…

ସାରସ୍ବତ ସମ୍ପର୍କ: ସେଦିନ ଓ ଆଜି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ୧୯୫୩ ମସିହା ଶେଷାର୍ଦ୍ଧ ସମୟର କଥା। ସେତେବେଳେ ବିଶିଷ୍ଟ ଲେଖକ ମନୋଜ ଦାସ ଥାଆନ୍ତି ଛାତ୍ରନେତା। ସେ ପଢ଼ୁଥାଆନ୍ତି ଫକୀର ମୋହନ ମହାବିଦ୍ୟାଳୟରେ। ଥରେ ସେ ଛାତ୍ର ଫେଡେରେଶନର କୌଣସି ଏକ କାର୍ଯ୍ୟରେ ଭଦ୍ରକ ଆସିଥାଆନ୍ତି। ଛାତ୍ର…

ଲକ୍ଷ୍ମଣଙ୍କ ତିନିଗାର

ଅଭିମନ୍ୟୁ ଧଳ ସ୍ୱର୍ଣ୍ଣ ହରିଣୀକୁ ଧରିବା ପାଇଁ କୁଟୀରଠାରୁ ବହୁ ଦୂରକୁ ପଳାଇ ଯାଇଥିତ୍ବା ରାମଚନ୍ଦ୍ରଙ୍କ କଣ୍ଠସ୍ବରରେ ମାୟାବୀ ରାକ୍ଷସ ମାରୀଚ ‘ତ୍ରାହି ଲକ୍ଷ୍ମଣ, ତ୍ରାହି ଲକ୍ଷ୍ମଣ’ ଡାକିବାରୁ ବିଚଳିତା ମା’ ସୀତା ଲକ୍ଷ୍ମଣଙ୍କୁ ନାନା କଟୁକଥା କହିବା ପରେ ସୀତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri