ବିପନ୍ନ ଗଣତନ୍ତ୍ର ଓ ଉପେକ୍ଷିତ ଜନତା
ଡ. ସିଦ୍ଧାର୍ଥ କାନୁନ୍ଗୋ ଆମେ ଜାଣୁ ଆମ ବକ୍ତବ୍ୟରେ ଦେଶର ଦୁଃଖ ଦୂରହେବ ନାହିଁ; ଅଥବା ଲାଞ୍ଚଖୋର ମଣିଷର ପ୍ରବୃତ୍ତି ବନ୍ଦ ହେବ ନାହିଁ।“ – ଏହା ହେଉଛି ସେତେବେଳର ଯୁବ ଓ ପ୍ରଭାବଶାଳୀ କବି କହ୍ନେୟାଲାଲ ଦାସଙ୍କ ରଚିତ କବିତାର…
ବାଇଡେନ୍ଙ୍କ ପଦକ୍ଷେପ
ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଦ୍ୱାରା ଭର୍ଚୁଆଲ୍ ମାଧ୍ୟମରେ ‘ସମିଟ୍ ଫର୍ ଡେମୋକ୍ରାସି’ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହାର ୩ଟି ଉଦ୍ଦେଶ୍ୟ ଥିଲା, ଯଥା-ଏକଚ୍ଛତ୍ରବାଦକୁ ପ୍ରତିହତ କରିବା, ଦୁର୍ନୀତି ବିରୋଧରେ ସଂଗ୍ରାମ ଏବଂ ମାନବ ଅଧିକାରକୁ ସମ୍ମାନର ସହ…
ଆମ୍ବ ସ୍ବାଦ ବରକୋଳିରେ ନାହିଁ
ଡିସେମ୍ବର ୧୨ ସକାଳୁ ଖବର ମିଳିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ ହୋଇଛି। ସେହି ହ୍ୟାକ୍ର ଦୁଷ୍ଟ ଲେଖା ଦର୍ଶାଇଲା ଯେ, ସତେ ଯେମିତି ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ବ୍ୟକ୍ତିଗତ ଟୁଇଟର ହ୍ୟାଣ୍ଡ୍ଲରେ ଘୋଷଣା କରିଛନ୍ତି, ‘ଭାରତ…
ଶିଶୁ ମାନସିକ ସ୍ବାସ୍ଥ୍ୟର ଯତ୍ନ
ରାଜୀବ କର୍ମୀ ଶିଶୁମାନଙ୍କ ମାନସିକ ସ୍ବାସ୍ଥ୍ୟ ମୁଖ୍ୟତଃ ଆବେଗିକ, ଭାବନାଗତ, ବିକାଶଗତ, ସାମାଜିକ ଦକ୍ଷତା ହାସଲ ଏବଂ ଅସୁବିଧା ସମୟରେ ଧୈର୍ଯ୍ୟର ସହ ସାମ୍ନା କରିବା ଉପରେ ପର୍ଯ୍ୟବସିତ। ମାନସିକ ଭାବରେ ସୁସ୍ଥ ଶିଶୁମାନେ ସକାରାତ୍ମକ ଜୀବନ ଶୈଳୀ ସହିତ ପରିବାର…
ଏଇ ଭାରତରେ
ପିଲାଦିନରୁ ଚାଷ ପ୍ରତି ଆଗ୍ରହ ରଖିଥିବା କେରଳର ଜଣେ ଚାଷୀ ଏବେ ୧୭୦ କିସମର କଦଳୀ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି। ଓ୍ବାଏନାଡ୍ର ଏହି କୃଷକ ଜଣକ ହେଉଛନ୍ତି ଏନ୍.କେ. ନିଶାନ୍ଥ। ୨ ଏକର ଜମିରେ ନିଶାନ୍ଥ ଏହି ଚାଷ…
ବ୍ୟାପକ କ୍ଷମତାର ଆଇନ
ନାଗାଲାଣ୍ଡରେ ସେନା ଦ୍ୱାରା ୧୪ ଜଣ ନାଗରିକଙ୍କ ମୃତ୍ୟୁ ହେବା ପରେ ଆର୍ମଡ୍ ଫୋର୍ସେସ୍ ସ୍ପେଶାଲ ପାଓ୍ବାର ଆକ୍ଟ ବା ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍ଏସ୍ପିଏ) ରଦ୍ଦ ବା ଉଚ୍ଛେଦ ଲାଗି ପୁଣି ସ୍ବର ଉଠିଛି। ପୂର୍ବୋତ୍ତର ରାଜ୍ୟର…
କୋଙ୍କଣି ସୃଜନ ସାଧକ
ଜ୍ଞାନପୀଠ ପୁରସ୍କାର ଭାରତୀୟ ସାହିତ୍ୟର ସର୍ବଶ୍ରେଷ୍ଠ ସମ୍ମାନ ଭାବେ ବିବେଚନା କରାଯାଏ। ୧୯୬୧ରେ ପ୍ରତିଷ୍ଠା ହୋଇଥିବା ଏହି ପୁରସ୍କାର ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ ଭାଷାର ସାହିତି୍ୟକଙ୍କୁ ପ୍ରଦାନ କରାଯାଇଆସୁଛି। ନିକଟରେ ୨୦୨୦ ପାଇଁ ଅସମୀୟା କବି ନୀଳମଣି ଫୁକନ୍…
ଅଧା ଜିତା ଲଢ଼େଇ
ବିଚିତ୍ର ବିଶ୍ୱାଳ ବିଳମ୍ବରେ ହେଲେ ବି କୃଷି ଆଇନ ତିନୋଟିକୁ ପ୍ରଧାନମନ୍ତ୍ରୀ ପ୍ରତ୍ୟାହାର କରିଛନ୍ତି। ଅବଶ୍ୟ ଏଥିପାଇଁ ଚାଷୀମାନଙ୍କୁ ବର୍ଷେରୁ ଊର୍ଦ୍ଧ୍ୱ କାଳ ଖରା, ବର୍ଷା, ଶୀତରେ ବସି ଆନ୍ଦୋଳନ କରିବାକୁ ପଡ଼ିଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଖଲିସ୍ତାନୀ,…
ଏଇ ଭାରତରେ
ଜଣେ ଅପରାଧୀଙ୍କ ଜୀବନରେ ଆସିଥିବା ଅବିଶ୍ୱସନୀୟ ପରିବର୍ତ୍ତନ ଓ ତାଙ୍କ ନିଆରା ସେବା ସମାଜ ପାଇଁ ବାସ୍ତବ ପ୍ରେରଣାଦାୟକ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ଗ୍ବାଲିୟରର ଦେବ ପ୍ରତାପ। ପିଲାବେଳେ ସେ ଘର ଛାଡ଼ି ଚାଲିଯାଇଥିଲେ ଓ ପରେ ଗ୍ବାଲିୟର…
ଏଇ ଭାରତରେ
ଅନେକେ କହନ୍ତି, ଚାଷ କାର୍ଯ୍ୟ ତୁଲାଇବାର କ୍ଷମତା ନ ଥିବାରୁୁ ମହିଳାମାନେ ଏ କ୍ଷେତ୍ରରେ ସଫଳ ହୋଇପାରନ୍ତି ନାହିଁ। କିନ୍ତୁ ଏଭଳି କହୁଥିବା ଲୋକଙ୍କ ଆକଳନକୁ ଭୁଲ ପ୍ରମାଣିତ କରିଛନ୍ତି ନାସିକର ସାହସୀ ମହିଳା କୃଷକ ସଙ୍ଗୀତା ପିଙ୍ଗଲେ। ତାଙ୍କ ସଂଘର୍ଷର…
ସାମଗ୍ରିକ ବନାମ ସାମୟିକ
ଡ. ମୌସୁମୀ ପରିଡ଼ା ମଣିଷର ସାମଗ୍ରିକ କୃତି, ପ୍ରତିଭା, ସମାଜସେବା ପାଇଁ ତାକୁ ସମ୍ମାନିତ କିମ୍ବା ପୁରସ୍କୃତ କରିବା ଦ୍ୱାରା ଉତ୍ସାହ ବୃଦ୍ଧି ହେବା ସହିତ ଅନ୍ୟମାନେ ପ୍ରଭାବିତ ହୁଅନ୍ତି। ପ୍ରତିଭା ପୂଜା ସହିତ ସଚେତନତା ସୃଷ୍ଟି କରିବା ଅନୁଷ୍ଠାନଗୁଡ଼ିକର ପରୋକ୍ଷ…
ଦିବ୍ୟାଙ୍ଗ ନିଯୁକ୍ତି ଭେଳିକି
ନାରାୟଣ ଚନ୍ଦ୍ର ବିଶ୍ୱାଳ କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟ ସରକାର ଏପରିକି ଅନେକ ବିଶ୍ୱବିଖ୍ୟାତ ସ୍ବେଚ୍ଛାସେବୀ ସଂଗଠନର ପ୍ରମୁଖମାନେ ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ କିଛି ପ୍ରଗତିମୂଳକ ଓ ସେମାନଙ୍କୁ ସମାଜ ସହ ସମକକ୍ଷ କରିବା ପାଇଁ ନୀତିନିୟମ ଏବଂ କୋଟି କୋଟି…
Archives


