ସମ୍ପାଦକୀୟ

ପ୍ରକୃତିମାତାଙ୍କୁ ବ୍ୟକ୍ତିତୁଲ୍ୟ ଅଧିକାର

ଗତ ଏପ୍ରିଲ ୧୯ ତାରିଖ (୨୦୨୨) ଦିନ ମଦୁରାଇସ୍ଥିତ ମାଡ୍ରାସ୍‌ ଉଚ୍ଚ ନ୍ୟାୟାଳୟ ବେଞ୍ଚ ବିଚାରପତି ଏସ୍‌. ଶ୍ରୀମଥି ପରିବେଶପ୍ରେମୀମାନଙ୍କ ପାଇଁ ପ୍ରଦାନ କରିଛନ୍ତି ଏକ ଅଭୂତପୂର୍ବ ରାୟ ା ଏଥିରେ ସେ ‘ପ୍ରକୃତିମାତା’ଙ୍କୁ ଆଇନତଃ ଜଣେ ବ୍ୟକ୍ତି ବିଶେଷ ରୂପେ…

ଏଇ ଭାରତରେ

କାର୍ଯ୍ୟ ଆଧାରରେ ଜଣେ ଆଦର୍ଶ ସରପଞ୍ଚ ହୋଇପାରନ୍ତି, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ରାଜପୁର ଗ୍ରାମପଞ୍ଚାୟତର ପିୟଙ୍କା ତିଓ୍ବାରି। ପ୍ରିୟଙ୍କା ସରପଞ୍ଚ ନିର୍ବଚିତ ହେବାର ବର୍ଷେ ମଧ୍ୟରେ ତାଙ୍କ ପଞ୍ଚାୟତକୁ ୭୫% ପ୍ଲାଷ୍ଟିକ୍‌ମୁକ୍ତ କରିପାରିଛନ୍ତି। କେବଳ ସେତିକି ନୁହେଁ ଘରର ବ୍ୟବହୃତ…

ଏଇ ଭାରତରେ

ଝାଡ଼ଖଣ୍ଡର ଛୋଟ ଗାଁଟିଏ ପୂରବି ସିଂହଭୂମ। ଏହି ଗାଁକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ଯମୁନା ଟୁଡୁ। ଯମୁନାଙ୍କ ନେତୃତ୍ୱରେ ମହିଳାମାନେ ଗଛ ସୁରକ୍ଷାରେ ଲାଗିିଛନ୍ତି। ସେମାନେ ଗଛରେ ରାଖୀ ବାନ୍ଧି ଚିରଦିନ ଲାଗି ତା’ ସୁରକ୍ଷା ପାଇଁ ଶପଥ ନେଉଛନ୍ତି। ଏହି…

ବିଶ୍ୱରେ ମଙ୍କିପକ୍ସ

ଡା. ଉମେଶ ଚନ୍ଦ୍ର ପାତ୍ର ମହାମାରୀ କରୋନା ସଂକ୍ରମଣ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସମଗ୍ର ବିଶ୍ୱରେ ଅବ୍ୟାହତ ରହିଥିବାବେଳେ ଏବେ ମଙ୍କିପକ୍ସ ଆତଙ୍କ ସୃଷ୍ଟି ହୋଇଛି। କାନାଡ଼ା, ସ୍ପେନ୍‌, ଇସ୍ରାଏଲ, ଫ୍ରାନ୍ସ, ସୁଇଜରଲାଣ୍ଡ, ଆମେରିକା ଓ ଅଷ୍ଟ୍ରେଲିଆରେ ୧୦୦ରୁ…

ଖାଦ୍ୟ ସୁରକ୍ଷା ଆଇନ ଓ ବାସ୍ତବତା

ରାଜୀବ କର୍ମି ସଦ୍ୟ ନିର୍ବାଚିତ ସରପଞ୍ଚମାନଙ୍କ ପାଇଁ ଏକ ଆହ୍ବାନ ହେଉଛି ସାଧାରଣ ବଣ୍ଟନ ବ୍ୟବସ୍ଥାର ସଫଳ ରୂପାୟନ। ନିର୍ବାଚନ ପୂର୍ବବର୍ତ୍ତୀ ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଇ କେତେଜଣ ସରପଞ୍ଚ ପିଡିଏସ୍‌ ସାମଗ୍ରୀକୁ ଅପହଞ୍ଚ ଗାଁଗୁଡ଼ିକରେ ଯୋଗାଇ ଦେବାର ବ୍ୟବସ୍ଥା କରିଥିବାର…

ଚାହିଁ ବସିଛନ୍ତି ଅର୍ଥମନ୍ତ୍ରୀ

ଭବିଷ୍ୟତକୁ ଚାହିଁ ମୋଦି ସରକାର କିଛି ନୂଆ ଚିନ୍ତା କରିବାକୁ ସକ୍ଷମ ବୋଲି ଜଣାଇ ଦେବାକୁ ଚାହାନ୍ତି। ନିକଟରେ ଅର୍ଥ ମନ୍ତ୍ରଣାଳୟ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକାରେ ଉନ୍ନତି ଆଣିବା ସକାଶେ ବ୍ୟୟ ବିଭାଗ ସଚିବ ଟି.ଭି. ସୋମନାଥନଙ୍କ ଅଧୀନରେ ଏକ ଆଭ୍ୟନ୍ତରୀଣ…

ପ୍ରସାଧନ ବିପଣିର ମତିଗତ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଏରିକା ଜେନିଫର ଫର୍ଣ୍ଣାଡିସ୍‌। ମୁମ୍ବାଇରେ ଜନ୍ମିତା ଏଇ ଯୁବ-କଳାକାର ଜଣକ ଫିଲ୍ମ ଓ ଟେଲିଭିଜନ ଇଣ୍ଟଷ୍ଟ୍ରିରେ ସମ୍ପ୍ରତି ବେଶ୍‌ ଅଭିଜ୍ଞତାସମ୍ପନ୍ନ। ତେବେ ସେ ଅଭିନେତ୍ରୀ ଭାବେ ନିଜର ତିକ୍ତ ଅନୁଭୂତି ବିଷୟରେ ଉଲ୍ଲେଖ କରିଛନ୍ତି। କୃତ୍ରିମ ଆବରଣ…

ବୈଶ୍ୱିକ ଖାଦ୍ୟାଭାବର ସମାଧାନ

କୌଶିକ ବସୁ ଖାଦ୍ୟାଭାବ ସାରା ବିଶ୍ୱରେ ଏବେ ସମସ୍ୟାର ଏକ କଳା ବାଦଲ ବିଛାଇବା ଆରମ୍ଭ କରୁଛି। ଏହା ବ୍ୟତୀତ ଆଉ ଏକ ଦୀର୍ଘକାଳିକ କାରକ ପୃଥିବୀକୁ ଉତ୍ତପ୍ତ କରୁଛି, ଯାହା ଧୀରେ ଧୀରେ ଚାଷ ଜମି ନଷ୍ଟ କରିଚାଲିଛି। କିନ୍ତୁ…

ଅନ୍ଧବିଶ୍ୱାସ ଅନ୍ତରାଳେ

ରଶ୍ମି ରଞ୍ଜନ ରାଉତ ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ମଣିଷର ମନ ଯେତେବେଳେ ଦୁର୍ବଳ ହୋଇଯାଏ ସେତେବେଳେ ସେ ତା’ର ଲକ୍ଷ୍ୟ ସାଧନ ପାଇଁ କାହାର ନା କାହାର ସାହାରା ନେଇଥାଏ। ପ୍ରତିକୂଳ ପରିସ୍ଥିତିରେ କୁଟା ଖଣ୍ଡକୁ ଆଶ୍ରା କଲାପରି ପରିଶେଷରେ ସେ ଅନ୍ଧବିଶ୍ୱାସର…

ଅନେକରେ ଏକ

ପାଞ୍ଚଶହ ବର୍ଷ ପୂର୍ବେ ମୋଗଲମାନେ ଉତ୍ତର ଭାରତରେ ଶାସନ କରୁଥିବା ସମୟରେ ସାରା ଭାରତରେ ଶୀଘ୍ର ଭକ୍ତି କାବ୍ୟର ବ୍ୟାପକ ଜାଗରଣ ସୃଷ୍ଟି ହୋଇଥିତ୍ଲା। ଭାରତର ଉତ୍ତରରୁ ଦକ୍ଷିଣ ପ୍ରାନ୍ତ ଯାଏ ଲୋକେ ଦୃଢ଼ଭାବ ସମ୍ବଳିତ ଭାଷାରେ ଦେବଦେବୀଙ୍କ ବିଭିନ୍ନ ରୂପ…

ଗୋଟିଏ ବୃକ୍ଷ ଗୋଟିଏ ଜୀବନ

ଭାରତର ଜଳବାୟୁକୁ ପାଣିପାଗ ବିଭାଗ ଦ୍ୱାରା ଚାରୋଟି ଭାଗରେ ବିଭକ୍ତ କରାହୋଇଛି ଯଥା: ଜାନୁୟାରୀ ଏବଂ ଫେବୃୟାରୀ- ଶୀତ କାଳ, ମାର୍ଚ୍ଚ, ଏପ୍ରିଲ, ମେ’-ଗ୍ରୀଷ୍ମ କାଳ; ଜୁନ୍‌, ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର- ବର୍ଷା କାଳ; ଶେଷରେ ଅକ୍ଟୋବର, ନଭେମ୍ବର ଓ…

ସାର୍ଥକ ସେହି ସଂଗ୍ରାମୀ ଜୀବନ

୧୯୭୫ ଜୁନ୍‌ ୨୫ ମଧ୍ୟରାତ୍ରିରୁ ଇନ୍ଦିରା ଗାନ୍ଧୀ ଜରୁରିକାଳୀନ ବା ଇମର୍ଜେନ୍ସି ଜାରି କଲେ। ଏହା ବିରୋଧରେ ଗଣତାନ୍ତ୍ରିକ ମାନବ ଅଧିକାର ଫେରିପାଇବା ପାଇଁ ଲଢ଼େଇ ଆରମ୍ଭ ହେଲା। ନିରନ୍ତର ସଂଗ୍ରାମରତ ନେତା ଶିବାଜୀ ପଟ୍ଟନାୟକ, ଆଦରର ଶିବାଜୀ ଭାଇ ଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?