ସମ୍ପାଦକୀୟ

ଏଇ ଭାରତରେ

ବୃତ୍ତି ପାଇଁ ସଂଗ୍ରାମ କରିଛନ୍ତି ଆସାମର ଦିଗନ୍ତ ଦାସ। ବୃତ୍ତିକୁ ବି ସମ୍ମାନ ଦେଇଛନ୍ତି ଓ ସେହି ଆୟରେ ସେ ଆଗକୁ ବଢ଼ି ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି। ଦିଗନ୍ତ ଏବେ ୪ଟି ସହରକୁ ଫ୍ରେସ୍‌ ପରଟା ଯୋଗାଇ ଦେଉଛନ୍ତି।...

ଏଇ ଭାରତରେ

ଜୀବନ ପ୍ରତି ଥିବା ବିପଦକୁ ସାମ୍ନା କରିଥିବା ଇସ୍ରାଏଲ ଜନ୍ମିିତ ଜଣେ ମହିଳା ଭାରତରେ ଅସହାୟ ଶିଶୁମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ସେ ହେଉଛନ୍ତି ଡା. ମିଶେଲି ହାରିଶନ। ପେସାରେ ସେ ଜଣେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ।...

ନାରୀଶକ୍ତିର ପ୍ରତୀକ

– ଜିତେନ୍ଦ୍ର କୁମାର ନାୟକ   ମହିଳାମାନେ ପ୍ରତି କ୍ଷେତ୍ରରେ ଆଗକୁ ବଢ଼ିବା ହେଉଛି ମହିଳା ସଶକ୍ତୀକରଣ ଓ ଏହା ପ୍ରଗତିଶୀଳ ଜାତିର ସଙ୍କେତ ବହନ କରିଥାଏ। ଏବେ ଏମିତି ଏକ ସମୟ ଆସିଲାଣି, ଯେଉଁଠାରେ ଏଇଟା ବା ସେଇଟା...

ସ୍ୱାସ୍ଥ୍ୟକ୍ଷେତ୍ର କେତେ ଅସୁସ୍ଥ

ଡ. ସନ୍ତୋଷ କୁମାର ମହାପାତ୍ର     ପ୍ରତିଦିନ ପରି କିଛିଦିନ ତଳେ ନିଜ ନିତ୍ୟକର୍ମ ସାରି ସକାଳୁ ପୋର୍ଟିକୋ ତଳକୁ ପେପର ଆଣିବା ପାଇଁ ଗଲାବେଳକୁ ଦେଖିଲି ପେପର ନାହିଁ। ପେପର ଦେଉଥିବା ଲୋକଟିକୁ ଫୋନ୍‌ କରିବାରୁ ଫୋନ୍‌...

ନାମହୀନ ନୀତି

ଆମେରିକାକୁ ଅସନ୍ତୁଷ୍ଟ ନ କରିବା ପାଇଁ ଗାଜାରେ ହିଂସା ବନ୍ଦ କରିବାକୁ ଭାରତ ଆହ୍ବାନ ଦେଇନାହିଁ। ମାଳଦ୍ୱୀପର ନୂତନ ନେତା ତାଙ୍କ ଦେଶରୁ ଭାରତୀୟ ସୈନିକମାନଙ୍କୁ ହଟାଇନେବାକୁ ଆମକୁ କହିଲେ। କାତାର ୮ଜଣ ଭାରତୀୟ ନୌସେନା ଭେଟେରାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ...

ଏଇ ଭାରତରେ

ହଜିଯାଇଥିବା ପିଲାମାନଙ୍କୁୁ ଖୋଜିଆଣି ସେମାନଙ୍କ ପରିବାରକୁ ଦେଉଛନ୍ତି ଆଇଏଏସ୍‌ ଅଧିକାରୀ ହିମାଂଶୁ ନାଗପାଲ। ବାରାଣସୀରେ ହଜିଯାଇଥିବା ୭୩୦ ପିଲାଙ୍କୁ ଖୋଜିପାଇବାରେ ସେ ସକ୍ଷମ ହୋଇଛନ୍ତି। ହିମାଂଶୁଙ୍କ ଜନ୍ମ ହରିୟାଣାର ହିସାର ଜିଲାରେ। ୨୦୧୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ହିମାଂଶୁଙ୍କୁ ଗତବର୍ଷ...

ଗୀତାଭିନୟ ଯୁଗର ସ୍ରଷ୍ଟା

ବିମଳ ପ୍ରସନ୍ନ ଦାସ ମଧ୍ୟଯୁଗୀୟ ସାହିତ୍ୟରେ ସଙ୍ଗୀତ ଏତେ ନିବିଡ଼ ଓ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଯେ ଗୋଟିଏ ଜଳର ଗଭୀରତା ହେଲେ ଅନ୍ୟଟି ତା’ର ନୀଳିମା। ସେ ଯୁଗର କବିମାନଙ୍କର କାବ୍ୟକୃତି ଏହାର ଯଥାର୍ଥତା ପ୍ରତିପାଦନ କରିବା ସଙ୍ଗେ...

କିଶୋରୀ ଦଳର ବଳ

ବିଚିତ୍ର ବିଶ୍ୱାଳ ସ୍ଵୟଂ ସହାୟକ ଦଳ ଜରିଆରେ ନିୟମିତ ଭାବେ ବୈଠକ ବସି, ସଞ୍ଚୟ କରି, ବ୍ୟାଙ୍କରୁ ଋଣ ନେଇ ଛୋଟ ବ୍ୟବସାୟ ବା ଉଦ୍ୟୋଗ ଧନ୍ଦା କରି ମହିଳାମାନେ ନିଜର ଆର୍ଥିକ ପରିସ୍ଥିତିକୁ ସୁଧାରିବାରେ ଯଥେଷ୍ଟ ଅଗ୍ରଗତି କରିପାରିଛନ୍ତି।...

ସିବିଆଇରେ ଅଧିକ ନିଯୁକ୍ତି

ସରକାର ଶେଷରେ ଭାରତର ପ୍ରମୁଖ ଗୋଇନ୍ଦା ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକରେ ଦୀର୍ଘଦିନର ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସର୍ବନିମ୍ନ ୫ ବର୍ଷ ସେବା କରିଥିବା ଅଧିକାରୀମାନେ ଏବେ ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ ଓ୍ବିଙ୍ଗ( ଆର୍‌ଆଣ୍ଡଏଡବ୍ଲ୍ୟୁ), ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି),...

ଏଇ ଭାରତରେ

ପିତାଙ୍କ ସ୍ମୃତିରେ ଜଙ୍ଗଲ ସୃଷ୍ଟି କରି ଏକ ନିଆରା କାର୍ଯ୍ୟ କରୁଛନ୍ତି ପୁତ୍ର ଜର୍ଜ ରେମିଡିଓସ। ଜର୍ଜ ଏକ ବିଜ୍ଞାପନ ଏଜେନ୍ସିରୁ ଚାକିରି ଛାଡ଼ି ‘ଦି ଟର୍ନିଂ ଟାଇଡ୍‌’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ମୁମ୍ବାଇର କେନ୍ଦ୍ରସ୍ଥଳୀରେ ୧୨ଟି...

ଆଇନର ନବୀକରଣ ଲୋଡ଼ା

ଡ.ମୌସୁମୀ ପରିଡ଼ା   କୌଣସି ଦୁର୍ଘଟଣାର ପୁନରାବୃତ୍ତି ଘଟିବା ଦୁର୍ଭାଗ୍ୟଜନକ। ସେଥିପାଇଁ ଆଇନକାନୁନ, ବ୍ୟବସ୍ଥା ବଦଳିବା ଜରୁରୀ। ଜନବହୁଳ ଦେଶରେ ଅସରନ୍ତି ସମସ୍ୟା ରହିବ, କିନ୍ତୁ ତା’ର ନିରାକରଣର ପଥ ସୁଗମ ହେବା ଉଚିତ। ଆବଶ୍ୟକ ସ୍ଥଳେ ନିୟମ ବଦଳିବା,...

ଆସ, ଚନ୍ଦ୍ରଗ୍ରହଣ ଦେଖିବା

ଡ. କମଳାକାନ୍ତ ଜେନା   ଆସନ୍ତା ୨୮ ତାରିଖ, ଶନିବାର ରାତିରେ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଏହା ଓଡ଼ିଶା ସମେତ ସାରା ଭାରତରେ ଦୃଶ୍ୟମାନ ହେବ। ପୁରୀରେ ରାତି ୧ଟା ୫ ମିନିଟ୍‌ ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri