ବର୍ମାରେ ଗଣତନ୍ତ୍ରର ମୃତ୍ୟୁ
ମ୍ୟାନ୍ମାର(ବର୍ମା)ର ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍ ସାନ୍ ସୁ ଚୀଙ୍କୁ ସେଠାକାର ମିଲିଟାରୀ ଶାସକ ଦୁଇଟି ଘଟଣାରେ ୬ ଡିସେମ୍ବରରେ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଜୁଣ୍ଟା ମୁଖ୍ୟ ଦଣ୍ଡାଦେଶକୁ ଦୁଇବର୍ଷ କୋହଳ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ,…
ଏଇ ଭାରତରେ
ସମୟ ଚକ୍ରରେ ବହୁ ବରିଷ୍ଠ ନାଗରିକ ପରିବାର ପାଇଁ ଅଲୋଡ଼ା ହୋଇଯାଆନ୍ତି। ଏମିତି କି ଦିନକୁ ଦୁଇବେଳା ଖାଇବା ଯୋଗାଡ଼ କରିବା ସେମାନଙ୍କୁ କଷ୍ଟକର ହୋଇଯାଏ। ହେଲେ ମୁମ୍ବାଇର ଡ. ଉଦୟ ମୋଦି ଏଭଳି ଅସହାୟ ବରିଷ୍ଠ ନାଗରିକମାନଙ୍କ ସାହାରା ପାଲଟିଛନ୍ତି।…
କରୋନାଠୁ କମ୍ ନୁହେଁ
ବିପ୍ଳବ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଟିକାକରଣରେ ଜାତୀୟ ହାରଠୁ ଓଡ଼ିଶା ଆଗରେ ରହିଛି। ପରିସଂଖ୍ୟାନ ଦୃଷ୍ଟିରୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ହାର ବେଶ୍ କମ୍। ଏ ସବୁର ଶ୍ରେୟ ସରକାରଙ୍କୁ ଦିଆଯାଉଛି। ମାତ୍ର କରୋନାଠୁ ଆଉ…
ସେବା ନା କ୍ଷମତା ଲୋଭ
ଡ. ସନ୍ତୋଷ କୁମାର ମହାପାତ୍ର ଗତ ନଭେମ୍ବର ୨୮ରେ ୮୩ତମ ‘ମନ୍ କି ବାତ୍’ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, ସେ କ୍ଷମତା ଚାହାନ୍ତି ନାହିଁ ବରଂ ଲୋକଙ୍କ ସେବା କରିବାକୁ ଚାହୁଁଛନ୍ତି। ଅନ୍ୟ…
ଏଥର ଶ୍ରୀକୃଷ୍ଣ
ଅଯୋଧ୍ୟାରେ ବାବ୍ରି ମସ୍ଜିଦ ଭଙ୍ଗା ଘଟଣା ୬ ଡିସେମ୍ବର ୨୦୨୧ରେ ୨୯ ବର୍ଷରେ ପହଞ୍ଚତ୍ଛି। ୫ ଅଗଷ୍ଟ ୨୦୨୦ରେ ଭୂମିପୂଜନ ହେବା ପରେ ସେଠାରେ ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ଉତ୍ତରପ୍ରଦେଶର ଅନ୍ୟ ଏକ ଧାର୍ମିକ ସହର ମଥୁରା…
ଦୁଶ୍ଚିନ୍ତାରେ ଯବାନ
ନାଗାଲାଣ୍ଡ ମନ୍ ଜିଲାର ଟିରୁ ଅଞ୍ଚଳରେ ୪ ଡିସେମ୍ବର ସନ୍ଧ୍ୟାରେ ସେନାର ଅତର୍କିତ ଆକ୍ରମଣରେ ୧୩ ଜଣ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ୧୧ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ପ୍ରତିକ୍ରିୟାରେ ସ୍ଥାନୀୟ ଲୋକଙ୍କ ପ୍ରତିଆକ୍ରମଣରେ…
ପାଇକ ବିଦ୍ରୋହ ଓ ଜୟୀ ରାଜଗୁରୁ
ଡ. ପ୍ରଫୁଲ୍ଲ କୁମାର ସାହୁ ଭାରତୀୟ ମୁକ୍ତି ସଂଗ୍ରାମର ଇତିହାସର ପ୍ରଥମ ଶହୀଦ ଜୟୀ ରାଜଗୁରୁ(ଜୟକୃଷ୍ଣ ରାଜଗୁରୁ)। ଓଡ଼ିଆ ଅସ୍ମିତା ଓ ବୀରତ୍ୱର କିମ୍ବଦନ୍ତୀ ପୁରୁଷ। ଜଣେ ଧର୍ମଶାସ୍ତ୍ର ଓ ନୀତିଶାସ୍ତ୍ର ବିଶାରଦ ତଥା ସମର କୁଶଳୀ ଯୋଦ୍ଧା। ୧୮୫୭ ସିପାହି…
ଦୀପ ତଳ ଅନ୍ଧାର
ଶ୍ୱେତପଦ୍ମାସିନୀ ମହାନ୍ତି ଏତେ ବଡ଼ ଦେଶରେ ପ୍ରତ୍ୟହ କିଛି ନା କିଛି ଘଟଣା, ଦୁର୍ଘଟଣା ଘଟିବ ନିଶ୍ଚୟ। ଏମିତିରେ ଯଦି କେଉଁଠି ବମ୍ଟିଏ ଫୁଟିଗଲା ଏବଂ ସେଥିରୁ ରାଜନୈତିକ ଗନ୍ଧ ବାହାରିଲା, ତେବେ ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସି…
ଏଇ ଭାରତରେ
ନିଜ ଜୀବନକୁ ବିପଦରେ ପକାଇ ଅନ୍ୟକୁ ରକ୍ଷା କରିବାରେ ଯେଉଁ ଆନନ୍ଦ ରହିଛି ତାହା ଅନୁଭବ କରିଛନ୍ତି ପୁଣେର ରାଜେଶ କାଚି। ସେ ରାସ୍ତା କଡ଼ରେ ଅଣ୍ଡା ଭୁଜିଆ ବିକ୍ରି କରନ୍ତିି ଓ ତା’ ମଧ୍ୟରୁ ସମୟ ବାହାର କରି ୧୫୦…
ଏଇ ଭାରତରେ
ଆଜିକାଲି ଲୋକଙ୍କର ନିଜ ଉପରେ ଭରସା ପାଉ ନ ଥିବାବେଳେ କୌଣସି ଦୋକାନୀ ଅଜଣା ଗ୍ରାହକଙ୍କ ଉପରେ ବିଶ୍ୱାସ କରିପାରିବ କି ? ହଁ, ଏମିତି ଗୁଜରାଟର ଜଣେ ଦୋକାନୀଙ୍କ କାହାଣୀ ସାମ୍ନାକୁ ଆସିଛି, ଯିଏ ଗ୍ରାହକଙ୍କ ପାଇଁ ୧୨ ମାସ…
ଉଦ୍ୟୋଗୀ ବୁଷ୍ଟର
ଇଂଲିଶ ଭାଷାରେ ଦୁର୍ବଳତା ତାଙ୍କୁ ଦୁଇ ଥର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅକୃତକାର୍ଯ୍ୟ କରାଇଥିଲା। ଏହି ବିଫଳତା ସତ୍ତ୍ୱେ ସେ ପଢ଼ାରୁ ଇସ୍ତଫା ଦେଇ ନ ଥିଲେ। ତାଙ୍କ ଭାଇ ଜଣେ ରସାୟନବିତ୍ ଓ ସେ ଜୀବନରେ କିଛି ନ କରି…
‘ଐତିହାସିକ’ ମାନେ ବୁଝନ୍ତୁ
ସହଦେବ ସାହୁ କିଛି ଗୋଟିଏ ନୂଆ ନାଁ ଦେଇ ପ୍ରକଳ୍ପଟିଏ ଚାଲୁ କଲାବେଳେ ପ୍ରାଦେଶିକ ସ୍ତରରେ ହେଉ କି କେନ୍ଦ୍ରରେ ହେଉ, ସରକାର କହନ୍ତି ଏ ଏକ ‘ଐତିହାସିକ’ ପଦକ୍ଷେପ। ଅନ୍ୟ ଦଳ ତୁଳନାରେ ବେଶିଦିନ ଗାଦିରେ ରହିଲେ ସହଜେ…
Archives


