ସମ୍ପାଦକୀୟ

ଏଇ ଭାରତରେ

ଦାଦନ ଶ୍ରମିକଙ୍କୁ ଶୋଷଣକାରୀଙ୍କ ବେଡ଼ିରୁ ମୁକ୍ତିଦେବା ସହ ସେମାନଙ୍କୁ ଥଇଥାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କର୍ନାଟକର ଡ. କିରନ ପ୍ରସାଦ। ଦୀର୍ଘ ୩୦ ବର୍ଷ ଧରି ସେ ଏହି କାର୍ଯ୍ୟ କରି ଆସୁଛନ୍ତି। ୧୯୮୬ରେ ଶିକ୍ଷା ଶେଷ କରି…

ଏଇ ଭାରତରେ

ଜଣେ ବ୍ୟକ୍ତି ୮ ହଜାରରୁ ଅଧିକ ଶୁଆଙ୍କୁ ଖାଇବାକୁ ଦେବା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଚେନ୍ନାଇର ଜୋଶେଫ ଶେଖରଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ସବୁଠୁ ବଡ଼କଥା ହେଉଛି, ଜୋଶେଫ ଶୁଆମାନଙ୍କ ଖାଦ୍ୟ ପାଇଁ ତାଙ୍କ ଆୟର ୪୦% ଖର୍ଚ୍ଚ କରୁଛନ୍ତି…

କରୁଣାମୟ ଯିଶୁ

ଇଂ ରୌଶନ୍‌ ଖାନ୍‌ ଦକ୍ଷିଣ ଅୟନାନ୍ତ ଅର୍ଥାତ୍‌ ମକର କ୍ରାନ୍ତିରେ (ଡିସେମ୍ବର ୨୧) ସୂର୍ଯ୍ୟ ଅବସ୍ଥାନ କରୁଥିବାରୁ ଏହି ଦିନ ଫ୍ରିଜିୟାନ ବା ଏଥେନିୟାନମାନଙ୍କ ସୂର୍ଯ୍ୟ ଦେବତା ଅତିଶୁ(Attisu) ଜନ୍ମକୁ ଅନ୍‌କନକ୍ୱଏର୍ଡ ସନ୍‌( Unconquered sun) ରୂପେ ପାଳନ କରାଯାଇଥାଏ। ଏହି…

ମଣିଷରୁ ଦେବତା ନା ଅସୁର

ପ୍ର. ରମେଶ ଚନ୍ଦ୍ର ପରିଡ଼ା ଧରାପୃଷ୍ଠରେ ଜୀବଜଗତର ବିକାଶ ସମ୍ପର୍କରେ ଡାର୍‌ଉଇନ୍‌ଙ୍କ ବିବର୍ତ୍ତନ ମତବାଦକୁ ଏବେ ମଧ୍ୟ ସର୍ବଶ୍ରେଷ୍ଠ ବୋଲି ଗଣନା କରାଯାଏ। ଏଥିଅନୁସାରେ ପରିବେଶ ପ୍ରଭାବରେ ଜିନୀୟସ୍ତରରେ ଆସୁଥିବା ପରିବର୍ତ୍ତନ ହେତୁ ନୂତନ ନୂତନ ଜୀବ ଶ୍ରେଣୀମାନଙ୍କର ବିକାଶ ଘଟିଲା।…

ସୁରକ୍ଷାର ସ୍ୱର

ଉତ୍ତରାଖଣ୍ଡର ଭୌଗୋଳିକ ସ୍ଥିତି ଯୋଗୁ ସେଠାରେ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ (ଆଇଏଫ୍‌ଏସ୍‌) ଏବଂ ବନ ଅଧିକାରୀମାନଙ୍କର ଗୁରୁତ୍ୱ ଯଥେଷ୍ଟ ରହିଛି। ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ, ରାଜ୍ୟ ସରକାର ସେଠାରେ ଅସନ୍ତୁଷ୍ଟ ଥିବା ବନ ଅଧିକାରୀଙ୍କ ଏକ ବଡ଼ ଗୋଷ୍ଠୀକୁ…

ଏଇ ଭାରତରେ

ଆମ ଦେଶରେ ପ୍ରତିଦିନ ଖାଇବାକୁ ୧୯୦ ମିଲିୟନ ଲୋକଙ୍କ ପାଖରେ ଖାଦ୍ୟ ନାହିଁ। ଅନେକେ ବେଳାଏ ଖାଇଲେ ବେଳାଏ ଉପବାସ ରହୁଛନ୍ତି। ହେଲେ ଗୁଜରାଟର ଲଭ୍‌ଜୀଭାଇ ପଟେଲ ଏଭଳି କିଛି ଲୋକଙ୍କୁ ଖାଦ୍ୟ ଦେବା ଲାଗି ପ୍ରୟାସ ଆରମ୍ଭ କରିଥିଲେ ଆଜକୁ…

ବିଦ୍ୟାଳୟର ରୂପାନ୍ତରଣ ଓ ଗୁଣାନ୍ତରଣ

ଈପ୍ସିତା ମହାନ୍ତି   ଗୋଟିଏ ଦେଶ ତା’ର ଛାତ୍ରୀଛାତ୍ରଙ୍କୁ ଯେଉଁଭଳି ଭାବେ ଗଢ଼ିବ, ଭବିଷ୍ୟତରେ ସେହିଭଳି ନାଗରିକ ସୃଷ୍ଟି ହେବେ। ପ୍ରତିଟି ଶିକ୍ଷାନୁଷ୍ଠାନ ଗୋଟିଏ ଗୋଟିଏ ମଣିଷ ଗଢ଼ା କାରଖାନା। ନାଗରିକ ଅନୁଶାସିତ ହେବା, ଅହିଂସା ପଥରେ ଚାଲବା, ପୁଣି ନିଜ…

ଶୀତୁଆ କୁହୁଡ଼ି

ଡା.କାନ୍ତୀ ନାୟକ   ଶୀତ ଓ କୁହୁଡ଼ିର ଚାଦର ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଏକ ପ୍ରକାର ଅସ୍ତବ୍ୟସ୍ତ କରିଦେଉଛି। ବେଳେ ବେଳେ କୁହୁଡ଼ିର ମାତ୍ରା ବଢ଼ି ଯାଉଥିବାବେଳେ ପରିବେଶରୁ ତାପ ମଧ୍ୟ କମିଯାଉଛି। ସେହିପରି ମଝିରେ ମଝିରେ ଅଦିନିଆ ଅସରା ବା…

ଚିଲି ନିର୍ବାଚନ ଦୃଶ୍ୟପଟ

ଜର୍ଜ ଜି.କାଷ୍ଟାନେଡା   ଲାଟିନ୍‌ ଆମେରିକାରେ ଚିଲି ଦୀର୍ଘ ବର୍ଷ ଧରି ଏକ ନୂଆ ଧାରାକୁ ସୂଚାଇବା ସହ ତାହାର ନେତୃତ୍ୱ ନେଇ ଆସିଛି। ଏଣୁ ଚିଲି ଭୋଟରମାନେ ଏବେ ଜଣେ ୩୫ ବର୍ଷୀୟ ପୂର୍ବତନ ଛାତ୍ରନେତା ଲେଫ୍ଟ ଓ୍ବିଙ୍ଗ୍‌ ବା…

ଘରଢିଙ୍କି କୁମ୍ଭୀର

ଅଭିମନ୍ୟୁ ଧଳ ଢିଙ୍କିର ପ୍ରଚଳନ ଯଦିଓ ହ୍ରାସ ପାଇଛି ପରନ୍ତୁ ଏହା ଆମ ସଂସ୍କୃତି, ପରମ୍ପରା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପରିବାର ସଦସ୍ୟଙ୍କ ଭଳି ଏହା ପାଇଁ ସ୍ବତନ୍ତ୍ର ଘର ଯାହାକୁ ଆମେ ଢିଙ୍କିଶାଳ ବୋଲି କହିଥାଉ। ଏଥିରେ ବିଭିନ୍ନ…

‘ମୁଁ’ର ଅନୁଭବ

ଡ. ନରେନ୍ଦ୍ର କୁମାର ସେଠୀ ଜଣେ ସଫଳ ମଣିଷ ପାଖରେ ସବୁକିଛି ଥାଏ। ଭଲ ଘର, ପରିବାର, ଧନ, ସମ୍ପତ୍ତି ସବୁକିଛି ଯାହା ସେ ଚାଁହୁଥିଲା ଜୀବନରେ। ତଥାପି ତା’ ମନ ମସ୍ତିଷ୍କ ଭିତର କୋଣରେ ଆହୁରି ଖୁସି ହେବା ପାଇଁ,…

ଡିଜିଟାଲାଇଜିଂ ସହାୟତାର ବିପଦ

ବେକୀ ଫେଥ୍‌ ଡିଜିଟାଲ ସିଷ୍ଟମଗୁଡ଼ିକ ବିକାଶ ଏବଂ ମାନବୀୟ କାର୍ଯ୍ୟକଳାପ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସେଗୁଡ଼ିକ ବିଶ୍ୱର ସବୁଠୁ ବିପଜ୍ଜନକ ଅବସ୍ଥାରେ ରହୁଥିବା ଗୋଷ୍ଠୀସମୂହଙ୍କୁ ଆଗକୁ ବିପଦରେ ପକାଇପାରେ ବୋଲି ଅନୁମାନ କରାଯାଉଛି। ନିକଟରେ ଆଫଗାନିସ୍ତାନରେ ଏଭଳି ବିପଦଗୁଡ଼ିକର ଦୃଷ୍ଟାନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri