ସମ୍ପାଦକୀୟ

ଭିଆଇପି ସଂସ୍କୃତିକୁ ବିରୋଧ

ସାଧାରଣ ଲୋକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିପାରିଥିତ୍ବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭିଆଇପି ସଂସ୍କୃତିକୁ ତୀବ୍ର ବିରୋଧ କରିଛନ୍ତି। ସହରରେ ଲୋକମାନଙ୍କ ମଧ୍ୟରେ ତାଙ୍କର ଗ୍ରହଣୀୟତା ରହିଛି ବୋଲି ଆମ ମନରେ ବିଶ୍ୱାସ ଜନ୍ମାଇବାକୁ ସେ ଚାହଁୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ…

ଏଇ ଭାରତରେ

ଗାଁ ନାମ ବାଞ୍ଚା। ମଧ୍ୟପ୍ରଦେଶର ବୈତୁଲ ଜିଲାର ଏହି ଗାଁରେ ନା ଅଛି କାଠଚୁଲା ନା ଅଛି ଗ୍ୟାସ୍‌ ସିଲିଣ୍ଡର। ହେଲେ ଲୋକମାନେ ରୋଷେଇ କରୁଛନ୍ତି। ଏହା ଜାଣି ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ବାସ୍ତବତା ହେଉଛି, ବାଞ୍ଚାର ଲୋକମାନେ ସୌରଶକ୍ତି ଚାଳିତ…

ଭାଟ୍‌ ନିଅ ଭୋଟ୍‌ ଦିଅ

ଅକ୍ଷୟ କୁମାର ମିଶ୍ର ଗଣତାନ୍ତ୍ରିକ ପ୍ରକ୍ରିୟାଗୁଡ଼ିକ ମଧ୍ୟରେ ନିର୍ବାଚନ ଏକ ମୁଖ୍ୟ ପ୍ରସଙ୍ଗ ହୋଇଥିବାବେଳେ ପ୍ରସଙ୍ଗବିହୀନ ନିର୍ବାଚନ ଯେ ଗଣତନ୍ତ୍ରକୁ ଦୁର୍ବଳ କରିବ ଏହା ଅସ୍ବୀକାର କରାଯାଇ ନ ପାରେ। ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଜରିଆରେ ସରକାର ଗଢ଼ାଯାଏ ।…

ଇରାନ ଓ ଭିଏନା ବୁଝାମଣା

ଦଜଭାଦ ସଲେହି ଇସ୍‌ଫାହାନି ଗତ ନଭେମ୍ବରରେ ୨୦୨୨ ପୁଟ୍‌ବଲ ବିଶ୍ୱ କପ୍‌ ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ର ନିର୍ଦ୍ଧାରିତ ୯୦ ମିନିଟ୍‌ ଶେଷ ସୁଦ୍ଧା ଇରାନ ଲେବାନନ୍‌ଠାରୁ ଗୋଟିଏ ଗୋଲରେ ପଛୁଆ ରହିଥିଲା। ଏହାକୁ ଲକ୍ଷ୍ୟ କରି ସୋସିଆଲ ମଡିଆରେ…

କେତେ ସତ କେତେ ମିଛ

ଡା. ଶୁଭଶ୍ରୀ ମିଶ୍ର କରୋନାର ତୃତୀୟ ଲହର ଓ ସମ୍ଭାବ୍ୟ ଓମିକ୍ରନ୍‌କୁ ନେଇ ସାଧାରଣରେ ଏକ ପ୍ରକାର ଭୟ ଖେଳିଯାଇଛି। ତେବେ ଏ କ୍ଷେତ୍ରରେ ସଚେତନତା ଅଭାବରୁ ମହିଳାମାନେ ଏହି ଦୁଃଖକୁ ସହଜରେ ପରିବାର ସାମ୍ନାରେ ରଖିବା ପାଇଁ ଚାହାନ୍ତି ନାହିଁ।…

ମହାମାରୀ ରୋକିବାର ବାଟ

ଜୋସେ ମାନୁଏଲ୍‌ ବାରୋସୋ ଶତାବ୍ଦୀର ସବୁଠୁ ଘାତକ କୋଭିଡ୍‌-୧୯ ମହାମାରୀ ଦୁଇ ବର୍ଷ ହେବ ସାରା ବିଶ୍ୱକୁ କଲବଲ କରୁଛି। ଏହା ଯୋଗୁ ବିଶ୍ୱ ଏକ ସଙ୍କଟଜନକ ସ୍ଥିତିକୁ ଠେଲି ହୋଇଯାଇଛି। ମହାମାରୀରେ ଏବେ ସୁଦ୍ଧା ୫.୫ ମିଲିୟନରୁ ଊଦ୍ଧ୍ୱର୍ର୍ ଲୋକଙ୍କ…

ଜାତୀୟ ମାନ୍ୟତା ବନାମ ପାଇକ ବିଦ୍ରୋହ

ବିପିନ ବିହାରୀ ମହାନ୍ତି ୧୮୫୭ ମାର୍ଚ୍ଚ ୨୯ରେ ଇଂରେଜମାନଙ୍କ ବିରୋଧରେ ଏକ ବିଦ୍ରୋହ ଅଗ୍ନିର ମହାବିସ୍ଫୋରଣ ହେଲା, ଯାହାକୁ ଇଂରେଜ ଐତିହାସିକମାନେ ‘ସିପାହୀ ବିଦ୍ରୋହ’ ନାମରେ ନାମିତ କରିଛନ୍ତି। କିନ୍ତୁ ପ୍ରକୃତପକ୍ଷେ ଏଥିରେ ଭାରତର ସିପାହୀମାନେ ନେତୃତ୍ୱ ଗ୍ରହଣ କରି ନ…

ଜଳବାୟୁ ପରିବର୍ତ୍ତନ ଓ ତଟଭୂମି ଅବକ୍ଷୟ

ପ୍ରଫେସର କିଶୋର ସାମଲ ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକ ଉପରେ ସମୁଦ୍ର ଉପକୂଳ ଓ ତାହାର ତଟଭୂମି ଅଞ୍ଚଳରେ ଭୂକ୍ଷରଣ ଭଳି ବହୁତ କୁପ୍ରଭାବ ପଡୁଛି। ଏପରିକି ଭାରତର ବେଳାଭୂମିରେ ଥିବା କେତୋଟି ବଡ଼ ବଡ଼ ସହର…

ଏଇ ଭାରତରେ

ବ୍ୟାପକ ଜଙ୍ଗଲ ଧ୍ୱଂସ ଜଳବାୟୁ ପରିବର୍ତ୍ତନର କାରଣ ପାଲଟୁଛି। ଏହାଯୋଗୁ ପୃଥିବୀ ଭୀଷଣ ଭାବେ ପ୍ରଭାବିତ ହେବାରେ ଲାଗିଛି। ଏହାକୁ ଉପଲବ୍ଧି କରି କିଛି ବ୍ୟକ୍ତି ପରିବେଶ ସୁରକ୍ଷା ଚିନ୍ତା କରୁଛନ୍ତି ଓ ଏମାନଙ୍କ ମଧ୍ୟରେ କେରଳର ଅବଦୁଲ କରିମ୍‌ ଅନ୍ୟତମ।…

ଏଇ ଭାରତରେ

ନରେନ୍‌ ହାଁସଦ। ସମର୍ପିତ ଜୀବନର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ପଶ୍ଚିମବଙ୍ଗର ସାନ୍ତାଳି ଲୋକ ସଙ୍ଗୀତର ଗାୟକ ନରେନ୍‌ କେବଳ କଳା କ୍ଷେତ୍ରରେ ସୀମିତ ରହିନାହାନ୍ତି, ସେ ସାମାଜିକ ସେବା ଓ ବନୀକରଣକୁ ବି ବ୍ରତ ଭାବେ ଗ୍ରହଣ କରିଛନ୍ତି। ‘ସିଡୋକାହ୍ନୁ ମିଶନ’…

ଇରାନୀବାବୁ

ଡ.ଗୌରହରି ରାଉତ   ଟିମାକୁ ସାହେବୀ ବେଶରେ ଦେଖି ଗାଁ ଲୋକେ ଏକବାର ଖପ୍ପା। ହାଁ କରି ତା’ର ତାଳୁଠାରୁ ତଳିପା’ଯାଏ ଗହୀରିଆ ନଜର ଘୂରାଉଛନ୍ତି ସେମାନେ। ଫିସ୍‌ ଫିସ୍‌ ସିଗାରେଟ୍‌ ପିଇ ସୁଟ୍‌ ବୁଟ୍‌ ପିନ୍ଧି ଏବେ ଗାଁ ରେ…

ସର୍ବବ୍ୟାପ୍ତ ମହାଶୂନ୍ୟ

ଡ. ନରେନ୍ଦ୍ର କୁମାର ସେଠୀ   ଓଡ଼ିଶାର ଏକ ପ୍ରାଚୀନତମ ସମ୍ପ୍ରଦାୟ ମହିମା ଧର୍ମରେ ମହାଶୂନ୍ୟର ଉପାସନା କରାଯାଇଥାଏ। ଏହି ସମ୍ପ୍ରଦାୟ ଏକେଶ୍ୱରବାଦରେ ବିଶ୍ୱାସ କରନ୍ତି ଓ ମୂର୍ତ୍ତି ପୂଜାରେ ବିଶ୍ୱାସ ରଖନ୍ତି ନାହିଁ। ଆମକୁ ଏ ବିଷୟରେ ଚିନ୍ତା କଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri