ସମ୍ପାଦକୀୟ

ଜିନ୍‌ପିଙ୍ଗ୍‌-ପୁଟିନ ସହଭାଗିତା

ତିଆନେନ୍‌ମେନ୍‌ ଛକରେ ୨୦୧୫ରେ ଚାଇନାର ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଓ ରୁଷିଆର ରାଷ୍ଟ୍ରପତି ଭ୍‌ଲାଡିମିର ପୁଟିନ୍‌ ଏକାଠିହେବା ପରେ ବହୁ କିଛି ପରିବର୍ତ୍ତନ ହୋଇଛି। ଚଳିତ ସପ୍ତାହରେ ସେମାନେ ଯେତେବେଳେ ପରସ୍ପରକୁ ଭେଟିଲେ ସେହି ସମାନ ଭାଗୀଦାରି ଭଳି ମନେହେଲା। କିନ୍ତୁ…

ବିପରୀତ ସିଦ୍ଧାନ୍ତ

ଅଧିକାଂଶ ଶାସ୍ତ୍ର ବୈଦିକ ରୀତିନୀତିର ଏକ ପ୍ରତ୍ୟୁତ୍ତର ଭାବେ ବୌଦ୍ଧଧର୍ମକୁ ବର୍ଣ୍ଣନା କରନ୍ତି। କିନ୍ତୁ ଶୈବଧର୍ମ କିପରି ବୌଦ୍ଧଧର୍ମର ବିପରୀତ ଥିଲା, ସେ ସମ୍ପର୍କରେ ସେଗୁଡ଼ିକ ଆଲୋଚନା କରିବାରେ ବିଫଳ ହୋଇଛନ୍ତି। ଦୈବୀକୃପା ମାଧ୍ୟମରେ ଭୌତିକ ବା ସାଂସାରିକ ଜୀବନରେ ସଫଳତା…

ପେଟ ପାଇଁ ସବୁ ନାଟ

ଭାରତୀୟ ଜନସଂଖ୍ୟାର ୩ ଭାଗରୁ ୧ ଭାଗ ହେଉଛନ୍ତି ଶିଶୁ। ସେମାନଙ୍କ ମଧ୍ୟରୁ କେତେକେ ଅଭାବ ଅନଟନ, ବିଭିନ୍ନ ପ୍ରକାର ରୋଗ ଏବଂ ଦାରିଦ୍ର୍ୟର ଶିକାରହୋଇ ନିଜର ଶୈଶବକୁ ବିଭିନ୍ନ ବିପର୍ଯ୍ୟୟ ପରିସ୍ଥିତିକୁ ଆଦରି ନେଇଥାନ୍ତିି। ଦାରିଦ୍ର୍ୟର କଷାଘାତ ରେ ପ୍ରପୀଡ଼ିତ…

ୟୁଏସ୍‌ ଦୋକାନରେ ଟ୍ରମ୍ପ୍‌ ମ୍ୟାନେଜର

ଗୋଟିଏ ବଡ଼ କୋଠା ଭିତରେ ବଜାର ଥିଲେ ତାକୁ ଆମେରିକାରେ ମଲ୍‌ କହନ୍ତି (ସବୁଦିନିଆ ହାଟ ବା ବିପଣି)ା ଗୋଟିଏ ପ୍ରକୋଷ୍ଠରେ ବା ସାନ କୋଠାରେ ପ୍ରାୟ ସବୁ ଜିନିଷ ବିକୁଥିବା ଦୋକାନକୁ ଡିପାର୍ଟମେଣ୍ଟ ଷ୍ଟୋର୍‌ କହନ୍ତି ା ଡୋନାଲ୍ଡ ଟ୍ରମ୍ପ…

ଶିକ୍ଷକଙ୍କ ପାଇଁ ପରୀକ୍ଷା

ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁଯାୟୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍ତରରେ ୬ରୁ ୧୪ ବର୍ଷ ବୟସ ମଧ୍ୟରେ ସବୁ ବାଳିକା ବାଳକଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିଶ୍ଚିତ କରାଯାଇଛି। ଏହି ଦୁଇ ସ୍ତରର ସ୍କୁଲ ସହ…

ଏଇ ଭାରତରେ

ହିମାଚଳପ୍ରଦେଶର ରିଭା ସୁଦ୍‌ ଜୈବିକ ପଦ୍ଧତିରେ ଡ୍ରାଗନଫ୍ରୁଟ୍ସ ଚାଷ କରୁଛନ୍ତି। ଏହାକୁ ନେଇ ସେ ୧ କୋଟି ଟଙ୍କାର ବ୍ୟବସାୟିକ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରିଛନ୍ତି। ସେ ଡ୍ରାଗନଫ୍ରୁଟ୍ସକୁ ସ୍ଥାନୀୟ ଅଞ୍ଚଳରେ କେ.ଜି. ପ୍ରତି ୨୦୦ ଟଙ୍କାରେ ବିକ୍ରି କରିବା ସହ ସେଥିରୁ…

ସାହିତ୍ୟ ବି ଦିଏ

ବ୍ୟକ୍ତିଗତ ଭାବେ ସାହିତ୍ୟ କରିବାରେ କିଛି ଅସୁବିଧା ନ ଥାଏ। ଖାଲି ସମୟ ଦେବା ଦରକାର। ପଢ଼ିବା ପାଇଁ, ଲେଖିବା ପାଇଁ। ସମୟ ଦେଇ ସାହିତ୍ୟ ଚାଷ କରିବା, ସାହିତ୍ୟ ଚାଷରେ ରହିବା, ସାହିତ୍ୟ ଲେଖିବା, ସାହିତ୍ୟ ଚଷିବା ଏସବୁ ସମ…

ଉପକୂଳରେ ସୁରକ୍ଷା ପ୍ରାଚୀର

ସମ୍ପ୍ରତି ତାମିଲନାଡ଼ୁର କୁଡାଲୋର ଜିଲାରେ ସରକାରଙ୍କ ଆନୁକୂଲ୍ୟରେ ‘ସମୁଦ୍ର ପତ୍ତନ ବୃଦ୍ଧି ଏବଂ ଉପକୂଳ ଅବକ୍ଷୟର ପ୍ରଭାବକୁ ରୋକିବା ନିମନ୍ତେ ଜୈବ-ଢାଲ ସୃଷ୍ଟି’ ଶୀର୍ଷକ ଏକ ପ୍ରକଳ୍ପ (୨୦୨୫ରୁ ୨୦୨୮) କାର୍ଯ୍ୟକାରୀ ହେଉଛି, ଯେଉଁଥିରେ ୬୦ ହେକ୍ଟର ହେନ୍ତାଳବନ ସୃଷ୍ଟି ଏବଂ…

ନକଲି ବାଟ

ପ୍ରତିବର୍ଷ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଏମ୍‌ବିବିଏସ୍‌, ବିଡିଏସ୍‌ ଏବଂ ଆୟୁଷ ପାଠ୍ୟକ୍ରମରେ ନାମ ଲେଖା ପାଇଁ ସର୍ବଭାରତୀୟ ସ୍ତରରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) କରାଯାଉଛି। ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ଏହା ୨୦୧୩ରୁ…

ଏଇ ଭାରତରେ

ଗୋଟିଏ ଟମାଟୋ ବି ଜଣଙ୍କ ପାଇଁ ମୃତ୍ୟୁର କାରଣ ହୋଇପାରେ! କଥାଟା ଶୁଣିଲେ ଅଜବ ଲାଗିପାରେ। ହେଲେ ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଅନୁପପୁର ଜିଲା ବିଜୁରୀ ଥାନା ଅଞ୍ଚଳରେ। ଏହି ଅଞ୍ଚଳରେ ଜଣେ ଯୁବକ ଗତ ସୋମବାର ରାତିରେ…

ମୃତ୍ୟୁକୁ ଜୀବନ

ମୃତ୍ୟୁ ସତ୍ୟ। କିନ୍ତୁ ମୋହ ମାୟା ମଣିଷକୁ ଏପରି ଗ୍ରାସକରି ରଖେ ଯେ, ଯେ କେହିବି ସଂସାରରେ ମରିବାକୁ ଚାହାନ୍ତି ନାହିଁ। ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ବନ୍ଧନରେ ବାନ୍ଧି ହୋଇ ରହେ। ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ,…

ସାମାଜିକ ଚକ୍ରରେ ପ୍ରୌଢ଼ାବସ୍ଥା

ଗତ ଜୁଲାଇ ମାସରେ ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଏକ ଲଜ୍ଜାଜନକ ତଥା ଅମାନବୀୟ  ଘଟଣା ସାମ୍ନାକୁ ଆସିଛି। କିଶନ ଦାସପୁର ନିକଟରେ, ନିଜ ପରିବାର ଲୋକେ ବିଳମ୍ବିତ ରାତିରେ ଜଣେ ରୋଗିଣା ବୃଦ୍ଧା ମହିଳାଙ୍କୁ ଗୋଟିଏ ଇ-ରିକ୍ସାରେ ଆଣି  ରାସ୍ତାକଡ଼ରେ ଛାଡ଼ି ଚାଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri