ସମ୍ପାଦକୀୟ

ଆଜି ବାଲ୍ୟ ବିବାହ, କାଲି ସତୀ

ରାଜସ୍ଥାନ ସରକାର ୧୭ ସେପ୍ଟେମ୍ବରରେ ରାଜସ୍ଥାନ ବାଧ୍ୟତାମୂଳକ ବିବାହ ପଞ୍ଜୀକରଣ (ସଂଶୋଧନ) ବିଲ୍‌, ୨୦୨୧ ବାଚନିକ ଭୋଟ୍‌ରେ ଗୃହୀତ କରାଇଛନ୍ତି। ଏଥିରେ ସ୍ପଷ୍ଟ କୁହାଯାଇଛି ଯେ, ୨୧ ବର୍ଷ ବୟସରୁ କମ୍‌ ଜଣେ ବର ଓ ୧୮ ବର୍ଷରୁ କମ୍‌ କନ୍ୟାଙ୍କ…

μ = Σxi /n

ଆରମ୍ଭରୁ କହିବାକୁ ଚାହୁଁ ଯେ, ମାତୃଭାଷା ପାଇଁ ଆମର ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ରହିଛି। ଏଠାରେ ଭାରତର ବିଭିନ୍ନ ଆଞ୍ଚଳିକ ଭାଷାକୁ କୌଣସି ଭାବରେ ଆଞ୍ଚ ଆଣିବାର ଉଦ୍ଦେଶ୍ୟ ନ ଥିଲେ ମଧ୍ୟ ନିକଟରେ ସରକାରଙ୍କ ଦ୍ୱାରା ଇଞ୍ଜିନିୟରିଂ ପାଠକୁ…

ଏଇ ଭାରତରେ

ଲକ୍‌ଡାଉନ ସମୟରେ ଅନେକେ ଜିନିଷ ପ୍ରସ୍ତୁତ କରିବାରେ ଲାଗି ଯାଇଥିବା ବେଳେ କେରଳର ଅଜି ଆନନ୍ଦ କିନ୍ତୁ ବିୟର ବୋତଲ ଓ ମାଟିରେ ଘର ତିଆରି କରିବାରେ ବ୍ୟସ୍ତ ଥିଲେ। ଏବେ ସେହି ଘର ଶେଷ ହୋଇଛି। କେରଳର କୁନ୍ନୁର ନିବାସୀ…

ବିଷୟ ଚୟନ ଓ ଭବିଷ୍ୟତ ନିର୍ମାଣ

ଡ. ମନୋରଞ୍ଜନ ପ୍ରଧାନ ମାତାପିତାଙ୍କ ପାଇଁ ବଡ଼ ଚିନ୍ତାର କାରଣ ହେଉଛି ସେମାନଙ୍କ ପୁଅ ଝିଅମାନଙ୍କ ଲାଗି କେଉଁ ଷ୍ଟ୍ରିମ୍‌ ବା କେଉଁ ପାଠ୍ୟକ୍ରମ ବାଛିବେ? ଯଦି ଷ୍ଟ୍ରିମ୍‌ ବଛା ସରିଲା, ତେବେ କେଉଁ ବିଷୟଗୁଡ଼ିକ ଉଭୟ ଜୀବନ ଓ ଜୀବିକା…

ବିଶ୍ବଶାନ୍ତି ଓ ଗାନ୍ଧିବାଦ

ଡ. ପ୍ରଫୁଲ୍ଲ କୁମାର ସାହୁ ଯୁଦ୍ଧ ହେଉଛି ସଭ୍ୟତାର ସବୁଠାରୁ ଭୟାନକ ଓ ବିଭତ୍ସ ଇତିହାସ। ମାନବ ସଭ୍ୟତାର ଆରମ୍ଭରୁ ଏ ପର୍ଯ୍ୟନ୍ତ ଯେତେ ଯୁଦ୍ଧ ହୋଇଛି ସେଥିରେ କେବଳ ଅକାଳରେ ଝରି ପଡ଼ିଛି ଅନେକ ମୂଲ୍ୟବାନ ଜୀବନ। ଭାଙ୍ଗିପଡ଼ିଛି ସମୃଦ୍ଧିର…

କେମିତି ଅଛନ୍ତି କୃଷକ

ବିପ୍ଳବ ସମଗ୍ର ବିଶ୍ୱରେ ବାସକରୁଥିବା କୋଟି କୋଟି ଲୋକ କାୈଣସି ନା କାୈଣସି ଖାଦ୍ୟ ଗ୍ରହଣ କରି ଜୀବନ ନିର୍ବାହ କରନ୍ତି। ସେ ହୋଇପାରନ୍ତି ରାସ୍ତାକଡ଼ର ଭିକାରୀ ଅଥବା ସୁଉଚ୍ଚ ଅଟ୍ଟାଳିକାରେ ବାସ କରୁଥିତ୍ବା ସମ୍ଭ୍ରାନ୍ତ ବ୍ୟକ୍ତି। ମାତ୍ର ଖାଦ୍ୟର କଞ୍ଚାମାଲଟି…

ହାଇକମାଣ୍ଡ ମାନସିକତା

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ୧୮ ସେପ୍ଟେମ୍ବରରେ ଇସ୍ତଫା ଦେବା ପରେ ସେଠାକାର କଂଗ୍ରେସ ଭିତରେ ଥିବା ଫାଟ ପଦାକୁ ସମ୍ପୂର୍ଣ୍ଣ ଦିଶିଛି। ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜୋତ୍‌ ସିଂ ସିଦ୍ଧୁଙ୍କ ସହ ମତଭେଦ…

ଆଫଗାନିସ୍ତାନ: ଅତୀତ ଓ ବର୍ତ୍ତମାନ

କିଶୋର ଜେନା ତାଲିବାନ୍‌ ଏକ ଉଗ୍ର ମୌଳବାଦୀ ସଂଗଠନ ରୂପେ ସାରା ବିଶ୍ୱ ଜାଣେ। ତାହାରି ହାତରେ ଆମେରିକା ଆଫଗାନିସ୍ତାନକୁ ଟେକିଦେଲା। ଆମେରିକା-ତାଲିବାନ୍‌ ଚୁକ୍ତି ସମୟରେ ଆଫଗାନିସ୍ତାନରେ ଥିବା ଆମେରିକାର ଅନୁଗୃହୀତ ସରକାରକୁ ମଧ୍ୟ ଡକାଗଲା ନାହିଁ। ପାକିସ୍ତାନକୁ ମଧ୍ୟ ନୁହେଁ,…

ଖଟ ମୁଣ୍ଡେଇବା ଓ ମୁଣ୍ଡ ଖଟେଇବା

ଉମାଶଙ୍କର ପ୍ରସାଦ ଆଲେଖ୍ୟର ଶିରୋନାମା ପାଠକମାନଙ୍କୁ ନିଶ୍ଚୟ ଆଚମ୍ବିତ କରୁଥିବ। ମାତ୍ର ଆଜିର ସମାଜରେ ରାଜନେତାଠୁ ପ୍ରଶାସକ ପର୍ଯ୍ୟନ୍ତ ସମସ୍ତେ ଖଟ ମୁଣ୍ଡେଇବା ପ୍ରକ୍ରିୟାକୁ ଆପଣେଇ ନେଇଛନ୍ତି। ମାତ୍ର ଅନ୍ୟପକ୍ଷରେ ମୁଣ୍ଡ ଖଟେଇବା କଳାକୁ ପ୍ରାୟ ସମସ୍ତେ ଭୁଲିଗଲେଣି। ଅପାଠୁଆ ଲୋକଟିଏ…

ଏଇ ଭାରତରେ

ମେଟ୍ରୋ ସହରଗୁଡ଼ିକରେ ଜନସଂଖ୍ୟା ବୃଦ୍ଧି ପାଇବାରୁ ହଜାର ହଜାର ଲୋକ ସରକାରୀ ଜମି ଜବରଦଖଲ କରି ରହୁଛନ୍ତି। ଏମାନେ ପ୍ରାୟତଃ ନିମ୍ନମଧ୍ୟବିତ୍ତ କିମ୍ବା ଗରିବ ଶ୍ରେଣୀର, ଯେଉଁମାନଙ୍କ ପାଖରେ ଘର କିଣିବା ଲାଗି ଅର୍ଥର ଅଭାବ ରହିଛି। ଏଣୁ ଏଭଳି ସମସ୍ୟାର…

ଏଇ ଭାରତରେ

ଲଦାଖର କାର୍‌ଗିଲ ଜିଲା ଅନ୍ତର୍ଗତ କରିଥ ଗାଁର ସରକାରୀ ଉଚ୍ଚପ୍ରାଥମିକ ସ୍କୁଲର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ମହମ୍ମଦ ଅଲୀଙ୍କ ଶିକ୍ଷାପଦ୍ଧତି ଏବେ ଚର୍ଚ୍ଚାରେ। ଅଲୀ ୨୦୧୬ରେ ସ୍କୁଲର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଥିଲେ। ତାଙ୍କ ନିଆର ଶିକ୍ଷା ପଦ୍ଧତିରେ ସ୍କୁଲରେ ପିଲାସଂଖ୍ୟା…

ୟୁଏନ୍‌ ଓମେନ୍‌ ମୁଖ୍ୟ

ଜିତେନ୍ଦ୍ର କୁମାର ନାୟକ   ୟୁଏନ୍‌ ଓମେନ୍‌ ହେଉଛି ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ଦିଗରେ ଉତ୍ସର୍ଗୀକୃତ ଜାତିସଂଘର ଏକ ସଙ୍ଗଠନ। ଏହି ବିଶ୍ୱ ଅଭିଯାନ ମାଧ୍ୟମରେ ମହିଳା ଓ ବାଳିକାମାନେ ସେମାନଙ୍କ ମାନବ ଅଧିକାର ଜାହିର କରିବା ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri