ସମ୍ପାଦକୀୟ

ସୃଜନ କଳା ମୁରୁଜ

ଅଭୟ କୁମାର ଦାସ ବହୁ ବର୍ଷ ପୂର୍ବେ ଚିତ୍ରଲକ୍ଷଣ ନାମରେ ଜଣେ ରାଜା ଥିଲେ। ତାଙ୍କ ସମୟରେ ସେ ଥିଲେ ଜଣେ ପ୍ରସିଦ୍ଧ ଚିତ୍ରକର। ଏକଦା ରାଜା ଚିତ୍ରଲକ୍ଷଣଙ୍କ ଦରବାରର ମହାପଣ୍ଡିତଙ୍କ ପୁତ୍ରର ଅକାଳ ମୃତ୍ୟୁ ଘଟିବାରୁ ମହାପଣ୍ଡିତଙ୍କ ସମେତ ସାରା…

ଏଇ ଭାରତରେ

ବିଲୁପ୍ତି ପଥରେ ଥିବା ବିରଳ ପ୍ରଜାତିର ଜୀବଙ୍କ ସୁରକ୍ଷାକୁ ଗମ୍ଭୀରତାର ସହ ନେଇଛନ୍ତି ଅରୁଣିମା ସିଂହ। ସେ ଦୀର୍ଘ ୮ ବର୍ଷ ହେବ ଏକାକୀ ବିଭିନ୍ନ ପ୍ରଜାତିର କଇଁଛଙ୍କ ସୁରକ୍ଷାରେ ଲାଗିଛନ୍ତି। ବହୁ କଠିନ ପରିସ୍ଥିତିର ସାମ୍‌ନା କରି ଏବେ ସୁଦ୍ଧା…

ଏଇ ଭାରତରେ

ହଜାର ହଜାର ଝିଅଙ୍କୁ ସଶକ୍ତ କରି ସମାଜ ଲାଗି ପ୍ରେରଣା ସାଜିଛନ୍ତି ବିହାର ବୈଶାଳୀ ଜିଲାର ପୁନମ ରାୟ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପେଣ୍ଟିଂରେ ଡିଗ୍ରୀ ହାସଲ କରିବା ପରେ ପୁନମ ୧୯୯୫ରେ ବିବାହ କରିଥିଲେ। କନ୍ୟା ସନ୍ତାନର ଜନନୀ…

କନ୍ୟାରତ୍ନଙ୍କ ଭାଗ୍ୟ

ନଗେନ୍ଦ୍ରନାଥ ପଟ୍ଟନାୟକ   ଚାକଚକ୍ୟଭରା ଇ-ଯୁଗରେ ଆମେ ଏବେ ପାଶ୍ଚାତ୍ୟ ବା ବିଦେଶୀ ସଂସ୍କୃତିକୁ ଆପଣାଇ ନେଇଛେ। ନିଜର ପରିପୁଷ୍ଟ ସଂସ୍କାର ଓ ଗୌରବମୟ ସଂସ୍କୃତିକୁ ପଛକୁ ଠେଲି ଅତଳ,ଅଥଳ ଗର୍ତ୍ତରେ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଭାବେ ତୟାର ହୋଇ ବସିଛେ।…

ଇତିହାସ ଲେଖାରେ ଭୁଲ୍‌

ସହଦେବ ସାହୁ   ସ୍ୱାର୍ଥପର ୟୁରୋପୀୟମାନେ ଇତିହାସକୁ ତେଢ଼ାମେଢ଼ା କରି ନିଜର ଉତ୍କର୍ଷ ଦେଖାଇଛନ୍ତି ଏବଂ ଆମେ ଇଂଲିଶ ପଢ଼ା ଲୋକେ ତାକୁ ଗ୍ରହଣ କରିନେଇଛୁ। ଆସନ୍ତୁ ଆଗେ ଆଫ୍ରିକା କଥା ବିଚାର କରିବା। କ୍ରୀତଦାସମାନଙ୍କ ବିଷୟରେ ଆରମ୍ଭ ହୋଇଥିବାରୁ ଆଫ୍ରିକାର…

ପ୍ରଦୂଷଣ: ଦିନରେ ରାତି

ସୁସ୍ଥ ଜୀବନ ପାଇଁ ପ୍ରଦୂଷଣମୁକ୍ତ ପରିବେଶ ଅପରିହାର୍ଯ୍ୟ। ହେଲେ ତାହା ଏବେ ଉପଲବ୍ଧ ହେଉ ନ ଥିବା ଦିଲ୍ଲୀ ସହରର ବାୟୁ ପ୍ରଦୂଷଣରୁ ସ୍ପଷ୍ଟ ହୋଇଛି। ବର୍ତ୍ତମାନ ଦିଲ୍ଲୀ ସହରର ଲୋକେ ସବୁଠୁ ଖରାପ ବାୟୁ ଗ୍ରହଣ କରୁଛନ୍ତି। ସୁପ୍ରିମକୋର୍ଟ ପ୍ରଦୂଷଣ…

ମାନବ ସମ୍ବଳ ସବୁକିଛି

ମାକେଞ୍ଜି ଆଣ୍ଡ୍‌ କମ୍ପାନୀର ଗବେଷଣା ଶାଖା ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବାଧିକ ଧନୀ ରାଷ୍ଟ୍ର ଆମେରିକାକୁ ଚାଇନା ଅତିକ୍ରମ କରିଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱ ସମ୍ପତ୍ତି ୩ ଗୁଣା ବୃଦ୍ଧି ପାଇଥିବା ବେଳେ ଏହି…

ଏଇ ଭାରତରେ

ଜଣେ ମହିଳାଙ୍କ ବର୍ଜ୍ୟମୁକ୍ତ ଅଭିଯାନରେ ଗୋଟିଏ ସହରର ୪୦ ପ୍ରତିଶତ ଲୋକ ସାମିଲ ହେବା କିଛି କମ୍‌ କଥା ନୁହେଁ। ମହାରାଷ୍ଟ୍ରର ମହାଡା ସହରର ମମତା ମେହେଟାଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ମମତା ୧୯୯୫ରେ କୋଙ୍କଣ ଏଜୁକେଶନ ସୋସାଇଟିରେ ଶିକ୍ଷକ…

ଶେଷ ସର୍ବୋତ୍ତମ ଆଶା

ଇଂ. ମାୟାଧର ସ୍ବାଇଁ ବର୍ତ୍ତମାନ ପୃଥିବୀର ପରିବେଶଗତ ବଡ଼ ସମସ୍ୟା ହେଉଛି ଜଳବାୟୁ ପରିବର୍ତ୍ତନ। ଏଥିପାଇଁ ମନୁଷ୍ୟ ହିଁ ଦାୟୀ, ଏଥିରେ କୌଣସି ସନ୍ଦେହ ନାହିଁ। ଜଳବାୟୁ ସଂକ୍ରାନ୍ତୀୟ ଆନ୍ତଃ ସରକାରୀ ପରିଷଦ (ଆଇପିସିସି) ଏହାର ସଦ୍ୟତମ ରିପୋର୍ଟରେ ଏହାକୁ ସ୍ପଷ୍ଟ…

ଏକ୍ସଟେନ୍‌ଶନ: ଦେଶ ଅନାଇଛ

କେନ୍ଦ୍ର ସରକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବା ଉଦ୍ଦେଶ୍ୟ ରଖି ୧୪ ନଭେମ୍ବରରେ ଅଧ୍ୟାଦେଶ ଆଣିଛନ୍ତି। ଏହା ପରେ ଅଧ୍ୟାଦେଶକୁ ସ୍ବୀକୃତି ଦେବା ସକାଶେ ପାର୍ଲାମେଣ୍ଟରେ…

ସମୟ ନେଇ ମଣିଷ

ଡ. ସୁବାସ ଚନ୍ଦ୍ର ପାତ୍ର ସମୟକୁ ନେଇ ମଣିଷର ଚାଲିଚଳଣ, ଗତିବିଧି, ପୋଷାକ ପରିଚ୍ଛଦ, ଖାଦ୍ୟପାନୀୟ, ଅଭାବ ଅସୁବିଧା, ଦୁଃଖସୁଖ ପରିଚାଳିତ ତଥା ନିୟନ୍ତ୍ରିତ ହୁଏ। ବ୍ୟକ୍ତିଗତ ତଥା ସାମାଜିକ ଜୀବନରେ ସମୟ ହିଁ ବଳବାନ ରୂପରେ ପ୍ରତୀୟମାନ ହେଉଥିଲା ବେଳେ…

ପୀଡ଼ିତଙ୍କ ପାଇଁ ନୁହଁ

ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁଦୃଢ଼ କରିବା ସହିତ ଗରିବ ଓ ଅସହାୟ ନାଗରିକଙ୍କୁ ସୁରକ୍ଷା ଦେବା ଭାରତୀୟ ପୋଲିସର ପ୍ରମୁଖ କାର୍ଯ୍ୟ। ସେମାନେ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କରିବା ସକାଶେ ପ୍ରଶିକ୍ଷିତ ହେବା ଦରକାର। ହେଲେ ସେମାନଙ୍କୁ ଏକ ଭିନ୍ନ ରାସ୍ତା ଦେଖାଇବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri