ଏଇ ଭାରତରେ
୧୨୫ ଏଚ୍ଆଇଭି ପଜିଟିଭ ଶିଶୁଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାରେ ମହାରାଷ୍ଟ୍ରର ମଙ୍ଗଳ ଅରୁଣ ଶାହ ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ। ତାଙ୍କୁ ଶ୍ରଦ୍ଧାରେ ଲୋକେ ମଙ୍ଗଳତାଇ ଡାକନ୍ତି। ମଙ୍ଗଳତାଇଙ୍କୁ ଏବେ ବୟସ ୬୯। ସେ ପଲାଇ ନାମକ କେୟାର ହୋମ୍…
ଅଣୁ ଗଠନର ଅଭିନବ ଉପକରଣକୁ ନୋବେଲ
ଡ. ବିକାଶ କୁମାର ଜେନା ଚଳିତବର୍ଷ ପ୍ରସିଦ୍ଧ ଅନୁସନ୍ଧାନକାରୀ ବେଞ୍ଜାମିନ୍ ଲିଷ୍ଟ ଏବଂ ଡେଭିଡ୍ ମ୍ୟାକ୍ମିଲନଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ମନୋନୟନ କରାଯାଇଛି। ୧୯୬୮ ମସିହାରେ ବେଞ୍ଜାମିନ୍ ଲିଷ୍ଟ ଜର୍ମାନୀର ଫ୍ରାଙ୍କ୍ଫର୍ଟରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ସେ ଜର୍ମାନୀର…
ତୈଳ ଦର ବୃଦ୍ଧି ପାଇଁ ଦାୟୀ କିଏ
ଡ. ସିଦ୍ଧାର୍ଥ କାନୁନ୍ଗୋ ୮୦ ଦଶକର ଚିରସବୁଜ ଅକ୍ଷୟ ମହାନ୍ତିଙ୍କର ଗୋଟିଏ ଗୀତ ”ଯା’ରେ ଭାସି ଭାସି ଯା’…“ ମନେପଡ଼ୁଛି। ସେହି ଗୀତରେ ଗୋଟିଏ ଧାଡ଼ି ଥିଲା ”ଭୁବନେଶ୍ୱର କିରାନି ବର ମାଗୁଛି ଫଟଫଟିଆ“। ଏହା ସୂଚାଇ ଦେଉଛି ଯେ ସେତେବେଳେ…
ନୂଆ ଧାରା
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନନୀପୁର ଉପ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇ ବେଶ୍ ଉତ୍ସାହିତ ତଥା ଅଶ୍ୱସ୍ତ ଅଛନ୍ତି। ଏହା ତାଙ୍କ ଆମତ୍ତ୍ବିଶ୍ୱାସ ବି ବଢ଼ାଇଦେଇଛି। ଏହି ବିଜୟ ପରେ ଏବେ ସେ କେନ୍ଦ୍ର ସରକାରଙ୍କ ଶୈଳୀ…
ଏଇ ଭାରତରେ
ଦସ୍ୟୁ ରତ୍ନାକର ବାଲ୍ମୀକି ହେବା ଭଳି କର୍ନାଟକର ଥୋମାସ ରାଜଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ସେ ଅପରାଧ ଦୁନିଆରୁ ବାହାରି ଅସହାୟଙ୍କ ଆଶା ପାଲଟିଛନ୍ତି। ଏବେ ସୁଦ୍ଧା ଥୋମାସ ୧୯,୦୦୦ ଅସହାୟ ବ୍ୟକ୍ତିଙ୍କୁ ରାସ୍ତାରୁ ଉଦ୍ଧାର କରିଛନ୍ତି। ବେଙ୍ଗାଲୁରୁରେ ‘ହୋମ୍ ଅଫ୍…
ଆମେ ସବୁ ପଣ୍ଡିତ
ଡ. ସତ୍ୟନାରାୟଣ ମିଶ୍ର ସମାଜରେ ମୁଖ୍ୟତଃ ଦୁଇ ପ୍ରକାର ମଣିଷ ଦୃଷ୍ଟିଗୋଚର ହୋଇଥାଏ ତାହା ହେଲା ଆର୍ଥିକ ଦୃଷ୍ଟିକୋଣରୁ ଧନୀ-ଦରିଦ୍ର ଓ ବୌଦ୍ଧିକ ଦୃଷ୍ଟିକୋଣରୁ ପଣ୍ଡିତ-ମୂର୍ଖ। ତେବେ ଏଠାରେ ବୌଦ୍ଧିକ ଦୃଷ୍ଟିକୋଣ ଉପରେ ଆଲୋକପାତ କରାଯାଇପାରେ। ଶିକ୍ଷା ଗ୍ରହଣ ତଥା ଜ୍ଞାନର…
ବିସ୍ଥାପନ ଯୁଗରେ ଶିକ୍ଷା ବ୍ୟବସ୍ଥା
ଆଫଗନିସ୍ତାନରୁ ଅନ୍ୟ ଦେଶଗୁଡ଼ିକୁ ଶରଣାର୍ଥୀଙ୍କ ସୁଅ ଛୁଟିଛି। ପୃଥିତ୍ବୀର ବିଭିନ୍ନ ଦେଶରେ ଏବେ ପ୍ରାୟ ୨୬ ଲକ୍ଷ ଆଫଗାନ୍ ଶରଣାର୍ଥୀ ରହିଛନ୍ତି। ବତ୍ତର୍ର୍ମାନ ସୁଦ୍ଧା ପୃଥିତ୍ବୀରେ ମୋଟ ଶରଣାର୍ଥୀ ଏବଂ ବଳପୂର୍ବକ ବିସ୍ଥାପିତ ହୋଇଥିବା ଲୋକଙ୍କ ସଂଖ୍ୟା ୮ କୋଟି ୨୪…
ବାୟୁମଣ୍ଡଳୀୟ ଗବେଷଣାକୁ ଅନ୍ତର୍ଜାତୀୟ ସ୍ବୀକୃତି
ଗୌରୀଶଙ୍କର ସାହୁ ବାୟୁମଣ୍ଡଳ ସମ୍ବନ୍ଧୀୟ ଗବେଷଣା ଏକ ମହତ୍ତ୍ୱପୂର୍ଣ୍ଣ ଗବେଷଣା। ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ମହତ୍ତ୍ୱପୂର୍ଣ୍ଣ ସୂଚନା ଏହି ବିଭାଗ ସହ ସଂଲଗ୍ନ। ଜଳବାୟୁ ପରିବର୍ତ୍ତନ ଓ ପାଣିପାଗ ସମ୍ବନ୍ଧୀୟ ପୂର୍ବାନୁମାନ ବଡ଼ ଅନିଶ୍ଚିତ। ବୋଧହୁଏ ଏଥିପାଇଁ ଏହି ବିଷୟକ ଗବେଷଣାକୁ…
ବିଶ୍ୱରେ ବିଟ୍କଏନ
ଡାରୋନ ଆକ୍ମୋଗ୍ଲୁ ବିଟ୍କଏନର ମୂଲ୍ୟ ପ୍ରଥମଥର ଲାଗି ଉଚ୍ଚରେ ପହଞ୍ଚତ୍ଥିବାରୁ ଏଲ୍ସାଲଭାଡର ଏବଂ କ୍ୟୁବା ଏହାକୁ ଲିଗାଲ ଟେଣ୍ଡର ଭାବେ ସ୍ବୀକାର କରିବାକୁ ବିଚାର କରୁଛନ୍ତି। ତେବେ ମୁଦ୍ରା ଏବଂ ରାଜନୀତି ପାଇଁ ଭବିଷ୍ୟତରେ ଏହାର ପ୍ରଭାବ କ’ଣ ରହିବ ତାହା…
ବେଦାନ୍ତ ଦର୍ଶନ
ଡା. ଗୋପାଳ ଚନ୍ଦ୍ର ଦାଶ ଷଟ୍ ଦର୍ଶନ ମଧ୍ୟରେ ବେଦାନ୍ତ ହେଉଛି ଅନ୍ତିମ ଦର୍ଶନ। ଏହା ଉପନିଷଦ୍ ତତ୍ତ୍ୱ ଉପରେ ଆଧାରିତ। ବ୍ରହ୍ମ ସାକ୍ଷାତ୍କାର ଏହି ଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ। ମହର୍ଷି ବ୍ୟାସଦେବ ଏହାର ରଚୟିତା। ଏହାକୁ ବ୍ରହ୍ମସୂତ୍ର କୁହାଯାଏ। ଏହି…
ଗ୍ରାମାଞ୍ଚଳର ଆତ୍ମହତ୍ୟା ସମସ୍ୟା
ଡ. ବାସନ୍ତୀ ମହାନ୍ତି ଆତ୍ମହତ୍ୟା ପ୍ରବଣତା ଏବେ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ସମସ୍ୟା ହୋଇପଡ଼ିଛି। ଏବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଏ ପ୍ରବଣତା ବେଶି ପରିଲକ୍ଷିତ ହେଉଛି। ଗତ ଦିନମାନଙ୍କରେ ଆମତ୍ହତ୍ୟା ଗ୍ରାମାଞ୍ଚଳରେ ଏତେ ବେଶି…
ଏଇ ଭାରତରେ
କୃଷିଋଣ ଯନ୍ତାରୁ ମୁକୁଳି ୧୦୦ ଜଣ କୃଷକଙ୍କୁ ଜୈବିକ କୃଷି ପ୍ରତି ଆକୃଷ୍ଟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ମାରୁତି ନାଇଡୁ। ମାରୁତିଙ୍କ ଘର ଆନ୍ଧ୍ରପ୍ରଦେଶର ଓବୁଲୟାପଲ୍ଲୀରେ। ନାଇଡୁଙ୍କ ପରିବାର ବହୁ ବର୍ଷ ଧରି ପାରମ୍ପରିକ ପଦ୍ଧତିରେ ଚାଷ କରୁଥିତ୍ତ୍ଲେ।…
Archives


