ସମ୍ପାଦକୀୟ

ଏଇ ଭାରତରେ

ଜୈବିକ କୃଷିରେ ଉନ୍ନତି ଆଣିବାରେ ଉତ୍ତରପ୍ରଦେଶର ଗୀତା ସିଂଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ତାଙ୍କ ବୟସ ୪୮। ଗୋଣ୍ଡା ଜିଲାର ନିବାସୀ ଗୀତା ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ସ୍ବାମୀ ସରକାରୀ ଚାକିରି ଛାଡି କୃଷିରେ ପ୍ରବେଶ…

ରାସ୍ତାର ଦୁଇ ପାଖ

ପ୍ରକାଶ ତ୍ରିପାଠୀ ରାଜଧାନୀର ଏକ ଓସାରିଆ ରାସ୍ତା। ରାସ୍ତାର ଗୋଟିଏ କଡେ ଧାଡ଼ିହୋଇ ଲମ୍ବିଛି ଭିନ୍ନ ଭିନ୍ନ ଡିଜାଇନର ଆଧୁନିକ କୋଠା। ସମ୍ଭ୍ରାନ୍ତ, ଆଭିଜାତ୍ୟ ଓ ଆଧୁନିକତାର ସ୍ବାକ୍ଷର ବହନ କରୁଥିବା ସେହି ପ୍ରାସାଦଗୁଡ଼ିକରେ ରୁହନ୍ତି ଆମ ସମାଜର ଅନେକ ବିଶିଷ୍ଟ…

ନୂଆ ବିଜ୍‌ନେସ ମଡେଲ

ଆଞ୍ଜେଲ ଗୁରିଆ ଦୀର୍ଘ ଅବଧିତ୍ ଧରି ବିଶ୍ୱ ଅସମାନତା ବୃଦ୍ଧି, ପର୍ଯ୍ୟାପ୍ତ ସ୍ବାସ୍ଥ୍ୟସବା ଓ ଶିକ୍ଷା ଉପଲବ୍ଧତାର ଅଭାବ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଆହ୍ବାନଗୁଡ଼ିକୁ ସାମ୍ନା କରି ଆସୁଛି। ଏବେ କୋଭିଡ୍‌-୧୯ ମହାମାରୀ ଏହି ସବୁ ଆହ୍ବାନଗୁଡ଼ିକ ଉପରେ ସଭିଙ୍କ…

ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତ ଅଞ୍ଚଳ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ମଶା ଅନେକ ରୋଗର ମୂଳ କାରଣ। ବିଭିନ୍ନ ଡାକ୍ତରୀ ତଥ୍ୟକୁ ଆଧାର କଲେ ଜଣାଯାଏ ଯେ, ବିଶ୍ୱରେ ପ୍ରତିବର୍ଷ ୧ ମିଲିୟନ ଲୋକ ବିଭିନ୍ନ ମଶାବାହିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି। ଆମ ଦେଶରେ ମଶାବାହିତ…

ଆଗାମୀ ପିଢ଼ିର କୃତ୍ରିମ ବୁଦ୍ଧିମତ୍ତା

ଜେଫ୍‌ ମୁଲଗନ୍‌ ପୃଥିବୀର ଏବକାର ସ୍ଥିତି ଯାହା ତାହାର ବହୁ ପୂର୍ବରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ସ୍ବଷ୍ଟ ଥିଲା। କିନ୍ତୁ ଏହା ସର୍ମ୍ପକରେ ଡାଟା ବା ତଥ୍ୟ ଥିଲା ସମ୍ପୂର୍ଣ୍ଣ ଅସ୍ପଷ୍ଟ ଓ ଅପ୍ରକାଶ୍ୟ। ତଥ୍ୟ ସଂଗ୍ରହରେ ସମସ୍ୟା ମଧ୍ୟ…

ଶରୀରର ଆଧିଭୌତିକ ରହସ୍ୟ

ରିତେଶ କୁମାର ଶିଶୁ ଆମେ ଜାଣୁ ଯେ, ଆମ ଶରୀର ରକ୍ତ ମାଂସରେ ଗଢ଼ା। କିନ୍ତୁ ବିଜ୍ଞାନ କହେ, ଏହି ଶରୀର କେତେକ ମୌଳିକ ପଦାର୍ଥକୁ ନେଇ ଏକ ରାସାୟନିକ ସରଞ୍ଚନା ମାତ୍ର, ଯେଉଁଥିରେ ଅହରହ ରାସାୟନିକ ପ୍ରକ୍ରିୟାମାନ ଚାଲୁ ରହିଛି।…

ମହୋତ୍ସବର ଅମୃତ

ଉପେନ୍ଦ୍ର ବିଶ୍ୱାଳ ଏଇମାତ୍ର ପୂରିଛି ୭୫ବର୍ଷ। ଆରମ୍ଭ ହୋଇଯାଇଛି ସ୍ବାଧୀନତାର ଅମୃତ ମହୋତ୍ସବ। ଅର୍ଥାତ ବର୍ଷତମାମ ମହୋତ୍ସବ ମାଧ୍ୟମରେ ଅମୃତ ସନ୍ଧାନରେ ବ୍ରତୀ ରହିବ ଭାରତ। ସେଇ ‘ଅମୃତ’ ସମ୍ବନ୍ଧେ ଆଗକୁ ଆମର ଆଲୋଚନା। ତା’ପୂର୍ବରୁ ଟିକିଏ ମାତ୍ର ମନ୍ଥନ କରିବା…

ଏଇ ଭାରତରେ

ପ୍ରକୃତି ଓ ପରିବେଶକୁ ଭଲ ପାଇବାର କେତେ ଗଭୀର ହୋଇପାରେ ତାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛଖି ଜଣେ ଇଞ୍ଜିନିୟରଙ୍କ ଜୀବନରେ। କମ୍ପୁଟର ସାଇନ୍ସ ଇଞ୍ଜିନିୟର ଆଭା ପାଣ୍ଡେ ରହନ୍ତି ଗୁରୁଗ୍ରାମରରେ । ସେ ରହୁଥିବା ଘର ଅଗଣାରେ ପରିବା ଚାଷ କରୁଛନ୍ତି…

ଏଇ ଭାରତରେ

ସାରା ଭାରତରେ ବୟସ୍କ ଓ ଦିବ୍ୟାଙ୍ଗମାନଙ୍କୁ ଯାତାୟାତର ସୁବିଧା ଯୋଗାଇ ଦେଉଛନ୍ତି ସରତାଜ ଲାମ୍ବା। ଲୋକମାନେ ଗାଡ଼ିରେ ଯିବା ସମୟରେ ସେମାନଙ୍କୁ ଆବଶ୍ୟକ ସେବା କରାଯାଉଛି। ଆର୍ମି ଓ୍ବାଇଭ୍‌ସ୍‌ ଓ୍ବେଲଫେୟାର ଆସୋସିଏଶନ୍‌ର ଜଣେ ସକ୍ରିୟ ସଦସ୍ୟ ଭାବେ ସରତାଜ୍‌ ଅବସରପ୍ରାପ୍ତ କର୍ମଚାରୀମାନଙ୍କ…

ସାମୁଦ୍ରିକ ପ୍ରଳୟ

ବାଦଲ ଭୂୟାଁ   ପୃଥିବୀର ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନଜନିତ ବିବିଧ ସମସ୍ୟା ମଣିଷ ପାଇଁ ଉଦ୍‌ବେଗର କାରଣ ହେଲାଣି। ବାୟୁମଣ୍ଡଳରେ ଗ୍ରୀନ୍‌ ହାଉସ ଗ୍ୟାସ ବୃଦ୍ଧି ପାଇ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି ଓ ତାପମାତ୍ରା ବୃଦ୍ଧି ପାଉଛି ।…

ସାତ ପିଢ଼ି ଅପେକ୍ଷା କରିବାକୁ ପଡ଼ିବ

ଡ. ସନ୍ତୋଷ କୁମାର ମହାପାତ୍ର   ସମ୍ପ୍ରତି ସରକାରଙ୍କ ତରଫରୁ ଏପରି ପ୍ରଚାର କରାଯାଉଛି ଯେ ଜଣେ ଭାବିବ ଲୋକ ଘିଅ ମହୁରେ ଭାସୁଛନ୍ତି। ୧୩୦କୋଟି ଲୋକଙ୍କ ମଧ୍ୟରୁ ୧୦୦କୋଟି ଦୁର୍ବିଷହ ଜୀବନଯାପନ କଲାବେଳେ ୩୦ କୋଟି ଲୋକ ଆର୍ଥିକ ଦୃଷ୍ଟିରୁ…

ରାକ୍ଷୀ ସାୱନ୍ତଙ୍କ ପୋଷାକ

ଦୁଇଦିନ ପୂର୍ବେ ଉତ୍ତରପ୍ରଦେଶର ଉନ୍ନାଓଠାରେ ଭାଜପାର ‘ପ୍ରବୁଦ୍ଧ ସମ୍ମିଳନୀ’ ଆୟୋଜିତ ହୋଇଥିଲା। ସେଠାରେ ମହାତ୍ମା ଗାନ୍ଧୀ ଓ ରାକ୍ଷୀ ସାୱନ୍ତଙ୍କ ପୋଷାକକୁ ନେଇ ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଦୀକ୍ଷିତ କହିଥିଲେ ଯେ, ଗାନ୍ଧିଜୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri