ସମ୍ପାଦକୀୟ

ଏଇ ଭାରତରେ

ଚାଷୀମାନେ ବହୁ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ ରାସ୍ତାରେ ପରିବା ପିଙ୍ଗି ଦେଉଥିତ୍ବା ଦୃଶ୍ୟ ଦେଖିବାକୁ ମିଳେ। ତେବେ ଏହି ସମସ୍ୟା ଦୂର କରିବା ଲାଗି ଆଇଆଇଟିରୁ ଡିଗ୍ରୀ ହାସଲ କରିଥିବା ନୀତୀନ କୁମାର ଏବଂ ତାଙ୍କ ଭଉଣୀ ରଶ୍ମି…

ପ୍ରେମ ପଞ୍ଚାୟତୀ

ଡ. କୁଳାଙ୍ଗାରା କଥା କ’ଣ କି ଲୋକଙ୍କ ସେବାରେ ଯାବତୀୟ ଠିକାଦାରି ଓ ଯୋଜନାର ବିଲ୍‌ କରିବାରେ ବ୍ୟସ୍ତ ସରପଞ୍ଚ ପନ୍ଦାରି ପୁହାଣ ନିଜେ ବିବାହ କରିବା ଭୁଲି ଯାଇଥିଲେ। ଯଦିଓ ନିନ୍ଦୁକଙ୍କ ମତରେ ଅନେକଙ୍କ ଘରେ ସିଏ ଜ୍ୱାଇଁ ମର୍ଯ୍ୟାଦା…

ପୁସ୍ତକ ପରିବର୍ତ୍ତେ ପୋଷ୍ଟର

ଅକ୍ଷୟ କୁମାର ମିଶ୍ର ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଉଷ୍ମତା ବେଶ୍‌ ପ୍ରଖର ହେବାରେ ଲାଗିଲାଣି। ସୀମିତ ସାଥୀ ସମର୍ଥକଙ୍କୁ ସାଙ୍ଗରେ ଧରି ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। କାନ୍ଥବାଡ଼ ସବୁଠି ବ୍ୟାନର ଓ ପୋଷ୍ଟର ଛାଇ ହୋଇଗଲାଣି।…

ବିଳମ୍ବରେ ନିଯୁକ୍ତି

ପୂର୍ବତନ ତୈଳ ସଚିବ ତରୁନ କପୁର ପେଟ୍ରୋଲିୟମ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ ରେଗୁଲେଟୋରି ବୋର୍ଡ ବା ତୈଳ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (ପିଏନ୍‌ଜିଆର୍‌ବି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ସାଧାରଣତଃ ଶିଳ୍ପ କ୍ଷେତ୍ରରେ ଅନେକ ବର୍ଷ ପରେ…

ଏଇ ଭାରତରେ

ଅସହାୟ ତଥା ଭୋକିଲା ପିଲାଙ୍କ ପେଟ ଭରୁଛନ୍ତି ଦିଲ୍ଲୀର ସରିିତା କଶ୍ୟପ। ଅଟୋମୋବାଇଲ ସେଲ୍ସପର୍ସନ ଭାବେ ସରିତା ୧୭ ବର୍ଷ କାର୍ଯ୍ୟ କରି ୨୦୧୯ରେ ତାହାକୁ ଛାଡି ଅସହାୟ ପିଲାମାନଙ୍କୁ ଖାଇବାକୁ ଦେଉଛନ୍ତି। ସେ ଏଥିପାଇଁ ଏକ ରାଜମା ଚାଓ୍ବଲ ଷ୍ଟଲ୍‌…

ଆମ ଗଣତନ୍ତ୍ର କାହା ହାତରେ

ଡ. ପବିତ୍ର ସୁବୁଦ୍ଧି ଆଗକୁ ଆସୁଛି ଆମ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ନିର୍ବାଚନୀ ଆବହାଓ୍ବାରେ ସାରା ରାଜ୍ୟ ଏବେ ଆଚ୍ଛନ୍ନ। ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇ ଭାଗ୍ୟ ପରୀକ୍ଷା କରିବାକୁ ଅଗଣିତ ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲା…

ପୁଞ୍ଜିବାଦ ଓ ପ୍ରତିଯୋଗିତା

ରୁବେନ୍‌ ମ୍ୟାକ୍ସିମିଆନୋ ଜୋ ବାଇଡେନ୍‌ ଆମେରିକାର ରାଷ୍ଟ୍ରପତି ହେବା ଏକ ବର୍ଷରୁ ଊର୍ଦ୍ଧ୍ୱ ହୋଇଗଲାଣି। ଏହି ସମୟ ମଧ୍ୟରେ ଲଗାତର ତାଙ୍କୁ ଫ୍ରାଙ୍କଲିନ୍‌ ଡେଲାନୋ ରୁଜ୍‌ଭେଲ୍ଟଙ୍କ ସହ ତୁଳନା କରାଯାଇଆସୁଛି। ରୁଜ୍‌ଭେଲ୍ଟ ୧୯୩୦ ଦଶକରେ ଅର୍ଥନୀତିରେ ଏକ ନ୍ୟୁ ଡିଲ୍‌ ବା…

ପ୍ରଳୟ କେତେ ଦୂର

ଅଲେଖ ଚନ୍ଦ୍ର ମିଶ୍ର ଜୀବଜଗତର ସୃଷ୍ଟି, ସ୍ଥିତି ଓ ବିଲୟ ସହିତ ପ୍ରକୃତି ଓତପ୍ରୋତ ଭାବେ ଜଡିତ। ପ୍ରକୃତିର ଭାରସାମ୍ୟରେ ତା’ର ସୃଷ୍ଟି ହୁଏ। ସାମାନ୍ୟ କୋଡମାଡ଼ (ଦୁର୍ବିପାକ)ରେ ତା’ର ସ୍ଥିତି ବିପନ୍ନ ହୁଏ ଏବଂ କିଞ୍ଚିତ୍‌ ବିଶୃଙ୍ଖଳାରେ ତା’ର ବିଲୟ…

ଆଦର୍ଶ ପଞ୍ଚାୟତର ରୂପରେଖ

ରାଜୀବ କର୍ମୀ ବର୍ତ୍ତମାନ ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଉଷ୍ମତା ଜମି ଆସୁଛି। ଫେବୃୟାରୀ ମାସ ଶେଷ ସୁଦ୍ଧା ଓଡ଼ିଶାରେ ୬୨୩୪ ଗ୍ରାମପଞ୍ଚାୟତ ନିଜର ନୂଆ ସରପଞ୍ଚଙ୍କୁ ଦେଖିବ। ଯଦି ଆମେ ଅତିଶୟ ଆଶାବାଦୀ ହେବା ତେବେ ନିଶ୍ଚିତ ଭାବରେ ଆଗାମୀ ପାଞ୍ଚ…

ଚାଲ ସ୍କୁଲ ଯିବା

ଘାସିରାମ ପଣ୍ଡା ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମାଧ୍ୟମିକ ଓ ତଦୂର୍ଦ୍ଧ୍ୱ ଶ୍ରେଣୀଗୁଡ଼ିକ ୭ ଫେବୃୟାରୀରୁ ଖୋଲିଛି। ସେହିପରି ପ୍ରାଥମିକ ଶ୍ରେଣୀଗୁଡ଼ିକ୧୪ ଫବୃୟାରୀରୁ ଖୋଲିବ। ଯେଉଁ ଛାତ୍ରୀଛାତ୍ର ବିଦ୍ୟାଳୟ ଯାଉଛନ୍ତି ସେମାନଙ୍କ ମଧ୍ୟରେ ଉତ୍ସାହ ଅଛି।…

ଏଇ ଭାରତରେ

ପେସାରେ ଜଣେ ଡାକ୍ତର, କିନ୍ତୁ ପରିବେଶ ସୁରକ୍ଷା ପାଇଁ ସଦା ବ୍ୟସ୍ତ ଡା.ପରମେଶ୍ୱର ମୁଣ୍ଡେ। ସେ ମହାରାଷ୍ଟ୍ରରେ ପର୍ଯ୍ୟଟନଭିତ୍ତିକ ପାହାଡ଼ଗୁଡ଼ିକୁ ପ୍ଲାଷ୍ଟିକ ବର୍ଜ୍ୟମୁକ୍ତ କରିବା ଲାଗି ଅଭିଯାନ ଚଳାଇଛନ୍ତି। କେବଳ ଏତିକି ନୁହେଁ, ସେ କୋଭିଡ୍‌-୧୯ ମହାମାରୀ ଲକ୍‌ଡାଉନ ସମୟରେ ମୁମ୍ବାଇରେ…

ର଼୍ୟାଗିଂ ରୋଗ

କୋଭିଡ୍‌-୧୯ ମହାମାରୀ ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିଥିବାବେଳେ ଶିକ୍ଷାଦାନ ପ୍ରକ୍ରିୟାକୁ ତଳିତଳାନ୍ତ କରିଦେଇଛି। ଅନ୍‌ଲାଇନ ଶିକ୍ଷାଦାନ ଅନେକାଂଶରେ ଏହାକୁ ସୁଧାରିବାକୁ ପ୍ରୟାସ କରିଛି ସତ, ହେଲେ ବହୁ ଛାତ୍ରୀଛାତ୍ର ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ମହାମାରୀ ପ୍ରକୋପ କମି ଆସୁଥିବାରୁ ଏବେ ଅନ୍‌ଲାଇନରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri