ଶ୍ରେଷ୍ଠ ପ୍ରଦର୍ଶନ କରିପାରୁନାହୁଁ କାହିଁକି
ସୁଧିରାଜ ରାଉତ କରୋନାର କଳା ଚାଦରକୁ ଚିରି, ଜୀବନୀଶକ୍ତିକୁ ହରିନେଉଥିବା ଦୀର୍ଘ ରଜନୀକୁ ଅନ୍ତକରି ଉଦିତ ସୂର୍ଯ୍ୟ ପ୍ରାୟେ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ବର୍ଷେ ବିଳମ୍ବରେ ହେଉ ପଛେ ଟୋକିଓରେ ହୋଇସାରିଛି। ଏହି କ୍ରୀଡ଼ା ମହାକୁମ୍ଭରେ ଅଧିକ ସଂଖ୍ୟକ…
ଧନୀଙ୍କ ପୃଥିବୀ
ଅତ୍ୟଧିକ ତାପଜ ବିଦ୍ୟୁତ ଉତ୍ପାଦନ, ଜୀବାଶ୍ମ ଇନ୍ଧନର ବ୍ୟାପକ ବ୍ୟବହାର ଏବେ ମଣିଷକୁ ମୃତ୍ୟୁମୁଖକୁ ଠେଲୁଛି। ମଣିଷ ନିଜେ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିଛି ଓ ଏହା କେତେ ଭୟଙ୍କର ହୋଇପାରେ ତାହା ହିମସ୍ଖଳନ, ବନାଗ୍ନି, ଭୀଷଣ ବର୍ଷା ବା ସ୍ୱଳ୍ପ ବୃଷ୍ଟି…
ଏଇ ଭାରତରେ
କୃଷ୍ଣ ମୁରାରୀ ଯାଦବ ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ ଲୋକମାନଙ୍କୁ ତଥ୍ୟ ହାସଲ କରିବାରେ ଯେଭଳି ସାହାଯ୍ୟ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭିନ୍ନ। ଏଥିପାଇଁ ସେ ଉତ୍ତରପ୍ରଦେଶର କାନପୁରର ଆଖପାଖ କେତେକ ଗାଁରେ ଚା’ଦୋକାନରେ ଆର୍ଟିଆଇ୍ ଚା ଷ୍ଟଲ୍ ଚଳାଉଛନ୍ତି…
ସଙ୍କଟରେ ଗଣମାଧ୍ୟମ
ରବିନାରାୟଣ ସାମଲ ଦେଶର ଗଣମାଧ୍ୟମ ବର୍ତ୍ତମାନ ଦୁଇଟି ଶିବିରରେ ବିଭକ୍ତ ହେବା ଲକ୍ଷ୍ୟ କରାଯାଉଛି। ଗୋଟିଏ ହେଉଛି ସରକାରୀ ଶିବିର, ଅନ୍ୟଟି ବିରୋଧୀ ଶିବିର। ସରକାରୀ ଶିବିରର ଗଣମାଧ୍ୟମଗୁଡ଼ିକ ସରକାରଙ୍କ ସ୍ତାବକ ପାଲଟି ଥିବା ସ୍ଥଳେ ବିରୋଧୀ ଶିବିରର ଗଣମାଧ୍ୟମଗୁଡ଼ିକ ସରକାରଙ୍କ…
ଗଣତନ୍ତ୍ର ଦଳତନ୍ତ୍ର ହୋଇଯାଉଛି
ସହଦେବ ସାହୁ ଗଣତନ୍ତ୍ର ଗଣ ବା ଜନତାର ଶାସନ ବୋଲି କୁହାଯାଉଥିବା ବେଳେ ପ୍ରକୃତରେ ଜନତାର ପ୍ରତିନିଧିମାନେ ଶାସନ ଚଳାନ୍ତି। କିନ୍ତୁ ପ୍ରତିନିଧିତନ୍ତ୍ର ଶବ୍ଦ ବ୍ୟବହାର କରାଯାଏ ନାହିଁ। କିନ୍ତୁ ସଂଖ୍ୟାଗରିଷ୍ଠ ପ୍ରତିନିଧିମାନଙ୍କୁ ନେଇ ସମ୍ପୃକ୍ତ ରାଜନୈତିକ ଦଳ ଯଦି ବିରୋଧର…
ଟିକା ପରେ ସ୍କୁଲ
ଭାରତର ବିଭିନ୍ନ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସ୍କୁଲ ଓ କଲେଜ ଖୋଲୁଛନ୍ତି। ଓଡ଼ିଶାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲା ସରିଥିବା ବେଳେ ଅଗଷ୍ଟ ୯ରେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି। ଅଗଷ୍ଟ ୧୬ରେ ନବମ ଓ ଏକାଦଶ ଏବଂ ମହାବିଦ୍ୟାଳୟ ଓ…
ଖେଳରେ ଜାତି
ଅଗଷ୍ଟ ୮, ୨୦୨୧ରେ ସବୁ ଭାରତୀୟ ଖବରକାଗଜର ଶିରୋନାମାରେ ନୀରଜ ଚୋପ୍ରା ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ। ରାଜନେତା ଆସନ୍ତି ଓ ଯାଆନ୍ତି। ପରବର୍ତ୍ତୀ ପିଢ଼ିକୁ ଇତିହାସ ବହିର ପୃଷ୍ଠା ଖେଳାଇବାକୁ ପଡ଼େ ସେମାନଙ୍କ ନାମ ଜାଣିବା ପାଇଁ। କିନ୍ତୁ ଭାରତରେ…
ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ: ଆଦିବାସୀଙ୍କ ଅଧିକାର କେତେ ସୁରକ୍ଷିତ
ଭାଲଚନ୍ଦ୍ର ଷଡ଼ଙ୍ଗୀ ଆଦିବାସୀ ହେଉଛନ୍ତି ଆମ ସଭ୍ୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବର୍ତ୍ତମାନ ବିଶ୍ୱର ୭୦ଟି ଦେଶରେ ୩୭ କୋଟିରୁ ଅଧିକ ଆଦିବାସୀ ବସବାସ କରୁଛନ୍ତି। ଆମ ଦେଶର ଜନସଂଖ୍ୟାର ପ୍ରାୟ ୮ ଭାଗ ହେଉଛନ୍ତି ଆଦିବାସୀ। ଆମ ରାଜ୍ୟର ବି…
ଅଗଷ୍ଟ ବିପ୍ଳବ ଓ ଓଡ଼ିଶାର ବଳିଦାନ
ଡ. ପ୍ରଫୁଲ୍ଲ କୁମାର ସାହୁ ଅଗଷ୍ଟ ବିପ୍ଳବ ଆମ ସ୍ବାଧୀନତା ସଂଗ୍ରାମ ଇତିହାସର ଏକ ଯୁଗାନ୍ତକାରୀ ଅଧ୍ୟାୟ। ୧୯୪୨ ମସିହା ଅଗଷ୍ଟ ୮ ତାରିଖ ବମ୍ବେର ଗ୍ବାଲିୟର ଟ୍ୟାଙ୍କ (ଅଗଷ୍ଟ କ୍ରାନ୍ତି) ମଇଦାନରେ ଅନୁଷ୍ଠିତ କଂଗ୍ରେସର ଖୋଲା ଅଧିବେଶନରେ ଗାନ୍ଧିଜୀ ଭାରତଛାଡ଼…
ଏଇ ଭାରତରେ
ସେବକ ବା ପ୍ରବର୍ତ୍ତକ ଭାବେ କେହି ଜନ୍ମ ନେଇ ନ ଥାଆନ୍ତି। ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ଏହା ହେବାକୁ ପଡ଼ିଥାଏ, ଯାହା ହୋଇପାରିଛନ୍ତି ଚେନ୍ନାଇର ଡ. ଇସା ଫତିମା ଜନ୍ମିନ। ପେସାରେ ଜଣେ ଅର୍ଥୋଡୋନିଷ୍ଟ। ସେ ଚେନ୍ନାଇରେ ଗରିବ ଲୋକଙ୍କୁ…
ବହୁତ ହରାଇଲେଣି
ଆକାର ପଟେଲ ବହୁମତ ପାଇ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ମୋଦି ସରକାର ଦ୍ୱିତୀୟ ପାଳି ଆରମ୍ଭ କରିଥିଲେ। ୨୦୧୪ ତୁଳନାରେ ୨୦୧୯ ସାଧାରଣ ନିର୍ବାଚନରେ ସରକାର ବେଶି ଭୋଟ୍ ପାଇବା ସହ ଅଧିକ ଆସନ ଜିତି କ୍ଷମତାରେ ବସୁବସୁ ତତ୍କ୍ଷଣାତ୍ ତାଙ୍କ…
ଜେଡ୍ଏସ୍ଆଇ ପ୍ରଥମ ନିର୍ଦ୍ଦେଶିକା
ଭାରତରେ ପ୍ରତି କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଓ ଅବଦାନ ନାରୀ ଶକ୍ତିର ପରିଚୟ ଦେଇଚାଲିଛି। ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଜେଡ୍ଏସ୍ଆଇ)ର ପ୍ରଥମ ମହିଳା ନିର୍ଦ୍ଦେଶିକା ହେବାରେ ଦୃଷ୍ଟି ବାନାର୍ଜୀ ଏବେ ସଂସ୍ଥାର ୧୦୫ ବର୍ଷରୁ ଊର୍ଦ୍ଧ୍ୱ ଯାତ୍ରାରେ ନୂଆ ଇତିହାସ…
Archives


