ସମ୍ପାଦକୀୟ

ଦକ୍ଷତା ବିକାଶ ଓ ଯୁବବର୍ଗ

ଶୁଭନାରାୟଣ ଶତପଥୀ ଯୁବବର୍ଗଙ୍କ ନିମନ୍ତେ କୌଶଳ ଓ ଦକ୍ଷତାର ଆବଶ୍ୟକତା ଢେର ବେଶି। ଯୁବକ ନିଜର ଶିକ୍ଷା, କୌଶଳକୁ ଯେତେ ଉନ୍ନତ କରନ୍ତି ସେ ସେତେ ଦକ୍ଷ ହୁଅନ୍ତି। ଆଉ ଦକ୍ଷ ବ୍ୟକ୍ତିଟିଏ ହିଁ ସମାଜରେ ସହଜରେ ନିଜର ପତିଆରା ଜାହିର…

ଏଇ ଭାରତରେ

ନିଜ କଥାକୁ ପଛ କରି ଅନ୍ୟମାନଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିବା ଲାଗି ଯେଉଁ କେତେ ଜଣ ପ୍ରୟାସ କରୁଛନ୍ତି, ସେମାନଙ୍କ ମଧ୍ୟରେ ବେଙ୍ଗାଲୁରର ପ୍ରତିଭା ବିଷ୍ଣୋଇ ଅନ୍ୟତମ। ବେଙ୍ଗାଲୁରରେ ଉଚ୍ଚ ଦରମାର ଚାକିରି ଛାଡ଼ି ଉତ୍ତରାଖଣ୍ଡର ଦୁର୍ଗମ ଗାଁ ଖେତିଖାନରେ…

ଏଇ ଭାରତରେ

ବର୍ଜ୍ୟବସ୍ତୁ ଉପଯୋଗ କରି ମହାରାଷ୍ଟ୍ରର ଜଣେ କୃଷକଙ୍କ ହାତଗଢ଼ା ମୁଲ୍‌ଚିଂ ମେଶିନର ଚାହିଦା ଏବେ କାହିଁରେ କ’ଣ। ଏହି କୃଷକ ଜଣକ ହେଉଛନ୍ତି ନାସିକ ଜିଲାର ନୀତିନ ଘୁଲେ। ମାଟିରୁ ଘାସ ଦୂର କରି ସମାନ କରିବା ଓ ମାଟିକୁ ମୁଲ୍‌ଚିଂ…

ଅନିଶ୍ଚିତ ମହାମାରୀ ଓ ବିଭ୍ରାନ୍ତ ମତ

ହରିହର ତ୍ରିପାଠୀ   କରୋନା ସାରା ବିଶ୍ୱରେ ତାଣ୍ଡବ ରଚନା କରିଚାଲିଥିବାବେଳେ ଏହାକୁ ବୁଝିବାରେ ବିଫଳ ହୋଇଛି ବିଜ୍ଞାନୀ ମଣିଷ। ଯଦିଓ ଟିକା ବାହାରିଛି ଓ ଟିକାକରଣ ଚାଲିଛି; ମାତ୍ର ସଂକ୍ରମଣର ଗତି, ପ୍ରଭାବ ସମ୍ବନ୍ଧରେ କେବଳ ଅନୁମାନ କରିବା ବ୍ୟତୀତ…

ଅଳପ ଧନ ବହୁତ ମନ

ମୋହନ ଚରଣ ବିଷି   ସହର ପରି ଗାଁ ମଧ୍ୟ ଧୋବଧାଉଳିଆ। ସହରର ଚାକଚକ୍ୟ ଗାଁରେ ମଧ୍ୟ ଦେଖାଦେଲାଣି। ଚାଲିଚଳଣିରେ ଲୋକମାନଙ୍କ ଅନେକ ପରିବର୍ତ୍ତନ ହେଲାଣି। ଲୋକଙ୍କ ମାନସିକତାରେ ଭଲ ଘର, ଚାରିଚକିଆର ନିଶା ଘରକରିଛି। ଉପାର୍ଜନ ସ୍ବଳ୍ପ କିନ୍ତୁ ଆଶାତୀତ…

ସ୍ଥାୟୀ ରଥ ନିର୍ମାଣ ହେଉ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆର ଆରାଧ୍ୟ ଦେବତା। କେବଳ ଆମ ଦେଶରେ ନୁହେଁ, ସାରା ପୃଥିବୀରେ ସେ ପାଲଟିଛନ୍ତି ପ୍ରମୁଖ ପରିଚୟ। ବର୍ଷର ବାର ମାସରେ ତାଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ଭକ୍ତି…

ବାଇଡେନ୍‌ ପଛରେ ସିବିଆଇ

ଅକ୍ଟୋବର ୧୯୯୪ରେ ମାଳଦ୍ୱୀପ ମହିଳା ମାରିଅମ୍‌ ରଶିଦାଙ୍କୁ କେରଳ ରାଜଧାନୀ ଥିରୁଭାନନ୍ତପୁରମ୍‌ରେ ଗିରଫ କରାଯାଇଥିଲା। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ରକେଟ୍‌ ଇଞ୍ଜିନ୍‌ ଡିଜାଇନ୍‌ର ଡ୍ରଇଂଗୁଡ଼ିକୁ ଚୋରିକରି ପାକିସ୍ତାନକୁ ବିକ୍ରି କରିବାକୁ ଯାଉଥିବାବେଳେ ତାଙ୍କୁ ଧରାଯାଇଥିବା ପୋଲିସ କହିଥିଲା। ସେତେବେଳେ…

କରୋନାର ନୂଆ ଲକ୍ଷଣ

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର ଭାରତରେ ପ୍ରଥମେ ଠାବ ହୋଇଥିବା ଅଭିନବ କରୋନା ଭୂତାଣୁର ରୂପାନ୍ତରିତ ଡେଲ୍‌ଟା ପ୍ରଜାତି (ବି.1.617.2) ପ୍ରଥମେ ଠାବ ହୋଇଥିବା ଆଲ୍‌ଫା ପ୍ରଜାତି (ବି.1.1.7) ଅପେକ୍ଷା ଅଧିକ ସଂକ୍ରମଣଶୀଳ ବୋଲି ଆନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରକାଶ…

ଏଇ ଭାରତରେ

ଇଚ୍ଛାଶକ୍ତି ଓ ନିଷ୍ଠାପର ପ୍ରୟାସରେ ସଫଳତା ଆପେ ଆପେ ଆସେ, ଯାହା ପ୍ରମାଣ କରିଛନ୍ତି ଜଣେ ଦିବ୍ୟାଙ୍ଗ। ଡି. ଇନ୍ଦ୍ରା ଚାଲିପାରନ୍ତି ନାହିଁ, କିନ୍ତୁ ହ୍ବିଲ ଚେୟାରରେ ବସି ସବୁକିଛି ପରିଚାଳନା କରୁଛନ୍ତି। ରହୁଛନ୍ତି ତାମିଲନାଡୁର ସିରୁନାଲୁର୍‌ ଗଁାରେ। ସେ ପ୍ରେମ୍‌…

ବ୍ୟକ୍ତିଗତ ଆଇନ

ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି ଯେ, ଏବକାର ସ୍ଥିତିରେ ଭାରତ ସକାଶେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ୍‌ କୋଡ୍‌ର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ପ୍ରଚଳିତ ବିଭିନ୍ନ ଧର୍ମର ବ୍ୟକ୍ତିଗତ…

ପାଠ ଓ ପରୀକ୍ଷା

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାରୀ କରୋନା ଦେଶର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଥିଲେ ବି ସେଥିରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା। ପ୍ରାଥମିକଠୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସବୁ ଶୈକ୍ଷିକ ଅନୁଷ୍ଠାନରେ ଏବେ ସୁଦ୍ଧା ଝୁଲୁଛି ତାଲା। ଅନ୍‌ଲାଇନ…

କେତେ ସନ୍ତାନ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୧ ଜୁଲାଇ ବିଶ୍ୱ ଜନସଂଖ୍ୟା ଦିବସରେ ରାଜ୍ୟ ଜନସଂଖ୍ୟା ନୀତି ଚିଠା ବିଲ୍‌କୁ ଉନ୍ମୋଚନ କରିଛନ୍ତି। ଏଥିରେ ଦୁଇ ସନ୍ତାନ ନୀତି ପ୍ରଚଳନ ଲାଗି ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଦୁଇ ସନ୍ତାନ ନୀତିକୁ ଉଲ୍ଲଂଘନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri