ସମ୍ପାଦକୀୟ

ଶିକ୍ଷା ବ୍ୟବସ୍ଥାର ଦୟନୀୟ ଚିତ୍ର

ଡ.ଚିତ୍ତରଂଜନ ମିଶ୍ର ଭାରତୀୟ ଡେଭଲପମେଣ୍ଟ ଇକୋନୋମିଷ୍ଟ ବା ବିକାଶଧର୍ମୀ ଅର୍ଥନୀତିଜ୍ଞମାନଙ୍କ ମଧ୍ୟରେ ପ୍ରାୟତଃ ଦୁଇଟି ଚିନ୍ତାଧାରା କାର୍ଯ୍ୟ କରିଥାଏ। ଗୋଟିଏ ଚିନ୍ତାଧାରା ‘ଅଭିବୃଦ୍ଧି’ ପାଇଁ ଓ ଅନ୍ୟଟି ‘ପୁନର୍ବିତରଣ’ ପାଇଁ ଓକିଲାତି କରିଥାଏ। ଗୋଟିଏ କଥା ନିଶ୍ଚିତ ଯେ ‘ଅଭିବୃଦ୍ଧି’ ଓ…

ଏଇ ଭାରତରେ

ମାନସିକ ଅନଗ୍ରସର ଓ ବିଷାଦଗ୍ରସ୍ତଙ୍କ ପାଇଁ ସାହାରା ପାଲଟିଛନ୍ତି ସୁମିତ୍ରା ଗାର୍ଗାଇ। ହୋ’ ଆଦିବାସୀ ସମ୍ପ୍ରଦାୟର ସୁମିତ୍ରା ରହନ୍ତି ଝାଡ଼ଖଣ୍ଡର ନାରଙ୍ଗ ଗାଁରେ। ନବମ ପାସ୍‌ ପରେ ସେ ବିବାହ କରି ବହୁ ବିପର୍ଯ୍ୟୟକୁ ସାମ୍ନା କରିଥିଲେ। ୩ କନ୍ୟା ସନ୍ତାନର…

ଆନ୍ଦୋଳନକୁ ଅଣଦେଖା

ଆକାର ପଟେଲ ଚଳିତ ମାସ ଶେଷଆଡ଼କୁ, ଅର୍ଥାତ୍‌ ୨୬ ସେପ୍ଟେମ୍ବରରେ ସଂଯୁକ୍ତ କିଷାନ ମୋର୍ଚ୍ଚା କୃଷି ଆଇନଗୁଡ଼ିକ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ଡାକରା ଦେଇଛି। ଗତ ବର୍ଷ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ଏଯାବତ ଚାଲିଛି। କାହିଁକି ଏହା…

କଇଁଛ ବିଜ୍ଞାନୀ

କେବଳ ଭୂଭାଗରେ ବିଚରଣ କରୁଥିବା ପ୍ରାଣୀ ନୁହନ୍ତି, ଜଳଜ (ଆକ୍ୱାଟିକ୍‌) ପ୍ରାଣୀଙ୍କ ପ୍ରତି ଶିକାରୀଙ୍କ କ୍ରୂରଭାବ ସେମାନଙ୍କ ସଂଖ୍ୟା କମାଇ ଚାଲିଛି। ବିଶେଷକରି ମଧୁରଜଳରେ ବାସ କରୁଥିବା ଜଳଜ ଜୀବ କଇଁଛ, କୁମ୍ଭୀର ଓ ଡଲଫିନ୍‌ ବଂଶ ବିପଦରେ ପଡ଼ିଛି। ବେଆଇନ…

ଅନ୍ଧାରି ଶାସନ ଓ ଗଣ ଦେଶାନ୍ତର

ଡ. ପ୍ରଫୁଲ୍ଲ କୁମାର ସାହୁ ପୈତୃକ ଭୂମି ପ୍ରତି ପ୍ରତ୍ୟେକ ମଣିଷର ମମତା ଅମାପ। ତେଣୁ ପ୍ରବାସରେ ଥିଲେ ଜନ୍ମ ମାଟିକୁ ଫେରିବା ପାଇଁ ପ୍ରାଣ ବ୍ୟାକୁଳ ହୁଏ ପ୍ରତି ମୁହୂର୍ତ୍ତରେ। ମାତ୍ର ଯୁଦ୍ଧ, ଗୃହଯୁଦ୍ଧ, ସନ୍ତ୍ରାସ, ଗଣହତ୍ୟା, ସାଂପ୍ରଦାୟିକ ଦଙ୍ଗା…

ଏଇ ଭାରତରେ

ଗଣେଶ କିମ୍ବା ଅନ୍ୟ ଦେବଦେବୀଙ୍କ ମୂର୍ତ୍ତି ବିସର୍ଜନ ଯୋଗୁ ଜଳ ପ୍ରଦୂଷଣ ହେଉଛି। ଏହାର ପ୍ରତିକାର ପାଇଁ ନାସିକ୍‌ର ତୃପ୍ତି ଗାଏକ୍ୱାଡ ଏକ ଅଭିନବ ଉପାୟ ଆପଣାଇଛନ୍ତି। ୩୩ ବର୍ଷୀୟା ତୃପ୍ତି ପେସାରେ ଜଣେ ଆଡ୍‌ଭୋକେଟ। ସେ ପା୍ଲଷ୍ଟର୍‌ପ୍ୟାରିସ, ଥର୍ମୋକୁଲ୍‌ରେ ନିର୍ମିତ…

ଏଇ ଭାରତରେ

ବର୍ଜ୍ୟ ଦେବେ ଓ ତା’ବଦଳରେ ପିଜା ପାଇବେ । ଏମିତି କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏହା ସତ। ଅହମଦାବାଦରେ ଦେଖିବାକୁ ମିଳିଛି ଏମିତି ଘଟଣା। ହାର୍ଦ୍ଦିକ ଶାହା ପରିବେଶ ପ୍ରଦୂଷଣ ରୋକିବା ଲାଗି ଏଭଳି ଅଭିଯାନ ଆରମ୍ଭ କରିଛନ୍ତି।…

ଏକ ନିଆରା ପରମ୍ପରା

ମୋହନ ଚରଣ ବିଷି ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ। ଉତ୍ପନ୍ନ ହେଉଥିବା ଖାଦ୍ୟଶସ୍ୟକୁ ନିଜେ ପ୍ରଥମେ ଭକ୍ଷଣ କରିବା ପୂର୍ବରୁ ଦିଅଁ ଦେବତା, ଠାକୁର, ଠାକୁରାଣୀ, ଗ୍ରାମ ଦେବଦେବୀକୁ ନୈବେଦ୍ୟ କରି ପରିବାର ଏକତ୍ରିତ ହୋଇ ଭକ୍ଷଣ କରିବାକୁ ନୂଆଁଖାଇ କୁହାଯାଏ।…

ଦାୟିତ୍ୱ ଖସାଇବାର ପ୍ରୟାସ

ବିଚିତ୍ର ବିଶ୍ୱାଳ ବୁଢ଼ାଲୋକ ଜଣକ ଜୀବନସାରା କଠିନ ପରିଶ୍ରମ କରି ନିଜ ପରିବାର ପାଇଁ କିଛି ସମ୍ପତ୍ତି ଅର୍ଜ୍ଜନ କରିଥିଲେ। ସେହି ସମ୍ପତ୍ତିି ମଧ୍ୟରେ ଜମି, ଗାଡ଼ି, ଘର, ଡଙ୍ଗା, ଟେଲିଫୋନ୍‌, ହୋଟେଲ୍‌ ବ୍ୟବସାୟ ଓ ଆହୁରି ଅନେକ ଜିନିଷ ଥିଲା।…

ଆରମ୍ଭରୁ ଆହ୍ୱାନ

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ ବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଭାବେ ୧୯୮୫ ବ୍ୟାଚ୍‌ ଆଇଆର୍‌ଏସ୍‌ ଅଧିତ୍କାରୀ ଜଗନ୍ନାଥ ମହାପାତ୍ରଙ୍କ ନିଯୁକ୍ତି ନିଶ୍ଚିତ ହୋଇଛି। ଏହି ପଦବୀରେ ରହି ଆରାମରେ କାର୍ଯ୍ୟ କରିବାକୁ ତାଙ୍କ ନିକଟରେ…

ଏଇ ଭାରତରେ

ପରିବେଶ ପ୍ରଦୂଷଣ ରୋକିବାରେ ୩ ଜଣ ମହିଳାଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ମୁମ୍ବାଇର ଏହି ମହିଳାମାନେ ହେଉଛନ୍ତି ଅଂଶୁ ପର୍ଡିଓ୍ବାଲା, କୁନ୍ତୀ ଓଜା ଏବଂ ଚିତ୍ରା ହିରେମାଥ୍‌। ଏମାନେ ବ୍ୟବହୃତ ଖାଲି କ୍ଷୀର ପ୍ୟାକେଟ୍‌ ସଂଗ୍ରହ କରି ତାହାକୁ…

ଚାପରେ ବିଦ୍ୟାର୍ଥୀ ଓ ଆତ୍ମହତ୍ୟା

ଡା. ସମ୍ରାଟ କର ଭାରତୀୟ ଛାତ୍ରୀଛାତ୍ରମାନେ ଆଜିକା ସମୟରେ ନିଜର ସଫଳତାର ମାତ୍ରାକୁ ପୂରଣ କରିବା ପାଇଁ ସ୍ବାଭାବିକ ଭାବେ ଚାପଗ୍ରସ୍ତ ହେଉଛନ୍ତି। ସେଥିରେ ଆଉ ଗୋଟିଏ ବଡ଼ କଥା ହେଲା ଯେ ପ୍ରାୟତଃ ଅଭିଭାବକମାନେ ନିଜ ପିଲାର ସଫଳତାକୁ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri